• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bigg Boss 15

Tejasswi Prakash Bigg Boss 15 Winner
ତେଜସ୍ୱୀ ପ୍ରକାଶ ‘ବିଗ୍‌ ବସ୍‌ ୧୫’ ବିଜେତା, ପୁରସ୍କାରରେ ମିଳିଲା ୪୦ ଲକ୍ଷ ସହ ଗୋଲ୍ଡେନ ଟ୍ରଫି

ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଟିଭି ରିୟାଲିଟି ଶୋ’ “ବିଗ୍ ବସ୍-୧୫” ର ବିଜେତା ହୋଇଛନ୍ତି। ଶୋ’ର ବିଜେତା ଭାବେ ପୁରସ୍କାର ସ୍ୱରୂପ ତାଙ୍କୁ ୪୦ ଲକ୍ଷ ଟଙ୍କା ଓ ଗୋଲ୍ଡେନ ଟ୍ରଫି ପ୍ରଦାନ କରାଯାଇଛି।

Bigg Boss 15
ସୁନିଶ୍ଚିତ ହେଲା ବିଗ୍ ବସ୍-୧୫ର ୪ ପ୍ରତିଯୋଗୀଙ୍କ ନାଁ, ଆଉ ଏକ ନୂଆ ପ୍ରୋମୋର ଝଲକ୍

ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିଆଲିଟି ସୋ ବିଗ୍ ବସ୍-୧୫ । ବିଗ୍ ବସ୍ ଶୋ' ର ଫ୍ୟାନ ମାନେ ବହୁ ପ୍ରତିକ୍ଷାର ସହ ଅପେକ୍ଷା କରିଥିବା ବେଳେ ଅତିଶୀଘ୍ର ଏହାର ଅନ୍ତ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୨ରେ ଏହି ଶୋ’ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଦର୍ଶକ ବିଗ୍ ବସ୍-୧୫ର ପ୍ରୋମୋ ଭିଡିଓ ଦେଖିବା ପରେ ଆହୁରି ଉତ୍ସାହିତ ହୋଇପଡିଛନ୍ତି । ତେବେ ଶୋ’ ର ଗ୍ରାଣ୍ଡ୍ ପ୍ରିମିୟର ପୂର୍ବରୁ ଶୋ’ ର ଆଉ ଏକ ପ୍ରୋମୋ ଭିଡିଓ ରିଲିଜ ହୋଇଛି ।

Bigg Boss 15
'ବିଗ୍ ବସ୍ ୧୫'ର ଲିଭିଙ୍ଗ୍‌ ରୁମ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଲୋକପ୍ରିୟ ହେଉଛି 'ବିଗ୍ ବସ୍ ଓଟିଟି'। ଦର୍ଶକେ ଏହାକୁ ଖୁବ୍ ଆପଣଉଥିବା ଦେଖାଯାଉଛି। ଏହା ଦୁଇ ସପ୍ତାହ ହେବ ଆରମ୍ଭ ହୋଇଥିବା ବେଳେ କରଣ ଜୋହର ଏହାକୁ ହୋଷ୍ଟ୍‌ କରୁଛନ୍ତି। 'ବିଗ୍ ବସ୍ ଓଟିଟି' ୬ ସପ୍ତାହ ଚାଲିବ। ଏହା ପରେ 'ବିଗ୍ ବସ୍ ୧୫'ର ଆରମ୍ଭ ହେବ। ଏଥିରେ 'ବିଗ୍ ବସ୍ ଓଟିଟି' ର କିଛି ପ୍ରତିଯୋଗୀ ମଧ୍ୟ ରହିବେ, ଯଦିଓ ସେପ୍ଟେମ୍ବରରେ ସୋ କେଉଁ ଦିନ ପ୍ରସାରିତ ହେବ ସେନେଇ ସୂଚନା ପ୍ରକାଶ ପାଇ ନାହିଁ।

Shamita Shetty
ବିଗ୍ ବସ୍‌ରେ ଶମିତାଙ୍କ ଦ୍ୱିତୀୟ ଏଣ୍ଟ୍ରି : ଦର୍ଶକ ନିରାଶ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଟିଭିର ସବୁଠାରୁ ଲୋକପ୍ରିୟ ରିୟଲିଟି ସୋ 'ବିଗ୍ ବସ୍ ଓଟିଟି'ରେ ପୁଣି ଏଣ୍ଟ୍ରି କରିଛନ୍ତି। ଏହାକୁ ନେଇ ଦର୍ଶକ ନିରାଶ ହୋଇଥିବା ଦେଖାଯାଇଛି। ଶମିତା ଶୋ’ର ଗ୍ରାଣ୍ଡ୍ ପ୍ରିମିୟରରେ ପ୍ରତିଯୋଗୀ ଭାବରେ ପ୍ରବେଶ କରିଛନ୍ତି। ବିଗ୍‌ ବସ୍‌ଙ୍କ ଘରେ ପ୍ରବେଶ କରିବା ପରେ ଶମିତା ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିବା ଆରମ୍ଭ କରିଥିଲେ। କିନ୍ତୁ ଲୋକମାନେ ତାଙ୍କୁ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିବାଦ ସହ ଜଡିତ କରି ଦେଖିବାକୁ ଲାଗିଲେ। କିଛି ଲୋକ ତାଙ୍କୁ ଟ୍ରୋଲ୍‌ କରିବା ମଧ୍ୟ ଆରମ୍ଭ କଲେ।

Salman Khan
ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବ ବିଗ୍‌ ବସ୍‌ର-୧୫ ତମ ସିଜନ୍‌

ଟିଭିର ସବୁଠୁ ବଡ ରିଆଲିଟି ସୋ “ବିଗ୍ ବସ୍” ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ସୂଚନା ଅନୁଯାୟୀ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଶେହନାଜ ଗିଲ୍‌ ଏବଂ ସିଦ୍ଧାର୍ଥ ଶୁକ୍ଲା ଏହି ସୋ କୁ ହୋଷ୍ଟ କରିବେ ବୋଲି । କିନ୍ତୁ ଏହା ପରେ କୁହାଯାଇଥିଲା ଯେ ସିଦ୍ଧାର୍ଥ ଏବଂ ଶାହନାଜ ନୁହଁନ୍ତି ବରଂ ସଲମାନ ଖାନ ଏହି ସିଜନ୍‌ରେ ହୋଷ୍ଟିଂ କରିବେ ।