• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Diwali Celebrations Across India
ଜାଣନ୍ତୁ, କେଉଁଠି ଓ କେମିତି ପାଳନ ହୁଏ ଆଲୋକର ପର୍ବ ଦୀପାବଳି...

ଭାରତର ଏକ ପ୍ରମୁଖ ପର୍ବ ଭାବେ ଦୀପାବଳି ପାଳନ କରାଯାଏ। ତେବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୌରାଣିକ ମାନ୍ୟତା ଆଧାରରେ ଏହା ପାଳନ କରାଯାଏ। 

PM Narendra Modi
ଗୀତ ଗାଇଲେ, ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି

କାର୍‌ଗିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ମୋଦି ଆଜି କାର୍‌ଗିଲ୍‌ରେ ପହଞ୍ଚିଛନ୍ତି।

Special Rituals In Puri Srimandir On The Occasion Of Diwali
ଦୀପାବଳି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି...

ଶ୍ରୀମନ୍ଦିର ମଧ୍ୟ ଦୀପାବଳି ଅମାବାସ୍ୟ ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଛି। ମଙ୍ଗଳବାର ସୂର୍ଯ୍ୟପରାଗ ପଡ଼ୁଥିବାରୁ ଆଜି ହିଁ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ ଅନୁଷ୍ଠିତ ହେବ। 

Man litting rocket by cigarette
ସିଗାରେଟ୍‌ରେ ରକେଟ୍ ବାଣ ଲଗେଇ ଧମାଧମ୍ ଛାଡିଲେ ବୃଦ୍ଧ

ଦୀପାବଳି ଅବସରରେ ଏକ ରୋଚକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ରକେଟ୍ ଛାଡିବା ପାଇଁ ଭିନ୍ନ ଧରଣର ଉପାୟକୁ ଆପଣେଇ ନେଇଛନ୍ତି। ଏହାକୁ ଦେଖିଲେ ଆପଣ ବି ଡରିଯିବେ।

Deepawali is not celebrated in these places of india, why
ଭାରତର ଏହି ଜାଗାରେ ପାଳନ ହୁଏନି ଦୀପାବଳି; କାହିଁକି

ଭାରତରେ ଆଲୋକର ପର୍ବ ଦୀପାବଳିକୁ ଖୁବ୍ ଧୁମ୍‌ଧାମରେ ପାଳନ କରାଯାଏ। କିନ୍ତୁ ଦେଶରେ ଏମିତି ଅନେକ ଜାଗା ଅଛି ଯେଉଁଠି ଏହି ପର୍ବକୁ ଲୋକେ ପାଳନ କରନ୍ତି ନାହିଁ। ଏହା ପଛରେ ରହିଛି ଅନେକ କାରଣ। ଆସନ୍ତୁ ନଜର ପକେଇବା।

Diwali
ସରଗରମ ଦିଓ୍ୱାଲି ବଜାର । ବାଣ କିଣିବାକୁ ଗ୍ରାହକଙ୍କ ସମ୍ଭାର

ଆସନ୍ତାକାଲି ଦୀପ ଜାଳି ବାଣ ଫୁଟାଇ ଆନନ୍ଦ ନେବାକୁ ସଭିଏଁ ଉତ୍କଣ୍ଠାରେ । ବଜାରରେ ବି ଏଥର ଭଳିକି ଭଳି ବାଣର ପସରା । 

Diwali
ସୂର୍ଯ୍ୟୋପରାଗ ଯୋଗୁଁ ଆଗୁଆ ଦୀପାବଳି ! ବାଣ ଫୁଟାଇବା ପାଇଁ ରହିଛି ଏହି ସବୁ କଟକଣା

ଆସନ୍ତାକାଲି ପାଳନ ହେବ ଅାଲୋକର ପର୍ବ ଦୀପାବଳି  । ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦର ବାଣ ମନା ।

  • Sunday, 23 October 2022
  • Diwali
Here are 8 Safety Tips for Diwali
ଦୀପାବଳିକୁ ସୁରକ୍ଷିତ କରିବାକୁ ମାନନ୍ତୁ ଏହି ୮ ନିୟମ

ଦୀପାବଳିକୁ ଉପଭୋଗ କରିବା ପାଇଁ ସମସ୍ତେ ବାଣ ଫୁଟାନ୍ତି। ଏହି ଦିନ ଫୁଲଝରୀ, ଆକାଶ ଗୁଳି ଏବଂ ଅନ୍ୟାନ୍ୟ ବାଣ ସହିତ ଅନେକ ଆତସବାଜି ହୋଇଥାଏ। କିନ୍ତୁ କେତେକ ଅସାବଧାନତା ଦୁର୍ଘଟଣାର କାରଣ ହୋଇଥାଏ। ଏହିସବୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ୮ ନିୟମ ଉପରେ ନଜର ପକାନ୍ତୁ।

Ayodhya Deepotsav
ଭବ୍ୟ ହେବ ଅଯୋଧ୍ୟାରେ ଦୀପୋତ୍ସବ; ୧୮ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେବ ରାମ ଜନ୍ମଭୂମି

ଗତ ୫ ବର୍ଷ ହେଲା ଅଯୋଧ୍ୟାରେ ଦୀପୋତ୍ସବର ଆୟୋଜନ ହୋଇ ଆସୁଛି । କେବଳ ନଦୀ ଘାଟରେ ଥିବା ରାମ କି ପୌଡିରେ ଏଥର ୧୮ ଲକ୍ଷ ଦୀପ ଜାଳିବାକୁ ବ୍ୟବସ୍ଥା କରାଯାଇଛି ।

Kali Puja 2022
ରାତିପାହିଲେ ମା’କାଳୀଙ୍କ ପୂଜା; ଚଳଚଞ୍ଚଳ ଭଦ୍ରକ ଓ ଯାଜପୁର ସହର

ଆଖି ଝଲସିଆ ଆଲୁଅ, ଆକର୍ଷଣୀୟ ମଣ୍ଡପ, ମନଲୋଭା ସାଜସଜ୍ଜା । କାଳୀପୂଜା ପାଇଁ ସଜେଇ ହେଲାଣି ଭଦ୍ରକ ସହର ।

  • Sunday, 23 October 2022
Dhanu Jatra
ଏସନ କଂସ ହେବ କିଏ?

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି କି? ଏଇ ସବୁ ନିୟମକୁ ମାନିବାକୁ ପଡିବ ଆପଣଙ୍କୁ...

Solar Eclipse
ସୂର୍ଯ୍ୟୋପରାଗ: ଏଥର ଅମାବାସ୍ୟାରେ କଣ ରହିଛି ନୀତି ନିୟମ, ଜାଣନ୍ତୁ

ମୋଟ ୧୬ ମିନିଟ ୨୬ ସେକେଣ୍ଡ ପୁରୀକୁ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ।

Dhamnagar bypoll
'ବିଜେଡି ପ୍ରସ୍ତାବରେ ରାଜି ନହୋଇଥିଲେ ଆଉ ଭଦ୍ରକ ଫେରିପାରି ନଥାନ୍ତେ ରାଜୁ ଦାସ'

ଧାମନଗରରେ ହେବାକୁ ଯାଉଛି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ! ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ନିର୍ବାଚନୀ ମୈଦାନ।

Solar Eclipse
ସୂର୍ଯ୍ୟୋପରାଗ ଦିନ ସ୍କୁଲ-କଲେଜ ସବୁ ଛୁଟି

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

 NBF Conclave
ସଂପୂର୍ଣ୍ଣ ନିରପେକ୍ଷ ଖବର ପରିବେଷଣ ପାଇଁ ଭେଙ୍କେୟାଙ୍କ ଆହ୍ୱାନ 

କନକ୍ଲେଭର ଗୋଟିଏ ସେସନ୍‌ରେ ବାର୍କ ଓ ବିୟଣ୍ଡ ଶୀର୍ଷକ ଆଲୋଚନାରେ ସ୍ଥାନ ପାଇଥିଲା ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ରେଟିଂ ବ୍ୟବସ୍ଥା। 

Diwali 2022
ଭୁବନେଶ୍ୱରରେ ଦୀପାବଳି ପାଳନ ପାଇଁ ଆସିଲା ଗାଇଡଲାଇନ୍

ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ କହିଲେ ଭୁବନେଶ୍ୱର ଡିସିପି।

Litisha Mangat Panda
କଣ୍ଟେଣ୍ଟରୁ ଆଦାୟ ରାଜସ୍ୱ ଆମକୁ ମିଳୁନାହିଁ: ଲିତିଶା ମଙ୍ଗତ ପଣ୍ଡା

ସୋସିଆଲ ମିଡିଆ ଯୁଗରେ ଟିଭି ତିଷ୍ଠି ରହିବ କେମିତି, ପ୍ରଶ୍ନ କରିଥିଲେ ଲିତିଶା

  • Friday, 21 October 2022
  • NBF
  • Otv
OTV MD jagi Mangat Panda
ବାର୍କ ପକ୍ଷରୁ ନମୁନା ସଂଗ୍ରହର ଆକାର ବୃଦ୍ଧି ପାଇଁ କଣ ପଦକ୍ଷେପ ନିଆଯାଉଛି: ଜଗି ମଙ୍ଗତ ପଣ୍ଡା

ଏନବିଏଫ୍ ନ୍ୟାସନାଲ କନକ୍ଲେଭରେ ''ବାର୍କ ଏବଂ ବିୟଣ୍ଡ'' ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା। 

Jay Panda
'ବିଭିନ୍ନ ସମୟରେ ଗଣମାଧ୍ୟମକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରାଯାଇଛି'

ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଏହାର ଶିକାର ହୋଇଛନ୍ତି। 

balijatra1
ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ ଶେଷ

ସଜେଇ ହେଉଛି କଟକର ଐତିହାସିକ ବାଲିଯାତ୍ରା ପଡିଆ । ବାଲିଯାତ୍ରା ପଡିଆର ମୁଖ୍ୟ ଗେଟ୍‌ରେ ଚାଲିଛି ରଙ୍ଗ କାମ । ଆଉ ଏପଟେ ପଡିଆରେ ବ୍ୟବସାୟୀ ଏବଂ ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ସହ ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି । ହେଲେ ପ୍ଲଟ୍ ନିଲାମ ଆରମ୍ଭରୁ ଦେଖାଦେଇଛି ବିବାଦ ।

Skyrocketing Abadha Prices
ଆକାଶଛୁଆଁ ଅବଢ଼ା ଦର; ୨ଶହ ଟଙ୍କାରେ ବି ପୂରୁନି ଜଣଙ୍କ ପେଟ

ଧର୍ମମାସ କାର୍ତ୍ତିକରେ ଅବଢ଼ା ରେଟ୍ ହୋଇଛି ଆକାଶଛୁଆଁ । ଦର ଶୁଣି ଭକ୍ତଙ୍କ ମୁଣ୍ଡକାନ ଝାଇଁ ମାରି ଯାଉଛି । ୧୫୦ରୁ ୧୭୦ ଟଙ୍କାରେ ମିଳୁଥିବା ଅନ୍ନ, ଡାଲି ଓ ତରକାରୀରେ ପେଟ ପୁରୁନି ।

Bursting FireCrackers
ସାବଧାନ! ଏଣିକି ରାଜଧାନୀରେ ବାଣ ଫୁଟାଇଲେ ବନ୍ଧା ହେବେ

ଏଣିକି ରାଜଧାନୀରେ ବାଣ ଫୁଟାଇଲେ ଆଉ ମିଳିବନି ତ୍ରାହି। ଭୋଗିବାକୁ ପଡିବ ଜେଲ୍ ଦଣ୍ଡ। ଦେଶର ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା।

Kartika Habisa
ସାରା ଓଡ଼ିଶାରେ ଏହି ଗୋଟିଏ ସ୍ଥାନ, ୫ ଟଙ୍କାରେ ହବିଷ୍ୟାଳିଙ୍କୁ ମିଳୁଛି ହବିଷାନ୍ନ

୫ ଟଙ୍କାରେ ହବିଷ୍ୟାଳିଙ୍କୁ ଦିଆଯାଉଛି ହବିଷାନ୍ନ । ପ୍ରତିଦିନ ରାଧାରାଣୀ ମଠରେ ପ୍ରସ୍ତୁତ ହୋଇଥାଏ ଏହି ଖାଦ୍ୟ ।

ଜବାହର ଚୌକ ମେଢ଼
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଭସାଣି ପଟୁଆର...ଫଟୋରେ ଦେଖିବା କିଛି ଝଲକ୍...

ପୂରା ଜାକଜମକରେ ଚାଲିଛି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଭସାଣି ସମାରୋହ। ଏଥର ସମୁଦାୟ ୩୮ ଟି ମେଢ଼ କ୍ରମାନ୍ୱୟରେ ବିସର୍ଜନ ପାଇଁ ବାହାରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିଲେ ସମୁଦାୟ୨୬ ପ୍ଳାଟୁନ୍ ପୋଲିସ୍।

ଚକ ଘୂରିଲେ ପରିବାର ଚଳିବ
ପାଖେଇ ଆସୁଛି ଦୀପାବଳି...ଏବେଠୁ ଚଳଚଂଚଳ ହେଲେଣି କୁମ୍ଭାର ପରିବାର

ଆଉ ମାତ୍ର ସପ୍ତାହେ ରହିଲା କାଳୀପୂଜା ବା ଦୀପାବଳି। ଘରେ ଘରେ ଜଳିବ ଦ୍ୱୀପ...ସେଇଥି ପାଇଁ ତ ଏବେଠୁ ଦୀପ ଗଢିବାରେ ବ୍ୟସ୍ତ କୁମ୍ଭାର ପରିବାର

  • Tuesday, 18 October 2022