• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

School Reopening
ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲା

ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲାI କୋଭିଡ୍ ସଂକ୍ରମଣ ଭୟ ଭିତରେ ଆରମ୍ଭ ହେଲା କ୍ଲାସ ରୁମ୍ ପାଠପଢ଼ା, ପିଲାଙ୍କ ମନରେ ଖୁସି ହେଲେ ଶଙ୍କାରେ ଅଭିଭାବକଙ୍କ ମନରେ ଦକ

smart school
ଭିତ୍ତିଭୂମି ଓ ଶିକ୍ଷକ ନଥାଇ ସ୍ମାର୍ଟ ସ୍କୁଲ : ଉଦଘାଟନ୍ ହୋଇଥିବା ୧୦୦ଟି ବିଦ୍ୟାଳୟରେ ୩୦୯ ଶିକ୍ଷକ ପଦବୀ ଫାଙ୍କା

ଜିଲ୍ଲାର ସୁନାମଧନ୍ୟ ସ୍କୁଲ ଡିଏନ ହାଇସ୍କୁଲ, ଯେଉଁଠି ୧୦ ଜଣ ଶିକ୍ଷକ ନାହାନ୍ତି । ସେହିଭଳି ସରକାରୀ ବାଳିକା ହାଇସ୍କୁଲରେ ୧୧ ଜଣ ଶିକ୍ଷକ ନାହାନ୍ତି । ସେହିଭଳି ଏନଏସ ପୋଲିସ ହାଇସ୍କୁଲର ଅବସ୍ଥା ସମାନ । ଏ

Odisha Schools Welcome Back Class 6, 7 Students
ଆଜିଠୁ ଷଷ୍ଠ ସପ୍ତମ ପାଠପଢା ଆରମ୍ଭ

ଆଜିଠୁ ପଢା ହେବ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପାଠପଢା । ପ୍ରାୟ ଦେଢବର୍ଷ ପରେ ସ୍କୁଲ ଯିବାର ସୁଯୋଗ ପାଇବେ ଏହି ଶ୍ରେଣୀ ଛାତ୍ରଛାତ୍ରୀ । କୋଭିଡ କଟକଣା ଭିତରେ ସ୍କୁଲ ଖୋଲିଛି । ଏଥିପାଇଁ କଣ ସବୁ ବ୍ୟବସ୍ଥା ହୋଇଛି ଜାଣନ୍ତୁ ଏହି ଖବରରୁ ।

students
ସ୍କୁଲ୍‌ ଫେରିଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ, ଆରମ୍ଭ ହେଲା କ୍ଲାସ୍‌ରୁମ୍‌ ପାଠପଢ଼ା

ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀରେ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ପ୍ରାୟ ଦେଢ଼ ବର୍ଷ ପରେ ସ୍କୁଲ ଯିବାର ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି।

School
କାଲିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

କାଲିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

School Reopen
ଭିତ୍ତିଭୂମି ନଥିବା ସ୍ଥାନରେ କେମିତି ହେବ ସଂକ୍ରମଣମୁକ୍ତ ଶିକ୍ଷାଦାନ ?

ଭିତ୍ତିଭୂମି ନଥିବା ସ୍ଥାନରେ କେମିତି ହେବ ସଂକ୍ରମଣମୁକ୍ତ ଶିକ୍ଷାଦାନ ? ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ନା ନା ଆଶଙ୍କା । ସ୍କୁଲ ବିଶୋଧନ ସହ ଆଇସୋଲେସନ୍ ରୁମ୍ ପ୍ରସ୍ତୁତି ପାଇଁ ଏସ୍ଓପି ।

school reopen
ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ।

School Reopen
ସଂକ୍ରମଣ କମୁଛି, ତେଣୁ ୧୫ରୁ ଖୋଲିବ ଷଷ୍ଠ-ସପ୍ତମ ଶ୍ରେଣୀ

କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ । ଯେଉଁଥିପାଇଁ ପିଲାମାନେ ଘରେ ବସି ରହିଥିଲେ । ଅବଶ୍ୟ କିଛି ପିଲା ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଥିଲେ । ହେଲେ ସବୁ ପିଲା ଏହାର ସୁଯୋଗ ପାଇପାରୁନଥିଲେ ।

Local Teachers Teach Ho Language To Students At Their Own Expense In Mayurbhanj
କଥା କହିଲେ, ବ୍ୟବହାର କଲେ ସିନା ଭାଷା ବଞ୍ଚିବ

ବଦଳୁଥିବା ସମୟ ଭିତରେ ନିଜ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି ଯୁବ ଶିକ୍ଷକମାନେ.. ହୋ ଭାଷାରେ ଆମ ରାଜ୍ୟରେ ଶିକ୍ଷାଦାନ ବ୍ୟବସ୍ଥା ନାହିଁ..ଏଣୁ ମୟୂରଭଞ୍ଜ ବିଜାତଳାର ରାମଚନ୍ଦ୍ରପୁରରେ ସପ୍ତାହକୁ ଦିନେ ହୋ ଭାଷାର ଶିକ୍ଷାଦାନ କରାଯାଉଛି।

CHSE
ପ୍ଲସ ଟୁ ଅଫଲାଇନ୍ ଫଳ ପ୍ରକାଶନ ଭୁଲିଗଲା କି ସିଏଚ୍ଏସ୍ଇ?

ପରୀକ୍ଷା ସରିବାର ମାସେ ଧରିବାକୁ ବସିଲାଣି ରେଜଲ୍ଟ ବାହାରିବାର ସୋର ଶବ୍ଦ ନାହିଁ। ତାଙ୍କରି ସାଙ୍ଗର ପିଲା ଆଡମିଶନ୍ କରି କ୍ଲାସ୍ କଲେଣି। ହେଲେ ଏମାନେ ଏବେବି ରେଜଲ୍ଟକୁ ଚାହିଁ ଘରେ ବସିଛନ୍ତି

school reopen
ଦୀପାବଳି ପରେ ଖୋଲିବ ଷଷ୍ଠ, ସପ୍ତମ !

ରାଜ୍ୟରେ ଏବେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅଫଲାଇନ୍ ପାଠପଢ଼ା ଗତ ଦେଢ଼ ବର୍ଷ ଧରି ବନ୍ଦ ରହିଛି ।୨୫ ଅକ୍ଟୋବରରୁ ଆରମ୍ଭ ହୋଇଛି ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା।

School reopen
ଦୀପାବଳି ପରେ ଖୋଲିବ ଷଷ୍ଠ, ସପ୍ତମ !

ରାଜ୍ୟରେ ଏବେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅଫଲାଇନ୍ ପାଠପଢ଼ା ଗତ ଦେଢ଼ ବର୍ଷ ଧରି ବନ୍ଦ ରହିଛି ।୨୫ ଅକ୍ଟୋବରରୁ ଆରମ୍ଭ ହୋଇଛି ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା।

Neet Result Published
ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ରେଜଲଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ମୋଟ ୯୮ ହଜାର ଛାତ୍ରଛାତ୍ରୀ କଟ୍ ଅଫ୍ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

NEET Result
NEET Result 2021: ପ୍ରକାଶ ପାଇଲା ରେଜଲ୍ଟ,ନେକ୍ତା ନିୟତେନ୍ଦ୍ର ଓଡ଼ିଶା ଟପ୍ପର

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(NEET) ରେଜଲ୍ଟ ପ୍ରକାଶ ପାଇଛି। ଅଲ୍ ଇଣ୍ଡିଆ ରାଙ୍କ୍‌ରେ ପ୍ରଥମ ସ୍ଥାନରେ ରହିଛନ୍ତି ୩ ଜଣ ପରୀକ୍ଷାର୍ଥୀ। ତେଲେଙ୍ଗାନାର ମୃଣାଳ କୁତେରି, ଦିଲ୍ଲୀର ତନ୍ମୟ ଗୁପ୍ତା, ମହାରାଷ୍ଟ୍ରର କାର୍ତ୍ତିକ ନାୟର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

Reopening Of Schools For Class 1 to 7 students likely after Diwali
ଦୀପାବଳି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ !

ଦୀପାବଳି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଦୀପାବଳି ପରେ ହୋଇପାରେ ନିଷ୍ପତ୍ତି । ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏ ବିଷୟରେ ଅଧିକ ସୂଚନା ଦେଉଛନ୍ତି ଆମ ସିନିୟର ରିପୋର୍ଟର ଜଗଦୀଶ ଦାସ ।

Primary School Students
ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ସମ୍ଭାବନା : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଦୀପାବଳି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଦୀପାବଳି ପରେ ହୋଇପାରେ ନିଷ୍ପତ୍ତି । ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କରୋନା ତୃତୀୟ ଲହର ଆସିବା ସମ୍ଭାବନା କମ ରହିଥିବାରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇପାରେ

UG and PG Classes
ଆରମ୍ଭ ହେବ UG, PG ପାଠପଢ଼ା

ନଭେମ୍ବର ୧ରୁ ପ୍ରଥମ ବର୍ଷ UG କ୍ଲାସ୍‌ ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୫ରୁ ପ୍ରଥମ ବର୍ଷ PG କ୍ଲାସ୍‌ ଆରମ୍ଭ ହେବ। ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପଢ଼ିବେ।

students
ନଭେମ୍ବର ୧ରୁ UG ଓ ୧୫ରୁ PG କ୍ଲାସ୍‌

ନଭେମ୍ବର ୧ରୁ ପ୍ରଥମ ବର୍ଷ UG କ୍ଲାସ୍‌ ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୫ରୁ ପ୍ରଥମ ବର୍ଷ PG କ୍ଲାସ୍‌ ଆରମ୍ଭ ହେବ। ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପଢ଼ିବେ।

class 8th
ଆଜି ମୟୂରଭଞ୍ଜରେ ଚକାଜାମ

ଯେହେତୁ ପିଲା ମାନେ ଟିକା ନେଇନାହାନ୍ତି ତେଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ସେ ଦୃଷ୍ଟିକୋଣରୁ ସାନିଟାଇଜର ଓ ମାସ୍କକୁ କଡ଼ାକଡ଼ା ପାଳନ କରାଯିବ। ସେପଟେ ଲମ୍ବା ସମୟ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଛି।

Counselling for NEET-PG on hold
NEET ପିଜି କାଉନସେଲିଂ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

NEET-ପିଜି କାଉନସେଲିଂ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ OBC ଓ EWS ପାଇଁ ସଂରକ୍ଷଣ ବୈଧତାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ସଂରକ୍ଷଣ ବୈଧତା ନେଇ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। 

8th class Offline Class
ଅଷ୍ଟମ ଶ୍ରେଣୀ ଅଫଲାଇନ୍‌ କ୍ଲାସ ଆରମ୍ଭ

ଯେହେତୁ ପିଲା ମାନେ ଟିକା ନେଇନାହାନ୍ତି ତେଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ସେ ଦୃଷ୍ଟିକୋଣରୁ ସାନିଟାଇଜର ଓ ମାସ୍କକୁ କଡ଼ାକଡ଼ା ପାଳନ କରାଯିବ। ସେପଟେ ଲମ୍ବା ସମୟ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଛି।

Student
ପିଲାଙ୍କ କ୍ୟାରିୟରରେ କରୋନା ମାଡ଼; ଠିକ୍ ସମୟରେ ହୋଇପାରୁନି ପରୀକ୍ଷା, ବାହାରୁନି ରେଜଲ୍ଟ

ପିଲାଙ୍କ କ୍ୟାରିୟର ଉପରେ କରୋନା ମାଡ଼ । ଠିକ୍ ସମୟରେ ହୋଇପାରୁନି ପରୀକ୍ଷା, ବାହାରି ପାରୁନି ରେଜଲ୍ଟ । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନକୁ ନେଇ ବି ବିବାଦ ।

CBSE term 1 Exam
ଆରମ୍ଭ ହେବ ନବମ ଶ୍ରେଣୀର ପ୍ରଥମ ସମ୍ମେଟିଭ୍ ପରୀକ୍ଷା

ଆସନ୍ତା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀର ପ୍ରଥମ ସମ୍ମେଟିଭ୍ ପରୀକ୍ଷା । ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Class 11 To Reopen In Odisha
କରୋନା କଟକଣା ମଧ୍ୟରେ ଆଜିଠୁ ଖୋଲିଲା ଏକାଦଶ ଶ୍ରେଣୀ

କରୋନା କଟକଣା ମଧ୍ୟରେ ଆଜିଠୁ ଖୋଲିଲା ଏକାଦଶ ଶ୍ରେଣୀ, ୧୮ ମାସ ପରେ କ୍ଲାସ୍‌କୁ ଆସିଲେ ପିଲା। କଲେଜକୁ ଆସି ବହୁତ ଖୁସି ଲାଗୁଛି ବୋଲି କହିଲେ ପିଲା

CBSE Class 10, 12 Exams 2022 | Board Releases Term 1 Date Sheet, Check Details
ନଭେମ୍ବର ୩୦ରୁ CBSE ଦଶମ ଟର୍ମ-୧

ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷାସୂଚୀ I ୯୦ ମିନିଟର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପଢ଼ିବାକୁ ୨୦ ମିନିଟ ମିଳିବ