Advertisment

ଜମୁଛି ରଜ; ପୁଅମାନେ ବି ଖେଳୁଛନ୍ତି ଦୋଳି

ଜମୁଛି ରଜ । ଗାଁ ଗହଳିରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ରଜ ।

author-image
Tanmay Kumar Mahalik

ଜମୁଛି ରଜ । ଗାଁ ଗହଳିରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ରଜ । ବଡ ବଡ ଗଛରେ ଲାଗିଛି ଦୋଳି । ପୁଅମାନେ ବି ଖେଳୁଛନ୍ତି ଦୋଳି ।

Advertisment
Bhadrak
Advertisment
Advertisment