ବଡ଼ ନିଆରା ଏ ପରମ୍ପରା... ଅଦ୍ଭୂତ ଏମାନଙ୍କ ନୀତିକାନ୍ତି । ଏଇ ଦେଖୁନାହାନ୍ତି ଏ ମହିଳାଙ୍କୁ... ଲୋକେ କହୁଛନ୍ତି ୟାଙ୍କ ଦେହରେ କୁଆଡେ ଠାକୁରାଣୀ ସବାର ହୋଇଛନ୍ତି... ଆଉ ଦେଖନ୍ତୁ ଏ ଲାଠିଯାତ୍ରାକୁ ।
ଆଜି ମେଲାଣି ନେବେ ଜଗତ ଜନନୀ ମା' ଦୁର୍ଗା । ଭସାଣୀ ଉତ୍ସବ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଭୁବନେଶ୍ବର ଓ କଟକରେ ଭସାଣୀ ପାଇଁ କଟକଣା ଜାରି ହୋଇଛି।
କେଉଁଠି ଦହିପଖାଳ, ତ କେଉଁଠି ସିନ୍ଦୂର ଖେଳ। କେଉଁଠି ଲାଖବିନ୍ଧା ତ କେଉଁଠି ବାଡ଼ି ଓ ଅସ୍ତ୍ର ପ୍ରଦର୍ଶନ। ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟା ଦଶମୀରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବିବିଧ ପରମ୍ପରାର ଝଲକ୍।
କେଉଁଠି ଦହିପଖାଳ, ତ କେଉଁଠି ସିନ୍ଦୂର ଖେଳ । କେଉଁଠି ଲାଖବିନ୍ଧା ତ କେଉଁଠି ବାଡ଼ି ଓ ଅସ୍ତ୍ର ପ୍ରଦର୍ଶନ ।
କୁହାଯାଏ ଯେ ଶ୍ରୀଲଙ୍କାରେ ଭଗବାନ ଶ୍ରୀରାମ ଏବଂ ରାବଣର ଲଙ୍କା ସହ ଜଡିତ ଅନେକ ପ୍ରତୀକ ଏବଂ ପ୍ରମାଣ ବର୍ତ୍ତମାନ ମଧ୍ୟ ରହିଛି। ଏକ ଅନୁସନ୍ଧାନରେ କୁହାଯାଇଛି ଯେ ଶ୍ରୀଲଙ୍କାରେ ଥିବା ଏକ ପାହାଡରେ ନିର୍ମିତ ଗୁମ୍ଫାରେ ରାବଣର ମୃତ ଶରୀର ଏବେ ମଧ୍ୟ ସୁରକ୍ଷିତ ଅଛି। ଆସନ୍ତୁ ଏ ବିଷୟରେ ପୂରା ଜାଣିବା।
ଶ୍ରୀକ୍ଷେତ୍ରରେ ନାଗାର୍ଜୁନଙ୍କୁ ବନଯାଗ ମନ୍ତ୍ରରେ ଉପାସନା କରାଯାଏ । ଶ୍ରୀଜଗନ୍ନାଥଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ନାଗାର୍ଜୁନ ପରମ୍ପରା ।
ଅସତ୍ୟ ଉପରେ ସତ୍ୟର ବିଜୟର ସବୁଠାରୁ ବଡ ପର୍ବ ଦଶହରା। ଏହାକୁ ବିଜୟାଦଶମୀ ଭାବେ ସାରା ଭାରତରେ ଖୁବ ଧୂମଧାମ୍ରେ ପାଳନ କରାଯାଏ। ଏହିଦିନ କାହିଁକି ରାବଣର କୁଶପୁତ୍ତଳିକା ପୋଡାଯାଏ ଆସନ୍ତୁ ଜାଣିବା।
ପୂଜା ମଣ୍ଡପରେ ମହାନବମୀ। ଶକ୍ତିପୀଠରେ ଦଶମୀ ପୂଜା। ଶାରଦୀୟ ଦୁର୍ଗାପୂଜାର ଆଜି ମହାନବମୀ ତିଥିରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଛି ଭିନ୍ନ ଭିନ୍ନ ପରମ୍ପରା।
ପୂଜା ମଣ୍ଡପରେ ମହାନବମୀ। ଶକ୍ତିପୀଠରେ ଦଶମୀ ପୂଜା। ଶାରଦୀୟ ଦୁର୍ଗାପୂଜାର ଆଜି ମହାନବମୀ ତିଥିରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଛି ଭିନ୍ନ ଭିନ୍ନ ପରମ୍ପରା।
ବର୍ଷ ଧରି ଏକାଠି ମିଶି ଦୁର୍ଗା ପୂଜା କରୁଛନ୍ତି ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟ। ଦୀର୍ଘ ୪୭ ବର୍ଷ ଧରି ଉଭୟ ସମ୍ପ୍ରଦାୟ ମିଶି ଶାନ୍ତିଶୃଙ୍ଖଳାର ସହ ମହା ଆଡମ୍ବରରେ ମାଙ୍କ ପୂଜା କରୁଛନ୍ତି।
ଶ୍ରୀକ୍ଷେତ୍ରକୁ ଜଗଛନ୍ତି ଅଷ୍ଟଚଣ୍ଡୀ ବା ଅଷ୍ଟଶକ୍ତି । ସେମାନଙ୍କ ମଧ୍ୟରୁ ଏ ହେଉଛନ୍ତି ସ୍ୱତନ୍ତ୍ର । କାରଣ ଜାଣିଲେ, ଆପଣଙ୍କର ବି ଉତ୍ସୁଖତା ବଢିଯିବ, ମା’ଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି । ଏହା ହେଉଛି ଶ୍ରୀକ୍ଷେତ୍ରରୁ ସବୁଠାରୁ ରହସ୍ୟମୟ ସ୍ଥାନ । ଦିନ ଥିଲା ଏଠାକୁ ଆସିବାକୁ ଲୋକେ ଡରୁଥିଲେ । ଦର୍ଶକବନ୍ଧୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ମଶାଣିରେ ପୂଜା ପାଆନ୍ତି ମା’ ଚଣ୍ଡି । ହେଲେ ଏ ମଶାଣିରେ ଜୁଇ ଜଳେନି ।
ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଂଚଳ ସିଲଭର ସିଟି କଟକ । ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୁରା ସହର । କଟକ ସହରର ପ୍ରସିଦ୍ଧ ଦଶହରା ପୂଜା ଦେଖିବାକୁ ବିଭିନ୍ନ ସ୍ଥାନରୁ ଏଠି ଜମୁଛି ହଜାର ହଜାର ଲୋକଙ୍କ ଭିଡ଼ ।
ମାତା ଦୁର୍ଗାଙ୍କର ନବମ ଶକ୍ତି ହେଉଛନ୍ତି ମା’ ସିଦ୍ଧିଦାତ୍ରୀ। ସେ ହେଉଛନ୍ତି ସମସ୍ତ ସିଦ୍ଧି ସଫଳତା ପ୍ରଦାନକାରୀ। ନବରାତ୍ରୀ ପୂଜାର ନବମ ଦିନରେ ଏହି ଦେବୀଙ୍କୁ ପୂଜା କରିବାର ବିଧି ରହିଛି।
ଲକ୍ଷେ କି କୋଟିଏ ନୁହେଁ। ମା’ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ମେଢ ହେଉ କି ତୋରଣ, ରାବଣପୋଡ଼ି ହେଉ କି ଭସାଣ। ଟ୍ବିନସିଟିରେ ସତେଯେମିତି ଚାଲିଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ପ୍ରତିଯୋଗିତା।
ଲକ୍ଷେ କି କୋଟିଏ ନୁହେଁ। ମା’ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ମେଢ ହେଉ କି ତୋରଣ, ରାବଣପୋଡ଼ି ହେଉ କି ଭସାଣ। ଟ୍ବିନସିଟିରେ ସତେଯେମିତି ଚାଲିଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ପ୍ରତିଯୋଗିତା।
ନିଆରା ଏହି ଶକ୍ତିପୀଠ, ଅନନ୍ୟ ମା ଡମଣେଇଙ୍କ ପରମ୍ପରା।
ରାଜବାଟି ସ୍ଥିତ ମା' ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚିବ ବିଜୟ ଛତର । ମା'ଙ୍କ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।
ଚାରିଆଡ ଲାଇଟ୍ ଗେଟ୍ ଓ ଆକର୍ଷଣୀୟ ସାଜସଜ୍ଜା । ସନ୍ଧ୍ୟା ହେଲେ ବଢୁଛି ଭିଡ଼, ଜାମ୍ ହେଉଛି ରାସ୍ତାଘାଟ ।
ଅନୁକୂଳ ପାଗ ଯୋଗୁ ଭୁବନେଶ୍ୱର ରସୁଲଗଡ଼ ପୂଜା ମଣ୍ଡପରେ ବେଶ୍ ଭିଡ଼ ।
ଅନ୍ଧବିଶ୍ୱାସ ଆଢୁଆଳରେ ଶତ୍ରୁଙ୍କୁ ଚକମା ଦେଉଥିଲେ ରାଜା । ଶତ୍ରୁଙ୍କୁ ଭ୍ରମିତ ପାଇଁ ରାଜାଙ୍କର ଥିଲା ଯୋଜନା କହିଲେ ନୀଳଗିରି ରାଣୀ ।
ମା’ଙ୍କ ଚକ୍ଷୁଦାନ ସହ ହେଲା ପ୍ରାଣ ପ୍ରତିଷ୍ଠା । ବିଭିନ୍ନ ଶକ୍ତିପୀଠରେ ପାଳିତ ହେଉଛି ମହାଷ୍ଟମୀ ।
କାକର ଭିଜା ସରୁ ଓଢଣୀ ଟାଣି ହସୁଛି କାଶତଣ୍ତୀ ଫୁଲ । ସକାଳର ସୁରୁଜର ପହିଲି ଛୁଆଁରେ ଯେମିତି ଫୁଲେଇ ହେଉଛି । ହାଲକା ପବନରେ ନବ ବିବାହିତା ବୋହୂଟିଏ ପରି କେତେବେଳେ ନଇଁପଡ଼ୁଛି ତ ପୁଣି କେତେବେଳେ ମୁଣ୍ଡଟେକି ମୁରୁକି ହସି ଦେଉଛି ।
ଭକ୍ତମାନେ ନବରାତ୍ରୀର ଅଷ୍ଟମୀରେ ଏବଂ କେତେକ ନବମୀ ତିଥିରେ ମଧ୍ୟ ପୂଜା କରନ୍ତି। କିନ୍ତୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ଅଷ୍ଟମୀ ଏବଂ ନବମୀ ତିଥି ଗୋଟିଏ ଦିନରେ ପଡୁଛି। ତେଣୁ କନ୍ୟା ପୂଜା କେବେ କରାଯିବା ଉଚିତ ସେନେଇ ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି।
ମାନସିକ ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ସଠିକ୍ ଖାଦ୍ୟ ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ଡାଏଟ୍ ମସ୍ତିଷ୍କର କାର୍ଯ୍ୟକୁ ପ୍ରୋତ୍ସାହିତ କରିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ତେବେ କ’ଣ ଖାଇବା ଓ ନ ଖାବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଠିକ୍ ରୁହେ ଆସନ୍ତୁ ଜାଣିବା।
ପାର୍ବଣ ମହକରେ ପୂରି ଉଠିଲାଣି ସହର ବଜାର। ଚମକିଲାଣି ମେଢ ସାଙ୍ଗକୁ ରଙ୍ଗିନ ଆଲୋକର ଫୁଆରା। କେଉଁଠି ଝଟକୁଛି ଫ୍ରେଞ୍ଚ୍ ପ୍ୟାଲେସ୍ ଆଉ କେଉଁଠି ମନମୋହୁଛି ସ୍ବାମୀ ନାରାୟଣ ମନ୍ଦିର ଆକୃତିର ସୁଦୃଶ୍ୟ ତୋରଣ।