• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Class with Students
ଏଥର ନାହିଁ ଛାଡ଼ ! ଶତପ୍ରତିଶତ ସିଲାବସ୍‌ରେ ହେବ ପାଠପଢ଼ା ଆଉ ପରୀକ୍ଷା

କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା । ୭୦ ପ୍ରତିଶତ ସିଲାବସରେ ପାଠ ପଢା ସହ ପରୀକ୍ଷା ବି ହୋଇଥିଲା ।

Matriculation Pass
୧୦୦ ବର୍ଷ ପରେ ଗାଁର ପ୍ରଥମ ମାଟ୍ରିକୁଲେଟ୍‌; ଇଞ୍ଜିନିୟର୍ ହେବାକୁ ଇଚ୍ଛା, ହେଲେ..

ଇଏ ଏମିତି ଏକ ଗାଁ ଯେଉଁଠାରେ ୧୦୦ ବର୍ଷ ହେଲାଣି କେହି ପାସ୍‌ କରିନାହାନ୍ତି ମାଟ୍ରିକ୍‌। ଅଧାରୁ ପାଠ ଛାଡ଼ି ଜଙ୍ଗଲରେ କାଠ ହାଣିବା ଆଉ ଗାଈ ଚରାଇବାରେ ବ୍ୟସ୍ତ ଏଠିକା ପିଲା। କିନ୍ତୁ ପଙ୍କରେ ପଦ୍ମ ପରି ମନଦେଇ ପାଠ ପଢି ମାଟ୍ରିକ ପାସ୍‌ କଲେ ସନ୍ଦୀପ ମାଝୀ। ଗାଁରେ ଖୁସିର ମାହୋଲ। ଇଂଜିନିୟର ହେବାକୁ ଦେଖୁଛନ୍ତି ସୁନେଲୀ ସ୍ୱପ୍ନ।

Education System
ଶିକ୍ଷା ବ୍ୟବସ୍ଥାର ବିଚିତ୍ର ରୂପ, ଗୋଟିଏ କୋଠରୀରେ ପଢୁଛନ୍ତି ୫ ଶ୍ରେଣୀର ପିଲା..

ଏ କେମିତିକା ଶିକ୍ଷା ବ୍ୟବସ୍ଥା? ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ପଂଚମ ଶ୍ରେଣୀରେ ପଢାଗଲେ ପ୍ରଥମ ଶ୍ରେଣୀ ଶୁଣୁଛି, ପ୍ରଥମ ପିଲାଙ୍କୁ ପଢାଗଲେ ପଞ୍ଚମ ଶ୍ରେଣୀ ଶୁଣୁଛି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଶୁଣୁନି...ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

Tension Erupts In Berhampur University
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା,୨ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ବାରଣ

ଚତୁର୍ଥ ସେମିଷ୍ଟର ପାଇଁ ୨ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ବାରଣ କରିବାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। 

Garbage dump in school
୪୫ ଲକ୍ଷ ଟଙ୍କାର ସ୍ମାର୍ଟସ୍କୁଲ, ହେଲେ ସାମ୍ନାରେ ପଡ଼ିଛି କୁଢ଼ କୁଢ଼ ଅଳିଆ

ଏଇଟା ସ୍କୁଲ ଗେଟ୍‌ ନାଁ ଅଳିଆ ଗଦା? ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ ଚକାଚକ୍‌ ହେଲା...କିନ୍ତୁ ଗେଟ୍‌ ସାମ୍ନା ଦେଖିଲେ ଆପଣଙ୍କୁ ଭିତରକୁ ଯିବାକୁ ହେବନି ଇଚ୍ଛା। ଏତେ ମାତ୍ରାରେ ସେଠି ଅଳିଆ ପଡ଼ିଛି ଯେ, ପଚାଗନ୍ଧରେ ସ୍କୁଲରେ ପାଠ ପଢିବା ପ୍ରଭାବିତ ହେଉଛି। ବାରମ୍ବାର ଅନୁରୋଧ ପରେ ବି କେହି ଶୁଣୁନାହାନ୍ତି..

Garbage dump in school
ସ୍କୁଲ ଗେଟ୍‌ ସାମ୍ନାରେ ଅଳିଆ ଗଦା...ଭିତର ଯେତେ ଚକ୍‌ଚକ୍‌ , ବାହାର ସେତେ ଅପରିଷ୍କାର

ଏଇଟା ସ୍କୁଲ ଗେଟ୍‌ ନାଁ ଅଳିଆ ଗଦା? ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ ଚକାଚକ୍‌ ହେଲା...କିନ୍ତୁ ଗେଟ୍‌ ସାମ୍ନା ଦେଖିଲେ ଆପଣଙ୍କୁ ଭିତରକୁ ଯିବାକୁ ହେବନି ଇଚ୍ଛା। ଏତେ ମାତ୍ରାରେ ଏଇଠି ଅଳିଆ ପଡ଼ିଛି ଯେ, ପଚାଗନ୍ଧରେ ସ୍କୁଲରେ ପାଠ ପଢିବା ପ୍ରଭାବିତ ହେଉଛି। ବାରମ୍ବାର ଅନୁରୋଧ ପରେ ବି କେହି ଶୁଣୁନାହାନ୍ତି..

  • Monday, 18 July 2022
Education System
ଏ କେମିତିକା ଶିକ୍ଷା ବ୍ୟବସ୍ଥା? ମାତ୍ର ଗୋଟିଏ ଶ୍ରେଣୀରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା?

ଏ କେମିତିକା ଶିକ୍ଷା ବ୍ୟବସ୍ଥା? ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ପଂଚମ ଶ୍ରେଣୀରେ ପଢାଗଲେ ପ୍ରଥମ ଶ୍ରେଣୀ ଶୁଣୁଛି, ପ୍ରଥମ ପିଲାଙ୍କୁ ପଢାଗଲେ ପଞ୍ଚମ ଶ୍ରେଣୀ ଶୁଣୁଛି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଶୁଣୁନି...ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

Special story
ଦିନରେ ଠେଲାରେ ଜଳଖିଆ ବିକା, ରାତିରେ ପାଠପଢା : ମାଟ୍ରିକରେ ୮୮ ପ୍ରତିଶତ ରଖି ଉତୀର୍ଣ୍ଣ ହେଲେ ବିକାଶ

ଏପଟେ ନିଜ ଗାଁର ପ୍ରଥମ ଛାତ୍ର ଭାବେ ମାଟ୍ରିକ୍ ପାସ୍ କଲେ କଳାହାଣ୍ଡି ଲାଂଜିଗଡ ଜାରେଙ୍ଗପଟାର ସନ୍ଦୀପ ମାଝୀ

Special story
ପ୍ରକାଶ ପାଇଲା ICSE ବୋର୍ଡର ଦଶମ ଶ୍ରେଣୀ ରେଜଲ୍ଟ

ଛାତ୍ରଙ୍କ ପାସ୍ ହାର ୯୯. ୯୭ ପ୍ରତିଶତ, ଛାତ୍ରୀଙ୍କ ପାସ୍ ହାର ୯୯. ୯୮ ପ୍ରତିଶତ

NEET 2022
NEET 2022: ସାରା ଦେଶରୁ ପରୀକ୍ଷା ଦେବେ ୧୮ ଲକ୍ଷ ଛାତ୍ରଛାତ୍ରୀ

ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା: ନିଟ୍ ପାଇଁ ଓଡିଶାରେ ୨୪ ପରୀକ୍ଷା କେନ୍ଦ୍ର

Special story
ଆସନ୍ତାକାଲି ବାହାରିବ ICSE ଦଶମ ଶ୍ରେଣୀ ରେଜଲ୍ଟ

ଆସନ୍ତାକାଲି ଅପରାହ୍ନ ୫ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି

  • Saturday, 16 July 2022
  • ICSE
Admission
ପାସ୍‌ ହାର ସିନା ବଢ଼ିଲା, ହେଲେ ଏବେ ମେଧାବୀଙ୍କୁ ମନପସନ୍ଦର କଲେଜରେ ମିଳିବ ତ ସିଟ୍ ?

ବିଜେବି, ରମାଦେବୀ, ରେଭେନ୍‌ସା ଭଳି ଅଗ୍ରଣୀ ସରକାରୀ କଲେଜ୍‌ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି ।

Born in poverty, this Telangana JEE topper took exam day his mother died
ମା’ଙ୍କ ମୃତ୍ୟୁ ଦିନ ହିଁ ପରୀକ୍ଷା ଦେଲେ; JEE ମେନ୍ କ୍ଲିୟର୍ କଲେ

ପରୀକ୍ଷା ଦିନ ହିଁ ଆଖି ବୁଜିଦେଲେ ମା। ପୁଅ କିନ୍ତୁ ହରେଇ ନଥିଲେ ଧୈର୍ଯ୍ୟ। ଛାତିରେ କୋହ ଆଉ ଆଖିରେ ଲୁହ ନେଇ ଦେଇଥିରେ ପରୀକ୍ଷା। ମିଳିଗଲା ସଫଳତା, କ୍ଲିୟର୍ ହେଲା JEE ମେନ୍।

Utkal University
ଟପ୍ ୧୦୦ରେ ନାହିଁ ରାଜ୍ୟ ସରକାରଙ୍କ କୌଣସି କଲେଜ, ୮୮ରେ ଉତ୍କଳ ବିଶ୍ୱବିଦ୍ୟାଳୟ

କିଟ୍ ୩୪, ରାଉରକେଲା NIT ୩୯, ଭୁବନେଶ୍ୱର IIT ୬୫ । ବିଶ୍ୱବିଦ୍ୟାଳୟ କାଟାଗୋରୀରେ ୮୮ତମ ସ୍ଥାନରେ ବାଣୀବିହାର ।

Sambalpur University Exam Question Papers Leaked
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ପଛରେ ଏକ୍‌ଜାମିନରଙ୍କ ହାତ !

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ଏକ୍‌ଜାମିନରଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ଲିକ୍ ହୋଇଥିବା ଉଭୟ ପ୍ରଶ୍ନପତ୍ର ଦାୟିତ୍ୱରେ ସମ୍ପୃକ୍ତ ଏକ୍‌ଜାମିନର ଥିଲେ।

Sambalpur University question paper leaked again
ଆଜି ପୁଣି ପ୍ରଶ୍ନପତ୍ର ଲିକ୍: ପରୀକ୍ଷା ବାତିଲ

ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍... ଭାଇରାଲ ହୋଇଥିବା ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଅରିଜନାଲ ବୋଲି ସ୍ୱୀକାର କଲେ କର୍ତ୍ତୃପକ୍ଷ...

Plus Two Admission stress on the rise among students
ସପ୍ତାହେ ହେଲା ବାହାରିଲାଣି ମାଟ୍ରିକ୍ ରେଜଲ୍ଟ, ହେଲେ ଏଯାଏଁ ବାହାରିନି +2 ଆଡମିଶନ ବିଜ୍ଞପ୍ତି

ମାଟ୍ରିକ ଫଳ ପ୍ରକାଶନକୁ ସପ୍ତାହେ ବିତିଲା ହେଲେ ଏଯାଏ ଯୁକ୍ତ ଦୁଇ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲାନି..

Kandhamal, School
ପଦାରେ ପଡ଼ିଲା ସରକାରଙ୍କ ପାରିବା ପଣିଆ, ୮ଟି ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ

ଦାରିଙ୍ଗବାଡି ବ୍ଲକ ଦନେକବାଡି ଆଶ୍ରମ ସ୍କୁଲରେ ପାଠପଢାରେ ଗୁରୁତର ବ୍ୟାଘାତ । ପ୍ରଶାସନ ଜାଣି ସୁଦ୍ଧା ଚୁପ୍ ବସିଥିବା ଅଭିଯୋଗ ।

Education System
ସ୍କୁଲ୍‌ରେ ନାହାନ୍ତି ଶିକ୍ଷକ, ନିଜକୁ ନିଜେ ପାଠ ପଢ଼ାଉଛନ୍ତି ପିଲା

ବାଃ ବାଃରେ ଆମ ଶିକ୍ଷା ବ୍ୟବସ୍ଥା । ଏଇଠି ଶିକ୍ଷକ ନାହାନ୍ତି , ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା । ଟେବୁଲ ପାଖରେ ଛିଡା ହୋଇଛି କୁନି ଝିଅ,ପିଲାଙ୍କୁ ଡକାଉଛି B For Ball । ୨୧୦ ପିଲାଙ୍କୁ ଜଣେ ମାତ୍ର ଶିକ୍ଷୟିତ୍ରୀ ଥିବାରୁ ଗୋଟିଏ ଶ୍ରେଣୀରେ ପାଠ ପଢାଗଲେ ଅନ୍ୟ ଶ୍ରେଣୀର ପିଲା ବସୁଛନ୍ତି । ଅଭିଯୋଗ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ ।

Sambalpur University
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ : ଆଜି ହେବାକୁ ଥିବା ପରୀକ୍ଷା ବାତିଲ୍‌

ଆଜି ସକାଳୁ ସକାଳୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Special story
ଦିନକ ପରେ ବଦଳିଗଲା ନିଷ୍ପତ୍ତି : ‘ଗଣମାଧ୍ୟମକୁ ମନା ନାହିଁ ସ୍କୁଲ ’

ସାମ୍ବାଦିକମାନେ ସ୍କୁଲ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍‌ରେ ଯାଆନ୍ତୁନି

 JEE Main 2022 session 1 result out
ପ୍ରକାଶ ପାଇଲା JEE (ମେନ୍) ରେଜଲ୍ଟ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ JEE (ମେନ୍) ସେସନ୍‌-୧ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୋର କାର୍ଡ jeemain.nta.nic.inରୁ ଡାଉନଲୋଡ୍ କରିପାରିବେ।

Special story
ଗଣମାଧ୍ୟମକୁ ମନା ସ୍କୁଲ କ୍ୟାଂପସ୍ : ଅନଧିକାର ପ୍ରବେଶ ପାଇଁ FIR ନିର୍ଦ୍ଦେଶରୁ ତେଜିଲା ରାଜନୀତି

ନିଷ୍ପତ୍ତିକୁ ହାସ୍ୟାସ୍ପଦ କହିଲେ ଅପରାଜିତା, ସୁରଙ୍କ ନିନ୍ଦା,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କଲେ ନାପସନ୍ଦ