• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

School Parents Meeting
‘ଅଭିଭାବକ ମିଟିଂ’କୁ ଆସିଲେନି ବାପା ମାଆ, ବର୍ଷାରେ ଛିଡ଼ା ହେଲେ ପିଲା

୧୦ରୁ ୧୫ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଉପସ୍ଥିତ ନଥିଲେ। ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗତକାଲି ବୈଠକରେ ଉପସ୍ଥିତ ନଥିଲେ ଆଜି ପ୍ରିନ୍ସପାଲ ସେମାନଙ୍କୁ ଶ୍ରେଣୀ ଗୃହ ବାହାରକୁ କାଢ଼ି ଦେଇଥିଲେ।

Jee Main Marksheet
JEE ମେନ୍ ପରୀକ୍ଷାର ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ନେଇ CBI ତଦନ୍ତ ନିର୍ଦ୍ଦେଶ

୪ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

competitive exams full forms list
Full Forms List: ସରକାରୀ ଚାକିରି ଖୋଜିବା ପୂର୍ବରୁ ଜାଣିନିଅନ୍ତୁ ଏସବୁର ଫୁଲ୍‌ଫର୍ମ

ଅଧିକାଂଶ ପିଲା ପ୍ରତିଯୋଗିତାମୂଳକ ପରୀକ୍ଷାର ନାମକୁ କେବଳ ସର୍ଟ ଫର୍ମ ଭାବେ ଜାଣନ୍ତି। କଥାବାର୍ତ୍ତାରେ ଆମେ ପ୍ରାୟତଃ ସର୍ଟ ଫର୍ମ ବ୍ୟବହାର କରୁ। କିନ୍ତୁ ଆପଣ ଯଦି କୋଣସି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ସମସ୍ତ ପରୀକ୍ଷାର ଫୁଲ ଫର୍ମ ମଧ୍ୟ ଜାଣିନେବା ଉଚିତ।

Plus Two Exam
ଫେବ୍ରୁଆରୀ ୧୪ରେ ଯୁକ୍ତ ଦୁଇ ପରୀକ୍ଷା, ଜାନୁଆରୀରେ ପ୍ରାକ୍ଟିକାଲ

ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ ପରୀକ୍ଷା । CHSE ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଏନେଇ ଉଲ୍ଲେଖ କରାଯାଇଛି ।

Odisha Secondary teacher association
ରାଜଧାନୀରେ ଗର୍ଜିଲେ ଶିକ୍ଷକ

ପେନସନ ଓ ଚାକିରିରେ ସର୍ତ୍ତାବଳୀ ନେଇ ଆଜିଠାରୁ ତିନି ଦିନ ଯାଏ ଅହୋରାତ୍ର ଧାରଣା ...

Education
ଅଧ୍ୟାପକଙ୍କ ପାଠ ପଢାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ

ଅଧ୍ୟାପକଙ୍କ ପାଠ ପଢାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ଅନଲାଇନ୍‌ ଫିଡବ୍ୟାକ୍‌ ବ୍ୟବସ୍ଥାରେ ଉଚ୍ଚଶିକ୍ଷା ବିଭାଗକୁ ଅଭିଯୋଗ

Education
ପିଲାଙ୍କ ହାତରେ ଅଧ୍ୟାପକଙ୍କ ଦକ୍ଷତା ମୂଲ୍ୟାୟନ !

ଶିକ୍ଷାନୁଷ୍ଠାନ ମାନ ବଢାଇବାକୁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ଲେକଚରଙ୍କ ବିରୋଧରେ ବଢ଼ୁଛି ପିଲାଙ୍କ ନକରାତ୍ମକ ଫିଡ୍ ବ୍ୟାକ୍ ।

Education system in a shamble in this Khariar school due to lack of infrastructure
ଏଇ ସ୍କୁଲରେ ପୁଅ, ଝିଅଙ୍କ ପାଇଁ ଗୋଟିଏ ଶୌଚାଳୟ...

୧୪୨ ପିଲାଙ୍କ ଭବିଷ୍ୟତ କେମିତି ଗଢା ଚାଲିଛି ଦେଖନ୍ତୁ.. ପ୍ରାଥମିକ ଶିକ୍ଷାର ଏଭଳି ବିକଳ ଚିତ୍ର ଦେଖି ଆପଣଙ୍କ ମନରେ ପ୍ରଶ୍ନ ଉଠୁନି କି ଓଡ଼ିଶାର ଭବିଷ୍ୟତ କ’ଣ, ଆଉ ଆମ ଶିକ୍ଷାର ଗତି କୁଆଡ଼େ ?

  • Friday, 11 August 2023
Delhi government
କଠୋର ହେଲେ ଦିଲ୍ଲୀ ସରକାର; ଏଣିକି ସ୍କୁଲରେ ଶିକ୍ଷକ ଓ ପିଲାଙ୍କୁ ମୋବାଇଲ୍‌ ବାରଣ

ଜରୁରୀକାଳୀନ କାର୍ଯ୍ୟ ପାଇଁ ହେଲ୍ପଲାଇନ୍‌ର ବ୍ୟବସ୍ଥା କରିବାକୁ ସରକାର କହିଛନ୍ତି । ନିର୍ଦ୍ଦେଶରେ କୁହାଯାଇଛି ଯେ, ହେଲ୍ପ ଲାଇନ୍‌ ଜରିଆରେ ଅଭିଭାବକମାନେ ସ୍କୁଲ ସହିତ ହୋଗାଯୋଗ କରିପାରିବେ ।

Free textbooks for Class 1 to 8 students of private schools in Odisha
ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପିଲାଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

୩୬୨୦ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ପିଲା ଉପକୃତ ହେବେ। ଏଥିପାଇଁ ବାର୍ଷିକ ୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

odisha government schools class room to be change
ଦରିରେ ବସିବେ, ରଙ୍ଗୀନ ଡେସ୍କରେ ଲେଖିବେ ଛାତ୍ରଛାତ୍ରୀ...ବଦଳିବ ସରକାରୀ ସ୍କୁଲ୍‌ କ୍ଲାସ୍‌ ରୁମ୍‌

ରାଜ୍ୟର ୧୬ଟି ଜିଲ୍ଲାର ସରକାରୀ ସ୍କୁଲ୍‌ ଶ୍ରେଣୀ ଗୃହର ହେବ ନବକଳେବର। ଦରିରେ ବସିବେ ଛାତ୍ରଛାତ୍ରୀ ଏବଂ ରଙ୍ଗୀନ ଡେସ୍କରେ କରିବେ ଲେଖାପଢ଼ା।

Aadhaar
ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ

ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ

Matric Supplementary exam ,
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ, ଫର୍ମଫିଲପ କରିଥିବା ୧୩୧୦ ପିଲାଙ୍କ ମଧ୍ୟରୁ ୪୩୩ ପାସ୍‌

ସେହପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ବି ୬୭୭୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ଅଛି ।

Plus 2 Admission Scam
ବାଦ୍ ପଡ଼ିଲେ ମେଧାବୀ, ନାଁ ଲେଖାଇଲେ କମ୍ ମାର୍କଧାରୀ

ଯୁକ୍ତ ଦୁଇ ଆଡମିଶନରେ ବଡ଼ ହେରଫେର୍ । ବାଦ ପଡିଲେ ମେଧାବୀ, ନାଁ ଲେଖାଇଲେ କମ୍ ମାର୍କ ଧାରୀ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ, ସାମ୍ସର ସ୍ୱଚ୍ଛତା ଉପରେ ସାଂଘାତିକ ପ୍ରଶ୍ନଚିହ୍ନ ବାଲେଶ୍ୱର ଫକୀର ମୋହନ ଜୁନିୟର କଲେଜରୁ ଆସିଛି ଏଭଳି ଅଭିଯୋଗ ।

This school in Cuttack has week off on Friday instead of Sunday
ଅଜବ ସ୍କୁଲ ! ଶୁକ୍ରବାର ବନ୍ଦ ରହୁଛି, ରବିବାର ଖୋଲା

ସରକାରୀ ସ୍କୁଲ୍‌ ହେଲେ ଶୁକ୍ରବାର ଛୁଟି, ରବିବାର ଖୋଲା ରହୁଛି । ପିଲାମାନେ ପାଠ ପଢୁଛନ୍ତି କିନ୍ତୁ ଅଭିଭାବକ ଅସନ୍ତୋଷ ଝାଡୁଛନ୍ତି । ପୂରା ଘଟଣା ଜାଣିଲେ..

  • Friday, 04 August 2023
Another illegal coaching centre surfaces in Malkangiri
ଏମିତି ଜାଗାକୁ ବାପା, ମାଆ ଛାଡ଼ୁଛନ୍ତି କେମିତି ?

ଟିଣ ଘରେ ରହୁଛନ୍ତି.. ବାରଣ୍ଡାରେ ପଢୁଛନ୍ତି.. ଗୁହାଳ ଭଳି ସ୍ଥାନରେ ଚାଲିଛି ପାଠପଢା.. ନା ହୋଇଛି ପଞ୍ଜୀକରଣ ନା ଅଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା..

  • Thursday, 03 August 2023
Education system in a shambles due to lack of infrastructure in Malkangiri
କ’ଣ ଏମିତି ପଢ଼ିବେ, ଏମିତି ବଢ଼ିବେ ପିଲା ?

ମାଲକାନଗିରି ଜିଲ୍ଲାରେ ସଭିଏ ପଢନ୍ତୁ, ସଭିଏ ବଢନ୍ତୁ ନାରା...ଆଉ ମୋ ସ୍କୁଲ୍‌ କେମିତି ଚାଲିଛି ଦେଖନ୍ତୁ

  • Thursday, 03 August 2023
school close
ଏହି ସବୁ ଜିଲ୍ଲାରେ ଆଜି ସ୍କୁଲ ଛୁଟି, ଦେଖି ନିଅନ୍ତୁ ତାଲିକା..

୧୧ ଜିଲ୍ଲାର ସରକାରୀ ଓ ଘରୋଇ ସ୍କୁଲ ଛୁଟି ରହିବ । ସ୍କୁଲ ବନ୍ଦ ଲାଗି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।

Heavy Rainfall In Odisha
ରାଜ୍ୟରେ ବର୍ଷା ବିତ୍ପାତ : ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା

School Close
ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲାରେ ସ୍କୁଲ ଛୁଟି

ବନ୍ଦ ରହିବ ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ।

Inspiring story
କାହା ବାପା ସ୍କୁଲ ଯାଇ ନାହାନ୍ତି ତ କାହା ମା’ ପିଅନ୍, ସମସ୍ୟା ମଧ୍ୟରେ ଏମାନେ ପାଇଛନ୍ତି ସଫଳତା

ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ। ଅଭାବ ଅନଟନ ମଧ୍ୟରେ ସଫଳତାର ସିଡି ଚଢିଛନ୍ତି ଅନେକ।

PLus 2 Science Syllabus
ବଦଳିଲା +୨ ବିଜ୍ଞାନର ସିଲାବସ ଆଉ ପରୀକ୍ଷା ପ୍ରଣାଳୀ

୨୦୨୪ କାଉନସିଲ ପରୀକ୍ଷା ନୂଆ ସିଲାବସ ଅନୁଯାୟୀ ହେବ ।

Odisha Civil Services
ଓସିଏସ୍ ଟପ ଟେନରେ ପୁରୁଷ ଯେତିକି ମହିଳା ସେତିକି,୧୬୪ ମହିଳାଙ୍କ ସହ ୪୩୨ ଜଣ ସଫଳ

ତମାମ ପ୍ରତିକୂଳ ପରିସ୍ଥିତିରେ ବି ସଫଳତା ପାଇଛନ୍ତି ଅନେକ ପରିକ୍ଷାର୍ଥୀ

result
ପ୍ରକାଶ ପାଇଲା OAS ରେଜଲ୍ଟ, ସୁଦେବ କୁମାର ପୃଷ୍ଟି ଟପ୍ପର

ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ, ପ୍ରଣବ ରଂଜନ ସାହୁ ତୃତୀୟ । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ପୁଅ ଏବଂ ୫ ଝିଅ ଅଛନ୍ତି ।

Career tips how to become air hostess
Career Tips: ଏୟାର ହୋଷ୍ଟେସ୍‌ ହେବାକୁ ଚାହୁଁଛନ୍ତି କି…ଆପଣଙ୍କ ପାଇଁ ଟିପ୍ସ

ଯେଉଁମାନେ ବିମାନ ଚଳାଚଳ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବହୁତ ବଡ଼ ସୁଯୋଗ ଅଛି। ଆପଣ ଯଦି ଏଥିପାଇଁ ଇଛୁକ ତେବେ ଏହି ଟିପ୍ସଗୁଡିକ ଉପରେ ନଜର ପକେଇ ନିଅନ୍ତୁ। ଏହା ଆପଣଙ୍କ ଲକ୍ଷ ପୂରଣ କରିବାରେ ସହାୟକ ହେବ।