• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ncert Mental Health Survey

NCERT report for examination
ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରୁଛି ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା

ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରୁଛି ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା। ରେଜଲ୍ଟ କ’ଣ ହେବ ସେଇ ଉତ୍କଣ୍ଠାରେ ମାନସିକ ଭାରସାମ୍ୟ ହରାଉଛନ୍ତି ଅନେକ ଛାତ୍ରଛାତ୍ରୀ। ପିଲାଙ୍କଠାରୁ ବାପା-ମାଆଙ୍କର ମାତ୍ରାଧିକ ଆଶା ସେମାନଙ୍କୁ ବିଷାଦ ମଧ୍ୟକୁ ଠେଲି ଦେଉଛି । ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଓ ଟ୍ରେନିଂ ବା ଏନ୍‌ସିଆର୍‌ଟି କରିଥିବା ସର୍ଭେରେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।