ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରୀଜୀଉଙ୍କ ହାତୀବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଥିଲା ନାହିଁ ନଥିବା ଉତ୍ସାହ।...ଭକ୍ତିଭାବରେ ଜଡ଼ସଡ଼ ଭକ୍ତ...କିଏ ଅତି ନିକଟରୁ ଶ୍ରୀଜୀଉଙ୍କ ଦର୍ଶନ କରୁଥିଲା ତ କିଏ ସ୍ନାନବେଦୀ ପାଖକୁ ଯାଇନପାରି ବଡ଼ଦାଣ୍ଡରୁ ବଡ଼ଠାକୁରଙ୍କୁ ବଢାଉଥିଲା ଭକ୍ତିର ଅର୍ଘ୍ୟ।...
Published By: Chandan Shishu
Last updated: 04 June 2023, 11:22 PM IST
ସ୍ନାନବେଦିରେ ମହାପ୍ରଭୁ
ଅଧିକ ସ୍ନାନ କରିବା ଯୋଗୁ ଶ୍ରୀଜୀଉଙ୍କୁ ଜ୍ୱର ଆସିଥାଏ । ତେଣୁ ଏହାପରେ ୧୫ ଦିନ ପାଇଁ ଅଣସର ଘରେ ରହିବେ ଶ୍ରୀଜୀଉ।
ଦୁର୍ଲଭ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଦିବ୍ୟ ସ୍ନାନ ପରେ ସ୍ନାନମଣ୍ଡପରେ ଦର୍ଶନ ଦେଉଛନ୍ତି
ବଡ଼ ଦାଣ୍ଡରେ ବିଭୋର ଭକ୍ତ । ଗୀତ ଗୋବିନ୍ଦର ତାଳେ ତାଳେ ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ
କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜିୟୁଙ୍କ ମନ୍ଦିର ପ୍ରାଙ୍ଗଣର ସ୍ନାନ ମଣ୍ଡପରେ ଆରମ୍ଭ ହୋଇଛି ସ୍ନାନ ଉତ୍ସବ