
ଚିତା ବାଘଙ୍କୁ ପ୍ରଧାନମନ୍ତ୍ରୀ ମୋଦି କୁନୋ ଜାତୀୟ ଉଦ୍ୟାନକୁ ଛାଡିଥିଲେ।
ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯଦି ଆପଣ ଆଧାର ର୍ଡ ସହ ପାନ୍ ଲିଙ୍କ୍ ନକରିବେ ତେବେ ୨୦୨୩ ଏପ୍ରିଲ ୧ ତାରିଖଠାରୁ ଆପଣଙ୍କ ପାନ କାର୍ଡ ଅଚଳ ହୋଇଯିବ ।
ରାହୁଲ ଗାନ୍ଧିଙ୍କୁ ଲୋକସଭା ହାଉସିଂ କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ମୃତ ଝିଅର ବାପା ଜଣେ ବ୍ୟବସାୟୀ ବୋଲି ପୋଲିସ କହିଛି ।
ସେଥିରେ ଜଣେ ୧୮ ମାସର ପୁଅ ରହିଥିବା ବେଳେ ଦୁଇ ଝିଅ ରହିଛନ୍ତି । ଜଣଙ୍କର ବୟସ ୩ ଓ ଆଉ ଜଣଙ୍କର ବୟସ ୫ ବୋଲି ଜଣାପଡ଼ିଛି ।
ଟ୍ୱିଟରରେ ଏହି ଘଟଣା ସହ ଜଡିତ ଏକ ଭିଡିଓ ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ସେୟାର କରାଯାଇଛି ।
EPFO ଅନେକଗୁଡିଏ ପଦବୀ ପାଇଁ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି। ଯଦି ଆପଣ ଦ୍ୱାଦଶ ପାସ୍ କରିଛନ୍ତି କିମ୍ବା ସ୍ନାତକ ଶେଷ କରିଛନ୍ତି ତେବେ ଆପଣ ମଧ୍ୟ ଏହି ଚାକିରି ପାଇଁ ଆବେଦନ କରିପାରିବେ।
ଲେଖା ଅଛି ୧୦୦% ଭେଜ୍ ବଟର ଚିକେନ୍ । ଏହା ଶୁଣିବା ପରେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଥିବ । ଚିକେନ୍ ପୁଣି ଭେଜ୍ ହେଲା କେମିତି ?
ପଟିଆଲାର ମହାରାଜା ଭୁପେନ୍ଦ୍ର ସିଂହଙ୍କ ନିକଟରେ ହୀରା ଅଳଙ୍କାରର ଏକ ବଡ଼ ଭଣ୍ଡାର ରହିଥିଲା । ମହାରାଜା ୧୦୦୧ ହୀରାରେ ନିର୍ମିତ ଏକ କବଚ ପିନ୍ଧୁଥିଲେ । ଆଉ ଯେତେବେଳେ ମହାରାଜା ଉଲଗ୍ନ ହୋଇ ପ୍ରଜାଙ୍କ ସାମ୍ନାକୁ ଆସୁଥିଲେ ସେତେବେଳେ ରାଜା ସେହି କବଚକୁ ଧାରଣ କରୁଥିଲେ ।
ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ପରିଣୀତି ସବୁବେଳେ ଚର୍ଚ୍ଚାରୁ ଦୂରେଇ ରହୁଥିବା ବେଳେ ସେ AAP ସାଂସଦ ରାଘବ ଚଡ୍ଢାଙ୍କ ସହ ଦେଖାହେବା ପରଠାରୁ ତାଙ୍କ ଡେଟିଂ ଗୁଜବ ଉଡିବାରେ ଲାଗିଛି।
ଏହି ମହିଳାଙ୍କ ଜୋସ୍ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ମହିଳା ଜଣକ ସପ୍ତାହକୁ ୫ ଥର ଡ୍ରାଇଭିଂ ଟେଷ୍ଟ ଦେଉଥିଲେ । ଖାଲି ସେତିକି ନୁହେଁ ଏହିପରି ୩ ବର୍ଷ ଯାଏ ମହିଳା ଜଣକ ପରୀକ୍ଷା ଦେଇଚାଲିଥିଲେ ।
ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍ କରି ନିଅନ୍ତୁ। ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ ଏପ୍ରିଲରେ ମୋଟ୍ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ।
ଅଜୟ ଦେବଗନଙ୍କ ଫିଲ୍ମ 'ଭୋଲା'କୁ CBFCରୁ ‘UA’ ସାର୍ଟିଫିକେଟ୍' ମିଳିଛି। ଏହା ସହିତ ଏହାର ରନ୍ ଟାଇମ୍ ମଧ୍ୟ ସାମ୍ନାକୁ ଆସିଛି। ଆଡଭାନ୍ସ ବୁକିଂରେ ୧କୋଟି ଟଙ୍କା ଉପରେ ଆୟ ମଧ୍ୟ କରିସାରିଲାଣି।
ମାଂସ ପାଇଁ ଝଗଡ଼ା ହେବାରୁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ ।
ମଶା ପାଇଁ ଆଜି ସେ ଭିନ୍ନକ୍ଷମ । ନା କେବେ ନାଚି ପାରିବେ, ନା ଷ୍ଟେଜ୍କୁ ଯାଇପାରିବେ . .
ଇଣ୍ଟରଭିୟୁ ଦେବା ପାଇଁ ଯାଇଥିବା ବେଳେ ସାମ୍ନା ଲୋକଙ୍କୁ ଦେଖି ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। କାରଣ ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି ଜଣକ ଆଉ କେହି ନଥିଲେ ବରଂ ଯୁବତୀଙ୍କ ଏକ୍ସ-ବୟଫ୍ରେଣ୍ଡ୍ ଥିଲେ।
ହ୍ୱାଟ୍ସଆପ୍ ବ୍ୟବହାରକାରୀମାନେ ଯେପରି କ୍ଲିକ୍ କରି ଅଡିଓ ମେସେଜ କରିପାରୁଛନ୍ତି । ସେହିପରି କ୍ଲିକ୍ କରିବା ମାତ୍ର ଭଏସ୍ ନୋଟ୍ ମଧ୍ୟ ପଠାଇପାରିବେ । ଯାହା ଖୁବ୍ଶୀଘ୍ର ଗ୍ରାହକମାନଙ୍କ ପାଇଁ କମ୍ପାନୀ ନେଇଆସୁଥିବା ସୂଚନା ମିଳିଛି ।
ବାହାଘରକୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀଙ୍କ ବାହାଘର ହେଉଛି । ସାଧାରଣତଃ ଯେପରି ବିବାହ ହୋଇଥାଏ ସେହିପରି ସମସ୍ତ ପ୍ରସ୍ତୁତି ମଧ୍ୟ କରାଯାଇଛି ।
ଲେଡିଜ ଟଏଲେଟ୍ରେ ସିକ୍ରେଟ୍ କ୍ୟାମେରା। ଆଉ ଲୁଚିଛପି ୬୦ ଭିଡିଓ ରେକର୍ଡ କରାଯାଇଥିବା ଅଭିଯୋଗ ହୋଇଛି। ଏହା କୌଣସି ଶପିଂ ମଲ୍ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଏକ ଦୂତିବାସ (ଏମ୍ବାସି)ରେ ଏଭଳି ଘୃଣ୍ୟ କାର୍ଯ୍ୟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।
୩୦ରୁ ୪୦ ଫୁଟ୍ ଉଚ୍ଚରେ ବିମାନ ଉଡ଼ୁଥିବା ବେଳେ ହଠାତ୍ ଏହି ସମୟରେ ନିୟନ୍ତ୍ରଣ ହରାଇ ଥିଲେ ପାଇଲଟ୍। ଏକ ବଡ଼ ଧରରଣ ଦୁର୍ଘଟଣାରୁ କିପରି ସମସ୍ତଙ୍କ ଜୀବନ ବଞ୍ଚାଇବେ ଏନେଇ ପାଇଲଟ୍ ଶତ ପ୍ରତିଶତ ପ୍ରଚେଷ୍ଟା କରିଥିଲେ।
ନିଖତ ୫୦ କେଜି ବର୍ଗରେ ଭିଏତନାମର ନୁଏନ୍ ଥିଟାମଙ୍କୁ ୫-୦ରେ ପରାଜିତ କରିଛନ୍ତି । ଲଭଲିନା ୭୫ କେଜି ବର୍ଗରେ ୫-୨ରେ ଅଷ୍ଟ୍ରେଲିଆର କେଟଲିନ୍ ପାର୍କରଙ୍କୁ ହରାଇଛନ୍ତି ।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଦିନେ ନାଟକ ହିଁ ଥିଲା କେବଳ ମନୋରଂଜନର ମାଧ୍ୟମ। ଏବେ ସିନେମାର ପ୍ରଭାବରେ ଏହା ଲୋକଙ୍କ ଠାରୁ ଦୂରେଇ ଦୂରେଇ ଯାଉଛି। କୁହାଯାଏ ଯେ ଭାରତରୁ ହିଁ ଏହାର ବିକାଶ ହୋଇଥିଲା।
ସ୍ୱାମୀଙ୍କ ଖୁସି ପାଇଁ ସବୁ କିଛି କରନ୍ତି ପତ୍ନୀ। ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ପାଖକୁ ପଠେଇବା ନେଇ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ। ସେମାନଙ୍କ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସେ ଏପରି କରନ୍ତି ବୋଲି କୁହନ୍ତି।
ବଜାରରେ ଚା’ ଅନେକ ପ୍ରକାରର ରହିଛି । ସମସ୍ତ ଚା’ର ମୂଲ୍ୟ ମଧ୍ୟ ଭିନ୍ନ ହୋଇଥାଏ । ହେଲେ ଆସାମର ଏକ ସ୍ଥାନରେ ବହୁତ ଦାମୀ ଚା’ର ଉତ୍ପାଦନ ହୋଇଥାଏ ।