ସମଗ୍ର ଭାରତରେ 'ଜାଟ୍' ଭଲ ଓପନିଂ କରିଛି। କେବଳ ଏତିକି ନୁହେଁ, ସମାଲୋଚକମାନେ ଏହାକୁ ଭଲ ସମୀକ୍ଷା ମଧ୍ୟ ଦେଉଛନ୍ତି। ସନ୍ନି ଦେଓଲ 'ଜାଟ୍' ସହିତ ପୁଣିଥରେ ଆକ୍ସନ ଅବତାରରେ ଫେରିଛନ୍ତି ଏବଂ ଏଥର ସେ ଉତ୍ତର ଏବଂ ଦକ୍ଷିଣ ଭାରତରେ ଚହଳ ସୃଷ୍ଟି କରୁଛନ୍ତି।
ଫିଲ୍ମ ‘ସିକନ୍ଦର’କୁ ବଏକଟ୍ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ ମୁସଲମାନ ସାମାଜିକ କର୍ମୀ ଫିଲ୍ମକୁ ବଏକଟ୍ କରିବାକୁ ଦାବି କରିଛନ୍ତି ଏବଂ ସେ କାହିଁକି ଏମିତି କହୁଛନ୍ତି ତାହା ମଧ୍ୟ କହିଛନ୍ତି।
ମୋହନଲାଲଙ୍କ ଫିଲ୍ମ ‘L2: ଏମ୍ପୁରାନ୍’ ଇଦ୍ରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’କୁ ପଛରେ ପକାଇଦେଇଛି। ମାର୍ଚ୍ଚ ୩୦ ରବିବାର ଦିନ ଇଦ୍ ଛୁଟିଦିନରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିବା ‘ସିକନ୍ଦର’ ସଲମାନଙ୍କ ପ୍ରଶଂସକଙ୍କୁ ନିରାଶ କରିଛି।
'ସିକନ୍ଦର' ପ୍ରଥମ ଦିନରେ ଆଶା ଠାରୁ କମ୍ ରୋଜଗାର କରିଥିଲା। ଦ୍ୱିତୀୟ ଦିନରେ କିନ୍ତୁ ଏହା ଦମ ଦେଖାଇଛି। ଏହାକୁ ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ମିଶ୍ରିତ ସମୀକ୍ଷା ମିଳୁଛି।
ବଲିଉଡର ସିକନ୍ଦର ଅର୍ଥାତ୍ ସଲମାନ୍ ଖାନ୍ ଇଦ୍ରେ ତାଙ୍କ ଘରେ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅଭିନେତାଙ୍କ ପୁରା ପରିବାର ତାଙ୍କ ସହ ନଜର ଆସିଛନ୍ତି। ପ୍ରତିବର୍ଷ ପରି ଏହି ଅଭିନେତା ତାଙ୍କ ଘରର ବାଲ୍କୋନୀରେ ପ୍ରଶଂସକମାନଙ୍କୁ ଅଭିବାଦନ ଜଣାଇଛନ୍ତି ଏବଂ ତାଙ୍କ କ୍ୟୁଟି ଭାଣିଜୀ ଆୟତ ଶର୍ମାଙ୍କ ସହ ଅନେକ ପୋଜ୍ ଦେଇଛନ୍ତି।
ଇଦ୍ରେ ବଡ ପରଦାରେ ସଲମାନ ଖାନଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା। ତେବେ ‘ସିକନ୍ଦର’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାରକୁ ଦେଖି ଏହାର ପ୍ରଭାବ ଆକଳନ କରାଯାଇପାରେ। ଏହି ଫିଲ୍ମ ସଲମାନ ଖାନଙ୍କ ଅଭିନୀତ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରେ ୮ ନମ୍ବରରେ ରହିଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ‘ସିକନ୍ଦର’କୁ ନେଇ ଲୋକେ ସମୀକ୍ଷା କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଜଣେ କହିଛନ୍ତି ଫିଲ୍ମର କାହାଣୀରେ ହୃଦୟ, ଫୁସ୍ଫୁସ୍ ଆଉ ଆଖି ନାହିଁ।
ଆସିଛି ଇଦ, ଫେରିଛନ୍ତି ଭାଇଜାନ। ସିଲଭର୍ ସ୍କ୍ରିନରେ ଏଥର ସିକନ୍ଦରର ସୁପର୍ ଶୋ'। ଆଗୁଆ ବୁକିଙ୍ଗକୁ ଦେଖିଲେ ଲାଗୁଛି ସିନେମା ପ୍ରଥମ ଦିନରେ ୩୦ କୋଟିରୁ ଅଧିକ ବିଜିନେସ୍ କରିବ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସଲମାନଙ୍କ ଜଣେ ପ୍ରଶଂସକ ୧.୭୨ ଲକ୍ଷ ଟଙ୍କାର ଟିକେଟ୍ କିଣି ବାଣ୍ଟୁଥିବା ଦେଖିବାକୁ ମିଳେ। 'ସିକନ୍ଦର' ଫିଲ୍ମର ଟିକେଟ୍ କିଣି ବାଣ୍ଟୁଛନ୍ତି।
ଭାଇଜାନ୍ ମଧ୍ୟ ଅନ୍ୟ ଅଭିନେତାଙ୍କ ଭଳି ବିବାଦ ସହ ଜଡିତ ଅଛନ୍ତି। ତାଙ୍କର ଆଗାମୀ ଫିଲ୍ମର ପ୍ରମୋସନ ବେଳେ ସେ ସ୍ୱୀକାର କରିଛନ୍ତି ଯେ ସେ ଅନେକ ବିବାଦ ଦେଇ ଗତି କରିଛନ୍ତି ଏବଂ ବର୍ତ୍ତମାନ ସେ ଆଉ ବିବାଦରେ ପଶିବାକୁ ଚାହାଁନ୍ତି ନାହିଁ।
ଫିଲ୍ମ 'ସିକନ୍ଦର୍'ର ଆଡଭାନ୍ସ ବୁକିଂ ଜୋରସୋରରେ ଚାଲିଛି ଏବଂ ଟିକେଟ୍ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଲୋକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଏକ ଜବରଦସ୍ତ କ୍ରେଜ୍ ରହିଛି। ବର୍ତ୍ତମାନ ସୁଦ୍ଧା ଅନେକ ସହରରେ ଅନେକ ଶୋ’ ହାଉସ୍ ଫୁଲ୍ ହୋଇଯାଇଛି।
‘ସିକନ୍ଦର’ ରିଲିଜ୍କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଲାଗିଛି ସଲମାନ ଖାନଙ୍କୁ ଝଟକା। 'ସିକନ୍ଦର' ଉପରେ ଲାଗିଛି ସେନ୍ସର ବୋର୍ଡ ଲଗାମ। ଜାଣନ୍ତୁ କ’ଣ କଟିଛି।
ରିଲିଜ୍ ହେବା ମାତ୍ରେ 'ସିକନ୍ଦର'ର ଟ୍ରେଲର ଛାଇଯାଇଛି। ସଲମାନ ଖାନଙ୍କ ପ୍ରଶଂସକମାନେ ମତ ଦେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି। ରିଲିଜ୍ ହେବା ପୂର୍ବରୁ ମଧ୍ୟ ସେମାନେ ଫିଲ୍ମକୁ ଏକ ବ୍ଲକବଷ୍ଟର ବୋଲି କହୁଛନ୍ତି।
ଏମିତିରେ ବଲିଉଡ ଦୀର୍ଘ ଦିନ ଧରି ସଂଘର୍ଷ କରି ଆସୁଛି ଆଉ ସିନେମା ଲଢେଇକୁ ଅପେକ୍ଷା କରିଛି। ଏଭଳି ପରିସ୍ଥିତିରେ ସଲମାନ ଖାନ ଏବଂ ସନ୍ନି ଦେଓଲ ବକ୍ସ ଅଫିସରେ ଟଙ୍କାର ସୁନାମି ଆଣି ପାରିବେ କି ନାହିଁ ତାହା ଦେଖିବା ମଜାଦାର ହେବ।
ରିଲିଜ୍ ହୋଇଛି 'ସିକନ୍ଦର ନାଚେ'ର ପୂରା ଗୀତ। ଏହି ଟ୍ରାକ୍ରେ ସଲମାନ ଖାନ ତାଙ୍କ ସିଗ୍ନେଚର୍ ଷ୍ଟାଇଲ୍ ଏବଂ ଦମଦାର ଡ୍ୟାନ୍ସ ମୁଭ୍ସ ସହିତ ପୂରା ସ୍କ୍ରିନ୍ରେ ଛାଇ ଯାଇଛନ୍ତି। ଜମୁଛି ଭାଇଜାନ୍ ଆଉ ରଶ୍ମିକାଙ୍କ କେମେଷ୍ଟ୍ରୀ।
‘ବମ୍ ବମ୍ ଭୋଲେ’ ଗୀତରେ ସଲମାନ ଖାନ ସିକନ୍ଦର ହୋଇ ନିଜ ପ୍ରଶଂସକଙ୍କ ଉପରେ ମଜାକ୍ କରିଥିବା ଦେଖାଯାଏ। ‘ବମ୍ ବମ୍ ଭୋଲେ’ ଗୀତରେ ଅନେକ ତ୍ରୁଟି ଅଛି ଯାହା ପ୍ରଶଂସକଙ୍କ ପାଇଁ ସହଜରେ ହଜମ ହେଉନି।
ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ ଇଦ୍ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ୨୦୨୫ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ତେବେ ଆପଣ ଏହି ଫିଲ୍ମ କାହିଁକି ଦେଖିବେ ତାହାର ୫ଟି କାରଣ ଜାଣନ୍ତୁ।
‘ସିକନ୍ଦର’ର ଟିଜର ରିଲିଜ ହୋଇଛି ଆଉ ସାରା ଇଣ୍ଟର୍ନେଟ୍ରେ ହଇଚଇ ସୃଷ୍ଟି କରୁଛି। ଏହି ଟିଜର୍ରେ ସଲମାନ ଖାନ ଏକ ଦମଦାର ଅବତାରରେ ନଜର ଆସିଛନ୍ତି, ଯାହା ପ୍ରଶଂସକଙ୍କୁ ଖୁସି କରିଦେବା ଭଳି।
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ମୃତ୍ୟୁ ଧମକ ମିଳିଛି। ତେବେ ଏହି ସମୟରେ ହାଇଦ୍ରାବାଦରେ କଡା ସୁରକ୍ଷା ମଧ୍ୟରେ ଭାଇଜାନ ତାଙ୍କ ଆଗାମୀ ଫିଲ୍ମ 'ସିକନ୍ଦର'ର ସୁଟିଂ କରିଛନ୍ତି।