ବୈଜ୍ଞାନମାନେ କର୍କଟ ରୋଗକୁ ନେଇ ଆହୁରି ତଥ୍ୟ ପ୍ରଦାନ କରିଛନ୍ତି । ନୂତନ ରିସର୍ଚ୍ଚରେ ଏହି ଟିମ୍ ଶରୀରର ଅନ୍ୟ ଅଂଶରେ ଥିବା ସାଧାରଣ ନିଉଟ୍ରୋଫିଲରୁ ଟ୍ୟୁମର-ପ୍ରୋତ୍ସାହନକାରୀ ନିଉଟ୍ରୋଫିଲକୁ ସଠିକ୍ ଭାବରେ ପୃଥକ କରିବାର ଉପାୟ ଆବିଷ୍କାର କରିଛନ୍ତି ।
କୁହାଯାଏ ଯେତେବେଳେ ହେୟାର ଫୋଲିକଲ୍ସ ପିଗମେଣ୍ଟ କୋଷ ମାଧ୍ୟମରେ ଆବଶ୍ୟକୀୟ ପରିମାଣର ମେଲାନିନ ଉତ୍ପାଦନ କରେ ନାହିଁ, ସେତେବେଳେ କେଶର ରଙ୍ଗ ଧଳା ହୋଇଥାଏ ।
ମେଦବହୁଳତାରୁ ମୁକ୍ତି ପାଇବା ପାଇଁ ଅନେକ ବିଭିନ୍ନ ଉପାୟ ଗ୍ରହଣ କରନ୍ତି। ଏହା ସତ୍ତ୍ୱେ ମଧ୍ୟ ପ୍ରାୟ ଏଥିରେ କୌଣସି ପରିବର୍ତ୍ତନ ଆସିବା ଅନୁଭବ କରିପାରନ୍ତି ନାହିଁ। ଏଠାରେ ଏମିତି କିଛି ସରଳ ଉପାୟ ବିଷୟରେ କୁହାଯିବ ଯାହାକୁ ପିଲା ଠାରୁ ଆରମ୍ଭ କରି ସବୁ ବୟସର ବ୍ୟକ୍ତିମାନେ କରିପାରିବେ। ମିଳିବ ଶତ ପ୍ରତିଶତ ଫଳାଫଳ।
ଭିଟାମିନ୍-ବି ଯୁକ୍ତ ଖାଦ୍ୟ ହେଉଛି ଡାଲି, ପନିପରିବା, ମାଛ, ମାଂସ, ଅଣ୍ଡାକେଶର, କ୍ଷୀର ଇତ୍ୟାଦି। ଯଦି ଶରୀରରେ ଭିଟାମିନ୍-ବି ର ପରିମାଣ ଅତ୍ୟଧିକ ହୋଇଯାଏ, ତେବେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖଦିଏ।
ହୃଦଘାତରେ କ୍ରିକେଟର ମୃତ । ସାମ୍ନାକୁ ଆସିଥିବା ଏକ ଦୁର୍ଭାଗ୍ୟଜନକ ଘଟଣା କ୍ରମରେ କର୍ଣ୍ଣାଟକର ପୂର୍ବତନ କ୍ରିକେଟର କେ ହୋଏସାଲାଙ୍କର ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା ।
ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ହଜମ ପ୍ରକ୍ରିୟାରେ ଏନଜାଇମ୍ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ । ପରିସ୍ରାରେ ସାଇଟ୍ରେଟ୍ ସ୍ତର ବୃଦ୍ଧି କରିଥାଏ। ଯାହା କିଡନୀ ଷ୍ଟୋନ ଗଠନକୁ ରୋକିବାରେ ସାହାଯ୍ୟ କରିଥାଏ।
ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଭୁଲ ଖାଦ୍ୟ ଅଭ୍ୟାସ ଯୋଗୁଁ ଲୋକମାନେ କିଡ୍ନୀ ରୋଗର ଶିକାର ହେଉଛନ୍ତି। ତେବେ ଡାକ୍ତରଙ୍କ କହିବାନୁସାରେ, ଯଦି ଏହି ରୋଗ ଠିକ୍ ସମୟରେ ଚିହ୍ନଟ ହୁଏ ଏବଂ ଏହାର ଚିକିତ୍ସା ଆରମ୍ଭ ହୁଏ, ତେବେ ରୋଗୀର ଜୀବନ ଦୀର୍ଘାୟୁ ହୋଇପାରେ।
ହସ୍ପିଟାଲରେ ଆବଶ୍ୟକ ବେଡ୍ ନଥିଲା। ତେଣୁ ହସ୍ପିଟାଲ ବାହାରେ ଥିବା ରାସ୍ତାରେ ସମସ୍ତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ରୋଗୀଙ୍କୁ ଦିଆଯାଇଥିବା ସାଲାଇନକୁ ଗଛରେ ଟଙ୍ଗା ଯାଇଥିଲା।
ଆଜିକାଲି ସ୍କୁଲ ଯାଉଥିବା ଅଧିକାଂଶ ପିଲା ଚଷମା ବ୍ୟବହାର କରୁଛନ୍ତି। ଯଦି ଆପଣ ନିଜର ପିଲାମାନଙ୍କର ଦୁର୍ବଳ ଦୃଷ୍ଟିଶକ୍ତିକୁ ଠିକ୍ କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କ ଜୀବନଶୈଳୀରେ କିଛି ପରିବର୍ତ୍ତନ କରି ସେମାନଙ୍କ ଆଖିକୁ ସୁସ୍ଥ ରଖିପାରିବେ।
ଆଜିକାଲି ଅନେକ ଲୋକ ସ୍ପଣ୍ଡିଲାଇଟିସ୍ ଏବଂ ପିଠି ଯନ୍ତ୍ରଣା ଦ୍ୱାରା ଅସୁବିଧାରେ ପଡୁଛନ୍ତି। ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟା ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ କମ୍ପ୍ୟୁଟର ସାମ୍ନାରେ ବସି ଘଣ୍ଟା ଘଣ୍ଟା ଧରି କାମ କରୁଛନ୍ତି। ଆପଣ ଯଦି ଏହି ସମସ୍ୟାରେ ପୀଡିତ ତେବେ ଏହି ତିନୋଟି ଯୋଗାସନ କରି ଏଭଳି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।
ଆଜିକାଲି ପ୍ରାୟ ସମସ୍ତେ ଚୁଟି ସମସ୍ୟା ଦେଇ ଗତି କରୁଛନ୍ତି। ଆପଣ ଯଦି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଜିଠାରୁ ଚିନ୍ତା ଛାଡିଦିଅନ୍ତୁ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେତେକ ଜରୁରୀ ପନିପରିବା ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ।
Cotton Candy Banned: ସରକାରଙ୍କ ବଡ଼ ନିଷ୍ପତ୍ତି । ବ୍ୟାନ୍ ହେଲା ବମ୍ବେଇ ଲଡୁ । ଆଉ ବଜାରରେ ମିଳିବନି ବମ୍ବେଇ ଲଡୁ । ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବମ୍ବେଇ ଲଡୁ...
ଏକ ଏନଜିଓ ଏନେଇ ଅଭିଯୋଗ ଆଣିବା ପରେ ପୋଲିସ ଏହି ଘଟଣା ବିଷୟରେ ଅବଗତ ହୋଇଥିଲା। ଅଂଗ ତସ୍କରୀ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।
ଶୋଇବା କିମ୍ବା ବିଶ୍ରାମ ନେବା ପାଇଁ ସମସ୍ତେ ବେଡ୍ ବା ଖଟ ବ୍ୟବହାର କରନ୍ତି । କିନ୍ତୁ ବେଡ୍ରେ ବସି ଖାଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ...ନଚେତ୍ ଆସିପାରେ ଏହି ସମସ୍ୟା...
ଚାଲିବାର ଲାଭ ଆପଣ ନିଶ୍ଚୟ ଜାଣିଥିବେ। ଆପଣ କେବଳ ଆଗୁଆ ଚାଲିବା ବିଷୟରେ ଜାଣିଥିବେ । କିନ୍ତୁ, ଆପଣ ପଛୁଆ ଚାଲିବାର ଲାଭ ଜାଣିଛନ୍ତି କି? ପଛୁଆ ଚାଲିବା ହେଉଛି ସର୍ବୋତ୍ତମ କାର୍ଡିଓ ୱାର୍କଆଉଟ୍। ୧୦-୨୦ ମିନିଟ୍ ପାଇଁ ପଛୁଆ ଚାଲି ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ।
ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ଏହି ହସପିଟାଲରେ ନିଜସ୍ୱ ଡିଜି ସେଟ୍ ନାହିଁ।
ବରିଷ୍ଠ ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବର ସାମ୍ନାକୁ ଆସିଛି। ତେବେ ତାଙ୍କ ବୋହୂ ମଦାଲସା ଶର୍ମା ଏହି ରିପୋର୍ଟକୁ ଖଣ୍ଡନ କରି ଆଉ କିଛି କହିଛନ୍ତି। ଡାକ୍ତରୀ ରିପୋର୍ଟ କହୁଛି ତାଙ୍କୁ ହୋଇଛି ଏହି ରୋଗ।
ଏମିତି ହୁଏ ଆଖି ଖରାପ...ଆଖି ଓ ମୁଣ୍ତ ବିନ୍ଧୁଥିଲେ ଜାଣି ରଖନ୍ତୁ ଏହି କଥା...
ଶାକାହାରୀମାନଙ୍କ ପାଇଁ ଡାଲି ପ୍ରୋଟିନ୍ର ସବୁଠାରୁ ବଡ଼ ଉତ୍ସ। ପ୍ରତିଦିନ ଖାଦ୍ୟ ଉତ୍ପାଦନର ଏକ ଅଂଶ ଭାବରେ ଡାଲିର ପୁଷ୍ଟିକର ଏବଂ ପରିବେଶ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ‘ବିଶ୍ୱ ଡାଲି ଦିବସ’ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଡାଲିରେ ଥିବା ଉପକାରିତା ବିଷୟରେ ଜାଣିନେବା।
ଚକୋଲେଟ୍ କାହାକୁ ବା ଭଲ ଲାଗେନି । ସବୁବେଳେ କିଛି ଭଲ ଆରମ୍ଭ ପାଇଁ କିଛି ମିଠା ବହୁତ ଜରୁରୀ ହୋଇଥାଏ । ତେବେ ଖାଆନ୍ତୁ ଡାର୍କ ଚକୋଲେଟ୍...ଭଲ ହେବ ବଡ଼ ରୋଗ !
ପଶ୍ଚିମବଙ୍ଗର ଏକ ବାଳକର ଫୁସଫୁସରୁ ବିନା ଅସ୍ତ୍ରୋପଚାର କରି ୪ ସେଣ୍ଟିମିଟର ଛୁଞ୍ଚି ବାହାର କରିଛନ୍ତି ଭୁବନେଶ୍ୱର ଏମସ ଡାକ୍ତରୀ ଦଳ ।
ବିଜ୍ଞାପନ ପାଇଁ ସଧବାକୁ ବିଧବା କରିଦେଲେ, ସ୍ୱାମୀ ବଞ୍ଚି ଥାଉ ଥାଉ ବିଧବା ହୋଇଗଲେ ବୃଦ୍ଧା । ‘ଆମ ଓଡିଶା ନବୀନ ଓଡିଶା’ ମାଗାଜିନରେ ଏଭଳି ସାଂଘାତିକ ଭୁଲ ପଦାକୁ ଆସିଛି ।
କର୍ଣ୍ଣାଟକରେ ଏବେ ସୁଦ୍ଧା ୬୪ଟି ‘ମଙ୍କି ଫିଭର’ ମାମଲା ସାମ୍ନାକୁ ଆସିଛି । ତେବେ ଦୁଇ ଜଣଙ୍କ ମତ୍ୟୁ ହେବା ପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ମୋଡ୍କୁ ଆସିଛି ।
ଖରାଦିନେ ସାଇନସ୍ କିମ୍ବା ନାକରୁ ପାଣି ବାହାରିବା ସମସ୍ୟା ହେଲେ, ତେବେ ଏହା ଥଣ୍ଡାଜନିତ ନୁହେଁ ବରଂ ଭୂତାଣୁ ବା ଜୀବାଣୁ କିମ୍ବା ଫଙ୍ଗସ୍ ଦ୍ୱାରା ହୋଇଥାଏ। ଏହି ସମସ୍ୟା ହେଲେ ପ୍ରାୟ ଆଧୁନିକ ଔଷଧ ଏହାକୁ ଭଲ କରିପାରେ ନାହିଁ। ଏହାକୁ କିନ୍ତୁ ଦୂର କରିବା ପାଇଁ ଘରୋଇ ଉପଚାର ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ। ଆସନ୍ତୁ ଜାଣିବା…
କିଛି ଖରାପ ଅଭ୍ୟାସ ହିଁ ନିଦ୍ରାହିନତାର କାରଣ ହୋଇ ଠିଆ ହୁଏ। ଏହି ସମସ୍ୟାରେ ଲୋକେ ଅନେକ ପ୍ରକାର ଚିକିତ୍ସା କରିବାକୁ ଚେଷ୍ଟା କରି ବିଫଳ ହୁଅନ୍ତି। କିନ୍ତୁ କେବଳ ଜୀବନଶୈଳୀକୁ ସଜାଡି ଦେଲେ ହିଁ ଏହି ସମସ୍ୟା ଦୂର ହୋଇଯିବ। ତେବେ ଆସନ୍ତୁ ଶୋଇବା ପୂର୍ବରୁ କ’ଣ ନ କରିବେ ସେ ବିଷୟରେ ଜାଣିନେବା।