• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Anil Kapoor

no entry 2 to lead by varun dhawan arjun kapoor and diljit dosanjh
ଆସୁଛି ସଲମାନଙ୍କ ଏହି ଫିଲ୍ମର ସିକ୍ୱେଲ୍; ଭାଇଜାନଙ୍କ ସ୍ଥାନରେ ନୂଆ ଅଭିନେତା

୨୦ ରୁ ୨୩ କୋଟି ଟଙ୍କାରେ ନିର୍ମିତ ସଲମାନ ଖାନ୍‌ଙ୍କ 'ନୋ ଏଣ୍ଟ୍ରି' ୭୫ କୋଟି ଟଙ୍କା ରୋଜଗାର କରି ବ୍ଲକ୍‌ବଷ୍ଟର୍‌ ଚଳଚ୍ଚିତ୍ରର ଆଖ୍ୟା ଅର୍ଜନ କରିଥିଲା। ବର୍ତ୍ତମାନ ଖବର ଆସୁଛି ଯେ ଏହି ଫିଲ୍ମର ସିକ୍ୱେଲ ‘‌ନୋ ଏଣ୍ଟ୍ରି-୨’ ତିଆରି ହେବାକୁ ଯାଉଛି। ଏଥିରେ କିନ୍ତୁ ଭାଇଜାନଙ୍କୁ ଦେଖିବାକୁ ମିଳିବନି।

Tripti Dimri animal fees for intimate scene
‘ଆନିମଲ୍’ରେ ଯାହାଙ୍କୁ ନେଇ ଏତେ ଚର୍ଚ୍ଚା, ତାଙ୍କୁ ମାତ୍ର ଏତିକି ଫି’!

ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ 'ଆନିମଲ'ରେ ରଣବୀର କପୁରଙ୍କ ସହ ତୃପ୍ତି ଡିମ୍‌ରୀଙ୍କ ଅନ୍ତରଙ୍ଗ ସିନ୍ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଫିଲ୍ମରେ ଏତିକି ସିନ୍ ପାଇଁ ତୃପ୍ତି ଡିମ୍‌ରୀ କେତେ ଟଙ୍କା ନେଇଛନ୍ତି? ଜାଣିଲା ପରେ ଆପଣ ନିଶ୍ଚିତ କହିବେ ଏହା ବହୁତ କମ୍ ବୋଲି।

Bobby deol revealed how he get role in film animal
Animal: ବବି ଦେଓଲଙ୍କ ଖୁଲାସା; କେମିତି ମିଳିଲା ‘ଆନିମଲ୍’ରେ ସୁଯୋଗ

ରଣବୀର କପୁରଙ୍କ ଫିଲ୍ମ ‘ପଠାନ୍’, ‘ଜବାନ୍’, ‘ଗଦର ୨’, ‘ଟଇଗର ୩’ର ସର୍ବକାଳୀନ ରୋଜଗାରକୁ ମଧ୍ୟ ପଛରେ ପକେଇ ଦେଇଛି। ରୋଜଗାରରେ ବିଶ୍ୱବ୍ୟାପୀ ଏହା ୫୩୮ କୋଟି ଟଙ୍କା ଅତିକ୍ରମ କରିଛି। ଏଥିରେ ବବି ଦେଓଲଙ୍କ ଭୂମିକାକୁ ଖୁବ ପ୍ରଶଂସା କରାଯାଉଛି। ତେବେ ସେ ଏହି ଚରିତ୍ର କିପରି ପାଇଲେ ତାହା କହିଛନ୍ତି।

Fighter teaser released fans says its pure goosebumps
Fighter Teaser Release: ରିଲିଜ୍ ହେଲା ଟିଜର; ଲୋକେ କହିଲେ ଦେଖି ଲୋମ ଟାଙ୍ଗୁରି ଉଠୁଛି

ସାମ୍ନାକୁ ଆସିଯାଇଛି ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ‘ଫାଇଟର୍‌’ର ଟିଜର, ଯେଉଁଥିରେ ଦମଦାର ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରେ ଏରିଏଲ୍ ଆକ୍ସନ ସହିତ ପ୍ରଭାବଶାଳୀ 3D ସିନ୍ ରହିଛି ଯାହା ଲୋକଙ୍କୁ ଖୁବ୍ ପ୍ରଭାବିତ କରୁଛି।

Animal become big problem for ranbir kapoor
Animal: ରଣବୀର କପୁରଙ୍କ ପାଇଁ ବଡ ସମସ୍ୟା ହୋଇ ଠିଆହେଲା ‘ଆନିମଲ୍’; ଜାଣନ୍ତୁ କିପରି…

ରଣବୀର କପୁର ଫିଲ୍ମ ‘ଆନିମଲ୍’ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରୁଛି। ସାତ ଦିନ ମଧ୍ୟରେ ବିଶ୍ୱବ୍ୟାପୀ ବକ୍ସ ଅଫିସ୍‌ରେ ୫୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି। କିନ୍ତୁ ରଣବୀର କପୁରଙ୍କ ପାଇଁ ‘ଆନିମଲ’ କରିବା ଏକ ବଡ ସମସ୍ୟା ହୋଇଛି। କିପରି, ଆସନ୍ତୁ ଜାଣିବା।

Triptii dimri aka bhabhi-2 of animal break silence on intimate scene
Animal: 'ଆନିମଲ୍'ରେ ରଣବୀରଙ୍କ ସହ ଅନ୍ତରଙ୍ଗ ସିନ୍‌କୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ

ଫିଲ୍ମ ‘ଆନିମଲ୍’ ରଣବୀର କପୁରଙ୍କ କ୍ୟାରିୟରର ସବୁଠାରୁ ସଫଳ ଚଳଚ୍ଚିତ୍ର ହୋଇଯାଇଛି। ଫିଲ୍ମ ପ୍ରତିଦିନ ନୂଆ ରୋଜଗାର ରେକର୍ଡ ସୃଷ୍ଟି କରୁଛି। ତଥାପି ଏହାରି ଭିତରେ ଏଥିରେ ଥିବା ଅନ୍ତରଙ୍ଗ ସିନ୍‌କୁ ନେଇ ଚର୍ଚ୍ଚା ଉଠିଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ନିଜେ ଅଭିନେତ୍ରୀ ତୃପ୍ତି ଡିମରୀ।

Animal real worldwide collection crossed 100 crore
Day 1 Collection: ‘ଆନିମଲ’ ଭାଙ୍ଗିଲା ‘ଗଦର ୨’, ‘ଜେଲର’, ‘ଟାଇଗର ୩’ର ପ୍ରଥମ ଦିନର ରେକର୍ଡ

ବର୍ତ୍ତମାନ ରଣବୀର କପୁରଙ୍କ ଏହି ଫିଲ୍ମର ଲକ୍ଷ୍ୟ ହେଉଛି ଶାହରୁଖ ଖାନଙ୍କ ଦୁଇଟି ବ୍ଲକ୍‌ବଷ୍ଟର ଫିଲ୍ମ ‘ପଠାନ’ ଏବଂ ‘ଜବାନ’ ଉପରେ। ଏଭଳି ପରିସ୍ଥିତିରେ ‘ଆନିମଲ୍‌’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଫିଲ୍ମ ‘ଗଦର ୨’, ‘ଜେଲର’, ‘ଟାଇଗର ୩’ ସମେତ ଚଳିତ ବର୍ଷର ବହୁ ଆୟକାରୀ ଚଳଚ୍ଚିତ୍ରର ପ୍ରଥମ ଦିନର ରେକର୍ଡ ଭାଙ୍ଗିଛି।

know how is ranbir kapoor film animal
‘ଆନିମଲ୍’ ଦେଖିବାକୁ ଇଛା କରିଛନ୍ତି କି; ଥରେ ପଢିନିଅନ୍ତୁ ଏହି ଲେଖାଟି

ଏଥର ସନ୍ଦୀପ ତାଙ୍କ ଫିଲ୍ମ ‘ଆନିମଲ୍’ରେ ବାପା-ପୁଅର ପ୍ରେମ କାହାଣୀକୁ ଦେଖେଇଛନ୍ତି। ଖାଲି ସେତିକି ନୁହେଁ, ସନ୍ଦୀପ ମଧ୍ୟ ଫିଲ୍ମରେ ଦମଦାର ଆକ୍ସନ୍‌କୁ ସ୍ଥାନ ଦେଇଛନ୍ତି। ଫିଲ୍ମରେ ଏମିତି କିଛି ଭାବନାତ୍ମକ କଥା ରହିଛି ଯାହା ଛାତିରେ କୋହ ଭରିଦିଏ। ଏହିପରି, ସେ ‘ଆନିମଲ୍‌’ରେ ସବୁକିଛି ଏଖି ଫିଲ୍ମକୁ ଏକ ଚରମ ସ୍ତରକୁ ନେଇଯାଇଛନ୍ତି।

cbfc orders ranbir kapoor film animal to delete close-up steamy scenes and replace some words
ରଣବୀର କପୁରଙ୍କୁ ସେନ୍ସର୍ ବୋର୍ଡ ଝଟ୍‌କା; 'ଆନିମଲ୍'ରୁ ଉଠିବ କିଛି ଶବ୍ଦ, କଟିବ ଏହି ସିନ୍

ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍'କୁ ଲାଗିଲା ସେନ୍ସର୍ ବୋର୍ଡ ଝଟ୍‌କା। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ବର୍ଷର ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ସେନ୍ସର ବୋର୍ଡ ପକ୍ଷରୁ 'ଏ' ପ୍ରମାଣପତ୍ର ଦିଆଯାଇଛି। ବୋର୍ଡ ଦ୍ୱାରା ଫିଲ୍ମରେ ଅନେକ ପରିବର୍ତ୍ତନ କରାଯାଇଛି ଏବଂ କିଛି ସିନ୍ ଉପରେ କଟ୍ ନିର୍ଦ୍ଦେଶ ବି ରହିଛି।

why was sandeep reddy vanga choose the title animal for upcoming film
ରଣବୀର କପୁର କଲେ ଖୁଲାସା; କାହିଁକି ହେଲା ଫିଲ୍ମ ଟାଇଟଲ୍ 'ଆନିମଲ୍'

ପ୍ରଶଂସକମାନେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଆନିମଲ୍' ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଚରିତ୍ର ଏବଂ ଏହାର ଟାଇଟଲ୍‌କୁ ନେଇ ଅନେକ କୌତୁହଳ ରହିଛି। ଏହାରି ଭିତରେ ଏହାର ଟାଇଟଲ୍‌କୁ ନେଇ ରଣବୀର କପୁର ଏମିତି କହିଛନ୍ତି।

Animal cast fees know who is the highest paid and who got the lowest
‘ଆନିମଲ’ର ଷ୍ଟାର୍‌କାଷ୍ଟ୍ ଫି’: ରଣବୀରଙ୍କ ତୁଳନାରେ ବବି ଦେଓଲ କିଛି ନୁହେଁ

‘ଆନିମଲ’ ପାଇଁ ରଣବୀର କପୁର ଏବେ ଚାରିଆଡେ ଚର୍ଚ୍ଚାରେ। ତାଙ୍କ ଫି’ କଥା ଶୁଣେଲେ ହୋସ୍ ଉଡିଯିବ। ତେବେ ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ଭାବରେ ବବି ଦେଓଲଙ୍କୁ ମଧ୍ୟ ଦେଖାଯାଏ। ସମସ୍ତେ ତାଙ୍କ ପରଫର୍‌ମାନ୍ସ ଦେଖି ସାରିଲେଣି। କିନ୍ତୁ ଫି’ ଦୃଷ୍ଟିରୁ ସେ ରଣବୀରଙ୍କଠାରୁ ବହୁତ ପଛରେ ଅଛନ୍ତି।

Ranbir kapoor starrer animal release date postpone
କାହିଁକି ଘୁଞ୍ଚିଲା 'ଆନିମଲ'ର ରିଲିଜ୍ ତାରିଖ; 'ଗଦର ୨' ଓ 'ଓଏମ୍‌ଜି ୨'ର ଭୟ ନା ଆଉ କିଛି...

ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆନିମଲ’ର ରିଲିଜ୍ ତାରିଖ ଘୁଞ୍ଚିଛି। ଏହାର କାରଣ କହିଲେ ନିର୍ଦ୍ଦେଶକ। କେବେ ରିଲିଜ୍ ହେବ ଜାଣନ୍ତୁ।

Sunny deol when furious with co-star shahrukh khan anil kapoor to ajay devgn
୪ ସୁପର୍‌ଷ୍ଟାର୍‌ଙ୍କ ସହ ସନୀ ଦେଓଲଙ୍କ ପଙ୍ଗା; ଜଣଙ୍କ ବେକକୁ ଧରିଲେ ଯେ ସେ ଶ୍ୱାସରୁଦ୍ଧ ହୋଇଗଲେ

ସନୀ ଦେଓଲ ରିଲ୍ ଲାଇଫ୍‌ରେ ଯେତିକି ରାଗି ରିଏଲ୍‌ ଲାଇଫ୍‌ରେ ସେତିକି ରାଗି। ସେ ଥରେ ରାଗିଗଲେ ଆଉ କାହାର ନୁହନ୍ତି। ଏମିତି ଅନେକ ଆଗଧାଡିର ଷ୍ଟାର୍‌ଙ୍କ ସହ ତାଙ୍କର ଝଗଡା ହୋଇଛି। ଆସନ୍ତୁ ଜାଣିବା ସେମାନେ କିଏ…

Anil Kapoor running with tiranga on 75th independence day
ସ୍ୱାଧୀନତା ଦିବସ ପାଳିବାକୁ ହାତରେ ତ୍ରିରଙ୍ଗା ଧରି ଦୌଡିଲେ ଅନିଲ୍ କପୁର୍‌

ଅନିଲ୍ କପୁର୍ ଏମିତି ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେଉଛି। ସେ ହାତରେ ତ୍ରିରଙ୍ଗା ଧରି ଖୁବ୍ ଜୋର୍‌ରେ ଦୌଡୁଥିବା ନଜର ଆସିଛନ୍ତି। ତାଙ୍କର ଏହି ଷ୍ଟାଇଲ୍ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ 'ଏଭରଗ୍ରୀନ୍ ଅଭିନେତା'କୁ ସଲାମ କରୁଛନ୍ତି।

Rhea-karan married
ବିନା ବାଜା-ବାଣ-ବରାତରେ ରିୟା-କରଣଙ୍କ ବିବାହ

ବାଡୁଅ ପାଣିରେ ଗାଧେଇଲେ ବଲିଉଡ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ତଥା ସିନା ନିର୍ମାତା ରିୟା କପୁର। ହାତରେ ଶଙ୍ଖା ଓ ସିନ୍ଥିରେ ସିନ୍ଦୁର ଲଗେଇ ବୋହୂ ବେଶ ସାଜିଲେ। ସେ ତାଙ୍କ ପ୍ରେମିକ କରଣ ବୁଲାଲୀଙ୍କ ସହ ବିବାହ ବନ୍ଦନରେ ବାନ୍ଧି ହୋଇଛନ୍ତି। ଅନିଲ କପୁରଙ୍କ ବଡ ଝିଅ ସୋନମ କପୁରଙ୍କ ବିବାହ ଯେମିତି ସାଧାରଣ ଭାବେ ପାଳନ କରାଯାଇଥିଲା, ଠିକ ସେହିଭଳି ସାନ ଝିଅ ରିୟାଙ୍କ ବିବାହ ମଧ୍ୟ ସାଧାରଣ ଭାବେ ଶେଷ ହୋଇଛି।

anil-madhuri
ଏକାଠି ନଜର ଆସିବେ ଅନିଲ୍‌-ମାଧୁରୀ

ଦର୍ଶକଙ୍କ ପାଇଁ ଏକ ଖୁସିର ଖବର। ବହୁଦିନ ପରେ ସେମାନେ ଅନିଲ୍‌ କପୁର-ମାଧୁରୀ ଦୀକ୍ଷିତ୍‌ ଏକାଠି ଦେଖିବାକୁ ପାଇବେ। ପ୍ରାୟ ୧୮ ବର୍ଷ ପରେ ବଲିଉଡର ଏହି ଲୋକପ୍ରିୟ ଯୋଡି ପୁଣି ଏକ ଫିଲ୍ମ କରୁଛନ୍ତି। ପ୍ରସିଦ୍ଧ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ନୂଆ ସିନେମା ‘ଟୋଟାଲ ଧମାଲ’ରେ ଦୁହେଁ ନଜର ଆସିବେ। ୧୯୯୨ ମସିହାରେ ଇନ୍ଦ୍ର କୁମାର ଅନିଲ୍‌ କପୁର ଓ ମାଧୁରୀ ଦୀକ୍ଷିତ୍‌ଙ୍କୁ ନେଇ ଫିଲ୍ମ ‘ବେଟା’ କରିଥିଲେ। ଏହି ଫିଲ୍ମଟି ବ୍ଲକ୍ ବ୍ଲଷ୍ଟର ହୋଇଥିଲା। […]