• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

 Prakruti Mishra returns Mumbai, says actress’s father Manmath Mishra
‘ରାସ୍ତାରେ ଏଭଳି ଘଟିବାର ନଥିଲା, ଘଟଣା ପୂର୍ବରୁ ମୋତେ କଲ୍ କରିବା କଥା’

ବିବାଦର ୧୦ ଦିନ ପରେ ଓଡ଼ିଶା ଛାଡ଼ି ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ମୁମ୍ବାଇ ଯିବା ପୂର୍ବରୁ ଇନଷ୍ଟାଗ୍ରାମରେ ପ୍ରକୃତି ପୋଷ୍ଟ କରିଥିବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Special story
ମୁମ୍ବାଇ ଯିବା ପୂର୍ବରୁ ପ୍ରକୃତିଙ୍କ ନୂଆ ଇନଷ୍ଟା ପୋଷ୍ଟ୍‌ : ଲେଖିଲେ, ଦ୍ୱିତୀୟ ଇନିଂସରେ ପୁଣି ଦେଖାହେବ

ମୁମ୍ବାଇ ଯାତ୍ରା ପୂର୍ବରୁ ଇନଷ୍ଟାଗ୍ରମରେ ମନର କଥା ପୋଷ୍ଟ କରିଛନ୍ତି ପ୍ରକୃତି ମିଶ୍ର

salman khan
ଆତ୍ମରକ୍ଷା ପାଇଁ ସଲମାନ୍‌ ଖାନ୍‌ଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ : ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା

ସଲମାନଙ୍କୁ ଆର୍ମସ ଲାଇସେନ୍ସ ମିଳିଥିବା ନେଇ ମୁମ୍ବାଇ ପୋଲିସ ସୂଚନା ଦେଇଛି

Babushan Mohanty
ଜମିଲା ବାବୁସାନଙ୍କ ବାର୍ଥ ଡେ ସେଲିବ୍ରେସନ

ଫ୍ୟାନଙ୍କ ଗହଣରେ ବି ଜମିଛି ଜନ୍ମଦିନ ପାଳନ । ଗତରାତିରେ ବାବୁସାନଙ୍କ ବାର୍ଥ ଡେ ସେଲିବ୍ରେସନ୍‌ ଦୃଶ୍ୟରୁ ହିଁ ଆଶା କରାଯାଉଛି, ଝଡ଼ ହଟିଯାଇଛି ।

Babushan Mohanty
ଷ୍ଟାର କଳିରେ ଯବନିକା କେବେ ? ବାବୁସାନଙ୍କ ଘରକୁ ଆସି ଆଶୀର୍ବାଦ ଦେଲେ ଶ୍ୱଶୁର

କେବେ ଏକାଠି ହେବେ ବାବୁସାନ ଓ ତୃପ୍ତି ? ଘର ସାମ୍ନାରୁ ହଟିଯିବାକୁ ମିଡ଼ଇାକୁ ଅପରାଜିତାଙ୍କ ଅପିଲ । ଇନଷ୍ଟାଗ୍ରାମରେ ପ୍ରକୃତିଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ।

Singer Nirmala Mishra Dies At 81
୮୪ ବର୍ଷ ବୟସରେ ଆଖି ବୁଜିଲେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର

ଆରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର...

Rakhi sawant shared video on ranveer  singh bold photoshoot
ରାଖୀ କହିଲେ ରଣବୀର ବୋଲ୍ଡ ଫଟୋସୁଟ୍ କରି ମହିଳାଙ୍କ ଉପକାର କରିଛନ୍ତି

ରଣବୀର ସିଂହଙ୍କ ବୋଲ୍ଡ ଫଟୋକୁ ପ୍ରଶଂସା କରିଛନ୍ତି ରାଖୀ ସାୱନ୍ତ। କହିଛନ୍ତି ଏମିତି କଥା ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଜାଣନ୍ତୁ ସେ କ’ଣ କହିଛନ୍ତି।

New Song Released
“ଯାହାଙ୍କୁ ବୋଝ ଭାବୁଥିଲେ, ତାଙ୍କୁ ମୁହୂର୍ତ୍ତଟିଏ ନଦେଖିଲେ ରହିପାରୁନାହାନ୍ତି ଜିତ୍‌”

କେବଳ ଜଣଙ୍କ କଥା ଭାବୁଛନ୍ତି ଜିତ୍‌। ଯାହାକୁ ଦିନେ ବୋଝ ଭାବୁଥିଲେ, ତାକୁ ଏବେ ମୁହୂର୍ତ୍ତଟିଏ ନଦେଖିଲେ ରହିପାରୁନାହାନ୍ତି। ତୋ କଥା ଭାବି ହସେ, ତୋ କଥା ଭାବି ଋଷେ...

Akshay Kumar Ram Setu in legal trouble
ଅକ୍ଷୟ କୁମାରଙ୍କୁ ଝଟ୍‌କା : ବିବାଦରେ 'ରାମ ସେତୁ'

ଆଇନ ଜାଲରେ ଛନ୍ଦି ହୋଇଛି ଅକ୍ଷୟ କୁମାରଙ୍କ ଅଭିନୀତ 'ରାମ ସେତୁ'। ଫିଲ୍ମରେ କିଛି ଭୁଲ୍ ଭାବେ ଚିତ୍ରଣ ହୋଇଛି ବୋଲି ଅଭିଯୋଗ ହୋଇଛି। ତେବେ କ’ଣ ଏହି ଅଭିଯୋଗ ଆଉ କିଏ ଆଣିଛନ୍ତି ଏହି ମାମଲା ଜାଣିବା ପାଇଁ ପଢନ୍ତୁ।

Ek Villain Returns
କେବେ ଶିଖିବ ବଲିଉଡ୍‌ ?

ଅର୍ଜୁନ କପୁର, ତାରା ସୁତରିଆ, ଜନ୍ ଆବ୍ରାହମ୍ ଏବଂ ଦିଶା ପଟାନୀ । ୪ ଜଣଙ୍କ ଭିତରୁ କେହି ବି ଆକ୍ଟିଂ କରିନାହାନ୍ତି ।

Babushaan-Prakruti row
ଅନ୍ତ ହେବ କି ବାବୁସାନ-ତୃପ୍ତିଙ୍କ ଦାମ୍ପତ୍ୟ କଳି ?

ଚେନ୍ନାଇ ଫେରିବାର ୩ଦିନ ପରେ ଆଜି ଜଗନ୍ନାଥ ବିହାର ସ୍ଥିତ ଘରୁ ମା ଅପରାଜିତାଙ୍କ ସହ ଖାରବେଳନଗର ଥାନାକୁ ଯାଇଥିଲେ ବାବୁସାନ । ପୋଲିସର କହିବା କଥା, ବାବୁସାନ-ତୃପ୍ତି ଓ ପ୍ରକୃତିଙ୍କ ପରିବାର ବୁଝାମଣାର ବାଟ ବାହାର କରିଛନ୍ତି ।

Special story
ଫୋନ୍‌ କରି ପତ୍ନୀ ତୃପ୍ତିଙ୍କ ସହ କଥାହେଲେ ବାବୁସାନ୍‌

ପତ୍ନୀ ତୃପ୍ତିଙ୍କୁ ଫୋନ୍‌ କରି କଥାହେଲେ ଓଲିଉଡ୍‌ ଷ୍ଟାର ବାବୁସାନ୍‌ ମହାନ୍ତି ।

Special story
ଦୂର ହେଲା କି ମନୋମାଳିନ୍ୟ ? ‘ସ୍ୱାମୀ ବାବୁସାନଙ୍କ ନାଁରୁ ମାମଲା ପ୍ରତ୍ୟାହାର କରିବେ ତୃପ୍ତି ’

ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ଏହି ସୂଚନା ଦେଇଛନ୍ତି ।

Babushan
ବାବୁସାନ୍‌ଙ୍କ ମଙ୍ଗଳ କାମନା କଲେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର

କୌଣସି ବିବାଦ ଭିତରେ ସେ ରହିବାକୁ ଚାହାଁନ୍ତି ନାହିଁ ମନ୍ମଥ । ଯଦି କିଛି ସମସ୍ୟା ଅଛି, ତୁରନ୍ତ ତାହାର ସମାଧାନ ହେଇଯାଉ ବୋଲି ମନ୍ମଥ କହିଛନ୍ତି ।

Samantha deeply desires to work with Shah Rukh Khan
ଶାହରୁଖ୍‌ଙ୍କ ସହ ଫିଲ୍ମ କରିବାକୁ ସାମନ୍ଥାଙ୍କ ଇଚ୍ଛା

ଶାହରୁଖ୍‌ଙ୍କ ସହ ଫିଲ୍ମ କରିବାକୁ ସାଉଥ୍‌ ସୁନ୍ଦରୀଙ୍କ ଇଚ୍ଛା...

Gadar action director slapped kapil sharma
‘ଗଦର’ ନିର୍ଦ୍ଦେଶନଙ୍କ ଖୁଲାସା; କପିଲ ଶର୍ମାଙ୍କୁ ମାରିଥିଲେ ଚାପୁଡା

ସନି ଦେଓଲ୍ ଅଭିନୀତ ଗଦର ଫିଲ୍ମର ଆକ୍ସନ ନିର୍ଦ୍ଦେଶକ ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସେଟ୍‌ରେ ସେ କପିଲ୍ ଶର୍ମାଙ୍କୁ ଚାପୁଡା ମାରି ଧକ୍କାଦେଇ ବାହାର କରିଦେଇଥିଲେ। ହେଲେ କାହିଁକି, ଆସନ୍ତୁ ଜାଣିବା।

Special story
ଥାନାରୁ ବାହାରିଲେ ବାବୁସାନ୍ : କ’ଣ ପଚାରିଲା ପୋଲିସ୍‌ ?

ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ନ ଦେଇ ଫେରିଗଲେ ବାବୁସାନ୍‌ ।

Janhvi Kapoor defends Ranveer Singh's nude photoshoot
ରଣବୀରଙ୍କ ସପକ୍ଷରେ ଆସିଲେ ଜାହ୍ନବୀ କପୁର, କହିଲେ ଏହା କଳାତ୍ମକ ସ୍ୱାଧୀନତା

ଆଜିକାଲି ରଣବୀର ସିଂହ ନିଜ ନ୍ୟୁଡ୍ ଫଟୋସୁଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ ସୋସିଆଲ୍ ମିଡିଆରେ ତାଙ୍କୁ ଖୁବ୍ ବିରୋଧ କରାଯାଉଛି। ଫଳରେ ବଲିଉଡ୍‌ ତାଙ୍କୁ ଲଗାତର ସମର୍ଥନ କରି ତାଙ୍କୁ ରକ୍ଷା କରୁଥିବା ଦେଖାଯାଉଛି। ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି।

ବାବୁସାନ୍
ମାଆ ଅପରାଜିତାଙ୍କ ସହ ଥାନାରେ ପହଞ୍ଚିଲେ ବାବୁସାନ୍

 ଜନ୍ମଦିନରେ ତୁଟିବ କି ବାବୁସାନ-ତୃପ୍ତି ବିବାଦ ?

ENews
ଗୌରୀଙ୍କ ଲୋରୀ ଶୁଣିଶୁଣି ଶୋଇ ପଡ଼ିଲେ ଶ୍ୱଶୁର...ଦେଖନ୍ତୁ ସୁଟିଂ ସେଟ୍‌ର ସତ..

ଗୌରୀଙ୍କ ଶ୍ୱଶୁରଙ୍କୁ ସମସ୍ତେ ଭାବୁଛନ୍ତି ପାଗଳ। ହେଲେ ଗୌରୀ ଜାଣିଛନ୍ତି ସେ ଭଲ ଲୋକ...ସେଇଥି ପାଇଁ ତାଙ୍କ ସାମ୍ନାରେ ଗାଉଛନ୍ତି ଲୋରୀ। ଆଉ ସେଇ ଲୋରୀ ଶୁଣିଶୁଣି ଶୋଉଛନ୍ତି ଶ୍ୱଶୁର। ଦେଖନ୍ତୁ କାନ୍ଦ ସିନ୍‌ ପାଇଁ କେମିତି ଚାଲିଛି କସରତ?

  • Saturday, 30 July 2022
  • ENews
Babushaan Birthday
ଜନ୍ମଦିନରେ ତୁଟିବ କି ବାବୁସାନ-ତୃପ୍ତି ବିବାଦ ?

ପୋଲିସ୍ ପଚରାଉଚରାର ସମ୍ମୁଖୀନ ହେବା ପରେ ଗଣମାଧ୍ୟମକୁ ସବୁ କଥା ଜଣାଇବେ ବୋଲି ସେ କହିଛନ୍ତି।

Har Ghar Tiranga
ଗଭୀର ସମୁଦ୍ରର ଅଥଳ ପାଣିରେ ଉଡ଼ିଲା ତିରଙ୍ଗା

ଏହି ସୁନ୍ଦର ଦୃଶ୍ୟକୁ କୋଷ୍ଟଗାର୍ଡ ପକ୍ଷରୁ କ୍ୟାମେରାରେ ଉତ୍ତୋଳନ କରାଯାଇଥିଲା। 

Babuhan
ପୁଣି ଗଣମାଧ୍ୟମ ସାମ୍ନାକୁ ଆସିଲେ ବାବୁସାନ୍‌, କହିଲେ ପରିବାର ସହ ପାଳିବେ ଜନ୍ମ ଦିନ

ଦୀର୍ଘ ସମୟ ଧରି ସାମ୍ବାଦିକ ମାନେ ତାଙ୍କ ଘର ସାମ୍ନରେ ରହିଥିବାରୁ, ଅଯଥା କଷ୍ଟ ନକରି ଘରକୁ ଫେରିଯିବାକୁ ସେ ଅନୁରୋଧ କରିଥିଲେ । ନିଜ ନିଜ ଘରକୁ ଫେରିଯାଇ ବିଶ୍ରାମ ନେବାକୁ ସାମ୍ବାଦିକଙ୍କୁ ଅନୁରୋଧ କଲେ । 

Babushaan Family Dispute
ଓଡ଼ିଆ ଷ୍ଟାର କଳିରେ ପଡ଼ିବ କି ପୂର୍ଣ୍ଣଛେଦ ?

ଓଡ଼ିଆ ଷ୍ଟାରଙ୍କ ଘର କଳିର ଫିଟିବ କି ସମାଧାନର ବାଟ ? ବାବୁସାନ-ତୃପ୍ତି-ପ୍ରକୃତି କଳିରେ ପଡ଼ିବ କି ଯବନିକା ? ପୁଣି ଥରେ ସ୍ୱାଭାବିକ ହେବ କି ବାବୁସାନ-ତୃପ୍ତିଙ୍କ ଦାମ୍ପତ୍ୟ ଜୀବନ ?