ଭୋ ଭୋ କାନ୍ଦିଲେ ହାତ ଯୋଡ଼ିଲେ
ଗୀତ ଗାଇବା ବଦଳରେ ଭୋ ଭୋ ହୋଇ କାନ୍ଦିଲେ। ହାତ ଯୋଡି କ୍ଷମା ମାଗିଲେ। କାନ୍ଦି କାନ୍ଦି ମାନିଲେ ନିଜ ଭୁଲ୍। ଆଉ ଏମିତି ଭୁଲ୍ କେବେ ହେବନି ବି କହିଲେ। ହେଲେ କିଛି ଶୁଣିଲେନି ଫ୍ୟାନ୍। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରାଇବା ପରେ ଫୁଟିଲା ଆକ୍ରୋଶ। ରାଗିଗଲେ, ଗୋ ବ୍ୟାକ୍ ନାରାରେ କମ୍ପିଲା ପୂରା ମଞ୍ଚ। ଲାଇଭ୍ କନସର୍ଟରେ ଏଭଳି କିଛି ହଟହଟା ହୋଇଛନ୍ତି ବଲିଉଡର ଜଣାଶୁଣା ସିଙ୍ଗର ନେହା କକର୍। ତାଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)