ଲଗାତାର ୬ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ରେପୋ ରେଟ୍ (Repo Rate) ଅପରିବର୍ତ୍ତିତ ରଖିଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।
ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୫ ହଜାର ୩୩୫ ପଜିଟିଭ ।
ଭଗବାନ ରାମଙ୍କର ସବୁଠାରୁ ବଡ ଭକ୍ତ ଭାବରେ ହନୁମାନକୁ ଗଣାଯାଏ। ତାଙ୍କୁ ଅନେକ ଦେବତାଙ୍କ ଠାରୁ ଶକ୍ତି ମିଳିଥିଲା ବୋଲି ପୌରାଣିକ କଥାବସ୍ତୁରୁ ଜଣାପଡେ। ତେବେ ଆସନ୍ତୁ ଜାଣିବା ହନୁମାନ କେଉଁ ଦେବତାଙ୍କ ଠାରୁ କି ବର ପାଇଥିଲେ।
ସାମାନ୍ୟ ଚିକେନ୍ ତରକାରୀ ପାଇଁ ପୁଅର ଜୀବନ ନେଲା ବାପା। ଘରେ ପ୍ରସ୍ତୁତ ହୋଇଥିବା ଚିକେନ୍ ତରକାରୀ ସ୍ୱାଦ ନଲାଗିବାରୁ ଏଥିରେ ରାଗି ଯାଇ ଜଣେ ବ୍ୟକ୍ତି ନିଜ ୩୨ ବର୍ଷୀୟ ପୁଅକୁ ହତ୍ୟା କରିଥିବା ସୂଚନା ମିଳିଛି।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ପଞ୍ଚମ ରାଶି ହେଉଛି ସିଂହ । ତେବେ ଆଜି ଆମେ ଜାଣିବା ସିଂହ ରାଶି ବିଷୟରେ...। କେମିତି କଟେ ଏମାନଙ୍କ ବ୍ୟକ୍ତିଗତ ଜୀବନ...ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ କିପରି ।
ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।
ଛତିଶଗଡ଼ରେ ପାଟଣାଗଡ଼ ଷ୍ଟାଇଲ । ଫୁଟିଲା ପାର୍ସଲ ବୋମା । ବର ଓ ବଡ଼ ଭାଇ ମୃତ, ୪ ଆହତ । ଉଡିଯାଇଛି ଛପର, ଭୁଶୁଡି ପଡିଛି କାନ୍ଥ ବାଡ଼ । ଚୂନା ହୋଇଯାଇଛି ଇଟା ମାଟିର ତିନି ବଖରା ଘର । ଖଣ୍ଡ ଖଣ୍ଡ ହୋଇଯାଇଛି ଖଟ, ଆଲମିରା, ଜିନିଷପତ୍ର ।
ଆପଣ ବି ପ୍ରେମ କରିଥିବେ ଆଉ ପ୍ରେମିକାକୁ ପ୍ରେମଭରା ଚିଠିଟିଏ ଲେଖିଥିବେ । କିନ୍ତୁ ଏମିତି ଚିଠିଟିଏ ଆଗରୁ କେବେ ଦେଖିନଥିବେ।
ଉତ୍ତେଜନା ଓ ହିଂସାକାଣ୍ଡ ଏବେବି କୁହୁଳିବାରେ ଲାଗିଛି । ବେଳେବେଳେ ପାଉଁଶ ତଳର ନିଆଁ ନେଉଛି ଦାବାନଳର ରୂପ ।
ମା’କୁ ହରାଇବା ପରେ ପାଗଳପ୍ରାୟ ହୋଇଯାଇଥିଲେ ବ୍ୟକ୍ତି । ଆଉ ତାଙ୍କୁ ନିଜ ପାଖରେ ରଖିବା ପାଇଁ ଅଜବ ଉପାୟ ଆପଣାଇଥିଲେ ।
ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଲା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪,୪୩୫ ଜଣ । ରାଜ୍ୟରେ ୫୦ ଟ୍ରେଣ୍ଡକୁ ଟପିଲା କରୋନା ସଂକ୍ରମଣ ।
ପାନ୍ ଏବଂ ଆଧାର କାର୍ଡ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜରୁରୀ। ପ୍ରାୟ ସବୁ କ୍ଷେତ୍ରରେ ଏହାର ଆବଶ୍ୟକତା ପଡୁଛି। ତେବେ ସରକାର ପ୍ୟାନକୁ ଆଧାର କାର୍ଡ ସହିତ ଯୋଡିବାକୁ ବାଧ୍ୟତାମୂଳକ କରିଛନ୍ତି। ଆପଣଙ୍କ ପାନ ଆଧାର ସହ ଲିଙ୍କ୍ ଅଛି କି ନାହିଁ କିପରି ଜାଣିବେ? ଦେଖନ୍ତୁ ଷ୍ଟେପ୍…
ବଲିଉଡ୍ର ବେବୋ ଏବଂ ଛୋଟେ ନବାବ ହୁଏତ ଏକ ଉପଯୁକ୍ତ ଦମ୍ପତି ହୋଇପାରନ୍ତି, କିନ୍ତୁ ବାସ୍ତବ ଜୀବନରେ ସେମାନେ ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା। ବର୍ଷ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ମଧ୍ୟ ଏମିତି କିଛି କଥା ରହିଗଲା ଯାହା ଦୁହେଁ ପରସ୍ପର ବିଷୟରେ ଜାଣି ନଥିଲେ। ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ଲୋକଙ୍କୁ ସଚେତନ କରିବା ପାଇଁ ସରପଞ୍ଚ ବାବୁଙ୍କ ନିଆରା ପଦକ୍ଷେପ । ପ୍ଲାଷ୍ଟିକ୍ ବଦଳରେ ଦେଉଛନ୍ତି ସୁନା ।
କିଏ ଜାଣିଥିଲା ଏହି ପୂଜା ତାଙ୍କ ପାଇଁ ଶେଷ ପୂଜା ହେବ । ପୂଜା କରୁ କରୁ ସବୁଦିନ ପାଇଁ ଉପରକୁ ଚାଲିଗଲେ ୫ ପୂଜାରୀ ।
ଭାରତରେ ଖୁବ୍ ଶୀଘ୍ର ପ୍ରଥମ ଅଫିସିଆଲ୍ ଆପଲ୍ ଷ୍ଟୋର୍ ଖୋଲିବାକୁ ଯାଉଛି। ଭାରତର ଏକ ବ୍ୟବସାୟିକ ହବ୍ରେ ଏହା ଖୋଲିବ ବୋଲି ଆପଲ୍ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି। ଗ୍ରାହକମାନେ ମୋବାଇଲ୍କୁ ବ୍ୟବହାର କରି କିଣିବାକୁ ନିଷ୍ପତ୍ତି ନେବେ।
ବିବାହ ଉପହାରରେ ମିଳିଥିବା ହୋମ୍ ଥିଏଟର ମ୍ୟୁଜିକ୍ ସିଷ୍ଟମ ବିସ୍ଫୋରଣ ଯୋଗୁ ୨ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ନବବିବାହିତ ଯୁବକ ଓ ତାଙ୍କ ଭାଇ ଅଛନ୍ତି।
ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି, କନିଆଁକୁ ଖୁସି କରିବାକୁ ଯାଇ ବର ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ସିଏ ପୁଣି ଟ୍ରେଣ୍ଡିଂ ଗୀତରେ ।
ଭାଇରାଲ୍ ହେଉଛି ‘ପୁଷ୍ପା ୨’ର ଏକ ଭିଡିଓ। ଏଥିରେ ଦେଖିପାରିବେ ଯେ ତିରୁପତି ଜେଲ୍ରୁ ପୁଷ୍ପା ଫେରାର ହୋଇଯାଇଛି। ଜେଲ୍ରୁ ପଳାଇବା ପରେ ସେ ବର୍ତ୍ତମାନ କେଉଁଠି ଜାଣିବା ପାଇଁ….
BBA ପଢିବାକୁ ଅଷ୍ଟ୍ରେଲିଆ ଗଲେ। କିଛି ଦିନ ପରେ ପାଠ ଛାଡି ଚା’ ବିକ୍ରି କରିବା ଆରମ୍ଭ କଲେ। ଆଜି ସେ କୋଟି କୋଟି ଟଙ୍କା କମ୍ପାନୀର ମାଲିକ। ତାଙ୍କ ଅଧିନରେ ଏବେ ୪୦ ଜଣ କର୍ମଚାରୀ କାମ କରୁଛନ୍ତି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୩୬୦ ଟଙ୍କା ହୋଇଛି।
ରାଜଧାନୀ ନୂଆଦିଲ୍ଲୀରେ ସମସାମୟିକ ଗ୍ଲୋବାଲ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଥମ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜିତ ହେବାକୁ ଯାଉଛି ।
ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, କଦଳୀ ଡଜନ ପିଛା ୩୦୦ ଟଙ୍କା, ସେଓ କିଲୋ ପ୍ରତି ୫୦୦ ଟଙ୍କା, କମଳା ୫୫୦ ଟଙ୍କା କିଲୋଗ୍ରାମ ରହିଥିବା ବେଳେ ଅଙ୍ଗୁର ୭୦୦ ଟଙ୍କା ଓ ତରଭୁଜ କିଲୋ ୬୫୦ ଟଙ୍କା ରହିଛି । ସେହିପରି ନଡ଼ିଆ ଦର ୩୫୦ ଉପରେ ଥିଲା ବେଳେ ପଇଡ଼ ଦର ୩୦୦ ଟଙ୍କା ରହିଛି । ତେବେ ରମଜାନ ମାସରେ ଏତେ ମାତ୍ରାରେ ଫଳ ଦର ରହିଥିବାରୁ ଖାଉଟିଙ୍କ ମଧ୍ୟରେ ବଢିଛି ଚିନ୍ତା ।
ଆଜକୁ ଠିକ୍ ୫୦ ବର୍ଷ ତଳେ ଲଞ୍ଚ ହୋଇଥିଲା ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍। ଫାଦର ଅଫ୍ ସେଲଫୋନ୍ ନାଁରେ ପରିଚିତ ବା ମୋବାଇଲ୍ ଫୋନର ଉଦ୍ଭାବକ ଆମେରିକୀୟ ଇଞ୍ଜିନିୟର୍ ମାର୍ଟିନ କୁପର୍ ନ୍ୟୁୟର୍କର 6TH ଆଭେନ୍ୟୁରୁ ପ୍ରଥମ ଫୋନ୍ କଲ୍ କରିଥିଲେ ବୋଲି ଜଣାପଡ଼ିଛି । ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍ ଲଞ୍ଚ କରିଥିବା କମ୍ପାନୀ ହେଉଛି ମୋଟୋରଲା ।