ଶାହରୁଖ୍ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ନିଜର ଭଲ ପାଇବା ଅଜାଡ଼ିଦେବା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଛି ।
IIT Indore ଅଧ୍ୟାପକ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। Phd କରିଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି। ଦରମା ୧ ଲକ୍ଷ ପରେ ରହିଛି।
ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି NCERT ।
'ଆଶ୍ରମ'ର ସିଜନ ୪ର ଝଲକ ସାମ୍ନାକୁ ଆସିବା ପରେ ବବି ଦେଓଲଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ବାବା ନିରାଲା ଚରିତ୍ରରେ ଦେଖିବାକୁ ଉତ୍ସାହର ସହ ଅନେଇ ବସିଛନ୍ତି। ଆଗକୁ ମଧ୍ୟ ବବି ଦେଓଲଙ୍କ ହାତରେ ଅନେକ ଚଳଚ୍ଚିତ୍ର ରହିଛି। ସେ ଭିଲେନ ଭୂମିକାରେ ଶାହରୁଖ, ସଲମାନ ଏବଂ ଅଜୟ ଦେବଗନଙ୍କ ଉପରେ ଭାରି ପଡିବେ।
ବିବାହର ମାତ୍ର କିଛି ଘଣ୍ଟା ପରେ ରିସେପସନ୍ ପାର୍ଟିରେ କନ୍ୟାର ଅସଲ ମୁଖା ଖୋଲିଛି ବର। ଭିଣୋଇଙ୍କ ସହ ଥିବା କନ୍ୟାର ସମ୍ପର୍କକୁ ନେଇ ସର୍ବସମ୍ମୁଖରେ ବର ଏହାକୁ ଏକ୍ସପୋଜ୍ କରିଛନ୍ତି।
ଗହଳି ସମୟରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି NHAI ପକ୍ଷରୁ ନିର୍ଦ୍ଦେଶ ରହିଛି ।
ପୁଣି ବିମାନରେ ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳା ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷୀୟ ବ୍ୟକ୍ତି ମଦ ନିଶାରେ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି।
ସିଏନ୍ଜି ଓ ପିଏନ୍ଜି ଦର ହ୍ରାସ ପାଇଥିବା ବେଳେ ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ। ଜାଣନ୍ତୁ, କେଉଁ ସହରରେ କେତେ କମିବ ସିଏନ୍ଜି ଓ ପିଏନ୍ଜି ଦର...
ଠିକ୍ ସେତିକି ବେଳେ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ ସେହି ସମୟର ଫଟୋ ଓ ଭିଡିଓ କ୍ୟାପ୍ଚର କରିନେଇଛି । ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଖୁବ୍ ଖୁସି ହୋଇଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଦେଶରେ ପ୍ରାୟ ୧% ରୁ କମ୍ ଲୋକଙ୍କ ପାଖରେ ଇଣ୍ଟରନେଟ୍ ସୁବିଧା ରହିଛି ।
ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ସୁଖୋଇ ୩୦ର କୋ ପାଇଲଟ୍ ସିଟରେ ମହାମହିମ ଉଡ଼ାଣ ଭରିଛନ୍ତି ।
ରାଜ୍ୟରେ ଦୈନିକ ପଜିଟିଭ ସଂଖ୍ୟା ୫୦ ଟ୍ରେଣ୍ଡ ଥିବା ବେଳେ ଏବେ ଏହା ୧୦୦ ପାର ହୋଇଛି ।
ରାଷ୍ଟ୍ରପତି ହେଉଛନ୍ତି ଦେଶର ତିନି ସେନାର ସୁପ୍ରିମ କମାଣ୍ଡର । ତାଙ୍କୁ ଦେଶର ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର ଓ ରଣନୀତି ସଂପର୍କରେ ଅବଗତ କରାଯାଇଥାଏ ।
ଏହି ଫିଲ୍ମର ପାର୍ଟ ୱାନ ୨୦୨୧ରେ ସାରା ଭାରତରେ ଚହଳ ସୃଷ୍ଟି କରିଥିଲା । କରୋନା ବେଳେ ସିନେମା ଜଗତର ସାହାରା ପାଲଟିଥିବା ଏହି ଫିଲ୍ମର ପାର୍ଟ ଟୁ ଆସିବ ବୋଲି କୁହାଯାଇଥିଲା ।
ରୋହିଣୀ ସେଣ୍ଟ୍ରାଲ୍ ଜେଲ୍ର ତିନି ଅଧିକାରୀଙ୍କୁ ଏବେ ଗିରଫ କରାଯାଇଛି । ସେମାନେ ମହାଠକ ସୁକେଶକୁ ସହଯୋଗ କରୁଥିଲେ । ଯାହାଫଳରେ ସେ ଜେଲ୍ ଭିତରେ ଥାଇ ମଧ୍ୟ ତାର ଠକେଇ ସାମ୍ରାଜ୍ୟକୁ ଚଳାଇ ପାରୁଥିଲା ।
ବର୍ତ୍ତମାନ 'ପୁଷ୍ପା: ଦି ରାଇଜ୍' ର ସିକ୍ୱେଲ୍ 'ପୁଷ୍ପା: ଦ ରୁଲ୍’ କୁ ନେଇ ଚର୍ଚ୍ଚା ଧରିଛି। ପ୍ରଥମ ଭାଗର ବିରାଟ ସଫଳତା ପରେ, ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଫିଲ୍ମର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ଅଲୁ ଅର୍ଜୁନ ତାଙ୍କ ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ରିଏଲ୍ ଲାଇଫ୍ର ଲଭ୍ ଷ୍ଟୋରୀ ଉପରେ ଆସନ୍ତୁ ନଜର ପକେଇ ନେବା।
ଖଲିସ୍ତାନ ସମର୍ଥକ, ପଳାତକ, ବହୁରୂପୀ । ଭିଣ୍ଡରନୱାଲେ ଭଳି ଦିଶିବାକୁ କରିଥିଲା ଅସ୍ତ୍ରୋପଚାର!
ମେଲିଲାଣି କରୋନା କାୟା । କଲାଣି ଛାନିଆଁ । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।
ଆପଣ ଯଦି ୧୦ମ ପାଶ୍ ସହ ITI କରିଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ବି CRPF ରେ କରିପାରିବେ ଚାକିରି। ଏଠି ୯୨୧୨ ପଦବୀ ପୂରଣ ହେବ। ଦରମା ବି ଆଖିଦୃଶିଆ ରହିଛି।
୩ ଦିନ ବି ରହିପାରିଲା ନାହିଁ ଡଗି । ପୁଣି ନୀଳ ପକ୍ଷୀକୁ ଫେରାଇ ଆଣିଲେ ଏଲନ୍ ମସ୍କ ।
ଜିତେନ୍ଦ୍ର ତାଙ୍କର ଅଭିନୟ ତଥା ତିନି ଦଶନ୍ଧିର କ୍ୟାରିୟରରେ ଡ୍ୟାନ୍ସ ପାଇଁ ବେଶ ପରିଚୟ ପାଇଥିଲେ। ତାଙ୍କର ପୂରା ନିଆରା ଡ୍ୟାନ୍ସ ଷ୍ଟାଇଲ୍କୁ ଆଜି ବି ଲୋକମାନେ ଭୁଲି ନାହାଁନ୍ତି। ଜିତେନ୍ଦ୍ର ତାଙ୍କ କ୍ୟାରିୟରରେ ଏମିତି ଏକ ଚଳଚ୍ଚିତ୍ରରେ କାମ କରିଥିଲେ ଯାହାର ଟିକେଟ୍ ବ୍ଲକ୍ବଷ୍ଟର ଫିଲ୍ମ ‘ଶୋଲେ’ଠାରୁ ବି ଅଧିକ ବିକ୍ରି ହୋଇଥିଲା। କ’ଣ ସେହି ଫିଲ୍ମ?
କ୍ରିସ୍ଙ୍କ ଝିଅର ଚେହେରା ତାଙ୍କ ପତ୍ନୀଙ୍କ ସହ ପ୍ରାୟ ମିଶୁଛି । ଏହାକୁ ନେଇ ଉଭୟଙ୍କ ଅଫିସ୍ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ହଙ୍ଗାମା ଚାଲିଲା । କ୍ରିସ୍ଙ୍କୁ ଲୋକେ ନାନା ପ୍ରକାର ସମାଲୋଚନା କଲେ ।
କନ୍ୟାକୁ ଛାଡ଼ି ସୁନାଗହଣା ଥିବା ବ୍ୟାଗ୍ ନେଇ ଫେରାର୍ ମାରିଲେ ବରପକ୍ଷ । ଏବେ ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା ।
ଭାରତୀୟ ବଜାରରେ ଉପଲବ୍ଧ ନାହିଁ ସଲମାନଙ୍କ ବୁଲେଟପ୍ରୁଫ୍ କାର।
ସେ ପଡିଆ ହେଉ କି ଷ୍ଟେଜ୍ କିଙ୍ଗ୍ ଖାନ୍ଙ୍କ ଷ୍ଟାଇଲ୍ ସମସ୍ତଙ୍କୁ ଫିଦା କରିଦେଉଥିବା ଦେଖାଯାଏ। ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ବିରାଟ୍ କୋହଲିଙ୍କ ପ୍ରତି ଶାହରୁଖଙ୍କ ଅନାବିଳ ପ୍ରେମ।