ଗ୍ଲାମର ଦୁନିଆର ପ୍ରେମ ଖେଳ କିଛି ନୂଆ କଥା ନୁହେଁ। ସେ ନାୟକ ହୁଅନ୍ତୁ କି ନାୟିକା ପ୍ରେମିକ-ପ୍ରେମିକା ବଦଳାଇବା ଏକ ଟ୍ରେଣ୍ଡ୍ ହୋଇଯାଇଛି। ଏବେ ଏମିତି ଜଣେ ନାୟିକାଙ୍କ କଥା କହିବା ଯାହାଙ୍କ ପ୍ରେମିକ ତାଲିକାରେ ୬ ଜଣ ଲୋକ ଆସିଲେଣି।
ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଲାଇଫ୍ଷ୍ଟାଇଲ୍ ସହ ଖାପ ଖୁଆଇବା ଭଳି ଡ୍ରାଇଭରଙ୍କୁ ନିଯୁକ୍ତି କରାଯାଇଥାଏ ।
ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଅଦାନି ଗ୍ରୁପ ସ୍ୱାଗତ କରିଛି । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ତଦନ୍ତ ସରିବ ।
କଳି ଯୁଗରେ ବି ଲୋକଙ୍କୁ ଦେବାକୁ ପଡ଼ୁଛି ଅଗ୍ନିପରୀକ୍ଷା । ତାହା ପୁଣି ତ୍ରେତୟା ଯୁଗର ଅଗ୍ନି ପରୀକ୍ଷା ଷ୍ଟାଇଲ୍ରେ ।
‘ବିଲ୍ଲୀ ବିଲ୍ଲୀ' ଇଣ୍ଟର୍ନେଟ୍ରେ ଛାଇଗଲାଣି। ଏଥିରେ ସଲମାନ ଖାନଙ୍କ ଟିପିକାଲ୍ ଡ୍ୟାନ୍ସ ଷ୍ଟାଇଲ୍ ଦେଖିବାକୁ ମିଳିବ। ଭାଇଜାନଙ୍କ ଡ୍ୟାନ୍ସ ଷ୍ଟେପ୍ କରୁଛି ପାଗଳ।
ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିର ସୁପାରିସ ଆଧାରରେ ନିର୍ବାଚନ କମିଶନର ଚୟନ ଲାଗି କହିଛନ୍ତି ସର୍ବୋଚ୍ଚ କୋର୍ଟ ।
ନିକଟରେ JNU କର୍ତ୍ତୃପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଛାତ୍ରଛାତ୍ରୀମାନେ ଧାରଣା ଦେଲେ ୨୦ ହଜାର ଟଙ୍କା ଫାଇନ୍ ପଡ଼ିପାରେ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୪୫୦ ଟଙ୍କା ହୋଇଛି।
୧୮ ବର୍ଷର ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତା’ବି ପୁଣି ଥରେ କି ଦୁଇ ଥର ନୁହେଁ ବରଂ ଗତ ୩ ବର୍ଷ ଧରି ବ୍ୟକ୍ତି ଜଣକ ଅନେକ ଥର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ତ୍ରିପୁରାରେ ବିଜେପିକୁ ବହୁମତ ମିଳିଥିବା ବେଳେ ନାଗାଲାଣ୍ଡରେ ବିଜେପି-ଏନ୍ଡିପିପି ମେଣ୍ଟ ମ୍ୟାଜିକ୍ ନମ୍ବର ଛୁଇଁଛି। ସେହିପରି ମେଘାଳୟରେ ଏନ୍ପିପି ୨୫ଟି ଆସନରେ ଆଗୁଆ ରହିଛି।
ଆପଣ କୌଣସି ସରକାରୀ କମ୍ପାନୀରେ ଚାକିରି ଖୋଜୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। IOCL ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଆବେଦନ ପ୍ରକ୍ରିୟା ଚାଲିଛି। ଜାଣନ୍ତୁ କିପରି କରିବେ ଆବେଦନ…
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଶାହରୁଖ ଖାନ୍ଙ୍କ ପତ୍ନୀ ଗୌରୀ ଖାନ୍ଙ୍କ ବିରୋଧରେ ଲକ୍ଷ୍ନୌରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ମୁମ୍ବାଇର ଜଣେ ବ୍ୟକ୍ତି ଗୌରୀଙ୍କ ବିରୋଧରେ ଏହି FIR ରୁଜୁ କରିଛନ୍ତି।
କୁକୁରକୁ ଦୁଷ୍କର୍ମ କରିବା ଘଟଣାରେ ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ବ୍ୟକ୍ତି ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ବେଳେ କେହି ଜଣେ ଏହାର ଭିଡିଓ କରିଥିଲେ।
ଯୁବତୀଙ୍କ ବିବାହ ଦିନ ତାଙ୍କର ଶେଷ ଦିନ ପାଲଟିଛି। ଗୁଜୁରାଟର ଭାବନଗରର ସୁଭାଷନଗର ଅଞ୍ଚଳରେ ଏକ ବିବାହ ଉତ୍ସବରେ ଜଣେ କନ୍ୟା ହୃଦଘାତରେ ମୃତ୍ୟୁବରଣ କରିଛି। ଏହା ପରେ କ’ଣ ଘଟିଲା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ସାରା ଅଲି ଖାନ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଅନେକ ସମୟରେ ତାଙ୍କର ସୁନ୍ଦର ଆଉ ବୋଲ୍ଡ ଫଟୋ ସେୟାର କରନ୍ତି। ବର୍ତ୍ତମାନ ସାରା ତାଙ୍କର ଏମିତି ଏକ ଫଟୋ ସେୟାର କରିଛନ୍ତି ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି।
ଅଭିନେତା କପିଲ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜ୍ୱିଗାଟୋ’ର ଟ୍ରେଲର ଲଞ୍ଚ୍ ହୋଇଛି। କପିଲ ଏହି ଫିଲ୍ମରେ ଜଣେ ଫୁଡ୍ ଡେଲିଭରୀ ବୟ ଭାବେ ଅଭିନୟ କରିଛନ୍ତି। କମେଡିଆନ୍ଙ୍କ ଚେହେରାରେ ଦେଖାଦେଇଛି ସିରିୟସର ଛାପ।
ଏହି ଯୋଜନାରେ ସର୍ବାଧିକ ୧୫ ଲକ୍ଷ ଟଙ୍କା ନିବେଶ କରାଯାଉଥିଲା। ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ ଟଙ୍କା ନିବେଶ କରାଯାଉଥିଲା। ଏହି ଯୋଜନା ସଂପୂର୍ଣ୍ଣ ସୁରକ୍ଷିତ ରହୁଥିବାରୁ ଅନେକ ବ୍ୟକ୍ତି ଏହି ସ୍କିମରେ ଟଙ୍କା ଲଗାଉଥିଲେ। କିନ୍ତୁ ଏହା ବନ୍ଦ ହେବାକୁ ଯାଉଥିବାରୁ ଏହାକୁ ନେଇ ବଢିଲାଣି ଟେନସନ୍।
ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମାନବ ସମ୍ବଳ ବିକାଶ ବିଭାଗ ମୁଖ୍ୟ ପରିଚାଳକ ନିଯୁକ୍ତି ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ବିଭିନ୍ନ ମ୍ୟାନେଜର ପଦବୀରେ ନିଯୁକ୍ତି କରାଯିବ। ମାସିକ ଦରମା ପାଖାପାଖି ୧ ଲକ୍ଷ ରହିଛି।
କିଛି ଦିନ ପରେ ଆରମ୍ଭ ହେଲା ପ୍ରେମ, ତା’ପରେ କଥା ଗଲା ବିବାହ ଆଡ଼କୁ। କିନ୍ତୁ ପରିବାର ଲୋକ କହିଲେ ଭିନ୍ନ ଜାତିରେ ଆମେ ଝିଅକୁ ବାହା ଦେବୁ ନାହିଁ। ବାସ୍, ଏତିକି କଥା ଶୁଣିବା ପରେ ପ୍ରେମିକ ମୁଣ୍ଡ ଗରମ ହେଇଗଲା।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୨୯୦ ଟଙ୍କା ହୋଇଛି।
ଉପଯୁକ୍ତ ସମୟରେ ବିବାହ କଲେ ଅନେକ ଫାଇଦା ରହିଛି। ଏମିତିକୁ ପୁରୁଷଙ୍କ ଲାଗି ବେଶି ଫାଇଦା ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବାହାଘର ହେବା ପରେ ଅଧିକ ସୁସ୍ଥତା ଅନୁଭବ କରନ୍ତି ପୁରୁଷ। ଅର୍ଥାତ୍ ଯେଉଁମାନେ ନିଜର ଉପଯୁକ୍ତ ସମୟରେ ବିବାହ କରନ୍ତି ସେମାନେ ମାନସିକ ଓ ହୃଦଘାତ ଜନିତ ରୋଗର କମ୍ ଶିକାର ହୁଅନ୍ତି।
ରାସ୍ତା ମଝିରେ ମହିଳା ଜଣକ ଜଣେ ବ୍ୟକ୍ତିଙ୍କ ଶାର୍ଟ ଧରି ତାଙ୍କୁ ଟଣାଓଟରା କରିବା ସହ ବ୍ୟକ୍ତିଙ୍କ ଗାଲକୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଛନ୍ତି। ମହିଳା ଜଣକ ସ୍ୱାମୀଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଜାଣିବା ପରେ ଏଭଳି କରିଛନ୍ତି।
ରୋମନ୍ ସୈନୀ ଜଣେ ଡାକ୍ତର। ସେ ଜଣେ ପୂର୍ବତନ IAS ମଧ୍ୟ। ଖାଲି ସେତିକି ନୁହେଁ ସେ ବର୍ତ୍ତମାନ ଜଣେ ସଫଳ ଉଦ୍ୟୋଗୀ। ଆସନ୍ତୁ ଜାଣିବା ପୂରା କାହାଣୀ।
ଗତକାଲି ବିଳମ୍ବିତ ରାତିରେ ଗ୍ରୀସରେ ଯାତ୍ରୀବାହୀ ଟ୍ରେନ୍ ଓ କାର୍ଗୋ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି। ଏଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୫ ଜଣ ଆହତ ହୋଇଛନ୍ତି।