Advertisment

କୋଭିଡ୍ କଟକଣା ଭିତରେ ସ୍କୁଲ୍ ଖୋଲିବା ନେଇ ଦେଖାଦେଇଛି ସମ୍ଭାବନା

କିଭଳି ସ୍କୁଲ୍‌ ଖୋଲାଯିବ ସେ ସଂପର୍କରେ ମତାମତ ଦେବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ୍ ମାଣ୍ଡଭୀୟ ନ୍ୟାସ୍‌ନାଲ୍‌ ଏକ୍ସପର୍ଟ ଗ୍ରୁପ୍‌କୁ କହିଛନ୍ତି ।

author-image
Satyendu Shekher Mishra

କୋଭିଡ୍ କଟକଣା ଭିତରେ ସ୍କୁଲ୍ ଖୋଲିବା ନେଇ ଦେଖାଦେଇଛି ସମ୍ଭାବନା। ଏନେଇ କେନ୍ଦ୍ର ସରକାର ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରିକରିବା ସମ୍ଭାବନା ରହିଛି। ତେବେ କିଭଳି ସ୍କୁଲ୍‌ ଖୋଲାଯିବ ସେ ସଂପର୍କରେ ମତାମତ ଦେବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ୍ ମାଣ୍ଡଭୀୟ ନ୍ୟାସ୍‌ନାଲ୍‌ ଏକ୍ସପର୍ଟ ଗ୍ରୁପ୍‌କୁ କହିଥିବା ସୂଚନା ମିଳିଛି । 

Advertisment
COVID-19 Corona Omicron
Advertisment
Advertisment