• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

alia
ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଏକାଠି କାମ କରିବେ ଅଜୟ ଓ ଆଲିଆ

ମୁମ୍ବାଇ: ବଲିଉଡ୍‌ ସିଙ୍ଘମ୍‌ ଅଜୟ ଦେବଗନ୍‌ ଓ କ୍ୟୁଟ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ପ୍ରଥମ କରି ପରଦାରେ ଏକାଠି ଦେଖିବାକୁ ମିଳିବ। ଦୁଇ ଲୋକପ୍ରିୟ ତାରକା ଏବେ ‘ବାହୁବଲୀ’ଫେମ୍‌ ନିର୍ଦ୍ଦେଶକ ଏସ ଏସ୍‌ ରାଜାମୌଲିଙ୍କ ଆଗାମୀ ସିନେମାରେ କାମ କରିବେ ବୋଲି ଜଣାଯାଇଛି। ଏ ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ନିଜେ ନିର୍ଦ୍ଦେଶକ ରାଜା ମୌଲି କହିଛନ୍ତି ଯେ ତାଙ୍କ ନିର୍ଦ୍ଦେଶିତ ପିରିଅଡିକ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ନାୟିକା ଭୂମିକାରେ ନଜର ଆସିବେ ଆଲିଆ ଭଟ୍ଟ। ଅପରପକ୍ଷରେ […]

  • Thursday, 15 July 2021
BeFunky-collage
ଲୋକପ୍ରିୟ ଗାୟିକା ତପୁ ମିଶ୍ର ଗୁରୁତର

ଭୁବନେଶ୍ୱର: ଲୋକପ୍ରିୟ ଗାୟିକା ତପୁ ମିଶ୍ର କରୋନାରେ ଆକ୍ରାନ୍ତ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଣ୍ଟାବାଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଜଣେ ସଂପର୍କୀୟ କହିଛନ୍ତି। କିଛିଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରେ ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ତପୁ ମିଶ୍ରଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳି ନଥିବା ବେଳେ […]

  • Thursday, 15 July 2021
sashikala
ଅଭିନେତ୍ରୀ ଶଶିକଳାଙ୍କ ପରଲୋକ

ମୁମ୍ବାଇ: ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ଶଶୀକଳା ଆଉ ଆମ ଗହଣରେ ନାହାନ୍ତି। ଆଜି ୮୮ ବର୍ଷ ବୟସରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ତାଙ୍କ ଅଭିନୟ ସମୟରେ ବଲିଉଡକୁ ୧୦୦ରୁ ଊର୍ଦ୍ଧ ସିନେମା ଭେଟି ଦେଇଛନ୍ତି। ତେବେ ୧୯୬୨ରେ ମୁକ୍ତିଲାଭ କରିଥିବା “ଆରତୀ”ରେ ତାଙ୍କର ନେଗେଟିଭ୍ ଅଭିନୟ ପାଇଁ ସେ ସବୁଠାରୁ ଅଧିକ ପ୍ରଶଂସା ସାଉଁଟି ଥିଲେ। ଏହି ସିନେମାରେ ତାଙ୍କ ସହିତ ସହ-କଳାକାରଭାବେ ମୀନା କୁମାରୀ, ଅଶୋକ କୁମାର ଏବଂ ପ୍ରଦୀପ […]

  • Thursday, 15 July 2021
Varun Dhawan
ନୂଆ ସିନେମା ପାଇଁ ପ୍ରସ୍ତୁତି: ବରୁଣ କରୁଛନ୍ତି ଆନିମଲ୍ ଫ୍ଲୋ ୱାର୍କଆଉଟ୍

ମୁମ୍ୱାଇ: ଚଳିତ ମାସ ଜାନୁଆରୀ ୨୪ରେ ନତାଶା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ବଲିଉଡର ଚକୋଲେଟ୍ ହୀରୋ ବରୁନ ଧାୱନ୍। ବିବାହର କିଛି ମାସ ପରେ ସେ ପୁନର୍ବାର ଫେରିଆସିଛନ୍ତି ତାଙ୍କ କର୍ମମୟ ଜୀବନକୁ। ଅମର କୌଶିକଙ୍କ ନିର୍ଦ୍ଦେଶନାରେ ହେବାକୁ ଯାଉଥିବା ସିନେମା ପାଇଁ ବରୁନ ଜୋରଦାର ଲାଗିପଡ଼ିଛନ୍ତି। ଏହି ସିନେମାଟି ଅଲୌକିକ କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଥିବାରୁ ବରୁନଙ୍କୁ ପତଳା ଓ ଚଳଚଞ୍ଚଳ ହେବାରେ ଅଛି। ଏନେଇ ସେ ଆନିମଲ୍ ଫ୍ଲୋ ଭଳି […]

  • Thursday, 15 July 2021
Kangana-ranawat
ଥଲାଇଭିର ଟ୍ରେଲର୍ ରିଲିଜ୍‌ ପରେ ମଞ୍ଚରେ କାନ୍ଦି ପକାଇଲେ କଙ୍ଗନା

ମୁମ୍ୱାଇ: ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ଥଲାଇଭିର ଟ୍ରେଲର୍। ସାହାସୀ ଓ ବଳିଷ୍ଠ ଅବତାରରେ ନଜର ଆସିଛନ୍ତି କଙ୍ଗନା ରାଣାୱତ୍। ପୁଣି ଥରେ ପରଦା ଉପରେ କଙ୍ଗନାଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଦିବଂଗତ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କାହାଣୀକୁ ନେଇ ଫିଲ୍ମ ଆଧାରିତ। ଜୟଲଳିତାଙ୍କ ଫିଲ୍ମ, ରାଜନୈତିକ ଓ ବ୍ୟକ୍ତିଗତ ଜୀବନର ବିଭିନ୍ନ ବିବାଦୀୟ ଘଟଣା ସିଲଭର୍ ସ୍କିନ୍‌ରେ ଦେଖିବାକୁ ମିଳିବ। ଫିଲ୍ମରେ ଅରବିନ୍ଦ ସ୍ୱାମୀ ଏମ୍‌ଜିଆର୍‌ଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମ ଏପ୍ରିଲ ୨୩ରେ […]

  • Thursday, 15 July 2021
top
ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷଣା କରାଯାଇଛି। ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ନାୟକ ଭାବେ ଅଭିନୟ କରିଥିଲେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରଣାୱତ୍ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି। ସେହିପରି ମନୋଜ ବାଜପେୟୀ ଓ ଧନୁଷ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି। ଭୋଁସଲେଁ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଓ ଅସୁରନ୍ ପାଇଁ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା […]

  • Thursday, 15 July 2021
sabya--ko
ବିବାହ ପୂର୍ବରୁ ମନର କଥା ଖୋଲି କହିଲେ ସବ୍ୟ-ଅର୍ଚ୍ଚିତା

ଭୁବନେଶ୍ୱର: ଅର୍ଚ୍ଚିତା-ସବ୍ୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଇତି ମଧ୍ୟରେ ନିଜର ମନର କଥା ପ୍ରଶସଂକଙ୍କୁ କହିବାକୁ ଭୁଲିନାହାନ୍ତି ଅଭିନେତ୍ରୀ ଅର୍ଚ୍ଚିତା ଓ ସବ୍ୟସାଚୀ। ସେମାନେ ନିଜର ମନ କଥା ଲେଖି ଫେସବୁକ୍‌ ଓ ଟ୍ୱିଟରରେ ସେୟାର କରିଛନ୍ତି। ଏହାସହ ସେମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଅର୍ଚ୍ଚିତା ଓ ସବ୍ୟ ଲେଖିଛନ୍ତି ଯେ, ସୁଖ ଓ ଦୁଃଖର ନାମ ଜୀବନ। ଅନେକ ଥର ଲାଗେ, ସବୁକିଛି ସରିଗଲା। ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ […]

  • Thursday, 15 July 2021
riya
ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ବଲିଉଡ୍‌କୁ ପୁଣି ଫେରିବେ ରିୟା। ବଲିଉଡ୍‌ ଦୁନିଆର ଚର୍ଚ୍ଚିତ ନାୟିକା ରିୟା ଚକ୍ରବର୍ତ୍ତୀ ବଲିଉଡ୍‌କୁ କମ୍‌ବ୍ୟାକ୍ କରିବେ। ଏକଥା କହିଛନ୍ତି ଲୋକପ୍ରିୟ ଲେଖକ-ନିର୍ଦ୍ଦେଶକ ରୁମି ଜାଫ୍‌ରେ। ସେ ଗଣମାଧ୍ୟକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଯେ ‘ଆସନ୍ତା ବର୍ଷ ଖୁବ୍ ଶୀଘ୍ର ତାଙ୍କ ପ୍ରୋଜେକ୍ଟ ଆରମ୍ଭ କରିବେ। ଏ ନେଇ ମୁଁ ତାଙ୍କୁ ଭେଟିଥିଲି। ସେ ଆଗରୁ ପ୍ରତ୍ୟାହାର କରିନେଇଥିଲେ ଓ ଛାଡ଼ିଦେଇଥିଲେ। ସେ ମୋ ସହିତ ଅଧିକ ଆଲୋଚନା କରିନଥିଲେ। ସେ ଯେଉଁ ବାଟ […]

  • Thursday, 15 July 2021
aditya
ପୁଅର ପ୍ରେମ ସମ୍ପର୍କ ସିକ୍ରେଟ୍ ଖୋଲିଲେ ବାପା

ପୁଅ ଆଦିତ୍ୟର ପ୍ରେମ ସମ୍ପର୍କ ସିକ୍ରେଟ୍ ଖୋଲିଲେ ବାପା। ପ୍ରଖ୍ୟାତ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ନିକଟରେ ତାଙ୍କ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି। ତାଙ୍କର ବିବାହ ପରେ ଅନେକ ସିକ୍ରେଟ ଲୋକଲୋଚନକୁ ଆସିବାରେ ଲାଗିଛି। ଇତି ମଧ୍ୟରେ ପୁଅର ପ୍ରେମ ସମ୍ପର୍କକୁ ନେଇ ଆଉ ଏକ ସିକ୍ରେଟ୍ କହିଛନ୍ତି ବାପା ଉଦିତ୍। ଆଦିତ୍ୟ-ଶ୍ୱେତାଙ୍କ ସହିତ ୧୦ ବର୍ଷ ଧରି ଲିଭ୍-ଇନ୍-ରିଲେସନସିପ୍‌ରେ ରହିଥିବା ସେ କହିଛନ୍ତି। ଏକ ସାକ୍ଷାତକାର ଅବସରରେ ଉଦିତ […]

  • Thursday, 15 July 2021
Tarang
କଟକଣା ଭିତରେ ତରଙ୍ଗର ସିରିଏଲ ସୁଟିଂ ଆରମ୍ଭ, କଳାକାର-ଦର୍ଶକ ଆଶ୍ୱସ୍ତ

ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ଅଣ୍ଟା ଶଳଖିବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍‌ଲାଇନ୍‌ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ

Tarang
କଟକଣା ଭିତରେ ତରଙ୍ଗର ସିରିଏଲ ସୁଟିଂ ଆରମ୍ଭ, କଳାକାର-ଦର୍ଶକ ଆଶ୍ୱସ୍ତ

ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ସାଷ୍ଟମ ହେବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍‌ଲାଇନ୍‌ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ ।

featured
କ୍ରିତିଙ୍କ ହାତରେ ଆଉ ୭ ନୂଆ ଫିଲ୍ମ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ‘ହିରୋପନ୍ତି’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ଦର୍ଶକ ଢ଼େର ସାରା ଭଲ ପାଇବା ଦେଇଥିଲେ । ଏହି ସିନେମାରେ କ୍ରିତି ସାନନ୍‌ଙ୍କ ସହ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । ଏହି ଚଳଚ୍ଚିତ୍ରରେ ହିଁ ଉଭୟ ଟାଇଗର୍‌ ଓ କ୍ରିତି ବଲିଉଡ୍‌ରେ ଏଣ୍ଟ୍ରି ମାରିଥିଲେ । ହିରୋନ୍ତିକୁ ଏହା ମଧ୍ୟରେ ୭ ବର୍ଷ ପୁରିଛି। ଏହା ସହିତ କ୍ରିତି ସାନନ୍ ଏବଂ […]

salman
ସଲମାନ୍ ଖାନଙ୍କୁ 'ପୋଷ୍ଟର୍ ବୟ' କହି ବର୍ଷିଲେ ସୋନା ମହାପାତ୍ର

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ସୋଶାଲ ମିଡିଆରେ ହଙ୍ଗାମା ଏବେବି ଜାରି ରହିଛି। ସୁଶାନ୍ତଙ୍କ ସମର୍ଥନରେ ଫ୍ୟାନ୍ ଏବଂ ସୋଶାଲ ମିଡିଆ ୟୁଜର୍ସ ସଲମାନ୍ ଖାନ୍, କରଣ ଜୋହର୍, ସୋନମ୍ କାପୁର ଓ ଆଲିଆ ଭଟ୍ଟଙ୍କ ଭଳି ଆକ୍ଟରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ପରେ ସଲମାନ୍ ଖାନ୍ ନିଜ ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଫ୍ୟାନଙ୍କୁ ସପୋର୍ଟ କରିବାକୁ ଅପିଲ୍ କରିଥିଲେ। ସଲମାନଙ୍କ ଏହି ଟ୍ୱିଟ୍‌ର ସୋନା ବ୍ୟଙ୍ଗାତ୍ମକ ଶୈଳୀରେ ମଜାକ ଉଡ଼ାଇଛନ୍ତି। ସେ […]

sonu
ଟି-ସିରିଜ୍ କମ୍ପାନୀ ମାଲିକଙ୍କୁ ଖୋଲା ଚେତାବନୀ ଦେଲେ ସୋନୁ ନିଗମ, କହିଲେ...

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ପରେ ବଲିଉଡର ଅନେକ ସତ୍ୟତା ସାମ୍ନାକୁ ଆସିଛି। ତେବେ ଏହି ସତ୍ୟତା ଆଉ ନୁହେଁ, ଖୋଦ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର କିଛି ଲୋକେ ହିଁ ଆଣିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସହ ବଲିଉଡରେ ‘ନେପୋଟିଜମ୍’ ଏବଂ ଗଡ଼ଫାଦରଙ୍କ ଲବି ବା ସୁପାରିସକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ପ୍ରଖ୍ୟାତ ଗାୟକ ସୋନୁ ନିଗମ କିଛି ଦିନ ପୂର୍ବେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରୁ ମଧ୍ୟ ଆତ୍ମହତ୍ୟା ଖବର ଆସିବ କହି ସମସ୍ତଙ୍କୁ […]

Kangana Ranaut
ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ପାଦଦେବେ, ହୋଷ୍ଟ୍ ସାଜିବେ କଙ୍ଗନା

କଙ୍ଗନା କେବଳ ଏକ OTT ଡେବ୍ୟୁ କରିବାକୁ ଯାଉନାହାଁନ୍ତି ବରଂ ପ୍ରଥମ ଥର ପାଇଁ ଶୋ’ର ହୋଷ୍ଟ ହେବାକୁ ଯାଉଛନ୍ତି। ଶୋ’ର ହୋଷ୍ଟ ଭାବରେ କଙ୍ଗନା ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିବ।

1
BBMAରେ ଛାଇଗଲା ପ୍ରିୟଙ୍କାଙ୍କ ଆକର୍ଷଣୀୟ ଚେହେରା

ମୁମ୍ବାଇ: ବଲିଉଡ ଦେଶୀ ଗାର୍ଲ ତଥା ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଏକ ବିଶ୍ୱ ଆଇକନ୍ ପାଲଟିଯାଇଛନ୍ତି। ସେ ବଲିଉଡ୍ ହେଉ ବା ହଲିଉଡ୍ ହେଉ ପ୍ରିୟଙ୍କାଙ୍କ ଅଭିନୟକୁ ଦର୍ଶକ ବେଶ ଉପଭୋଗ କରନ୍ତି। ନିଜର ଗ୍ରାମୀଣ ଶାନ୍ତ ସରଳ ଚେହେରା ଠାରୁ ନେଇ ବୋଲ୍ଡ ଲୁକ୍ସ ପର୍ଯ୍ୟନ୍ତ ପ୍ରିୟଙ୍କା ସବୁଥିରେ ତାଙ୍କ ପ୍ରଶଂସକମାନଙ୍କୁ ବାନ୍ଧି ପାରନ୍ତି। ଏବେ ଏବେ BBMA ରେ ପ୍ରିୟଙ୍କା ଚୋପ୍ରା ତାଙ୍କର ଚମତ୍କାର ପ୍ରଦର୍ଶନ ଓ ଆକର୍ଷଣୀୟ ଚେହେରା ଦ୍ୱାରା […]

  • Wednesday, 14 July 2021
Untitled-1
'ବଜରଙ୍ଗୀ ଭାଇଜାନ'ର ମୁନୀ ଏବେ ଏମିତି ଦିଶୁଛନ୍ତି

ନୂଆଦିଲ୍ଲୀ : ୨୦୧୫ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବଜରଙ୍ଗୀ ଭାଇଜାନ’ର’ ମୁନି ‘ ତଥା ହର୍ଷାଲୀ ମଲହୋତ୍ରା ପୂର୍ବ ଅପେକ୍ଷା ବହୁତ ବଡ ହୋଇ ସୋସିଆଲ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଅଛନ୍ତି। ସେ ଇନଷ୍ଟାଗ୍ରାମରେ ନିଜର ଫଟୋ  ଓ  ଭିଡିଓ ସେୟାର୍ କରିବାରେ ଲାଗିଛନ୍ତି। ସେ ସୋସିଆଲ ମିଡିଆରେ ସେୟାର୍ କରିବା ମାତ୍ରେ ତାଙ୍କର ପୋଷ୍ଟଗୁଡିକ ଖୁବ୍ ଭାଇରାଲ୍ ହେଉଥିବା ଦେଖାଯାଉଛି। ଏବେ ଏବେ ସେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ […]

  • Wednesday, 14 July 2021
ବଲିଉଡରେ କ୍ରିତି ସାନନଙ୍କ ୭ ବର୍ଷ

ମୁମ୍ବାଇ : ଅଭିନେତ୍ରୀ କ୍ରିତି ସାନନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ୭ ବର୍ଷ ପୂରଣ କରିଛନ୍ତି। ଦିଲ୍ଲୀର ଓଭରପ୍ରୋଟେକ୍ଟିଭ୍ ପରିବାରରୁ ଆସିଥିବା କ୍ରିତି ସାନନ୍ ଆଜି ବଲିଉଡର ଏକ ଜଣାଶୁଣା ଚେହେରା ପାଲଟିଯାଇଛନ୍ତି। ଫିଲ୍ମ ‘ହୀରୋପନ୍ତୀ’ରେ ବଲିଉଡରେ ଡେବ୍ୟୁ କରିଥିବା କ୍ରିତି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି। ଏହି ସମୟରେ, ଅଭିନେତ୍ରୀ ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି। ତେବେ କ୍ରିତି ଚଳିତ ବର୍ଷର ଯାତ୍ରାକୁ ନେଇ କହିଛନ୍ତି ଯେ “ଚଳିତ ବର୍ଷ ଆରମ୍ଭ ଭଲ ଥିଲା। […]

  • Wednesday, 14 July 2021
Untitled-1
ଆଞ୍ଜେଲିନାଙ୍କ ଉପରେ ଶହ ଶହ ମହୁମାଛି

ମହୁମାଛି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଅଭିନେତ୍ରୀ ବିଶ୍ୱ ମହୁମାଛି ଦିବସ ଅର୍ଥାତ ମେ ୨୦ ରେ ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକା ପାଇଁ ଏକ ଫଟୋ ସୁଟ୍ କରିଥିଲେ। ଏହି ଅନନ୍ୟ ଶୁଟ୍ ପାଇଁ ଆଞ୍ଜେଲିନା ଜୋଲିଙ୍କୁ ପ୍ରାୟ ୧୮ ମିନିଟ୍ ପାଇଁ ଶହ ଶହ ମହୁମାଛିଙ୍କ ଘେରରେ ରହିବାକୁ ପଡିଥିଲା।

  • Wednesday, 14 July 2021
ଲିକ୍ଡ ନ୍ୟୁଡ୍ ଭିଡିଓର ଖୁଲାସା କଲେ ରାଧିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ନିଜର ଚମତ୍କାର ଅଭିନୟ ଦ୍ୱାରା ଲକ୍ଷ ଲକ୍ଷ ହୃଦୟ ଉପରେ ରାଜ କରୁଛନ୍ତି। ରାଧିକାଙ୍କ ବଳିଷ୍ଠ ଅଭିନୟ ଓ ତାଙ୍କର ବୋଲ୍ଡ ଷ୍ଟାଇଲ୍ ଯୋଗୁଁ ସେ ବେଶ ଜଣାଶୁଣା। ସେ ଇଣ୍ଡଷ୍ଟ୍ରିର ସବୁଠାରୁ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣିତ। ରାଧିକା ଆପ୍ଟେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ସ୍ମରଣୀୟ ଭୂମିକାରେ ଆସିଛନ୍ତି, ଯାହା ମାଧ୍ୟମରେ ସେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ତେବେ ଏସବୁ ଭିତରେ […]

  • Wednesday, 14 July 2021
ଚର୍ଚ୍ଚାରେ ଜୁବିନ୍‌ଙ୍କ 'ୱାଫା ନା ରାସ୍ ଆଇ'

ନୂଆଦିଲ୍ଲୀ : ବଲିଉଡର ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟକ ଜୁବିନ୍ ନୌଟିୟାଲ୍ ତାଙ୍କର ନୂଆ ଗୀତ ‘ୱାଫା ନା ରାସ୍ ଆଇ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଜୁବିନ୍‌ଙ୍କ ଏହି ଗୀତକୁ ବହୁତ ପସନ୍ଦ କରାଯାଉଛି । ମାତ୍ର ୩ ସପ୍ତାହ ମଧ୍ୟରେ, ଏହି ଗୀତର ଭ୍ୟୁର ସଂଖ୍ୟା ୧୦୦ ମିଲିୟନ୍ ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ, ଜୁବିନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଏହି ଯାଦୁ କରିନାହାଁନ୍ତି, କିନ୍ତୁ ଲୋକମାନେ ଏହା ପ୍ରମାଣ କରିଦେଲେ […]

  • Wednesday, 14 July 2021
basu-babu
ବର୍ଷୀୟାନ ଫିଲ୍ମ ନିର୍ମାତା ବାସୁ ଚାଟ୍ଟାର୍ଜୀଙ୍କ ପରଲୋକ

ମୁମ୍ବାଇ : ଆରପାରିରେ ବର୍ଷୀୟାନ ଫିଲ୍ମ ନିର୍ମାତା ବାସୁ ଚାଟ୍ଟାର୍ଜୀ। ଗତକାଲି ତାଙ୍କର ମୁମ୍ବାଇ ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କର ବିୟୋଗରେ ଫିଲ୍ମ ନିର୍ମାତା, ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ନିର୍ଦ୍ଦେଶକ ଆସୋସିଏସନ ସଭାପତି  ଅଶୋକ ପଣ୍ଡିତ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ୱିଟର ପେଜରେ ଲେଖିଛନ୍ତି ଯେ, ‘ମହାନ ଫିଲ୍ମନିର୍ମାତା ବାସୁ ଚାଟ୍ଟାର୍ଜୀଙ୍କ ବିୟୋଗରେ ମୁଁ ଦୁଃଖ ପ୍ରକାଶ କରୁଛି। ସେ ମୁମ୍ବାଇ ସ୍ଥିତ […]

  • Wednesday, 14 July 2021
1
ଚକମକ ଦୁନିଆର ପରଦା ଖୋଲିଲେ ଇଶା, କହିଲେ କିପରି ହେଲେ କାଷ୍ଟିଂ କାଉଚ ଶିକାର

ମୁମ୍ବାଇ: ଜ୍ୟାକି ଶ୍ରଫ ଓ ସଞ୍ଜୟ କପୁରଙ୍କ ସହ ଫିଲ୍ମ ‘କହିଁ ହେ ମେରା ପ୍ୟାର’ରେ ନଜର ଆସିଥିବା ଇଶା ଅଗ୍ରୱାଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ହୁଏତ ବଲଉଡ୍ ରେ ଅଧିକ ଚଳଚ୍ଚିତ୍ର କରି ନାହାଁନ୍ତି, କିନ୍ତୁ ସାଉଥ୍ ଚଳଚ୍ଚିତ୍ର ମାଧ୍ୟମରେ ସେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ମିସ୍ ବିୟୁଟି ଟପ୍ ଅଫ୍ ୱାର୍ଲ୍ଡ ୨୦୧୯ ଟାଇଟଲ୍ ଜିତିଥିବା ଇଶା ଅଗ୍ରୱାଲଙ୍କୁ ପରଦାରେ ଦେଖାଯିବା ପୂର୍ବରୁ କାଷ୍ଟିଂ […]

  • Wednesday, 14 July 2021
1
ଅମ୍ରିଶ ପୁରୀଙ୍କ ଉପରେ ବାୟୋପିକ୍ କରିବେ ନାତି ବର୍ଦ୍ଧନ

ମୁମ୍ବାଇ: ବଲିଉଡ୍ ଜଗତରେ ଭିଲେନମାନଙ୍କ ନାମ ଉଠିଲେ ଅମ୍ରିଶ ପୁରୀ ଶୀର୍ଷରେ ରହିବେ। ଅମ୍ରିଶ ପୁରୀ ହିନ୍ଦୀ ସିନେମାର ସବୁଠାରୁ ସଫଳ ତଥା ମହଙ୍ଗା ଭିଲେନ୍ ଭାବରେ ବିବେଚିତ ହୋଇଥିଲେ। ତାଙ୍କର ଗମ୍ଭୀର ସ୍ୱର ଏବଂ ତାଙ୍କ ଲୁକ୍ ସହିତ ଡାଏଲଗ୍ ଉପସ୍ଥାପନା ଏପରି ଥିଲା ଯେ ଲୋକମାନେ ଭୟଭୀତ ହୋଇଯାଉଥିଲେ। ତାଙ୍କର ଉପକୋଟୀର  ସଂଳାପ ଉପସ୍ଥାପନା ହେତୁ ହିନ୍ଦୀ ଚଳଚ୍ଚିତ୍ରରେ ଆଲୋଡ଼ନ ସୃଷ୍ଟି କରିଥିବା ଅମ୍ରିଶ ଆଉ ଆମ ମଧ୍ୟରେ ନାହାଁନ୍ତି। ମସ୍ତିଷ୍କ ରକ୍ତସ୍ରାବ ହେତୁ […]

  • Wednesday, 14 July 2021
1
ହିଟ୍‌ରେ ସଲମାନ ଖାନ ଓ ଦିଶା ପାଟାନୀଙ୍କ 'ସିଟି ମାର୍'

ମୁମ୍ବାଇ: ସଲମାନ ଖାନ ଓ ଦିଶା ପାଟାନୀଙ୍କ ଫିଲ୍ମ ‘ରାଧେ: ଔର ମୋଷ୍ଟ୍ ୱାଣ୍ଟେଡ ଭାଇ’ର ‘ସିଟି ମାର’ ଗୀତ ଲୋକଙ୍କୁ ବହୁତ ପସନ୍ଦ ଆସିଛି। ସୋମବାର ଏହି ଗୀତ ୨୪ ଘଣ୍ଟା ମଧ୍ୟରେ ୩୦ ମିଲିୟନ୍ ଭ୍ୟୁ ପାଇଛି। ସଲମାନ ଓ ଦିଶାଙ୍କ ଉପରେ ଚିତ୍ରିତ ଏହି ଗୀତଟି ପ୍ରଥମେ ଅଲୁ ଅର୍ଜୁନ ଓ ପୂଜା ହେଗଡେ ଫିଲ୍ମ ‘ଡିଜେ’ରେ ସୁଟିଂ କରାଯାଇଥିଲା। ଏହି ଗୀତଟି ବହୁ ଚର୍ଚ୍ଚିତ ହୋଇଥିବାରୁ ଚଳଚ୍ଚିତ୍ର ନିର୍ମାତା ଏକ ଭିଡିଓ […]

  • Wednesday, 14 July 2021