• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Bipasha Basu and Karan Singh Grover expecting their first baby
ଖୁବ ଶୀଘ୍ର ବିପାଶା-କରଣଙ୍କ ଘରେ ଶୁଣିବାକୁ ମିଳିବ କୁଆଁ କୁଆଁ ଡାକ

ବିପାଶା-କରଣଙ୍କ ଦାମ୍ପତ୍ୟ ଜୀବନକୁ ପୂରି ଗଲାଣି ୬ ବର୍ଷ। ଏଯାଏ ଉଭୟ ହୋଇ ନାହାନ୍ତି ବାପା-ମାଆ। ଖୁବ୍ ଶୀଘ୍ର ତାଙ୍କ ଘରେ କୁନି ଅତିଥିଙ୍କ ଆଗମନ ବିଷୟରେ ଶୁଣିବାକୁ ମିଳିଛି।

Disha Patani Tiger Shroff break up reason reveal
କାହିଁକି ଭାଙ୍ଗିଲା ଟାଇଗର–ଦିଶାଙ୍କ ୬ ବର୍ଷର ସମ୍ପର୍କ

ଟାଇଗର ଶ୍ରଫ୍‌ ଓ ଦିଶା ପାଟାନୀଙ୍କ ୬ ବର୍ଷର ଦୀର୍ଘ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ। ଏହି ଖବର ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଏବେ ସାମ୍ନାକୁ ଆସିଛି ଏହା ପଛର କାରଣ।

Prakruti Mishra
ସମୟ ଆସିଲେ ସବୁ କହିବି: ପ୍ରକୃତି

ଛାତ ଉପରେ ପ୍ରକୃତି ତାଙ୍କ ସହ ବାପା ମନ୍ମଥ ମିଶ୍ରଙ୍କ ସହ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।

Babushaan’s wife & Prakruti Mishra row:Trupti said Wait & Watch
ବାବୁସାନଙ୍କ ପାରିବାରିକ ବିବାଦ: ‘ତୃପ୍ତି କହିଲେ Wait & Watch’

ବାବୁସାନଙ୍କ ପାରିବାରିକ ବିବାଦକୁ ନେଇ ତୃପ୍ତିଙ୍କ ପ୍ରତିକ୍ରିୟା...

Babushan Trupti
ତୃପ୍ତିଙ୍କ ମାଉସୀଙ୍କ ପ୍ରତିକ୍ରିୟା: ଏକାଠି ହେବେ ବାବୁସାନ୍-ତୃପ୍ତି !

ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି।

Special story
ଅଧ ରାତିରେ ଗଣମାଧ୍ୟମ ସାମ୍ନାକୁ ଆସିଲେ ବାବୁସାନ୍ : କହିଲେ, ‘ଖୁବଶୀଘ୍ର ମିଡିଆକୁ ସବୁ କହିବି ’

ବାବୁସାନ-ତୃପ୍ତି ପରିବାର ବିବାଦ ପ୍ରସଙ୍ଗ, ଘର ବାହାରେ ଅପେକ୍ଷା ନକରି ସାମ୍ବାଦିକଙ୍କୁ ଫେରିଯିବାକୁ କହିଲେ ବାବୁସାନ୍

Ranveer Singh'
ନଗ୍ନ ଫଟୋସୁଟ୍ କରି ବିବାଦରେ ରଣବୀର ସିଂ : ଥାନାରେ ମାମଲା ପରେ ତେଜିଲା ଗିରଫ ଦାବି

ଅଭିନେତାଙ୍କ ଫଟୋସୁଟ୍‌କୁ ନେଇ ବିବାଦ । ବର୍ତ୍ତମାନ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯାଉଛି ।

Babushan Mohanty
୮ ବର୍ଷ ବାହାଘର ପରେ କାହିଁକି ପଡ଼ିଲା ଫାଟ ?

ଚେନ୍ନାଇରୁ ଫେରିବାର ୨୪ ଘଂଟା ପରେ ବାଲକୋନିକୁ ଆସିଲେ ବାବୁସାନ । ସାଙ୍ଗରେ ମାଆ ଅପରାଜିତା ମଧ୍ୟ ଥିଲେ । ନମସ୍କାର କରି  ବାବୁସାନ ଧନ୍ୟବାଦ ଜଣାଇଥିଲେ । ଗଣମାଧ୍ୟମ ଓ ଘଂଟା ଘଂଟା ଧରି ଅପେକ୍ଷାରତ ଫ୍ୟାନଙ୍କୁ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି, ଠିକ୍ ସମୟରେ ଠିକ୍ ଜିନିଷ କହିବି ।

Babushaan Mohanty
ମୋ ପୁଅ ମୋ ପାଖକୁ ଖୁବଶୀଘ୍ର ଆସିବ: ବାବୁସାନ

ପତି-ପତ୍ନୀ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଛି।

Babushan
କ’ଣ ଖୁଲାସା କରିବେ ବାବୁସାନ ? କହିଲେ- ଠିକ୍‌ ସମୟରେ ଠିକ୍‌ କଥା କହିବି

ତୃପ୍ତି-ପ୍ରକୃତି-ବାବୁସାନ କଳି ଭିତରେ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ସେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ତାଙ୍କ ସାଙ୍ଗରେ ମା’ ଅପରାଜିତା ମହାନ୍ତି ଥିବା ଦେଖିବାକୁ ମିଳିଥିଲା।

Actor Babushaan Mohanty At The Balcony Of His House
କ’ଣ ଖୁଲାସା କରିବେ ବାବୁସାନ ? କହିଲେ- ଠିକ୍‌ ସମୟରେ ଠିକ୍‌ କଥା କହିବି

 ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କହିଥିଲେ ଯେ, ‘ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି। ଠିକ୍ ସମୟରେ ଠିକ୍ କଥା କହିବି।’

Babusaan
ଆଗକୁ ସ୍ୱାଭାବିକ ହେବ ତ ବାବୁସାନଙ୍କ ଆକ୍ଟିଂ କ୍ୟାରିୟର ?

ବାବୁ-ପ୍ରକୃତି ଏବଂ ତୃପ୍ତି ମଧ୍ୟରେ ହୋଇଥିବା ଝଗଡା ଅନେକ ଫ୍ୟାନ୍‌ଙ୍କ ମନକୁ ଆଘାତ ଦେଇଛି।

Babusan won heart of all by singing song for mother
ଦିନେ ମା’ ପାଇଁ ଗୀତ ଗାଇ ସମସ୍ତଙ୍କ ମନ କିଣିଥିଲେ ବାବୁସାନ

ପ୍ରକୃତି-ତୃପ୍ତି-ବାବୁସାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦେଖିବାକୁ ମିଳିଛି ମା’ ଅପରାଜିତାଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା। ଦିନେ ସେ ତାଙ୍କ ମା’ଙ୍କ ପାଇଁ ଏକ ଗୀତ ଗାଇ ସମସ୍ତଙ୍କୁ ଭାବ ପ୍ରବଣ କରିଦେଇଥିଲେ। ଶୁଣନ୍ତୁ ଏହି ଗୀତଟି…

Babushan Mohanty
ବାବୁସାନଙ୍କୁ କାଲି ଜେରା କରି କି ତଥ୍ୟ ଉଗାଳିବ ପୋଲିସ୍ ?

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଭିନେତା ବାବୁସାନ ତ ପହଞ୍ଚିଲେ, କିନ୍ତୁ ଏକାଧିକ ଅସମାହିତ ପ୍ରଶ୍ନ ଏବେ ଘେରିରହିଛି ତାଙ୍କୁ ।

Trupti Mohanty
'ଭାଉଜ ନୁହଁ, ବାବୁସାନଙ୍କ ବେକରେ ପ୍ରକୃତି ଶିକୁଳି ବାନ୍ଧି ରଖିଛନ୍ତି'

ବାବୁସାନଙ୍କ ଘର ଫେରିବା ନେଇ ସମ୍ପର୍କୀୟ ଭଉଣୀ ତୃପ୍ତି ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି ।

Special story
‘ବାବୁସାନ ବହୁତ ଟାୟାର୍ଡ ଅଛି, ଦୁଇ ଦିନ ପରେ ସମସ୍ତଙ୍କୁ ମନର କଥା କହିବ’

ପୁଅ ପାଇଁ ଆଗକୁ ଆସିଲେ ଅପରାଜିତା । ପୁଅ ଫେରିବା ପରେ ସମସ୍ତଙ୍କ ଧନ୍ୟବାଦ ଜଣାଇଛନ୍ତି ।

Ashish shah did nude photoshoot of Ranveer Singh
କେବେ, କେଉଁଠି ଓ କିଏ କରିଥିଲେ ରଣବୀରଙ୍କ ନ୍ୟୁଡ୍ ଫଟୋସୁଟ୍

ରଣବୀର ସିଂହଙ୍କ ନ୍ୟୁଡ୍ ଫଟୋସୁଟ୍‌କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି। ଏନେଇ ରଣବୀର ମଧ୍ୟ ଟ୍ରୋଲ୍ ହେଉଛନ୍ତି। ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଏହି ବିବାଦୀୟ ଫଟୋ କେଉଁଠାରେ, କିଏ, କେବେ ସୁଟ୍ କରିଥିଲେ। ଆସନ୍ତୁ ଜାଣିବା…

Babushaan to meet media persons after waking up from sleep
‘ବାବୁ ରାତି ଅନିଦ୍ରା ହୋଇଛି, ନିଦରୁ ଉଠିଲେ ଭେଟିବ’

ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ଏକ କାର୍‌ ଯୋଗେ ବାବୁସାନ ଭୁବନେଶ୍ୱର ଜଗନ୍ନାଥ ବିହାର ସ୍ଥିତ ଘରକୁ ଯାଇଥିଲେ।  ପ୍ରଥମେ ବାପା, ମା’ଙ୍କ ପାଖକୁ ଯିବି। ଯେତେବେଳେ ଯାହା ଦରକାର ପଡିବ ତାହି କହିବି ବୋଲି ସେ କହିଛନ୍ତି।

Telugu producers stop shooting from aug 1
ବିପଦରେ ତେଲୁଗୁ ଶିଳ୍ପ : ଅଗଷ୍ଟ ୧ରୁ ସବୁ ସୁଟିଂ ବନ୍ଦ

ସଙ୍କଟରେ ତେଲୁଗୁ ପିଲ୍ମ ଶିଳ୍ପ। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ନିର୍ମାତାମାନେ। ଏନେଇ ଅଗଷ୍ଟ ୧ରୁ ସବୁ ଫିଲ୍ମ ସୁଟିଂ ବନ୍ଦ କରିବାକୁ ନିଆଯାଇଛି ନିଷ୍ପତ୍ତି।

Actor Babushaan arrives in Bhubaneswar
‘ପ୍ରଥମେ ମୋ ବାପା,ମା’ଙ୍କ ପାଖକୁ ଯିବାକୁ ଦିଅନ୍ତୁ’

ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବାବୁସାନ ମହାନ୍ତି। ଚେନ୍ନାଇରୁ ବିମାନ ଯୋଗେ ଆସି ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। 

 Actor Babushaan Mohanty Spotted At Chennai Airport, Doesn’t Land In Bhubaneswar
ଆସିଲା ବିମାନ, ହେଲେ ଆସିଲେନି ବାବୁସାନ...

ଗତକାଲି ଚେନ୍ନାଇ ଏୟାରପୋର୍ଟରେ ଅଭିନେତା ବାବୁସାନ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏହାପରେ ବି ସେ ଭୁବନେଶ୍ୱର ଫେରି ନାହାନ୍ତି।

Babushan Mohanty
ହିଟ୍ ଷ୍ଟାର ବାବୁସାନଙ୍କୁ ନେଇ ଟେନ୍‌ସନ୍‌ରେ ଓଲିଉଡ୍

ଓଡ଼ିଆ ଫିଲ୍ମ ଜଗତକୁ ଗଲା କିଛି ବର୍ଷ ଧରି ସାହାରା ହୋଇ ଆସୁଥିବା ବାବୁସାନଙ୍କ ବିନା ଇଣ୍ଡଷ୍ଟ୍ରୀ ଆଗକୁ ଯିବ କେମିତି ? ଏମିତି ଏକାଧିକ ପ୍ରଶ୍ନ ଏବେ ଓଡ଼ିଆ ଦର୍ଶକ ଓ ସିନେ ପ୍ରେମୀଙ୍କୁ ବ୍ୟଥିତ କରିଥିବା ବେଳେ ସେପଟେ ବାବୁସାନ୍ ଏସବୁକୁ ଭୁଲି ତାଙ୍କ ଦକ୍ଷ ଅଭିନୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ବହୁ କଳାକାର, ନିର୍ଦ୍ଦେଶକ ଓ ସିନେ ସମୀକ୍ଷକ ।

Babushan Mohanty
ଷ୍ଟାର ଘର କଳିରେ ଟ୍ୱିଷ୍ଟ; ଓଡ଼ିଶା ପହଞ୍ଚିବା ପରେ ତୃପ୍ତିଙ୍କ ପାଖକୁ ଫେରିବେ କି ବାବୁସାନ ?

୩ ଦିନ ପରେ ଚେନ୍ନାଇରୁ ଫେରିଛନ୍ତି ଅଭିନେତ୍ରୀ ପ୍ରକୃତି ଏବଂ ଆଜି ତାଙ୍କ ଘରକୁ ଯାଇ ପଚରାଉଚରା କରିଛି ଖାରବେଳନଗର ଥାନା ପୋଲିସ । ତେବେ  ବାବୁସାନ ଗଲେ କୁଆଡ଼େ ? ଚେନ୍ନାଇରେ ନା ଆଉ କେଉଁଠି ଅଛନ୍ତି ସେ ? ନୋଟିସ୍ ସତ୍ତ୍ୱେ ନଆସିଲେ ଆଉ କି ପଦକ୍ଷେପ ନେଇପାରେ ପୋଲିସ ?

Babushan Mohanty
ଚେନ୍ନାଇରୁ ଓଡ଼ିଶା ଅଭିମୁଖେ ବାବୁସାନ

ଚେନ୍ନାଇ ବିମାନ ବନ୍ଦରରେ ଓଲିଉଡ ଅଭିନେତା ବାବୁସାନ । ସାମ୍ନାକୁ ଆସିଲା ଚେନ୍ନାଇ ବିମାନବନ୍ଦରରେ ବାବୁସାନ୍‌ଙ୍କ ଭିଡିଓ । ବାବୁସାନ୍ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିବା ନେଇ ସୂଚନା ମିଳିଛି ।