• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Nikki Tamboli share her pics in traditional outfit
Nikki Tamboli: ଇଦ୍ ଲୁକ୍ ଦେଖାଇ ପ୍ରଶଂସକଙ୍କୁ ପାଗଳ କଲେ ନିକୀ ତମ୍ବୋଲି

ଆଜିକାଲି ନିକୀ ତମ୍ବୋଲି ସେଲିବ୍ରିଟି ମାଷ୍ଟରଶେଫରେ ତାଙ୍କର କୁକିଂ ପ୍ରତିଭା ପ୍ରଦର୍ଶନ କରୁଥିବା ନଜର ଆସନ୍ତି। ଏସବୁ ମଧ୍ୟରେ ନିକୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଅଛନ୍ତି। ଇଦ୍ ଅବସରରେ ମଧ୍ୟ ନିକୀ ଇନଷ୍ଟାରେ ତାଙ୍କର ଅନେକ ଫଟୋ ଶେୟାର କରିଛନ୍ତି, ଯାହା ପ୍ରଶଂସକଙ୍କୁ ପାଗଳ କରିଦେଇଛି।

Palak Tiwari was brutally trolled on social media
Palak Tiwari: ପଲକ ତିୱାରୀ ପୋଷ୍ଟ୍ କଲେ ଏମିତି ଫଟୋ; ଲୋକେ କଲେ ଟ୍ରୋଲ୍

ପଲକ ତିୱାରୀ ତାଙ୍କ ସୋସିଆଲ୍ ନେଟ୍‌ୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବହୁତ ସକ୍ରିୟ। ସେ ପ୍ରତିଦିନ ଇନଷ୍ଟାରେ ନିଜର ନୂଆ ନୂଆ ଫଟୋ ଏବଂ ଭିଡିଓ ସେୟାର କରିଥା’ନ୍ତି। ତାଙ୍କର କିଛି ଫଟୋ କାରଣରୁ ସେ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କର କିଛି ଫଟୋ ହେତୁ ତାଙ୍କୁ ବହୁତ ଟ୍ରୋଲ କରାଯାଉଛି।

Sanoj Mishra arrested in connection with rape case
Sanoj Mishra Arrested: ମୋନାଲିସାଙ୍କୁ ଫିଲ୍ମ ଅଫର କରିଥିବା ସନୋଜ ମିଶ୍ର ଗିରଫ; କରିଥିଲେ ଦୁଷ୍କର୍ମ

ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ସନୋଜ ମିଶ୍ର। ତାଙ୍କ ନାମରେ ଦୁଷ୍କର୍ମ ସହିତ ମାରପିଟ, ଗର୍ଭପାତ କରାଇବା ଏବଂ ଧମକ ଦେବା ଆଦି ଅଭିଯୋଗ ହୋଇଛି। ଏହି ମାମଲାରେ କେନ୍ଦ୍ରୀୟ ଦିଲ୍ଲୀ ପୋଲିସର ନବୀ କରିମ ପୋଲିସ ଷ୍ଟେସନର ଟିମ୍ ଗାଜିଆବାଦରୁ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଗିରଫ କରିଛି।

Sikandar box office collection day 1
Sikandar Collection Day 1: ଦମ୍‌ ଦେଖାଇଲା ‘ସିକନ୍ଦର’; ପ୍ରଥମ ଦିନରେ ରୋଜଗାର କଲା ୫୦ କୋଟିରୁ ଅଧିକ

ଇଦ୍‌ରେ ବଡ ପରଦାରେ ସଲମାନ ଖାନଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା। ତେବେ ‘ସିକନ୍ଦର’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାରକୁ ଦେଖି ଏହାର ପ୍ରଭାବ ଆକଳନ କରାଯାଇପାରେ। ଏହି ଫିଲ୍ମ ସଲମାନ ଖାନଙ୍କ ଅଭିନୀତ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରେ ୮ ନମ୍ବରରେ ରହିଛି।

Chaitra navratri 2025 try these actresses beautiful look
Chaitra Navratri 2025: ଚୈତ୍ର ନବରାତ୍ରୀରେ ପିନ୍ଧନ୍ତୁ ଏହି ସବୁ ଶାଢି; ହିରୋଇନ୍‌ଙ୍କ ଭଳି ଚମକିବେ

ଯେତେବେଳେ କୌଣସି ପର୍ବପର୍ବାଣୀ ଆସେ, ସମସ୍ତେ ଏକ ପାରମ୍ପରିକ ଲୁକ୍ ଚାହାଁନ୍ତି ଯେଉଁଥିରେ ସେମାନେ ଷ୍ଟାଇଲିସ୍ ଦେଖାଯିବେ ଏବଂ ଆରାମଦାୟକ ମଧ୍ୟ ଅନୁଭବ କରିବେ। ଯଦି ଆପଣ ମଧ୍ୟ ଏହି ଚୈତ୍ର ନବରାତ୍ରୀ ପାଇଁ ଏମିତି କିଛି ଖୋଜୁଛନ୍ତି, ତେବେ ବଡିଉଡ୍‌ର ଏହି ସୁନ୍ଦରୀମାନଙ୍କୁ ଫଲୋ କରିପାରିବେ ଏବଂ ଏହାକୁ ରିକ୍ରିଏଟ୍ କରିପାରିବେ।

  • Monday, 31 March 2025
Monalisa gave a sizzling pose in a deep neck top and skirt
Monalisa: ମୋନାଲିସାଙ୍କ ଲୁକ୍ ଦେଖି ହୃଦୟ ହାରିଲେ ପ୍ରଶଂସକ

ଭୋଜପୁରୀ କ୍ୱିନ୍ ମୋନାଲିସାଙ୍କ ନାଁ ସୁନ୍ଦରୀମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଯିଏକି ତାଙ୍କ କାମ ସହିତ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ। ସମ୍ପ୍ରତି ଅଭିନେତ୍ରୀ ତାଙ୍କର କିଛି ଫଟୋକୁ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହା ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି।

Hina Khan flaunted her desi look in a black saree
Hina Khan: କଳା ଶାଢି ପିନ୍ଧି ଦେଶୀ ଲୁକ୍ ଦେଲେ ହିନା ଖାନ; ଲୋକେ କଲେ ପ୍ରେମ ବର୍ଷା

ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନ ନିକଟରେ ଏକ ପୁରସ୍କାର ଉତ୍ସବ ରାତିରେ ଯୋଗ ଦେଇଥିଲେ। ଏଠାରେ ଅଭିନେତ୍ରୀଙ୍କ ଗ୍ଲାମରସ୍ ଅବତାରକୁ କଳା ଶାଢିରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଭିନେତ୍ରୀ ଏହି ଲୁକ୍‌ର ଅନେକ ସୁନ୍ଦର ସୁନ୍ଦର ଫଟୋ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।

Shanaya kapoor dating gold businessman karan kothari
Shanaya Kapoor: ସୁନା ବ୍ୟବସାୟୀଙ୍କ ପ୍ରେମରେ ଲଟ୍‌ପଟ୍ ସଂଜୟ କପୁରଙ୍କ ଝିଅ

ସଂଜୟ କପୁରଙ୍କ ଝିଅ ଶନାୟା କପୁର ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ଶନାୟା କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଛନ୍ତି। ଡେବ୍ୟୁ ପୂର୍ବରୁ ମଧ୍ୟ ଶନାୟାଙ୍କୁ ନେଇ ଖୁବ ଚର୍ଚ୍ଚା।

  • Sunday, 30 March 2025
salman khan sikandar released x users gave review
Sikandar: ନିରାଶ କରୁଛି କି ସିକନ୍ଦର; ଜଣେ କହିଲେ, ମୁଁ ଦେଖିଥିବା ସବୁଠାରୁ ଖରାପ ଫିଲ୍ମ

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ‘ସିକନ୍ଦର’କୁ ନେଇ ଲୋକେ ସମୀକ୍ଷା କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଜଣେ କହିଛନ୍ତି ଫିଲ୍ମର କାହାଣୀରେ ହୃଦୟ, ଫୁସ୍‌ଫୁସ୍‌ ଆଉ ଆଖି ନାହିଁ।

Disha Patani glamorous-look in off shoulder high slit dress
Disha Patani: ନିଜର ଗ୍ଲାମରସ୍ ଅବତାର ଲୋକଙ୍କୁ ଆକର୍ଷଣ କଲେ ଦିଶା ପାଟନୀ

ଦିଶା ପାଟନୀ ନିଜର ଗ୍ଲାମରସ୍ ଅବତାର ପାଇଁ ଜଣାଶୁଣା। ଯେତେବେଳେ ବି ସେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରନ୍ତି, ପ୍ରଶଂସକଙ୍କ ନଜର ତାଙ୍କ ଉପରେ ରହିଯାଏ। ନିକଟରେ ଦିଶା ଇନଷ୍ଟାଗ୍ରାମରେ ତାଙ୍କର ଗ୍ଲାମରସ୍ ଲୁକ୍‌ର ଫଟୋ ଶେୟାର କରିଛନ୍ତି। ନଜର ପକାନ୍ତୁ…

Sikandar
Sikandar: ପ୍ରଥମ ଦିନରେ କରିବ ୩୦ କୋଟିରୁ ଅଧିକ ବିଜିନେସ୍!

ଆସିଛି ଇଦ, ଫେରିଛନ୍ତି ଭାଇଜାନ। ସିଲଭର୍ ସ୍କ୍ରିନରେ ଏଥର ସିକନ୍ଦରର ସୁପର୍ ଶୋ'। ଆଗୁଆ ବୁକିଙ୍ଗକୁ ଦେଖିଲେ ଲାଗୁଛି ସିନେମା ପ୍ରଥମ ଦିନରେ ୩୦ କୋଟିରୁ ଅଧିକ ବିଜିନେସ୍ କରିବ।

Salman khan fan free distributes 800 tickets worth 1 point 72 lakh
Sikandar: ସଲମାନ ଖାନଙ୍କ ବଡ ପ୍ରଶଂସକ; ବାଣ୍ଟିଲେ ଲକ୍ଷାଧିକ ଟଙ୍କାର ଟିକେଟ୍‌

ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସଲମାନଙ୍କ ଜଣେ ପ୍ରଶଂସକ ୧.୭୨ ଲକ୍ଷ ଟଙ୍କାର ଟିକେଟ୍‌ କିଣି ବାଣ୍ଟୁଥିବା ଦେଖିବାକୁ ମିଳେ। 'ସିକନ୍ଦର' ଫିଲ୍ମର ଟିକେଟ୍ କିଣି ବାଣ୍ଟୁଛନ୍ତି।

Sapna Choudhary gave beautiful poses in a black silk gown
Sapna Choudhary: ବିଗ୍ ବସ୍‌ ଫେମ୍ ସପ୍ନା ଚୌଧୁରୀଙ୍କ ଘାତକ୍ ଲୁକ୍; ଲୋକେ ଦିବାନା

ସୋସିଆଲ ମିଡିଆରେ ହରିୟାଣାର ଡ୍ୟାନ୍ସ କ୍ୱିନ୍ ସପ୍ନା ଚୌଧୁରୀ ବହୁତ ସକ୍ରିୟ। ଅଭିନେତ୍ରୀ ସବୁବେଳେ ପ୍ରଶଂସକମାନଙ୍କୁ ତାଙ୍କ ଗୀତର ଅପଡେଟ୍ ଦିଅନ୍ତି। ନିକଟରେ ଅଭିନେତ୍ରୀ ତାଙ୍କର କିଛି ଗ୍ଲାମରସ୍ ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହା ଭାଇରାଲ ହେବାରେ ଲାଗିଛି।

Kartik Aaryan
Kartik Aaryan: ଗୁଜବ ବଜାରକୁ ପୁଣି ଗରମ କଲେ କାର୍ତ୍ତିକ ଆର୍ଯ୍ୟନ; ଶ୍ରୀଲୀଲାଙ୍କ ସହ ପ୍ରେମକୁ ନେଇ ଚର୍ଚ୍ଚା

ଆଜିକାଲି କାର୍ତ୍ତିକ ଆର୍ଯ୍ୟନ ଏବଂ ଶ୍ରୀଲୀଲାଙ୍କ ପ୍ରେମ ସମ୍ପର୍କକୁ ନେଇ ଆଲୋଚନା ହେଡ୍‌ଲାଇନ୍‌ ସୃଷ୍ଟି କରୁଛି। ନିକଟରେ କାର୍ତ୍ତିକ ଶ୍ରୀଲୀଲାଙ୍କ ସହ ତାଙ୍କର ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି, ଯାହା ପରେ ଗୁଜବ ବଜାର ପୁଣି ଗରମ ହୋଇଯାଇଛି।

Salman khan said we have gone through lot of controversies
Sikandar: ଅନେକ ବିବାଦ ଦେଇ ଗତି କରିଛୁ ଆଉ କୌଣସି ବିବାଦ ଦରକାର ନାହିଁ: ସଲମାନ୍ ଖାନ୍

ଭାଇଜାନ୍ ମଧ୍ୟ ଅନ୍ୟ ଅଭିନେତାଙ୍କ ଭଳି ବିବାଦ ସହ ଜଡିତ ଅଛନ୍ତି। ତାଙ୍କର ଆଗାମୀ ଫିଲ୍ମର ପ୍ରମୋସନ ବେଳେ ସେ ସ୍ୱୀକାର କରିଛନ୍ତି ଯେ ସେ ଅନେକ ବିବାଦ ଦେଇ ଗତି କରିଛନ୍ତି ଏବଂ ବର୍ତ୍ତମାନ ସେ ଆଉ ବିବାଦରେ ପଶିବାକୁ ଚାହାଁନ୍ତି ନାହିଁ।

Malaika Arora shares beautiful pictures in white anarkali suit
Malaika Arora: ଧଳା ଅନାରକଲୀ ସୁଟ୍‌ରେ ପ୍ରଶଂସକଙ୍କୁ ଆକର୍ଷଣ କଲେ ବଲିଉଡ ଡିଭା

ମଲାଇକା ଅରୋରାଙ୍କୁ ବଲିଉଡର ଡିଭା କୁହାଯାଏ। ସେ ପାଶ୍ଚାତ୍ୟ ହେଉ କି ପାରମ୍ପରିକ ହେଉ, ଅଭିନେତ୍ରୀ ପ୍ରତ୍ୟେକ ଲୁକ୍‌ରେ ଚମତ୍କାର ଦେଖାଯାଆନ୍ତି। ଇଦ୍ ପୂର୍ବରୁ ଅଭିନେତ୍ରୀ ଧଳା ଅନାରକଲୀ ସୁଟ୍‌ରେ ନିଜର କିଛି ଆକର୍ଷଣୀୟ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

single
Single Bollywood Celebrity: ବଲିଉଡର ସିଙ୍ଗଲ ସେଲିବ୍ରିଟି

ବଲିଉଡର ଏକାଧିକ ସୁପରଷ୍ଟାର ରହିଛନ୍ତି ଯେଉଁମାନେ ସିଙ୍ଗଲ ରହିଛନ୍ତି। ଏହି ସେଲିବ୍ରିଟି ମାନଙ୍କ ଉପରେ ଏକ ନଜର

  • Friday, 28 March 2025
Naagin fame surbhi jyoti photoshoot in black mini dress
Surbhi Jyoti: ଟିଭି ଦୁନିଆର ସଂସ୍କାରୀ ବୋହୂ ଦେଲେ ହଟ୍ ପୋଜ୍; ଲୋକେ କହିଲେ…

ନାଗିନ୍ ଫେମ୍ ଅଭିନେତ୍ରୀ ସୁରଭି ଜ୍ୟୋତି ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ। ସେ ‘କୁବୁଲ୍ ହେ’ ଠାରୁ ‘ନାଗିନ୍’ ପର୍ଯ୍ୟନ୍ତ ଅନେକ ଚମତ୍କାର ଶୋ’ କରିଛନ୍ତି। ତାଙ୍କ କିଲର୍ ଫଟୋସୁଟ୍‌କୁ ଲୋକେ ମଧ୍ୟ ବହୁତ ପସନ୍ଦ କରନ୍ତି। ସୁରଭି ତାଙ୍କ ଫ୍ୟାଶନ ଷ୍ଟେଟ୍‌ମେଣ୍ଟରେ ଲୋକଙ୍କୁ ପାଗଳ କରିଦିଅନ୍ତି। ନିକଟରେ ଅଭିନେତ୍ରୀ ନୂଆ ଅବତାରରେ ଫଟୋ ଶେୟାର କରିଛନ୍ତି।

  • Friday, 28 March 2025
Salman khan sikandar advance booking breaks record
Sikandar: ‘ସିକନ୍ଦର’ କ୍ରେଜ୍; ଟିକେଟ୍ ମୂଲ୍ୟ ୨୨୦୦ ଟଙ୍କା, କଲାଣି କୋଟି କୋଟି ରୋଜଗାର

ଫିଲ୍ମ 'ସିକନ୍ଦର୍‌'ର ଆଡଭାନ୍ସ ବୁକିଂ ଜୋରସୋରରେ ଚାଲିଛି ଏବଂ ଟିକେଟ୍ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଲୋକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଏକ ଜବରଦସ୍ତ କ୍ରେଜ୍ ରହିଛି। ବର୍ତ୍ତମାନ ସୁଦ୍ଧା ଅନେକ ସହରରେ ଅନେକ ଶୋ’ ହାଉସ୍‌ ଫୁଲ୍ ହୋଇଯାଇଛି।

Prabhas marriage with Hyderabad celebrity businessmen daughter
Prabhas: ୪୫ ବର୍ଷରେ ବାହାହେବେ ପ୍ରଭାସ ! ଜାଣନ୍ତୁ କିଏ ହେବେ ତାଙ୍କ ଘରଣୀ

ସିନେ ତାରକାଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ସବୁବେଳେ ଏକ ହଟ୍‌ ପ୍ରସଙ୍ଗ ହୋଇ ରହିଥାଏ। ବିଶେଷକରି, ପ୍ରେମ କାହାଣୀ ଏବଂ ତାରକାମାନଙ୍କର ବିବାହ କଥା ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ହୋଇଥାଏ। ବର୍ତ୍ତମାନ ବିବାହ ପ୍ରସଙ୍ଗରେ ଟଲିଉଡର ହିରୋ ପ୍ରଭାସଙ୍କ ନାମ ଶୀର୍ଷରେ ଅଛି।

Karan veer mehra talked about relationship status with chum
Karan Veer Mehra: କରଣବୀର ତାଙ୍କ ସମ୍ପର୍କକୁ ନେଇ କଲେ ଖୁଲାସା; କାହା ପ୍ରେମରେ ପଡିଲେ….

‘ବିଗ୍ ବସ୍ ୧୮’ ରେ କରଣବୀର ମେହେରା ଏବଂ ଚୁମ୍ ଦରାଙ୍ଗଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ବାହାରକୁ ଆସିବା ପରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଲା। ପ୍ରଶଂସକମାନେ ସବୁବେଳେ ଚୁମ୍ ଏବଂ କରଣବୀରଙ୍କୁ ଏକାଠି ଦେଖିବାକୁ ଚାହାଁନ୍ତି। ଏବେ କରଣବୀର ତାଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି।

ଭୋ ଭୋ କାନ୍ଦିଲେ ହାତ ଯୋଡ଼ିଲେ
ଭୋ ଭୋ ହୋଇ କାନ୍ଦିଲେ, ହାତ ଯୋଡି କ୍ଷମା ମାଗିଲେ

ଲାଇଭ୍‌ କନସର୍ଟରେ ଏଭଳି କିଛି ହଟହଟା ହୋଇଛନ୍ତି ବଲିଉଡର ଜଣାଶୁଣା ସିଙ୍ଗର ନେହା କକର୍‌। ତାଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Sreeleela stuns her moonlight look in net saree
Sreeleela: ଶାଢି ଲୁକ୍‌ରେ ପ୍ରଶଂସକଙ୍କ ହୃଦୟ ଚୋରି କଲେ ଶ୍ରୀଲୀଲା

'ପୁଷ୍ପା ୨'ରେ 'କିସିକ୍' ଗୀତରେ ନିଜର ଦମଦାର ଡ୍ୟାନ୍ସ ଷ୍ଟେପ୍ ନେଇ ଲୋକଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିଥିବା ଶ୍ରୀଲୀଲା ତାଙ୍କ ସୌନ୍ଦର୍ଯ୍ୟରେ ପ୍ରଶଂସକଙ୍କୁ ପ୍ରଭାବିତ କରନ୍ତି। ଅଭିନେତ୍ରୀ ତାଙ୍କ ଫଟୋ ସହିତ ପ୍ରଶଂସକଙ୍କ ହୃଦୟ ଜିତନ୍ତି। ବର୍ତ୍ତମାନ ଆଗାମୀ ଚଳଚ୍ଚିତ୍ର ‘ରବିନ୍‌ହୁଡ୍’ର ପ୍ରମୋସନ ସମୟରେ ଅଭିନେତ୍ରୀ ତାଙ୍କର ଶାଢି ଲୁକ୍‌ ଶେୟାର କରିଛନ୍ତି।

The longest kissing scene in bollywood
Bollywood: ହିନ୍ଦୀ ସିନେମାର ସବୁଠାରୁ ଲମ୍ବା ଚୁମ୍ବନ ଦୃଶ୍ୟ; ଥିଲା ୨୪୦ ସେକେଣ୍ଡ୍

୧୯୩୩ ମସିହାରେ ହିନ୍ଦୀ ସିନେମାରେ ପ୍ରଥମ ଥର ପାଇଁ ଜଣେ ହିରୋ ଏବଂ ହିରୋଇନ୍‌ଙ୍କ ଏକ ଚୁମ୍ବନ ଦୃଶ୍ୟର ସୁଟିଂ କରାଯାଇଥିଲା। ଯାହାକି ଇତିହାସର ସବୁଠାରୁ ଲମ୍ବା ଚୁମ୍ବନ ଦୃଶ୍ୟ ଥିଲା। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।

Jaat trailer trending number 1 on youtube
Jaat: ଟପ୍ ୱାନ୍‌ରେ ଟ୍ରେଣ୍ଡିଂ କରୁଛି ସନ୍ନି ଦେଓଲଙ୍କ 'ଜାଟ୍‌'; ପଛରେ ସଲମାନ୍-ଅକ୍ଷୟ

'ଜାଟ୍' ହେଉଛି ଏକ ଆକ୍ସନ୍-ପ୍ୟାକ୍ ଫିଲ୍ମ, ଯେଉଁଥିରେ ସନ୍ନି ଦେଓଲ୍ ତାଙ୍କର 'ଢାଇ କିଲୋ କା ହାଥ୍'ର କରାମତି ଦେଖାଉଥିବାର ନଜର ଆସିଛନ୍ତି। ସୋମବାର ମୁକ୍ତିଲାଭ କରିଥିବା ଏହି ଟ୍ରେଲର୍‌ ୧୫ ମିଲିୟନରୁ ଅଧିକ ଭିୟୁ ପାଇସାରିଛି ଏବଂ ଶୀର୍ଷ ଟ୍ରେଣ୍ଡିଂ ତାଲିକାରେ ପ୍ରଥମ ସ୍ଥାନରେ ରହିଛି।