• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

priyanka
ଆଜି ପ୍ରିୟଙ୍କାଙ୍କ ନିର୍ବନ୍ଧ! ଚାଲିଛି ପ୍ରସ୍ତୁତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ୍‌ କୁହାଯାଉଥିବା ଆମେରିକୀୟ ଅଭିନେତା ତଥା ପପ୍‌ ଷ୍ଟାର ନିକ୍‌ ଜୋନ୍ସଙ୍କ ଏନ୍‌ଗେଜ୍‌ମେଣ୍ଟ୍‌ ବା ନିର୍ବନ୍ଧ ଖୁବ୍‌ ଶୀଘ୍ର ହେବାକୁ ଯାଉଛି। ତାହା ବି ପୁଣି ଆଜି। ବର୍ତ୍ତମାନର ତାଜା ଖବର ମୁତାବକ,  ଆଜି ସନ୍ଧ୍ୟାରେ ମୁମ୍ବାଇରେ ଏକ ରୋକା ସେରିମୋନିରେ ସେମାନଙ୍କ ନିର୍ବନ୍ଧ ହେବ। ଆଉ ଏଥିପାଇଁ ଦେଶୀଗର୍ଲ ପ୍ରିୟଙ୍କାଙ୍କ ଘରକୁ ସକାଳୁ ଲୋକଙ୍କ ଯାଆସ ଲାଗି ରହିଛି। ଏପରିକି ପ୍ରିୟଙ୍କାଙ୍କ କଜିନ୍‌ ପରିଣୀତି ଚୋପ୍ରାଙ୍କୁ […]

  • Tuesday, 20 July 2021
KRITI
ଫିଲ୍ମ ରିଲିଜ୍‌ ପୂର୍ବରୁ କ୍ରିତି ବାଣ୍ଟିଥିଲେ ଟିକେଟ୍‌ ଆଉ ହିଟ୍‌ ହେବା ପରେ...

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ଏବେ ନିଜର ଫିଲ୍ମ ‘ଲୁକା ଚୁପି’ର ସଫଳତାକୁ ନେଇ ବେଶ୍‌ ଖୁସି। ସେଥିପାଇଁ ସେ ଗତକାଲି ମହା ଶିବରାତ୍ରୀ ଅବସରରେ ମୁମ୍ବାଇର ଏକ ଶିବ ମନ୍ଦିରକୁ ଯାଇଥିଲେ। ରିଲିଜ୍‌ର ପ୍ରଥମ ଦିନରେ ତାଙ୍କ ଫିଲ୍ମ ୮.୦୧ କୋଟି ଟଙ୍କା ଆୟ କରି ସବୁଠୁ ଦମ୍‌ଦାର ଓପନିଙ୍ଗ୍‌ ଫିଲ୍ମ ସାବ୍ୟସ୍ତ ହୋଇଛି। ଏମିତିରେ ସେ ଅନେକ କାର୍ଯ୍ୟକ୍ରମରେ ବ୍ୟସ୍ତ ଥାଇବି ସମୟ ବାହାର କରି ସାନ୍ତାକାଉଜ୍‌ ସ୍ଥିତ ଶିବ ମନ୍ଦିରରେ […]

  • Tuesday, 20 July 2021
amitab
ବାପାଙ୍କ କବିତା ସହ ସ୍ୱାଧୀନତା ଦିବସ ପାଳିଲେ ବିଗ୍‌ ବି

ମୁମ୍ବାଇ: ଦେଶକୁ ସ୍ୱାଧୀନତା ମିଳିବାର ୭୧ ବର୍ଷ ପୂରା ହୋଇଗଲା। ସ୍ୱାଧୀନତାର ଏହି ଉତ୍ସବରେ ବଲିଉଡ୍‌ ଅଭିନେତା ଅଭିନେତ୍ରୀମାନେ ନିଆରା ଢଙ୍ଗରେ ସ୍ୱତନ୍ତ୍ରତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ମହାନାୟକ ଅମିତାଭ ବଚ୍ଚନ ତାଙ୍କ ବାପା (ହରିବଂଶ ରାୟ ବଚ୍ଚନ)ଙ୍କ କବିତାକୁ ସେୟାର କରି ତାଙ୍କ ଫ୍ୟାନ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଗ୍‌ ବି ଏହି ପୋଷ୍ଟ ସହିତ ଲେଖିଛନ୍ତି “ ଆମେ ସ୍ୱାଧୀନ, ଓ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭକାମନା ଏବଂ ଏହି ଅବସରରେ ପୂଜ୍ୟ ପିତାଜୀଙ୍କର […]

  • Tuesday, 20 July 2021
bajirao
ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ବାହାଘର ପକ୍କା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବାହାଘର ପକ୍କା ହୋଇଛି। ଖୁବ୍‌ ଶୀଘ୍ର ରିଲ୍ ଲାଇଫ୍‌ର ଏହି ହିଟ୍ ଯୋଡ଼ି ଏବେ ରିୟଲ ଲାଇଫ୍‌ରେ ବାନ୍ଧି ହେବାକୁ ଯାଉଛନ୍ତି । ଆଉ ବେଶୀ ବିଳମ୍ବ ନୁହେଁ ନଭେମ୍ବର ୨୦ରେ ଦୁଇ ଜଣ ବାହା ହେବେ ବୋଲି ଟ୍ୱିଟ୍‌ କରିଛନ୍ତି। ତେବେ ଗଣମାଧ୍ୟମ ଚର୍ଚ୍ଚାରୁ ଦୂରେଇ ରହିବାକୁ ଉଭୟ ପରିବାର ତାରିଖକୁ ଗୋପନ ରଖିଥିଲେ। ବହୁ ଆଡ଼ମ୍ବରର ସହ ଏହି ବାହାଘର ହେଉଛି। କୁହାଯାଉଛି […]

  • Tuesday, 20 July 2021
shilpa shetty with her husband
ଗିରଫ ହେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ୍‌ ଗିରଫ କରିଛି। ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାରେ ତାଙ୍କ ସମ୍ପୃକ୍ତି ନେଇ ପୋଲିସ୍‌ ଗତକାଲି ତାଙ୍କୁ ଗିରଫ କରିଛି।

susanta
ମାସେ ପୂରିଗଲା, ତଥାପି ଲାଗୁଛି ତୁ ଏଇଠି ଅଛୁ ମୋ ଭାଇ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପୂରିଲାଣି ମାସେ। ଜୁନ୍‌ ୧୪ରେ ସୁଶାନ୍ତଙ୍କ  ମୃତଦେହ ନିଜ ବାନ୍ଦ୍ରା ସ୍ଥିତ ଘରେ ମିଳିଥିଲା। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ତାଙ୍କୁ ମନେ ପକାଇ ଏକ ଫଟୋ ସହିତ ଭାବପ୍ରବଣ ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ତାଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ପରିବାର ଲୋକେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।   View this post […]

  • Monday, 19 July 2021
guri
ଶାହରୁଖ ଖାନ୍‌ଙ୍କ ପତ୍ନୀ ଆଙ୍କିଲେ ଏମିତି ଚିତ୍ର, ୟୁଜରସ୍ କଲେ ଟ୍ରୋଲ୍

ମୁମ୍ୱାଇ: ବଲିଉଡରେ ଅନେକ ସେଲିବ୍ରେଟ୍‌ ଅଛନ୍ତି ଯେଉଁମାନେ ପେଣ୍ଟିଂ କରିବାକୁ ବହୁତ ପସନ୍ଦ କରିଥାନ୍ତି। ସୁପରଷ୍ଟାର ସଲମାନ୍‌ ଖାନ୍‌ ମଧ୍ୟ ପେଣ୍ଟିଂକୁ ବହୁତ ଭଲ ପାଆନ୍ତି। ସେ ଅନେକ ପେଣ୍ଟିଂ ତିଆରି କରିଛନ୍ତି,ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି। ସେହିପରି ଲକ୍‌ଡାଉନ୍‌ ସମୟରେ ଶାହରୁଖ ଖାନ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ ଘରେ ରହି ମଧ୍ୟ ପେଣ୍ଟିଂ କରିଛନ୍ତି। ସେହି ପେଣ୍ଟିଂକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କିଛି ୟୁଜର ପେଣ୍ଟିଂକୁ ପସନ୍ଦ କରିଥିବାବେଳେ , କିଛି ୟୁଜର […]

  • Monday, 19 July 2021
susanta
ସୁଶାନ୍ତଙ୍କ ମୃତ୍ୟୁକୁ ପୂରିଲା ମାସେ, ସୋସିଆଲ ମିଡିଆରେ ଏମିତି ଫଟୋ ପୋଷ୍ଟ କଲେ ଅଙ୍କିତା

  ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପୂରିଲା ମାସେ। ଜୁନ୍‌ ୧୪ ଅର୍ଥାତ୍‌ ଆଜି ଦିନରେ ସୁଶାନ୍ତଙ୍କ  ମୃତଦେହ ନିଜ ବାନ୍ଦ୍ରା ସ୍ଥିତ ଘରେ ମିଳିଥିଲା। ଏନେଇ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ପାଇଁ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ଭାଙ୍ଗି ପଡ଼ିଥିଲେ। ସେ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଅଙ୍କିତା ଗତ ମାସେ ହେଲା କୌଣସି […]

  • Monday, 19 July 2021
bidya
ରିଲିଜ୍‌ ହେଲା ‘ଶକୁନ୍ତଳା ଦେବୀ’ର ଟିଜର୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ଟିଜର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ମହାନ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କର ଚମତ୍କାର ପ୍ରତିଭା ଉପରେ ଆଧାରିତ। ଫିଲ୍ମଟି OTT ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ୍‌ କରାଯିବ। ଅସଂଖ୍ୟ ସଫଳତା ହାସଲ କରିଥିବା ଚିତ୍ତାକର୍ଷକ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ବିଦ୍ୟା ବାଲାନଙ୍କୁ ଦେଖିବାକୁ ମିଳିବ। ଶକୁନ୍ତଳା ଦେବୀଙ୍କୁ କାଲକୁଲେଟର ଠୁ ବି ଦ୍ରୁତ ବୋଲି କୁହାଯାଏ ଓ ତାଙ୍କର ମାଇଣ୍ଡ […]

  • Monday, 19 July 2021
kbc
‘ବିଗ୍‌ ବି’ଙ୍କ ଅରୋଗ୍ୟ କାମନା କଲେ ଏହି କୁନି ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପରିବାରର ଚାରିଜଣ କରୋନା ପଜିଟିଭ ଜଣାପଡ଼ିବା ପରେ ସେମାନଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଏବେ ବିଗ୍‌ ବିଙ୍କ ଜଣେ କୁନି ପ୍ରଶଂସକ ମଧ୍ୟ ନିଆରା ଢଙ୍ଗରେ ତାଙ୍କ ସୁସ୍ଥ ହେବା ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମଧ୍ୟପ୍ରଦେଶର ପାନ୍ନାରେ ରହୁଥିବା  ତାଙ୍କର ସବୁଠୁ କନିଷ୍ଠ ପ୍ରଶଂସକ ନାଭେଲି ଗୀତଗାଇ ବିଗ୍‌ ବିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଖବର ଅନୁଯାୟୀ, ୨୦୧୪ ମସିହାରେ […]

  • Monday, 19 July 2021
prabash
‘ରାଧେ ଶ୍ୟାମ’ରେ ନୂଆ ଲୁକ୍‌ରେ ଆସିଲେ ପ୍ରଭାସ, ରିଲିଜ୍‌ ହେଲା ଫାଷ୍ଟଲୁକ୍‌

ମୁମ୍ୱାଇ: ‘ବାହୁବଳୀ’ ହିରୋ ତଥା ମେଗାଷ୍ଟାର ପ୍ରଭାସଙ୍କ ଏକ ଫିଲ୍ମର ଫାଷ୍ଟଲୁକ୍‌ ରିଲଜ୍‌ ହୋଇଛି। ଫିଲ୍ମଟିର ନାଁ ‘ରାଧେ ଶ୍ୟାମ’। ପ୍ରଭାସଙ୍କ ନୂଆ ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ପ୍ରଭାସ ସହ ଅଭିନେତ୍ରୀ ପୂଜା ହେଗଡେ ରୋମାନ୍ସ କରୁଥିବା ନଜର ଆସିଛନ୍ତି। UV କ୍ରିଏସନ୍‌ ପ୍ରଡକ୍ସନ୍‌ରେ ‘ରାଧେ ଶ୍ୟାମ’ ଫିଲ୍ମଟି ନିର୍ମିତ ହୋଇଛି। ଫିଲ୍ମର ପ୍ରଥମ ଲୁକ୍‌ ପ୍ରକାଶ ପାଇବା ମାତ୍ରେ ଏହା ଟ୍ୱିଟ୍‌ରରେ ଏକ ନମ୍ୱର ଟ୍ରେଣ୍ଡରେ […]

  • Monday, 19 July 2021
susantaiii
ସୁଶାନ୍ତଙ୍କ ଶେଷ ଫିଲ୍ମ ଗୀତର ଟିଜର୍‌ ରିଲିଜ୍‌

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମର ଟ୍ରେଲର ଆଭେଞ୍ଜର ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି। ଗୀତର ଟିଜର୍‌ ଏବେ ସୋସିଆଲ ମିଡିଆରେ ଧମାଲ୍‌ ମଚେଇବାରେ ଲାଗିଛି। ଏହି ଗୀତଟିକୁ ଡିଜନି+ ହଟଷ୍ଟାର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଭିଡିଓରେ ସୁଶାନ୍ତ ସିଂ ଡ୍ୟାନ୍ସକରି ଷ୍ଟେଜ୍‌ ଉପରକୁ ଏଣ୍ଟ୍ରି କରୁଛନ୍ତି।  ସୁଶାନ୍ତଙ୍କ ଷ୍ଟାଇଲିସ୍‌ ଲୁକ୍‌ ଓ ନିଆର ଅନ୍ଦାଜ ପାଇଁ […]

  • Monday, 19 July 2021
susantaaaa
ଚର୍ଚ୍ଚାରେ ସୁଶାନ୍ତଙ୍କ ଡୁପ୍ଲିକେଟ୍‌

ମୁମ୍ୱାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଏପର୍ଯ୍ୟନ୍ତ ତାଙ୍କ ପ୍ରଶଂସକମାନେ ଭୁଲି ପାରୁନାହାନ୍ତି। ତାଙ୍କର ଆତ୍ମହତ୍ୟା ଏବେ ବି ରହସ୍ୟ ଘେରରେ ରହିଛି। ସୁଶାନ୍ତ ଛାଡି ଯାଇଥିବା ଅନେକ ସ୍ମୃତିକୁ ତାଙ୍କ ପରିବାର ଓ ବନ୍ଧୁମାନେ ମନେ ପାକଉଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ରହିଛି। ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏଭଳି ସମୟରେ ସୁଶାନ୍ତଙ୍କ ଭଳି ଅବିକଳ ଦେଖାଯାଉଥିବା […]

  • Monday, 19 July 2021
susanta
ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର ଏକ ଭିନ୍ନ ମୋଡ଼ ନେଇଛି। ଏହି ଘଟଣାରେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ହାଜର ହୋଇଥିଲେ। ଥାନାରେ ଭଂସାଲିଙ୍କୁ ପାଖାପାଖି ୨ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ତାଙ୍କୁ ପ୍ରାୟ ୩୦ରୁ ୩୫ ଟି ପ୍ରଶ୍ନ ପଚରାଯାଇଥିଲା। ସେ କହିଥିଲେ ସୁଶାନ୍ତଙ୍କୁ ମୁଁ ଫିଲ୍ମ ପାଇଁ ୪ଥର ଅଫର ଦେଇଥିଲି। ‘ରାମଲୀଲା’ ଓ ‘ବାଜିରାଓ ମସ୍ତାନୀ’ ଫିଲ୍ମ ପାଇଁ ସୁଶାନ୍ତଙ୍କୁ […]

  • Monday, 19 July 2021
sipla
ନନ୍‌ଭେଜ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ଏଇ ଅଭିନେତ୍ରୀ

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କ ଜୀବନ ଶୈଳୀରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅଭିନେତ୍ରୀ ନନ୍‌ଭେଜ୍‌କୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରି ଜୀବନ ସାରା ଶାକାହାରୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଶିଳ୍ପା ନଜେ ଏହି ସୂଚନା ଦେଇଛନ୍ତି। ଏନେଇ ଏକ ଭିଡିଓ କରି ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଭିଡିଓରେ ଶିଳ୍ପା ନିଜ ପୁଅ ଭିଆନଙ୍କ ସହ କ୍ଷେତରେ ପନିପରିବା ତୋଳି ଖାଉଥିବାର ନଜର ଆସିଛନ୍ତି।   View this post on Instagram […]

  • Monday, 19 July 2021
mohena
ଟେଲି ଅଭିନେତ୍ରୀଙ୍କ ଭାଇ ଏବେ କରୋନା ପଜିଟିଭ

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ତଥା ରେୱାର ରାଜକୁମାରୀ ମୋହେନା କୁମାରୀ ସିଂ ଓ ତାଙ୍କ ଶ୍ୱଶୁରଘର ପରିବାର ଏକମାସ ତଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଅଭିନେତ୍ରୀ ତାଙ୍କ ପରିବାର ସହିତ ଋଷିକେଶ ସ୍ଥିତ ଏମ୍ସରେ (AIIMS)ରେ ଭର୍ତ୍ତି ହୋଇଥିଲେ। ତେବେ ମୋହେନା କୁମାରୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ଏନେଇ ମୋହେନା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। କିନ୍ତୁ ଏବେ ତାଙ୍କ ଭାଇ ଦିବ୍ୟରାଜ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । […]

ritesss
ଅଙ୍ଗଦାନ କରିବେ ଏଇ ଦୁଇ କଳାକାର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୁହିଁଙ୍କର ନିଆରା ଷ୍ଟାଇଲ୍‌ ପାଇଁ ବେଶ୍‌ ଜଣାଶୁଣା। ଉଭୟ ପତି-ପତ୍ନୀ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାନ୍ତି। ନିଜର କିଛି ଫଟୋ ଓ ଭିଡିଓକୁ ଶେୟାର କରି ପ୍ରଶଂସକମାନଙ୍କର ମନୋରଞ୍ଜନ କରିଥାନ୍ତି। ରିତେଶ ଓ ଜେନେଲିଆ ଦୁହେଁ ମିଶି ଜୀବନ ସହ ଜଡିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଶୁଣିବା ପରେ ଉଭୟଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। […]

  • Monday, 19 July 2021
susata555555
ସୁଶାନ୍ତଙ୍କ ଭିଣୋଇ ଲଞ୍ଚ କଲେ 'ନେପୋମିଟର୍', ଜାଣନ୍ତୁ ଏହାଦ୍ୱାରା କ’ଣ ହେବ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଦେଶରେ ନେପୋଟିଜମ୍‌କୁ ନେଇ ତୀବ୍ର ସମାଲୋଚନା କରାଯାଉଛି। କୁହାଯାଉଛି ଯେ ୩୪ବର୍ଷୀୟ ସୁଶାନ୍ତଙ୍କୁ ବୃତ୍ତିଗତ ଭାବେ ହଇରାଣ କରାଯାଇଥିଲା, ଫଳରେ ସୁଶାନ୍ତ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ଏ ନେଇ ସୁଶାନ୍ତଙ୍କ ଭିଣୋଇ ବିଶାଲ କିର୍ତ୍ତୀ ସୋସିଆଲ ମିଡିଆରେ ନେପୋମିଟର ଲଞ୍ଚ କରିଛନ୍ତି। ତେବେ ଏହି ‘ନେପୋମିଟର୍’ ଲଞ୍ଚ୍ କରିବାର ମୁଖ୍ୟ ଉଦ୍ଦେଶ୍ୟ କ’ଣ। ଏହାର ଖୁଲାସା କରିଛନ୍ତି ଖୋଦ୍ ବିଶାଲ୍। Created […]

  • Monday, 19 July 2021
photo
ଏଇ ଟେଲି ଅଭିନେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଧୀରେ ଧୀରେ ଦେଶରେ ଲକ୍‌ଡାଉନ୍‌ର ନିୟମକୁ କୋହଳ କରାଯାଉଛି। କରୋନା କବଜାରୁ ମୁକୁଳି ପାରୁ ନାହାନ୍ତି ରାଜନେତା, ଅଭିନେତା। ଏବେ ଜଣେ ଟେଲି ଅଭିନେତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଭିନେତ୍ରୀ ଜଣକ ହେଉଛନ୍ତି  ଅଦୀତି ଗୁପ୍ତା । ତାଙ୍କର ରିପୋର୍ଟ ପଜିଟିଭ ଆସିଛି।  ଅଦୀତି ଟେଲିଭିଜନର ଅନେକ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିଶେଷ କରି ଷ୍ଟାରପ୍ଲସ୍‌ର ଲୋକପ୍ରିୟ ଶୋ ‘ଇଶ୍କବାଜ୍‌’ରେ […]

  • Monday, 19 July 2021
salman khan
ସଲମାନ୍‌ କହିଲେ ମୁଁ ଚ୍ୟାଲେଞ୍ଜ ଗ୍ରହଣ କଲି

ମୁମ୍ବାଇ: ବଲିଉଡ୍‌ ସିନେମାରୁ ଆରମ୍ଭ କରି ନିଜର ବଡିକୁ ନେଇ ଚର୍ଚ୍ଚାରେ ରହୁଥିବା ସୁପରଷ୍ଟାର ସଲମାନ୍‌ ଖାନ୍‌ ଦେଶରେ ଚାଲୁଥିବା ଫିଟ୍‌ନେଶ୍‌ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ନିକଟରେ ସଲମାନ୍‌ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର୍‌ଙ୍କ ଫିଟନେଶ ଚ୍ୟାଲେଞ୍ଜ “ହମ ଫିଟ୍‌ ତୋ ଇଣ୍ଡିଆ ଫିଟ୍‌” କୁ ଗ୍ରହଣ କରି ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସଲମାନ୍‌ ଖାନ୍‌ ବିନା ଶାର୍ଟରେ ଏକ୍ସରସାଇଜ କରୁଥିବାର ଦେଖାଯାଉଛି। ସଲମାନ୍‌ଙ୍କ ପୂର୍ବରୁ ଦୀପିକା ପାଦୂକୋନ୍‌, ଅନୁଷ୍କା ଶର୍ମା ଓ […]

  • Monday, 19 July 2021
song
କୋରିଓଗ୍ରାଫର୍‌ ସରୋଜ ଖାନ୍‌ ଅସୁସ୍ଥ, ଆସିଲା କୋଭିଡ୍ ରିପୋର୍ଟ

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରୋଜଙ୍କ ପରିବାର ତରଫରୁ ଏହି ସୂଚନା ମିଳିଛି। ହସ୍ପିଟାଲରେ ସରୋଜଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ୍‌ ଥିବା ଜଣାପଡ଼ିଛି। ସରୋଜ ଖାନ୍‌ଙ୍କ ଶୀଘ୍ର ଆରୋଗ୍ୟ ନେଇ ତାଙ୍କ ପ୍ରଶଂସକ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। Get well soon #Sarojkhan ji https://t.co/l00h2Ihkji […]

  • Monday, 19 July 2021
karan
କରନ୍‌ ଜୋହରଙ୍କ ବିରୋଧରେ ବିଷୋଦ୍‌ଗାର କଲେ ରଣବୀର କପୁର

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍ ବିଷୟରେ ଅନେକ କଥା କୁହାଯାଉଛି। ପ୍ରତିଦିନ କଳାକାରଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ କରନ୍‌ ଜୋହରଙ୍କୁ ସର୍ବାଧିକ ଟାର୍ଗେଟ କରାଯାଉଛି। କରନ ଲୋକପ୍ରିୟ ସୋ’ ‘କଫି ୱିଥ୍ କରନ୍‘(Coffee With Karan)ର ଅନେକ ଭିଡିଓ କ୍ଲିପ୍‌ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ରଣବୀର କପୁରଙ୍କ ଏକ ଥ୍ରୋବ୍ୟାକ୍‌ ଭିଡିଓ ସୋସିଆଲ  ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ […]

susanta.C
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କଲେ ଶେଖର ସୁମନ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅଭିନେତା ଶେଖର ସୁମନ। ସୁଶାନ୍ତଙ୍କ ବିୟୋଗରେ ଶେଖର ସୁମନ ନିଜ ଟ୍ୱିଟ୍‌ରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶେଖର କହିଛନ୍ତି ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ। ଏନେଇ ଶେଖର ଏକ ଫୋରମ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଦ୍ୱାରା ସରକାର ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ(CBI) ତଦନ୍ତ ଦାବି କରିବେ। ଖବର ଅନୁଯାୟୀ, ଶେଖର ସୁମନ ହେଉଛନ୍ତି ବିହାରର ବାସିନ୍ଦା। ମୃତ […]

  • Monday, 19 July 2021
susanta
ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ପୋଲିସ ଉପରକୁ ଅଙ୍ଗୁଳି ଉଠାଇଲେ ରୂପା ଗାଙ୍ଗୁଲି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ସମସ୍ତଙ୍କୁ ଚକିତ କରିଦେଇଛି। ସୁଶାନ୍ତ ଜୁନ୍‌ ୧୪ରେ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରଠାରୁ ପ୍ରଶଂସକମାନେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି। ଏହା ସହିତ ପୋଲିସ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ଏବଂ ତାଙ୍କ ସହ ଜଡିତ କିଛି ଲୋକଙ୍କୁ ପଚରାଉଚରା କରୁଛି। ଏନେଇ ‘ମହାଭାରତରେ’ ଦୌପଦୀ ଭୂମିକାରେ ଅଭିନୟ କରିଥିବା ରୂପା ଗାଙ୍ଗୁଲି ତାଙ୍କ ଟ୍ୱିଟ୍‌ରେ […]

  • Monday, 19 July 2021
takenr
ସୁଶାନ୍ତଙ୍କ ସାଥୀ କଳାକାର ଦେଲେ ଚାଞ୍ଚଲ୍ୟକର ତଥ୍ୟ, ସେ କେବେ ଆତ୍ମହତ୍ୟା…

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଦେହାନ୍ତଙ୍କୁ ତାଙ୍କ ପରିବାର, ସାଙ୍ଗସାଥି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସୁଶାନ୍ତଙ୍କ ଅନେକ ବନ୍ଧୁ ସୋସିଆଲ ମିଡିଆରେ ତାଙ୍କ ସହ ଜଡିତ ନୂଆ ନୂଆ କଥା ପୋଷ୍ଟ କରୁଛନ୍ତି। ସୁଶାନ୍ତଙ୍କ ସହ ପବିତ୍ର ରିସ୍ତାରେ କାମ କରୁଥିବା ଅଭିନେତ୍ରୀ ମୃଣାଳିନୀ ତ୍ୟାଗି ଏକ ସାକ୍ଷାତକାରରେ କହିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିବା ସମୂର୍ଣ୍ଣ ଭିନ୍ନ। ଏକଥା ଏକାଠି ଭାବିବା ମଧ୍ୟ ଉଚିତ୍‌ ନୁହେଁ। ସେ କହିଛନ୍ତି ଯେ ସୁଶାନ୍ତ ଶାହରୁଖ […]

  • Monday, 19 July 2021