Naagin fame surbhi jyoti photoshoot in black mini dress

ବାର୍ବୀ ହେୟାର୍ କଟ୍ ସହିତ ସୁରଭି ଏହି ଲୁକ୍‌କୁ ସମାପ୍ତ କରିଛନ୍ତି। ଏହା ସହିତ ସେ ହାଇ ହିଲ୍ ଏବଂ ଷ୍ଟକିଙ୍ଗ୍ ପିନ୍ଧିଛନ୍ତି।

ତାଙ୍କର ଷ୍ଟକିଙ୍ଗର ଗୋଟିଏ ସାଇଟ୍ ଫାଟିଯାଇଥିବାରୁ ଲୋକମାନେ ପ୍ରତିକ୍ରିୟା ଦେଇଛନ୍ତି ଯେ “ପ୍ୟାଣ୍ଟକୁ ତ ବିନା ଫଟାରେ ପିନ୍ଧିପାରିଥାନ୍ତ”।

ସୁରଭିଙ୍କ ଏହି ଲୁକ୍‌ ସମସ୍ତଙ୍କୁ ପାଗଳ କରିଦେବା ଭଳି। ସେ ନ୍ୟୁଡ୍ ମେକଅପ୍ ସହିତ ନିଜ ଷ୍ଟାଇଲ୍‌କୁ ବଢାଇଛନ୍ତି।

ସୁରଭିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଶଂସକମାନେ ଏହି ଫଟୋଗୁଡ଼ିକରେ ସେମାନଙ୍କର ଭଲ ପାଇବା ଦେଉଥିବା ଦେଖାଯାଏ। ସୁରଭିଙ୍କୁ ଏଭଳି ଷ୍ଟାଇଲ୍‌ରେ କ୍ୱଚିତ୍ ଦେଖାଯାଏ।

ଏହା ପୂର୍ବରୁ ସୁରଭିଙ୍କ କଳା ବିକିନି ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା। ଏହି ଫଟୋରେ ସେ ପାଣି ପାଖରେ ପୋଜ୍ ଦେଇ ଇଣ୍ଟରନେ୍‌ଟର ତାପମାତ୍ରା ବଢାଇଥିଲେ।

ସୁରଭିଙ୍କୁ ଶୋ’ ‘କୁବୁଲ ହେ’ ରୁ ପରିଚୟ ମିଳିଥିଲା। ଏହି ଶୋ’ରେ ସେ ଫାରୁକୀ ଭୂମିକାରେ ଅଭିନୟ କରିଥିଲେ। ତାଙ୍କୁ କରଣ ସିଂହ ଗ୍ରୋଭରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା।

ସୁରଭି ଗୁନା, ନାଗିନ, ତନହାଇୟାଁ, କୋଇ ଲୌଟ୍ କେ ଆୟା ହେ, ପ୍ୟାର୍ ତୁନେ କିୟା କି ଭଳି ଶୋ’ କରିଛନ୍ତି।