Advertisment

Video: କଟକ ବାଲିଯାତ୍ରା ପଡିଆରେ ସିନେମା ମଜା

କଟକ ବାଲିଯାତ୍ରା ପଡିଆରେ ସିନେମା ମଜା । କଟକ ଇନ୍ କଟକ ଗ୍ୟାଲେରୀରେ ଓଡ଼ିଆ ଚଳଚ୍ଚିତ୍ରର ସମ୍ଭାର ।

author-image
Santosh Kumar Sahoo

ଉଛୁଳି ଉଠୁଛି ବାଲିଯାତ୍ରା ମେଳା ପଡ଼ିଆ। ପୂର୍ବ ଭାରତର ସର୍ବବୃହତ୍ ବାଣିଜ୍ୟିକ ମହାକୁମ୍ଭ ପାଇଁ କଟକ ମହାନଦୀ ପଠା ସମ୍ପୂର୍ଣ୍ଣ ଲୋକାରଣ୍ୟ। ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ କିଛି ନୂଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। କଟକ ଇନ୍ କଟକରେ ପୁରୁଣା ତଥା ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ରକୁ ସୋ' କେସ୍ କରାଯାଇଛି। ସେହିପରି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ ଏବଂ ଇନଫିନିଟି ୱାର୍ଲଡ ମନୋରଞ୍ଜନର ପ୍ରମୁଖ ଆକର୍ଷଣ ସାଜିଛି। 

Advertisment
Cuttack Cuttack Bali Yatra
Advertisment
Advertisment