/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743248347.jpg)
Disha Patani glamorous-look in off shoulder high slit dress
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743248347.jpg)
1/5
ନିକଟରେ ମୁମ୍ବାଇରେ ଆୟୋଜିତ ଏକ ପୁରସ୍କାର କାର୍ଯ୍ୟକ୍ରମରେ ଦିଶା ପାଟନୀ ଯୋଗ ଦେଇଥିଲେ। ଏହି ସମୟରେ ଅଭିନେତ୍ରୀ ଏକ ହାଇ ସ୍ଲଟ୍ ସ୍କର୍ଟ ପିନ୍ଧିଥିବାର ନଜର ଆସିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743248373.jpg)
2/5
ଏହି ଅଫ୍ ସୋଲ୍ଡର୍ ଟପ୍ରେ ଦିଶା ବହୁତ ଚମତ୍କାର ଦେଖାଯାଉଛନ୍ତି। ସେ ଏହି ଲୁକ୍ର ଅନେକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743248451.jpg)
3/5
ଦିଶା ଏହି ପୋଷାକ ସହିତ ହୀରା ହାର ପିନ୍ଧିଛନ୍ତି। ସେ ତାଙ୍କ କାନରେ ମ୍ୟାଚିଂ କାନର ମଧ୍ୟ ପିନ୍ଧିଥିବାର ନଜର ଆସନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743248485.jpg)
4/5
ଅଭିନେତ୍ରୀ ହାତରେ ସୁନ୍ଦର ବ୍ରେସଲେଟ୍ ପିନ୍ଧିବା ସହ ତାଙ୍କ ଚୁଟିକୁ ମୁକୁଳା ରଖିଛନ୍ତି। ସେ ଏହି ଲୁକରେ ଜମେଇକି ପୋଜ୍ ଦେଉଥିବା ଦେଖାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743248506.jpg)
5/5
ଦିଶାଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ ପାଗଳ ହୋଇଯାଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି- 'କୋକିଳ କଣ୍ଠି ଅପସରା'
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)