ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍, ସାର୍ ଆଇଜାକ୍ ନ୍ୟୁଟନ୍, ପ୍ରଖ୍ୟାତ ଚିତ୍ରକର ପାବଲୋ ପିକାସୋ । ଶୈଶବରେ ଏମାନେ ଥିଲେ ଅଟିଜିମର ଶିକାର । ଖାଲି ଏମାନେ କାହିଁକି, ଚର୍ଚ୍ଚା ହୁଏ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲଗେଟ୍ସଙ୍କ ଠାରେ ବି ଦେଖାଯାଏ ଅଟିଜିମର କିଛି କିଛି ଲକ୍ଷଣ ।
ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍, ସାର୍ ଆଇଜାକ୍ ନ୍ୟୁଟନ୍, ପ୍ରଖ୍ୟାତ ଚିତ୍ରକର ପାବଲୋ ପିକାସୋ । ଶୈଶବରେ ଏମାନେ ଥିଲେ ଅଟିଜିମର ଶିକାର । ଖାଲି ଏମାନେ କାହିଁକି, ଚର୍ଚ୍ଚା ହୁଏ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲଗେଟ୍ସଙ୍କ ଠାରେ ବି ଦେଖାଯାଏ ଅଟିଜିମର କିଛି କିଛି ଲକ୍ଷଣ ।
ସାମନ୍ତଙ୍କ ମୃତ୍ୟୁର ୧୨୦ ବର୍ଷ ବିତି ଯାଇଥିବାବେଳେ ତାଙ୍କ ବାସସ୍ଥାନ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।
ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପ୍ରତିବର୍ଷ ୨ ଏପ୍ରିଲରେ ପାଳନ କରାଯାଏ। ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କୁ ସାରା ବିଶ୍ୱରେ ଅଟିଜିମ୍ ସ୍ପେକ୍ଟ୍ରମ୍ ବ୍ୟାଧି ଥିବା ଲୋକଙ୍କ ବିଷୟରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ଉତ୍ସାହିତ କରାଯାଏ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ରମାନଙ୍କୁ ମନେ ପକାଉଛି ଭୁବନେଶ୍ୱର। ଯୁଆଡ଼େ ଦେଖ, ରଙ୍ଗୀନ ଆଲୁଅରେ ଝଲସୁଛି ମନ୍ଦିରମାଳିନୀ ସହର...
ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି, ଯାହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପ୍ରତି ସଜାଗ ରହିଛୁ । ଆମ ପାଖରେ ଥିବା ଜ୍ଞାନକୌଶଳକୁ ଆଧୁନିକୀକରଣ କରିଛୁ ।
ଆମ ଭାଷାର ସ୍ୱତନ୍ତ୍ର ଲିପି ଅଛି, ବର୍ଣ୍ଣ ଅଛି ବ୍ୟାକରଣ ଅଛି । ଆମ ଭାଷା ଯେ ଏକ ସମୃଦ୍ଧ ସ୍ୱତନ୍ତ୍ର ଭାଷା ତାର ପଟାନ୍ତର ନାହିଁ । ମୂଳ ସଂସ୍କୃତ ଭାଷାରୁ ଆସିଥିବା ଆମ ମାତୃଭାଷା ସବୁ ଦିଗରୁ ଉନ୍ନତ ଏବଂ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ।
ଆଜି ଥଟ୍ଟା ପରିହାସର ଦିନ, ଏପ୍ରିଲ୍ ଫୁଲ୍ର ଦିନ। ଅନ୍ୟକୁ ବୋକା ବନେଇ ମଜ୍ଜା ନେବାର ଦିନ। ସାଙ୍ଗ ସାଥୀ ହୁଅନ୍ତୁ ବା କେହି ଅନ୍ତରଙ୍ଗ ଲୋକଙ୍କୁ ମିଛ କହି ବୋକା କଲା ପରେ ଚିଲ୍ଲେଇକି ଏପ୍ରିଲ୍ ଫୁଲ୍ କହିବାର ମଜ୍ଜା ନିଆରା। ତେବେ ଏହି ଦିନ କେବେଠାରୁ ଆରମ୍ଭ ହେଲା ଓ କେଉଁଠି ପ୍ରଥମ ପାଳନ ହେଲା ଆସନ୍ତୁ ଜାଣିବା।
୧ ଏପ୍ରିଲ୍ ୧୯୩୬ରେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା। ଏହିଦିନ ମାଡ୍ରାସ୍ ପ୍ରେସିଡେନ୍ସିରୁ ଅଲଗା ହୋଇ ସ୍ୱତନ୍ତ୍ର ଓଡ଼ିଶା ତିଆରି ହୋଇଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ।
ଉଦ୍ଘାଟନୀ ସମାରୋହରେ ଷ୍ଟେଜ୍ ଉପରେ ଧମାଲ ମଚାଇଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ତମନ୍ନା ଭାଟିଆ... ଅରିଜିତ୍ଙ୍କ ଗୀତରେ ଝୁମିଲେ ଦର୍ଶକ
ଧର୍ମର ପ୍ରତୀକ.. ଏକତାର ଆଦର୍ଶ.. ମର୍ଯ୍ୟାଦା ପୁରୁଷୋତ୍ତମ.. ପ୍ରଭୁ ଶ୍ରୀରାମ। ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ। ରାମ ନାମ ଧ୍ବନିରେ କମ୍ପୁଛି ମନ୍ଦିର।
ଧର୍ମର ପ୍ରତୀକ, ଏକତାର ଆଦର୍ଶ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ । ରାମ ନାମ ଧ୍ୱନିରେ କମ୍ପୁଛି ମନ୍ଦିର ।
ପୁରୀରେ ଆରମ୍ଭ ପାରମ୍ପରିକ ସାହି ଯାତ । ରାମ ନବମୀ ଠାରୁ ଆରମ୍ଭ ଏହି ପାରମ୍ପରିକ ଯାତ୍ରା...
ଆଜି ପବିତ୍ର ଶ୍ରୀରାମ ନବମୀ । ରାମ ନବମୀ ଉପଲକ୍ଷେ ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ଉତ୍ସବ ମୁଖର ହୋଇପଡ଼ିଛି।
୩ଟା ୩୦ରେ ରଥଟଣା ଆରମ୍ଭ ହେବାର ଥିଲେ ବି ନୀତିକାନ୍ତିରେ ବିଳମ୍ବ ଯୋଗୁଁ ୫ଟା ୧୫ରେ ରଥଟଣା ଆରମ୍ଭ ହୋଇଥିଲା । ରୁକୁଣା ରଥ ଦେଖିବା ଲାଗି ଭକ୍ତଙ୍କ ମଧ୍ୟରେ ଆଜି ସକାଳୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।
ବଢେଇ ବାଙ୍କ ଛକରେ ଅଟକି ରହିଲା ରୁକୁଣା ରଥ । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀମା’ ଛକରେ ପହଞ୍ଚି ପାରିନଥିବାରୁ ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ ରଥଟଣା ।
ଆଜି ବି ଅନେକ ଭାରତୀୟ ଅଭିବାଦନ ବେଳେ ରାମ-ରାମ କୁହନ୍ତି। ଏହାକୁ ୨ଥର କହିବାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ସେହି ରହସ୍ୟ କ’ଣ ଆସନ୍ତୁ ଜାଣିବା।
ହିନ୍ଦୁଧର୍ମରେ ରାମ ନବମୀଙ୍କୁ ଏକ ବହୁତ ବଡ ପର୍ବ ଭାବରେ ବିବେଚନା କରାଯାଏ। ଶାସ୍ତ୍ର ଅନୁଯାୟୀ, ଭଗବାନ ରାମ ଏହି ଦିନ ଜନ୍ମ ହୋଇଥିଲେ, ତେଣୁ ଏହି ଶୁଭ ଦିନକୁ ରାମ ନବମୀ ଭାବରେ ପାଳନ କରାଯାଏ।
ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବ ରାତ୍ରିରେ ମରିଚିକୁଣ୍ଡରୁ ଜଳ ନିଆଯାଇ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କରାଯାଥାଏ ।
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଅପରାହ୍ଣ ସାଢ଼େ ୧୨ଟାରୁ ୧ଟା ୩୦ ମଧ୍ୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ରହିଛି।
ଏହି ପର୍ବରେ ପୁରୁଷମାନେ ମହିଳାଙ୍କ ପରି ପୋଷାକ ପରିଧାନ କରିଥାନ୍ତି । ଏହି ଫଟୋଟି ସେହି ବ୍ୟକ୍ତିଙ୍କର, ଯିଏ ଏହି ଉତ୍ସବରେ ମହିଳା ବେଶ ଧରି ପ୍ରଥମ ପୁରସ୍କାର ପାଇଛନ୍ତି ।
୧୯୫୩ ମସିହାରେ ପ୍ରତିଷ୍ଠିତ ଓଡ଼ିଶାର ଏକ ପ୍ରମୁଖ ରଙ୍ଗମଞ୍ଚ ଏବେ ପାଲଟିଛି ଭୂତକୋଠି । ଜାଗା ବିବାଦର ପଷାପାଲି ଭିତରେ ଅସ୍ତିତ୍ୱ ଖୋଜୁଛି ଜନତା ରଙ୍ଗମଞ୍ଚ।
ଦିନେ ନାଟକ ହିଁ ଥିଲା କେବଳ ମନୋରଂଜନର ମାଧ୍ୟମ। ଏବେ ସିନେମାର ପ୍ରଭାବରେ ଏହା ଲୋକଙ୍କ ଠାରୁ ଦୂରେଇ ଦୂରେଇ ଯାଉଛି। କୁହାଯାଏ ଯେ ଭାରତରୁ ହିଁ ଏହାର ବିକାଶ ହୋଇଥିଲା।
ବାଲୁକା କଳା ଜରିଆରେ ପୃଥିବୀର ସୁରକ୍ଷା ଲାଗି ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।
ସାଧାରଣରେ ବିଶ୍ୱାସ କରାଯାଏ ଯେ ଯକ୍ଷ୍ମା ଏକ ପୁରୁଣା ରୋଗ, ତାହା ଏବେ ଆଉ ନାହିଁ। ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ ବିଶ୍ୱର ଏକ ତୃତୀୟାଂଶ ଲୋକ ଯକ୍ଷ୍ମା ରୋଗରେ ପୀଡିତ ଅଛନ୍ତି। ଭାରତରେ ଏହାକୁ ସମାପ୍ତ କରିବା ପାଇଁ ୨୦୨୫କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।