ସମସ୍ତ ସ୍କୁଲ ବନ୍ଦ କରିବାକୁ ବିଇଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ହୋଇଛି ।
କାଉନସିଲ୍ ନେବ ଅନ୍ତିମ ନିଷ୍ପତ୍ତି: ଗଣଶିକ୍ଷାମନ୍ତ୍ରୀ
ଖାଲି ଉଚ୍ଚଶିକ୍ଷା ନୁହେଁ ବୈଷୟିକ ଶିକ୍ଷା ବିଶ୍ୱବିଦ୍ୟାଳୟ, ବିପିୟୁଟି ଓ କୃଷି ବିଶ୍ୱବିଦ୍ୟାଳୟ, ଓୟୁଏଟିରେ ବି ସମାନ ସ୍ଥିତି।
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍କୁ ଯିବାକୁ ଲାଗିବ ଡର
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍କୁ ଯିବାକୁ ଲାଗିବ ଡର
ଗଣିତ ଶିକ୍ଷକ ନିଯୁକ୍ତି ଲାଗି ଶିକ୍ଷା ବିଭାଗକୁ ଲେଖିଲେ ଚିଠି
ଆଜିଠାରୁ +୩ ପାଇଁ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସାମ୍ସ ଓଡ଼ିଶା ୱେବ୍ସାଇଟ୍- www.samsodisha.gov.in କୁ ଯାଇ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
ଉଭୟ ଏକାଠି ପ୍ରସ୍ତୁତ ହୋଇ ଗୋଟିଏ ବ୍ୟାଚରେ ଦେଇଥିଲେ ପରୀକ୍ଷା
ଭୁବନେଶ୍ୱର ନୀଳକଣ୍ଠନଗର ମୁଣ୍ଡାସାହିର ଝିଅ ରୁବିରାଣୀ ବାପାମାଆଙ୍କ ଟେକ ରଖିଛନ୍ତି ।
କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ସଦାବେଳେ ଚର୍ଚ୍ଚାରେ। କେତେବେଳେ ସୀମା ବିବାଦକୁ ନେଇ ତ କେତେବେଳେ ଲୋକଙ୍କ ସମସ୍ୟା ପାଇଁ। ଆଉ ଏବେ କୋଟିଆର ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ୍ ସୁବିଧା ନ ଥିବାରୁ ପିଲାଙ୍କ ସମସ୍ୟା କେତେ ଦେଖନ୍ତୁ ଏହି ଭିଡିଓରେ।
ଏଥର ଦୁଇଟି ଢାଞ୍ଚାରେ ମାର୍କିଂ କରାଯାଇଛି।
ଇଏ ଆମ ଓଡ଼ିଶାର ଏମିତି ଏକ ସରକାରୀ ସ୍କୁଲ୍ ଯେଉଁଠି ପିଲା ପଢ଼ୁଛନ୍ତି ପ୍ରଥମରୁ ପଞ୍ଚମ। ହେଲେ ପାଠ ପଢ଼ାଉଛନ୍ତି ଜଣିଏ ମାତ୍ର ଶିକ୍ଷୟିତ୍ରୀ। ଅଣ୍ଡା ସିଝାରୁ ସ୍କୁଲ୍ ଘଣ୍ଟା ପିଟା ଯାଏଁ ସବୁ କାମ ଦେବଜାନୀ ଦିଦିଙ୍କ ମୁଣ୍ଡରେ…
ଏମିତି ଅବସ୍ଥାରେ ଖାଦ୍ୟ ଖାଇଲେ ଛାତ୍ରଛାତ୍ରୀଙ୍କୁ ରୋଗହେବା ଏକ ପ୍ରକାର ଥୟ ।
ମାଇକ୍ ପରି ସ୍କୁଲ ହତାରେ ବୁଲି ବୁଲି ଟିଭି ରିପୋର୍ଟର ପରି କୁନି ପିଲାଟିଏ ଗପୁଛି । ଏବେ ସେ ସାରା ଦେଶରେ ଭାଇରାଲ୍ ।
ରେଜଲ୍ଟ ଘୋଷଣା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ନିଯୁକ୍ତି ମିଳୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରାଯାଉଛି କହିଲେ ମନ୍ତ୍ରୀ ।
ଡ୍ରପ୍ ଆଉଟ୍ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବ।
୧୯ ବର୍ଷ ପରେ ସ୍କୁଲରୁ ଅବସର ନେଲା ବେଳେ ଭୋ ଭୋ କାନ୍ଦିଲେ ପିଲା।
ତାଗିଦ ସତ୍ତ୍ୱେ ଆଡମିଶନ ଦେଉନାହାଁନ୍ତି ଘରୋଇ ସ୍କୁଲ୍ । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ....
ମୋଦିଙ୍କୁ କୁନି ଝିଅର ମନ୍ କି ବାତ୍
କରମା ମୁଦୁଲି ବଣ୍ଡାଘାଟି ପାଇଁ ଗୌରବ ଆଣିଛନ୍ତି ।
ସେଇ କାରଣରୁ ବହି ଆସିବାରେ ଡେରି ହେଉଛି ନା ଅନ୍ୟ କିଛି କାରଣ ଅଛି? ଏହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ତାଙ୍କ ପାଖରେ କୌଣସି ଖବର ନଥିବା କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ।
ଶିକ୍ଷାଦାନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଲାଗି ସରକାର ପ୍ରତିବର୍ଷ ନୂଆ ନୂଆ ପଦକ୍ଷେପ ନେଉଥିବା କହୁଛନ୍ତି ମାତ୍ର ବାସ୍ତବ କ୍ଷେତ୍ରରେ ଫଳ ଶୂନ। ଦେଢମାସ ହେଲା ସ୍କୁଲ ଖୋଲିଲାଣି, ପିଲାଙ୍କ ପାଖରେ ପହଞ୍ଚିନି ଜୀବ ବିଜ୍ଞାନ ଓ ଭୂଗୋଳ ବହି। ନୂଆ ବିଷୟ ସାମିଲ ପାଇଁ ବିଳମ୍ବ ନା ଅନ୍ୟ କାରଣ? ଏହାକୁ ବୋର୍ଡର ଅଜବ ଉତ୍ତର ବଜାରରେ ମିଳୁଛି।
ଜୀବ ବିଜ୍ଞାନରେ କୋଭିଡ୍-୧୯ ଓ ଭୂଗୋଳ ବହିର ସିଲାବସରେ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଦୁଇଟି ନୂଆ ବିଷୟ ସ୍ଥାନ ପାଇଛି । ହେଲେ ଦୁଇ ମାସ ହେବ ପାଠ ପଢ଼ା ଆରମ୍ଭ ହୋଇସାରିଥିଲେ ବି ବହି ବଜାରକୁ ଆସିନି ।
OCS ପ୍ରିଲିମ୍ ପରୀକ୍ଷା ହେବା ନେଇ OPSC ପକ୍ଷରୁ ନୋଟିସ ଜାରି ।