ପ୍ରତିଶ୍ରୁତି ପୂରଣକଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ପ୍ରତିଶ୍ରୁତି ଅନୁସାରେ କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ମାନ୍ୟତା’ ନେଇ ସୂଚନା ଜାରି ହୋଇଛି ।
କଟକ ବାଲିଯାତ୍ରାରେ ମାତ୍ରାଧିକ ଅଣଓଡ଼ିଆ ଭିକାରୀଙ୍କ ଉପସ୍ଥିତି ପଛରେ କାମ କରୁଛି କି ସଂଗଠିତ ରାକେଟ୍ ?
ମଟନ, ଚିକେନ, ପନିର, ଛତୁ, ବୈଡ୍, ବିରିୟାନୀ... କୌଣସି ଖାଦ୍ୟ ବାଦ୍ ପଡିନି ବାସି ଲିଷ୍ଟରୁ ।
ଦୁଲୁକିଲା ବାଲିଯାତ୍ରା ପଡ଼ିଆ, ନାଚିଲା କଟକ । ଏକାକାର ହେଲେ ପିଲାଙ୍କଠାରୁ ବୟସ୍କ ।
କଟକ ବାଲିଯାତ୍ରା ପଡିଆରେ ସିନେମା ମଜା । କଟକ ଇନ୍ କଟକ ଗ୍ୟାଲେରୀରେ ଓଡ଼ିଆ ଚଳଚ୍ଚିତ୍ରର ସମ୍ଭାର ।
ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନଲାଇନ୍ ଯୋଗେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାଲିଯାତ୍ରା ଆୟୋଜନ ପାଇଁ ସବୁ ବିଭାଗର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବାଲିଯାତ୍ରାରେ ଏସନ ଭଳିକି ଭଳି ପିଠା। ୬୫ ପ୍ରକାର ସୁଆଦିଆ ପିଠା ଖାଇ ଦର୍ଶକ ବି ବେଶ୍ ଖୁସ୍…ଆଉ ଆକାଶ ମାର୍ଗରୁ ବାଲିଯାତ୍ରାର ଦୃଶ୍ୟ ଯିଏ ଥରେ ଦେଖିଛି ସିଏ ଜାଣିଛି…କେମିତି ଚାଲିଛି ବାଲିଯାତ୍ରା?
କଟକ ପରେ ଭୁବନେଶ୍ୱରରେ ବାଲିଯାତ୍ରାକୁ ନା। କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରାକୁ ଅନୁମତି ପ୍ରଦାନ କରାଯାଇ ନାହିଁ।