/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662888452.jpg)
JEE Advanced Result
ପ୍ରକାଶ ପାଇଛି JEE ଆଡଭାନ୍ସଡ ୨୦୨୨ର ରେଜଲ୍ଟ । ଚଳିତବର୍ଷ ୪୦ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ଯୋଗ୍ୟତା ହାସଲ କରିଛନ୍ତି । ଆର.କେ. ଶିଶିର ଟପ୍ପର ହୋଇଥିବା ବେଳେ ତନିଶା କାବ୍ରା ଛାତ୍ରୀଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ।
Advertisment
ଚଳିତ ବର୍ଷ ଏକ ଲକ୍ଷ ୫୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ ପରୀକ୍ଷା ଦେଇଥିଲେ । ପରୀକ୍ଷାର୍ଥୀ jeeadv.ac.in ୱେବସାଇଟରୁ ରେଜଲ୍ଟ ଜାଣିପାରିବେ । ଚଳିତବର୍ଷ ଆଇଆଇଟି ମୁମ୍ବାଇ ପକ୍ଷରୁ ପ୍ରକାଶ ପାଇଛି JEE ଆଡଭାନ୍ସଡର ଫଳାଫଳ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)