• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shamita Shetty

Shamita Shetty secret love affair see full list
Shamita Shetty: କ୍ୟାରିୟରରେ ସିନା ବିଫଳ, ପ୍ରେମରେ ପୂରା ଶହେରୁ ଶହେ; ଜାଣନ୍ତୁ ଶମିତା ଶେଟ୍ଟୀଙ୍କ ପ୍ରେମିକ ତାଲିକା

ଶିଳ୍ପା ଶେଟ୍ଟୀଙ୍କ ସାନ ଭଉଣୀ ଶମିତା ଶେଟ୍ଟୀ ଏକ ହିଟ୍ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ତା’ପରେ ସେ ନିଜ ଭଉଣୀ ପରି ଷ୍ଟାରଡମ୍ ହାସଲ କରିପାରିଲେ ନାହିଁ। ତାଙ୍କ ପ୍ରେମ ଜୀବନକୁ ନେଇ ଶମିତା ଅନେକ ବିବାଦରେ ରହିଛନ୍ତି।

Divya Agarwal
ବିଗ୍ ବସ୍ ଓଟିଟିରେ ରାଗିଲେ ଦିବ୍ୟା ଅଗ୍ରୱାଲ

ବିଗ୍ ବସ୍ ଓଟିଟିରେ ଦିବ୍ୟା ଅଗ୍ରୱାଲଙ୍କୁ କରଣ ଜୋହରଙ୍କ ଭୟଙ୍କର ରୂପ ସାମ୍ନା କରିବାକୁ ପଡିଥିଲା। କରଣ ଜୋହର ଦିବ୍ୟା ଅଗ୍ରୱାଲଙ୍କ ଉପରେ ଶମିତା ଶେଟ୍ଟୀ ଏବଂ ନେହା ଭାସିନଙ୍କୁ ନେଇ ଆଡୁସାଡୁ କହିଥିବା ଅଭିଯୋଗ କରିଥିଲେ । ଏହା ପରେ ଦିବ୍ୟା ଅଗ୍ରୱାଲ ଓ ଶମିତା ଶେଟ୍ଟୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା ଏବଂ ବର୍ତ୍ତମାନ ସେମାନଙ୍କର ବନ୍ଧୁତା ଭାଙ୍ଗିବା ଉପରେ ଅଛି।

Shamita Shetty
ବିଗ୍ ବସ୍‌ରେ ଶମିତାଙ୍କ ଦ୍ୱିତୀୟ ଏଣ୍ଟ୍ରି : ଦର୍ଶକ ନିରାଶ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଟିଭିର ସବୁଠାରୁ ଲୋକପ୍ରିୟ ରିୟଲିଟି ସୋ 'ବିଗ୍ ବସ୍ ଓଟିଟି'ରେ ପୁଣି ଏଣ୍ଟ୍ରି କରିଛନ୍ତି। ଏହାକୁ ନେଇ ଦର୍ଶକ ନିରାଶ ହୋଇଥିବା ଦେଖାଯାଇଛି। ଶମିତା ଶୋ’ର ଗ୍ରାଣ୍ଡ୍ ପ୍ରିମିୟରରେ ପ୍ରତିଯୋଗୀ ଭାବରେ ପ୍ରବେଶ କରିଛନ୍ତି। ବିଗ୍‌ ବସ୍‌ଙ୍କ ଘରେ ପ୍ରବେଶ କରିବା ପରେ ଶମିତା ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିବା ଆରମ୍ଭ କରିଥିଲେ। କିନ୍ତୁ ଲୋକମାନେ ତାଙ୍କୁ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିବାଦ ସହ ଜଡିତ କରି ଦେଖିବାକୁ ଲାଗିଲେ। କିଛି ଲୋକ ତାଙ୍କୁ ଟ୍ରୋଲ୍‌ କରିବା ମଧ୍ୟ ଆରମ୍ଭ କଲେ।

Shilpa and Shamita
ଶିଳ୍ପାଙ୍କ ଦୁଃଖ ସମୟରେ ସାଥ ଦେଲେ ଭଉଣୀ ଶମିତା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ଖବର ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ହଙ୍ଗାମା-୨' ମୁକ୍ତିଲାଭ କରିଥିଲା। ତେବେ ଭଉଣୀର ସମର୍ଥନରେ ଶିଳ୍ପାଙ୍କ ଭଉଣୀ ଶମିତା ଶେଟ୍ଟୀ ଆଗକୁ ଆସିଛନ୍ତି।