• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Uddhav- sinde
ଜୋରଦାର ହେବ ବିଧାନସଭା ବାଚସ୍ପତି ଲଢ଼େଇ

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛି ମହା ବିକାଶ ଅଗାଡି । ବିଜେପି ବିଧାୟକ ରାହୁଲ ନର୍ଭେକରଙ୍କ ବିପକ୍ଷରେ ଶିବସେନା ବିଧାୟକ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଛି ।

Manipur Landslide
ଯେତେ ଖୋଳା ଯାଉଛି, ସେତେ ଶବ ମିଳୁଛି..

ଘଣ୍ଟା ପରେ ଘଣ୍ଟା ବିତୁଛି । ଦିନ ପରେ ଦିନ ବିତୁଛି । ଉଦ୍ଧାର କାର୍ଯ୍ୟ ଯେତେ ଆଗକୁ ବଢ଼ୁଛି, ପଥର ଓ ମାଟି କାଦୁଅ ଭିତରୁ ମିଳୁଛି ଗୋଟିକ ପରେ ଗୋଟିଏ ଶରୀର ।

Sonu Sood
ଅପରେସନ ବଦଳରେ ସୋନୁଙ୍କୁ ଦେଲେ ଗୋଲ୍ଡ ମେଡାଲ

ନିଜର ଜନହିତକାରୀ କାର୍ଯ୍ୟ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି ସୋନୁ ସୁଦ୍‌ ।

Mamata Banerjee
ଦ୍ରୌପଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ନେଇ ବଦଳିଲା ମମତାଙ୍କ ସ୍ୱର

ଜଣେ ମହିଳା ହିସାବରେ ଦ୍ରୌପଦୀଙ୍କ ପାଇଁ ଭାବନା ରହିଛି । ସମ୍ଭାବିତ ପ୍ରାର୍ଥୀ ନେଇ ଆଦୌ ଚର୍ଚ୍ଚା କରିନି ବିଜେପି ।

Ravindra Jadeja
ଟିମ୍‌ ଇଣ୍ତିଆର ଜବରଦସ୍ତ କମବ୍ୟାକ୍‌, ପନ୍ତଙ୍କ ପରେ ଜାଡେଜାଙ୍କ ଶତକ

ବର୍ମିଂହାମ ଟେଷ୍ଟରେ ରବୀନ୍ଦ୍ର ଜାଡ଼େଜାଙ୍କ ଶତକ ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଜାଡେଜାଙ୍କ ଜବରଦସ୍ତ ଶତକ ।

Extracting sugarcane juice in an innovative way
ବାଇକ୍ ବ୍ୟବହାର କରି ଆଖୁରୁ ରସ ବାହାର କଲେ ଯୁବକ

ଆଖୁରୁ ରସ ବାହାର କରିବା ଅଜବ ଯୁଗାଡ। କାଠରେ ହେଇଛି ମେସିନ ଆଉ ଏହା ଚାରିପାଖେ ବୁଲୁଛି ବାଇକ୍। ବାହାରୁଛି ଆଖୁ ରସ।

The Specialty in the coaching of Chandrakanta Pandit
ଚର୍ଚ୍ଚାରେ ଘରୋଇ କ୍ରିକେଟ୍‌ର ଦ୍ରୋଣାଚାର୍ଯ୍ୟ

କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ଅତୀତରେ ମୁମ୍ବାଇକୁ ତିନି ଥର ଓ ବିଦର୍ଭକୁ ଦୁଇ ଥର ରଣଜୀ ବିଜେତା କରାଇଥିଲେ; ହେଲେ ମଧ୍ୟପ୍ରଦେଶର ମୁକୁଟ ବିଜୟ ତାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ରଖେ। ତେବେ ଏହି ସଫଳତା ପଣ୍ଡିତଙ୍କ ପାଇଁ କାହିଁକି ସ୍ୱତନ୍ତ୍ର ଏବଂ ଏହା ପଛରେ କ’ଣ ଥିଲା ତାଙ୍କର ଗୁରୁମନ୍ତ୍ର?

Jelly ear fungus from tree
ଗଛରୁ ବାହାରୁଛି ମଣିଷର କାନ : ଜାଣନ୍ତୁ ଏହା ପଛର ରହସ୍ୟ

ଗଛରେ ଫଳୁଛି ମଣିଷ କାନ। ଏହା ପଛରେ ରହିଛି କି ରହସ୍ୟ? ଏହା କେଉଁଠି ଦେଖିବାକୁ ମିଳୁଛି? ଜାଣିବା ପାଇଁ ପଢନ୍ତୁ।

gold price
ବଢ଼ିଲା ସୁନା ଦର; ଜାଣନ୍ତୁ କେତେ...

ବଢ଼ିଲା ସୁନା-ରୂପା ଦର । ଜାଣନ୍ତୁ ୧୦ ଗ୍ରାମ୍‌ ପିଛା କେତେ...

Assam flood situation grim, 29 lakh affected
ବନ୍ୟାରେ ଉବୁଟୁବୁ ଆସାମ; ଜଳବନ୍ଦୀରେ ୨୯ ଲକ୍ଷ ଲୋକ

ଆସାମରେ ବନ୍ୟା ବିଭୀଷିକା । ବନ୍ୟା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ନାହିଁ ନଥିବା କ୍ଷତି, କରିମଗଂଜରେ ରାସ୍ତା ଧସିଯିବାରୁ ଯାତାୟତ ପ୍ରଭାବିତ ...

 A SpiceJet aircraft operating from Delhi to Jabalpur returned safely to the Delhi airport today mor
୫ ହଜାର ଫୁଟ ଉପରେ ଉଡୁଥିଲା ବିମାନ; ହଠାତ୍ ବାହାରିଲା ଧୂଆଁ

ସ୍ପାଇସଜେଟ୍ ବିମାନର ଜରୁରୀ ଅବତରଣ...ଦିଲ୍ଲୀରୁ ମଧ୍ୟପ୍ରଦେଶର ଜବଲପୁର ଯାଉଥିଲା ବିମାନ....

 Uddhav Thackeray,Eknath Shinde
ଶିବସେନାର ସମସ୍ତ ପଦରୁ ସିନ୍ଦେଙ୍କୁ ବହିଷ୍କାର କଲେ ଉଦ୍ଧବ ଠାକରେ

 ସିନ୍ଦେଙ୍କୁ ଦଳର ସମସ୍ତ ପଦପଦବୀରୁ ବହିଷ୍କାର କରାଯାଇଛି ।

Daily Horoscope
Daily Horoscope 2nd July 2022: ଏହି ରାଶିର ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ଭଲ ଯୋଗ ରହିଛି

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର । ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

assembly session
ଆଜିଠୁ ହୁଲସ୍ତୁଲ ହେବ ଗୃହ : ପ୍ରସଙ୍ଗ ହେବ ଆଇନ ଶୃଙ୍ଖଳା, ହାତୀ ମୃତ୍ୟୁ, ଚାଷୀ ସମସ୍ୟା

ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା କହିଛି ବିଜେଡି

Maharashtra Crisis
ମହାରାଷ୍ଟ୍ରରେ କାହିଁକି ବିଜେପି ନମ୍ବର ଟୁ ସ୍ଥାନ ବାଛିଲା ?

ମହାରାଷ୍ଟ୍ର ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା, ହଠାତ୍ ସିନ୍ଦେଙ୍କୁ କେମିତି ମିଳିଲା ସିଏମ୍ ମୁକୁଟ?

Mohammad Riyaz Ansari and Gaus Muhammad
ଜଣେ ୱେଲ୍ଡର, ଆଉ ଜଣେ ଦୋକାନୀ : ଟେଲର୍ ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ଗସ୍ ମହମ୍ମଦ ଓ ରିୟାଜ୍ ଅନସାରୀ

ଗସ୍ ମହମ୍ମଦ ଓ ରିୟାଜ୍ ଅନସାରୀ । ଏହି ହତ୍ୟାକାରୀଙ୍କର କେବଳ ପାକିସ୍ତାନ ଲିଙ୍କ୍ ନୁହେଁ, ସାମ୍ନାକୁ ଆସୁଛି ଆହୁରି ଅନେକ ରୋଚକ ତଥ୍ୟ

Protest March
ଥମୁନି ଉଦୟପୁର ତାତି : ରାଜସ୍ଥାନ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ

ଗତକାଲି କର୍ଣ୍ଣାଟକ କଲବୁର୍ଗି ଏବଂ ଉତ୍ତରପ୍ରଦେଶର ବରେଲି, ଅଯୋଧ୍ୟା ଓ ମୋରାଦାବାଦ ସମେତ ଦେଶର ବିଭିନ୍ନ ସ୍ଥାନରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

unmanned combat aircraft
ଏଥର ଆହୁରି ଡରିବେ ପାକିସ୍ତାନ-ଚୀନ ! ବିନା ପାଇଲଟରେ ଉଡ଼ିଲା ଯୁଦ୍ଧ ବିମାନ, ଦେଖନ୍ତୁ ଭିଡିଓ..

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଟୋନୋମସ ଫ୍ଲାଇଙ୍ଗ୍ ୱିଙ୍ଗ ଡେମନଷ୍ଟ୍ରେଟର ଟେକନଲୋଜିର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଧନ୍ୟବାଦ ଦେଇଛନ୍ତି ।

Enforcing Polythene Ban
ରାଜ୍ୟରେ ତିନି ବର୍ଷ ତଳୁ ପ୍ଲାଷ୍ଟିକ୍‌ ବ୍ୟାନ୍‌ ସତ୍ତ୍ୱେ କାହିଁକି ମିଳୁନି ସୁଫଳ ?

କଟକଣା ଲାଗିଲା, ଧରପଗଡ ଆରମ୍ଭ ହେଲା, ଆଉ ଆରମ୍ଭରୁ ତୁତୁ ମେମେ ଦେଖିବାକୁ ମିଳିଲା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିରୋଧରେ ବିଏମ୍ସି ପକ୍ଷରୁ ଆଜି ଭୁବନେଶ୍ୱର ଡମଣା ହାଟରେ ଚଢାଉ କରାଯାଇଛି ।

Ketaki Chitale
ଜେଲ୍‌ରୁ ମୁକୁଳିଲେ କେତକୀ, ବାହାରିବା ପରେ ଦେଲେ ବିସ୍ଫୋରକ ବୟାନ

କେତକୀଙ୍କ ବ୍ୟତୀତ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୨୩ ବର୍ଷୀୟ ଫାର୍ମାସୀ ଛାତ୍ର ନିଖିଲ ଭାମରେ ମଧ୍ୟ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ୬ଟି ମାମଲା ରୁଜୁ କରାଯାଇଛି।

PAN-Aadhaar link
ସାବଧାନ ! ପାନ୍-ଆଧାର ଲିଙ୍କ୍‌ ନଥିଲେ ଦେବେ ମୋଟା ଅଙ୍କର ଜୋରିମାନା

ଜୁଲାଇ ୧ ରୁ ଏହି ସବୁ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ନିଆଯାଇଛି ନିଷ୍ପତ୍ତି। ପାନ-ଆଧାର ସଂଯୋଗ ହୋଇନଥିଲେ ଦେବାକୁ ପଡ଼ିବ ୧ ହଜାର ଜୋରିମାନା। ସେପଟେ ଏସି ଓ ଗ୍ୟାସ ଦରରେ ଏତିକି ଟଙ୍କା ହୋଇପାରେ ବୃଦ୍ଧି।

Bumper vacancy for these posts in irels department
ପରମାଣୁ ଶକ୍ତି ବିଭାଗରେ ଖାଲି ପଡିଛି ଅନେକ ପଦବୀ: ୮୮୦୦୦ ଦରମା

ପରମାଣୁ ଶକ୍ତି ବିଭାଗରେ ଅନେକ ବିଭାଗରେ ଆବେଦନ କରିବାକୁ IREL ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୯୨ଟି ପଦବୀ ପୂରଣ ହେବ।

Kangana congratulates Maharashtra cm Eknath Shinde
କଙ୍ଗନା କହିଲେ ଏକନାଥ ସିନ୍ଦେ ସମସ୍ତଙ୍କ ପାଇଁ ପ୍ରେରଣା

ମହାରାଷ୍ଟ୍ରର ମଙ୍ଗ ଧରିଛନ୍ତି ଏକନାଥ ସିନ୍ଦେ। ଏହାକୁ ନେଇ ଅଭିନନ୍ଦନ ଜଣେଇଛନ୍ତି କଙ୍ଗନା ରାଣାୱତ। କହିଲେ ଅଟୋ ଚାଳକରୁ…

Skin Infections On A Rainy Day
ବର୍ଷା ଦିନେ ସ୍କିନ୍‌ ଇନ୍‌ଫେକ୍ସନ୍‌ରୁ ପାଆନ୍ତୁ ମୁକ୍ତି , ଆପଣାନ୍ତୁ ଏହି ସବୁ ଟିପ୍ସ

ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ଏହି ଋତୁରେ ଅପରିଷ୍କାର ରହିଲେ ଇନ୍‌ଫେକ୍ସନ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବର୍ଷା ଦିନେ କିପରି ତ୍ୱଚାର ଯତ୍ନ ନେବେ।