• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hina Khan

Hina Khan reached event without wearing a wig
Hina Khan: ୱିଗ୍ ନପିନ୍ଧି ରେଡ୍ କାର୍ପେଟ୍‌ରେ ଏଣ୍ଟ୍ରୀ କଲେ ହିନା ଖାନ; ଲୋକଙ୍କ ଆଖି ଲାଖି ଗଲା

ଟିଭି ଦୁନିଆରେ ହିନା ଖାନ ଜଣେ ଲୋକପ୍ରିୟ ସୁନ୍ଦରୀ। ଆଜିକାଲି ଅଭିନେତ୍ରୀ ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟର ଯନ୍ତ୍ରଣା ଦେଇ ଗତି କରୁଛନ୍ତି। କିନ୍ତୁ ଏହି ପରିସ୍ଥିତିରେ ମଧ୍ୟ ତାଙ୍କର ଆକର୍ଷଣ କମି ନାହିଁ। ଏବେ ଅଭିନେତ୍ରୀ ଏକ ଇଭେଣ୍ଟରେ ଯୋଗଦେଇଥିଲେ। ଏଠାରୁ ତାଙ୍କର ଫଟୋ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଉଛି।

Hina khan suffering from cancer shared her gorgeous look in golden lehenga
Hina Khan: ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟରେ ବି ସାହସ ହରାଇ ନାହାଁନ୍ତି ହିନା ଖାଁ

ଆଜିକାଲି ଟିଭି ଅଭିନେତ୍ରୀ ହିନା ଖାଁ ସ୍ତନ କର୍କଟ ଭଳି ରୋଗ ଏବଂ ଚିକିତ୍ସା ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀ ସ୍ତନ କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି, କିନ୍ତୁ ଏଭଳି ପରିସ୍ଥିତିରେ ସେ ଆଦୌ ସାହସ ହରାଇ ନାହାଁନ୍ତି ଏବଂ ତାଙ୍କ ଜୀବନକୁ ପୂରା ଉପଭୋଗ କରୁଛନ୍ତି।

Hina Khan
ହୀନା କାଟିଲେ କେଶ, କାନ୍ଦିଲେ ମାଆ..ଭିଡିଓ ଭାଇରାଲ

ଗୋଟିଏ ମା ପାଇଁ ୟାଠୁ ଅଧିକ କଷ୍ଟ କ’ଣ ହୋଇପାରେ। ବର୍ଷ ବର୍ଷ ଧରି ପରୀଟିଏ ପରି ସଜେଇ ହେଉଥିବା ତା ଝିଅକୁ ସେ ଦେଖିଆସିଛି। ହେଲେ ଆଜି ଏରୋଗ ସବୁ ସାରିଦେଲା। ଝିଅକୁ ତାର ସବୁଠାରୁ ମୁଲ୍ୟବାନ ଆଭୂଷଣ କାଟିବାକୁ ପଡିଲା।

Hina Khan
ସ୍ତନ କର୍କଟରେ ପୀଡ଼ିତ ଅଭିନେତ୍ରୀ ହିନା ଖାନ..ଇନଷ୍ଟାଗ୍ରାମରେ କହିଲେ ଏମିତି..

ଟିଭି ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟରେ ପୀଡ଼ିତ। ଏନେଇ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସୂଚନା ଦେଇଛନ୍ତି ହିନା। ବର୍ତ୍ତମାନ ସେ ସ୍ତନ କର୍କଟର ତୃତୀୟ ଷ୍ଟେଜରେ ଥିବା କହିଛନ୍ତି। ଏହି କଠିନ ସମୟରେ ଫ୍ୟାନଙ୍କ ପ୍ରାର୍ଥନା ଲୋଡ଼ିଛନ୍ତି ହିନା।