• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରକାଶ ପାଇଲା CISCEର ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ । ପରୀକ୍ଷାରେ ମୋଟ୍ ପାସ୍ ହାର ୯୯.୩୮ ପ୍ରତିଶତ ରହିଛି । ଫଳାଫଳରେ ପୁଅଙ୍କ ଠାରୁ ଝିଅଙ୍କ ପାସ୍ ହାର ଅଧିକ ରହିଥିବା ସୂଚନା....

ଜାଣନ୍ତୁ, କେମିତି ଚେକ୍‌ କରିବେ ରେଜଲ୍ଟ...

  • ଅଫିସିଆଲ୍‌ ୱେବ୍‌ସାଇଟ୍‌ results.cisce.org କିମ୍ୱା cisce.org କୁ ଯାଆନ୍ତୁ
  • ଏହାପରେ ' CISCE results 2022' ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ
  • ସେଠାରେ ନିଜ ଆଇଡ଼ି ରୋଲ୍‌ ନଂ ତଥା ଅତ୍ୟାବଶକୀୟ ତଥ୍ୟ ଦାଖଲ କରନ୍ତୁ
  • ସ୍କ୍ରିନ୍‌ ଉପରେ ମାର୍କଶିଟ୍‌ ଦେଖାଇବା ପରେ ଛାତ୍ରଛାତ୍ରୀ ଏହାକୁ ଡାଉନ୍‌ଲୋଡ୍‌ କରିପାରିବେ

CISCE ରେଜଲ୍ଟ:ବାଜି ମାରିଲେ ଝିଅ :- 

ଚଳିତ ବର୍ଷର ମୋଟ୍ ପାସ୍ ହାର ୯୯.୩୮ ପ୍ରତିଶତ ରହିଥିବାବେଳେ ସେଥିମଧ୍ୟରୁ କେବଳ ଝିଅମାନେ ହିଁ ୯୯.୫୨ ପ୍ରତିଶତ ରହିଛନ୍ତି । ସେହିପରି ଛାତ୍ରଙ୍କ ପାସ୍‌ ହାର ୯୯.୨୬ ରହିଛି । 

CISCE ରେଜଲ୍ଟ: ଟପ୍ପର ହେଲେ୧୮ ଜଣ ଛାତ୍ର :- 

CISCEର ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମୋଟ୍‌ ୧୮ ଜଣ ଛାତ୍ରଛାତ୍ରୀ ଦେଶର ଟପ୍‌ ରାଙ୍କ୍‌ ଲିଷ୍ଟ୍‌ରେ ନିଜ ସ୍ଥାନ ହାସଲ କରିଛନ୍ତି ।