ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ ଓଏଏସ୍ ପ୍ରଶ୍ନପତ୍ର । ଗଲା କ୍ୟାବିନେଟ୍ରେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ ଉତ୍ସାହିତ ତ ଅଛନ୍ତି, ହେଲେ ଦ୍ୱନ୍ଦ୍ୱ ବି କମ୍ ନାହିଁ ।