ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରୁଛି ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା। ରେଜଲ୍ଟ କ’ଣ ହେବ ସେଇ ଉତ୍କଣ୍ଠାରେ ମାନସିକ ଭାରସାମ୍ୟ ହରାଉଛନ୍ତି ଅନେକ ଛାତ୍ରଛାତ୍ରୀ। ପିଲାଙ୍କଠାରୁ ବାପା-ମାଆଙ୍କର ମାତ୍ରାଧିକ ଆଶା ସେମାନଙ୍କୁ ବିଷାଦ ମଧ୍ୟକୁ ଠେଲି ଦେଉଛି । ନ୍ୟାସ୍ନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଓ ଟ୍ରେନିଂ ବା ଏନ୍ସିଆର୍ଟି କରିଥିବା ସର୍ଭେରେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।
Published: Chandan Shishu
Last updated: 11 September 2022, 11:35 PM IST
ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି ।