• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ରବିବାର ତିଥି – ୧୦ମୀ ରାତ୍ରି ୧୧/୫୧ ଗତେ ୧୧ଶୀ ଚନ୍ଦ୍ର – ବିଛା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି – ଭୂମିଦାନ

ଶୁଭ ସମୟ

ପ୍ରାତଃ ୦୫/୨୮ ରୁ ୦୯/୪୪

ଦିବା ୦୧/୨୮ ରୁ ୦୨/୦୦

ସନ୍ଧ୍ୟା ୦୭/୦୧ ରୁ ୦୯/୧୫

ରାତ୍ରି ୧୨/୧୪ ରୁ ୦୧/୧୬

ରାତ୍ରି ୦୨/୪୦ ରୁ ୦୩/୧୪

ଅଶୁଭ ସମୟ

ଋାହୁକାଳ - ଦିବା ୦୪/୪୦ ରୁ ୦୬/୧୬

କାଳବେଳା - ଦିବା ୧୧/୫୧ ରୁ ୦୧/୨୮

ବାରବେଳା –ଦିବା ୧୦/୧୬ ରୁ ୧୧/୫୨

କାଳରାତ୍ରି – ରାତ୍ରି ୦୧/୧୬ ରୁ ୦୨/୪୦

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ – ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି

ଦ୍ୱିଜା –ନିଜର ଭାବନା ଓ ଯୋଜନାକୁ କ୍ରିୟାନ୍ୱିତ କରିବା ପାଇଁ ଲଗାଦାର ପ୍ରୟାସ କରିବାକୁ ପଡିବ

କୃତିକା – କୈାଣସି ପୁରୁଣା ବିବାଦର ସମ୍ମୁଖିନ କରିବାକୁ ପଡିବ

ପ୍ରତିକାର - ହନୁମାନଙ୍କର ଚାଳିଶା ପାଠ କରନ୍ତୁ

ବୃଷ:

କୃତିକା - ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ

ରୋହିଣୀ – କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ

ମୃଗଶିରା – ଖେଳାଳିଙ୍କ ପାଇଁ ଦିନଟି ବହୁତ ଭଲ ରହିବ

ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ:

ମୃଗଶିରା - ପ୍ରେମିି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ

ଆଦ୍ରା - ବନ୍ଧୁଙ୍କ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ

ପୁନର୍ବସୁ - ଅଧିକ ସମୟ ପିଲାଙ୍କ ସହିତ ବିତାଇବେ

ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ:

ପୁନର୍ବସୁ - ସ୍ୱାସ୍ଥ୍ୟରେ ସୁଧାର ଆସିବ , ଜୀବନ ସାଥିୀଙ୍କ ସହିତ ଅଧିକ ସମୟ ବିତାଇବେ

ପୁଷ୍ୟା – ଧନ ପ୍ରାପ୍ତିର ଭଲ ଯୋଗ ରହିଛି

ଅଶ୍ଳେଷା - କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ

ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ:

ମଘା –ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ

ପୂ , ଫାଲଗୁନୀ - କିଣା ବିକା ବେଳେ ସାବଧନତା ଅବଲମ୍ବନ କରନ୍ତୁ

ଉ ,ଫାଲଗୁନୀ – ବ୍ୟବସାୟୀ ନିଜର ଜରୁରୀ କାଗଜ ପତ୍ର ସମ୍ଭାଳି ରଖନ୍ତୁ

ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – ଜୀବନ ସାଥୀଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତା କରିବେ

ହସ୍ତା –ଅଧୁରା କାମ ପୂରା କରିବାରେ ଆପଣଙ୍କ ଧ୍ୟାନ ଲାଗି ରହିବ

ଚିତ୍ରା –ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ

ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ତୁଳା:

ଚିତ୍ରା –ପୂର୍ବରୁ ଲାଗି ରହିଥିବା ସମାସ୍ୟାର ସମାଧାନ ହେବ

ସ୍ୱାତୀ –ଆପଣ ସକାରତ୍ମକ ରହିଲେ ମନରେ ନୂଆ ଆଶା ଜନ୍ମିବ

ବିଶାଖା – ରାଜନେତା ନୂଆ କାର୍ଯ୍ୟ ଭାର ଗ୍ରହଣ କରିବେ

ପ୍ରତିକାର – ଶିବ ମନ୍ଦିର ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା:

ବିଶାଖା – ସରକାରୀ କର୍ମଚାରି ମାନଙ୍କ ପାଇଁ ଦିନଟି ଶୁଭ ରହିବ

ଅନୁରାଧା – ପ୍ରେମ ଜୀବନ ମଧୁର ମୟ ରହିବ

ଜ୍ୟେଷ୍ଠା – ବିଦ୍ୟାର୍ଥୀ କ୍ୟାରୀୟରରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବେ

ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ:

ମୂଳା – ଜୀବନ ଉତ୍କୁଷ୍ଟ କରିବା ଲାଗି ଚେଷ୍ଟା କରନ୍ତୁ

ପୂ , ଷାଢା – କୈାଣସି କଥାକୁ ନେଇ ବନ୍ଧୁଙ୍କ ସହିତ ତର୍କବିତର୍କ ହୋଇପାରେ

ଉ , ଷାଢା –ପରିବାରରେ କାହା ସହ ବାଦ ବିବାଦ ହୋଇପାରେ

ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର:

ଉ , ଷାଢା - ଆଖପାଖରେ ଲୋକ ଆପଣଙ୍କ ବ୍ୟବହାରରେ ଖୁସି ହେବେ

ଶ୍ରବଣା –ଅଫିସରେ କୈାଣସି ମହତ୍ୱ ପୂର୍ଣ୍ଣ କାର୍ଯ୍ୟ ମିଳିବ

ଧନିଷ୍ଠା –ପୂଜା ପାଠରେ ଅଧିକ ସମୟ ବିତାଇବେ

ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ:

ଧନିଷ୍ଠା –ଧନ ଲାଭର ଅବସର ପାଇବେ

ଶତଭିଷା – କୋର୍ଟର ଫଇସଲା ଆପଣଙ୍କ ପାଖକୁ ଆସିପାରେ

ପୂ , ଭାଦ୍ରପଦ – କ୍ୟାରିଅରରେ ଆଗକୁ ବଢିବା ଲାଗି ନୂଆ ଅବସର ମିଳିବ

ପ୍ରତିକାର –ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ

ମୀନ:

ପୂ , ଭାଦ୍ରପଦ - ଜରୁରୀ କାମ ଶେଷ କରିବାରେ ସଫଳ ହେବେ

ଉ , ଭଦ୍ରପଦ - ଲାଗି ରହିଥିବା ଚିନ୍ତା ଦୂର ହୋଇଯିବ

ରେବତୀ –ପୂର୍ବର ସାମାଜିକ କାର୍ଯ୍ୟ ଲାଗି ମାନ ସମ୍ମାନ ବଢିବ

ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)