• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Offline Exams

CHSE Exams
ଦୁଇ ବର୍ଷ ପରେ ଏକଜାମ୍ ସେଣ୍ଟରରେ ବସିଲେ ପିଲା

ହାତରେ ଆଡମିଟ୍ କାର୍ଡ, ମୁହଁରେ ମାସ୍କ ପରୀକ୍ଷା କେନ୍ଦ୍ର ବାହାରେ ଛାତ୍ରଛାତ୍ରୀଙ୍କ ଲମ୍ବା ଧାଡି। ୨ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ମହାମାରୀ କରୋନାର ଦାଉ କମିବା ପରେ ପ୍ରଥମ ବୋର୍ଡ ଏଗଜାମ୍। ଏଥିପାଇଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ କମ୍ ନଥିଲା ଉତ୍କଣ୍ଠା। 

Offline Exams
ଘୋଷଣା ହୋଇନି ତାରିଖ, ବଢୁଛି ପିଲାଙ୍କ ଟେନ୍‌ସନ୍

କେବେ ହେବ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା? ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ । କ୍ୟାରିୟରକୁ ନେଇ ଉପୁଜୁଛି ଦ୍ୱନ୍ଦ୍ୱ । ସରକାର ଆସନ୍ତା ୭ ତାରିଖରୁ ସ୍କୁଲ୍, କଲେଜ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏହା ଯେତିକି ଆଶ୍ୱାସନା ଦେଇଛି ତାଠାରୁ ବେଶୀ ଚିନ୍ତା ବଢାଇଲାଣି ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ।

+2 Exam
କରୋନା କାଳରେ ପାଠ ପଢା ହୋଇନି, ଆମେ ପରୀକ୍ଷା ଦେବୁ କେମିତି?

କରୋନା କାଳରେ ପାଠ ପଢା ହୋଇନି, ଆମେ ପରୀକ୍ଷା ଦେବୁ କେମିତି? ଆମର ଦାବି ପୂରଣ ହେଉ, ଯୁକ୍ପତ ଦୁଇ ପରୀକ୍ଷା ବାତିଲ ହେଉ ଦାବିରେ କମ୍ପିଲା ରାଜଧାନୀ

+2 Exam
ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ଦାବିରେ ତେଜୁଛି ଛାତ୍ର ଅଶାନ୍ତି

ରାଜ୍ୟର କୋଭିଡ୍ ସ୍ଥିତି ସୁଧୁରିବା ପରେ କଲେଜ ଖୋଲି ପାଢପଢା ଆରମ୍ଭ ହୋଇଥିଲା । ମାତ୍ର ଓମିକ୍ରନ ଭୟ ବଢିବା ପରେ ଗତ ୧୦ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଥିଲା । ଫଳରେ ସିଲାବସ୍‌ର ୭୦ ପ୍ରତିଶତ ଏଯାଏଁ ଶେଷ ହୋଇନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ରହିଛି ।

UG-PG Exams
ଏବେ ପରୀକ୍ଷା ହେବ ଅଫ୍ ଲାଇନ୍

ବଢି ଚାଲିଛି ଓମିକ୍ରନ୍। ସେ ସମୟରେ ଅନ୍ ଲାଇନ୍ ଛାଡି ଅଫ୍ ଲାଇନରେ ପରୀକ୍ଷା ନେଇ ଅଣ୍ଟା ଭିଡିଲେଣି ସରକାର।