• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

students
ସରକାରୀ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ୍‌, ଇଂଜିନିୟରିଂରେ ୧୫% ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ସରକାରୀ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ୍‌ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ୧୫% ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମେଡିକାଲ୍‌ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ୧୫% ସଂରକ୍ଷଣ ନେଇ କିଛିଦିନ ତଳେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା। ହାଇ ପାଓ୍ୱାର କମିଟିର ସୁପାରିଶ ଅନୁସାରେ ବିଧାନସଭାରେ ସଂକଳ୍ପ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ସଂକଳ୍ପ […]

  • Tuesday, 13 July 2021
placement
ସଙ୍କଟ ସମୟରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମିଳିଲା ନିଯୁକ୍ତି

ଚଣ୍ଡିଗଡ଼ : କରୋନା କାଳରେ ସରକାରୀ ଚାକିରି ପାଇବା ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି । ବେସରକାରୀ ଚାକିରି ଟିଏ ପାଇଲେ, ସେତିକିରେ ଖୁସି ହେବାକୁ ପଡ଼ୁଛି । ତାଲାବନ୍ଦ ସମୟରେ ଅନେକ ଛୋଟଛୋଟ କମ୍ପାନୀ ବନ୍ଦ ହୋଇଯିବାକୁ ହଜାର ହଜାର ଲୋକ ଚାକିରି ହରାଇ ଘରେ ବସିଛନ୍ତି । ଯାହାର ସଠିକ ସଂଖ୍ୟା ନା ସରକାରଙ୍କ ପାଖରେ ଅଛି ନା କୌଣସି ସଂସ୍ଥା ପାଖରେ । ‌ଏପରିସ୍ଥଳେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏକ ପ୍ରେରଣା ଭରିବା ଭଳି […]

  • Tuesday, 13 July 2021
lecture
ଓଡ଼ିଶାରେ ଅଧ୍ୟାପକଙ୍କ ପାଇଁ ବାହାରିଲା ନିଯୁକ୍ତି, ଦରମା ୪୪ ହଜାରରୁ ଅଧିକ ଟଙ୍କା

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ୯୭୨ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ State Selection Board (SSB) ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ଆହ୍ୱାନ କରୁଛି। ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ସାଇଟ୍‌ http://www.ssbodisha.nic.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅଧ୍ୟାପକ ପଦବୀ ପାଇଁ ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ କେବଳ ଅନ୍‌ଲାଇନ୍‌ରେ ହିଁ ଆବେଦନ କରିପାରିବେ।ଦରମା ୪୪,୯୦୦ ଟଙ୍କା-୧,୪୨,୪୦୦(ମାଟ୍ରିକ୍ସ ଲେଭଲ୍‌ ୧୦ ଅନୁସାରେ) ରହିଛି। ଅନ୍‌ଲାଇନ୍‌ ଆପ୍ଲିକେସନ୍ […]

  • Tuesday, 13 July 2021
pgt
କେନ୍ଦ୍ରୀୟ ବିଦ୍ୟାଳୟ ନିଯୁକ୍ତି ୨୦୨୧: PGT, TGT ପଦବୀ ପାଇଁ ଆବେଦନ କରନ୍ତୁ  

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ର ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହା ପ୍ରାର୍ଥୀଙ୍କ ଠାରୁ PGT, TGT, PRT ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ ସୁଯୋଗ ପ୍ରଦାନ କରୁଛି । ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଦ୍ୟାଳୟ ୨୦୨୧-୨୦୨୨ ବର୍ଷ ପାଇଁ ପାର୍ଟ ଟାଇମ୍ ଚୁକ୍ତିଭିତ୍ତିକ ଶିକ୍ଷକ ଭାବରେ ନିଯୁକ୍ତି ଏବଂ ବିଭିନ୍ନ ପଦବୀ ପାଇଁ ପ୍ୟାନେଲ୍ ପ୍ରସ୍ତୁତି କରି ସାକ୍ଷାତକାର ପରିଚାଳନା କରିବ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ସାକ୍ଷାତକାର ଦେବା […]

  • Tuesday, 13 July 2021
students
ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୦: ସରକାର ଆଇପିଏସ୍ ଅଧିକାରୀଙ୍କ ନିଯୁକ୍ତିକୁ ୧୫୦ ରୁ ୨୦୦ କୁ ବୃଦ୍ଧି କରିଛନ୍ତି

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷା (CSE) ୨୦୨୦ରୁ ଭାରତୀୟ ପୋଲିସ ସେବା ଅଧିକାରୀଙ୍କ ନିଯୁକ୍ତି ସଂଖ୍ୟା ୧୫୦ ରୁ 200 କୁ ବୃଦ୍ଧି କରାଯାଇଛି ବୋଲି ବୁଧବାର ଲୋକସଭାକୁ ସୂଚନା ଦିଆଯାଇଛି। ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, IAS ପାଇଁ, ବସୱାନ୍ କମିଟିର ସୁପାରିଶ ଅନୁଯାୟୀ ଏବଂ ଦକ୍ଷ ଅଧିକାରୀଙ୍କ ଅନୁମୋଦନ କ୍ରମେ CSE-2012 ପରଠାରୁ ପ୍ରତିବର୍ଷ CSE ମାଧ୍ୟମରେ 180 IAS ଅଧିକାରୀ ନିଯୁକ୍ତ ହୁଅନ୍ତି।ଆଇପିଏସ୍ ପାଇଁ CSE-2009 […]

  • Tuesday, 13 July 2021
ug
UG ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲଘୁଦକ୍ଷତା : UGC ଫ୍ରେମ୍ ପାଠ୍ୟକ୍ରମ, ଡ୍ରାଫ୍ଟ ମାନୁଆଲ୍ ଗାଇଡଲାଇନ୍ ପ୍ରକାଶିତ 

ଭୁବନେଶ୍ୱର: ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନଙ୍କୁ ଲଘୁ କୌଶଳ ପ୍ରଦାନ କରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଲାଇଫ୍ ସ୍କିଲ୍ସ (ଜୀବନ କୌଶଳ ) ଉପରେ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଛାତ୍ରମାନଙ୍କୁ ଲଘୁ କୌଶଳ ପ୍ରଦାନ UGC ଗୁଣାତ୍ମକ ମାନ ବୃଦ୍ଧି କରିବାର ଦଶଟି ପଦକ୍ଷେପ ମଧ୍ୟରୁ ଅନ୍ୟତମ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। UGC ଅନୁଯାୟୀ, ନୂତନ ପାଠ୍ୟକ୍ରମ ହେଉଛି ପ୍ରାୟ 120 ଘଣ୍ଟା ପାଇଁ 8 କ୍ରେଡିଟ୍ ପାଠ୍ୟକ୍ରମ । ଏଥିରେ ଚାରୋଟି […]

  • Tuesday, 13 July 2021
phd
M.Phil, Phd ଛାତ୍ରଛାତ୍ରୀ ମାନଙ୍କ ପାଇଁ UGCର ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି, ସମ୍ପୂର୍ଣ୍ଣ ଅପଡେଟ ଯାଞ୍ଚ କରନ୍ତୁ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପୁଣିଥରେ ପିଏଚଡି ଏବଂ ଏମ ଫିଲ ସ୍କୋଲାର ମାନଙ୍କ ପାଇଁ ଥେସିସ ଦାଖଲ କରିବାର ସମୟସୀମା ବୃଦ୍ଧି କରିଛି। ବିଜ୍ଞପ୍ତି ଅନୁଯାୟୀ, ଟର୍ମିନାଲ୍ M.Phil, Phd ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥେସିସ ଦାଖଲ କରିବାର ସମୟସୀମା ପୁନର୍ବାର ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରିସର୍ଚ୍ଚ ସ୍କୋଲାର ମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ସମୟସୀମା ବୃଦ୍ଧି କରାଯାଇଛି। “ରିସର୍ଚ୍ଚ ସ୍କୋଲାର ମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ୩୦.୦୬.୨୦୨୧ ଠାରୁ […]

  • Tuesday, 13 July 2021
post office
ଭାରତୀୟ ଡାକସେବା ବିଭାଗ ନିଯୁକ୍ତି ୨୦୨୧: ୨୫୦୦ରୁ ଅଧିକ ପଦବୀ ଖାଲି, ଆବେଦନ କରନ୍ତୁ

ଭାରତୀୟ ଡାକ ସେବା କେରଳ ଛତିଶଗଡ ସର୍କଲରେ ଗ୍ରାମିନ ଡାକ ସେବକର ଅନେକ ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟତା ଥିବା ଇଚ୍ଛୁକ ବ୍ୟକ୍ତିମାନେ ଏପ୍ରିଲ୍ ୭, ୨୦୨୧ ରେ କିମ୍ବା ଏହା ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଭାରତୀୟ ଡାକ ସେବା ନିଯୁକ୍ତି ୨୦୨୧ ଚାକିରି ପ୍ରୋଫାଇଲ୍: ଶାଖା ପୋଷ୍ଟମାଷ୍ଟର (ବିପିଏମ୍): ଶାଖା ପୋଷ୍ଟ ମାଷ୍ଟରଙ୍କ ଚାକିରି ପ୍ରୋଫାଇଲରେ ଶାଖା ପୋଷ୍ଟ ଅଫିସ୍, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ […]

  • Tuesday, 13 July 2021
IBPS
ଆଇବିପିଏସ୍ ନିଯୁକ୍ତି ୨୦୨୧:CRP RRBs IX ଅଫିସର ସ୍କେଲ୍ I ଫଳାଫଳ ଘୋଷଣା

ଯେଉଁମାନେ ଉକ୍ତ ଆଇବିପିଏସ୍ CRP RRBs IX ଅଧିକାରୀ ସ୍କେଲର ପରୀକ୍ଷା ଦେଇଥିଲେ, ସେମାନେ IBPS ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) CRP RRBs IX ଅଧିକାରୀ ସ୍କେଲ୍ ପରୀକ୍ଷାର ମୁଖ୍ୟ ଏବଂ ସାକ୍ଷାତକାର ପରୀକ୍ଷା ଫଳାଫଳ ଘୋଷଣା କରିଛିhttps://www.bhaskar.com/ । ଆଇବିପିଏସ୍ ଆରଆରବି ଅଫିସର ସ୍କେଲ୍ ପରୀକ୍ଷା ଫଳାଫଳ କିପରି ଯାଞ୍ଚ କରିବେ ତାହା ଏଠାରେ ଅଛି: Ibps.in ରେ […]

  • Tuesday, 13 July 2021
AIIMS-Nagpur
AIIMS ନିଯୁକ୍ତି ୨୦୨୧ : ଗ୍ରୁପ୍ ଏ ପୋଷ୍ଟ ପାଇଁ ଆବେଦନ କରନ୍ତୁ 

ନାଗପୁର: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS), ନାଗପୁର ପ୍ରତ୍ୟକ୍ଷ ନିଯୁକ୍ତି ଆଧାରରେ ବିଭିନ୍ନ ଅଧ୍ୟାପକ (ଗ୍ରୁପ୍ ଏ) ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି। AIIMS, ନାଗପୁର ପାଇଁ ଅଧ୍ୟାପକ ପଦଗୁଡିକର ନିମ୍ନଲିଖିତ ବ୍ୟାକ୍ଲଗ୍ ଥିବା ଖାଲି ପଦବୀ ପାଇଁ ଭାରତୀୟ ନାଗରିକ ଅବା ନାଗରିକତା ଅଧିନିୟମ, ୧୯୫୫ର ଧାରା ୭A ଅନୁଯାୟୀ ଓଭରସିଜ୍ ସିଟିଜେନ୍ସ ଅଫ୍ ଇଣ୍ଡିଆ (OCI) କାର୍ଡଧାରୀ ଭାବରେ ପଞ୍ଜୀକୃତ ହୋଇଥିବା ନାଗରିକ / ବ୍ୟକ୍ତି  ଆବେଦନ […]

  • Tuesday, 13 July 2021
exam
ନିର୍ଦ୍ଧାରିତ‌ ସମୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ନେଇ ତତ୍ପରତା

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶରେ ଯେପରି ବାଧା ନ ଉପୁଜିବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜୁନ୍ ୧ରୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହୋଇଥିଲେ ବି କରୋନା ଲାଗି ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଥିବାରୁ ଏହା ପ୍ରଭାବିତ ହେଉଛି। ଖାତା ଦେଖା କେନ୍ଦ୍ରକୁ ସପ୍ତାହାନ୍ତ(ପ୍ରତି ଶନିବାର ଓ ରବିବାର) ସଟଡାଉନ୍‌ କଟକଣାରୁ ବାହାରେ ରଖିବା ଲାଗି ବିଭାଗର ପ୍ରମୁଖ ସଚିବ ଚିତ୍ରା […]

  • Tuesday, 13 July 2021
cbse
ଦଶମ , ଦ୍ୱାଦଶ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତରଣ ପ୍ରମାଣପତ୍ର ପ୍ରଦାନ ପାଇଁ CBSE ନିୟମରେ ପରିବର୍ତ୍ତନ

ଭୁବନେଶ୍ୱର: X, XII ବୋର୍ଡ ପରୀକ୍ଷା ସମାପ୍ତ ହେବା ପରେ ଛାତ୍ରମାନଙ୍କୁ ସ୍ଥାନାନ୍ତରଣ ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି । ସର୍ବଶେଷ ନିଷ୍ପତ୍ତି ଅନୁଯାୟୀ, ବୋର୍ଡ ବର୍ତ୍ତମାନ ଛାତ୍ରମାନଙ୍କୁ ଡିଜି ଲକରରେ ସ୍ଥାନାନ୍ତରଣ ପ୍ରମାଣପତ୍ରର ସିଫ୍ଟ କପି ଯୋଗାଇବା ପାଇଁ ଏକ ଭିତ୍ତିଭୂମି ପ୍ରସ୍ତୁତ କରିଛି। “ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ସ୍ଥାନାନ୍ତରଣ ପ୍ରମାଣପତ୍ରର ହାର୍ଡ କପି କେବଳ ସେହି ଛାତ୍ରମାନଙ୍କୁ ଦିଆଯିବ […]

  • Tuesday, 13 July 2021
unesco
ବାଳିକା ଓ ମହିଳା ଶିକ୍ଷା ପାଇଁ ୟୁନେସ୍କୋ ପୁରସ୍କାର, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର:  ୟୁନେସ୍କୋ ପୁରସ୍କାରର 2021 ସଂସ୍କରଣ ରେ ବାଳିକା ଏବଂ ମହିଳା ଶିକ୍ଷା ପାଇଁ ୟୁନେସ୍କୋ ନାମାଙ୍କନ ପତ୍ର ଆମନ୍ତ୍ରଣ କରିଛି ଯାହା ବାଳିକା ଏବଂ ମହିଳା ଶିକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ଦୁଇ ବିଜେତାଙ୍କୁ ପ୍ରଦାନ କରାଯିବ। ଏହି ଦୁଇ ବିଜେତା ପ୍ରତ୍ୟେକେ  50,000 ଆମେରିକୀୟ ଡଲାର ପୁରସ୍କାର ପାଇବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନାମାଙ୍କନଗୁଡିକ ଆସନ୍ତା 15, 2021 ସୁଦ୍ଧା ୟୁନେସ୍କୋ (INCCU) ସହିତ ଇଣ୍ଡିଆନ ନ୍ୟାସନାଲ କମିଶନ ଫର କୋପରେସନ […]

  • Tuesday, 13 July 2021
ntpc
NTPC ନିଯୁକ୍ତି 2021:  ୨୩୦ ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ

ନୂଆଦିଲ୍ଲୀ: ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (ଏନଟିପିସି) ରେ ୨୩୦ଟି ପଦବୀ ପାଇଁ ଆବେଦନ କରିବାର ସୁଯୋଗ ଆସନ୍ତା ଗୋଟିଏ  ଦିନରେ  ଶେଷ ହେବାକୁ ଥିବାବେଳେ ଆଗ୍ରହୀ ପ୍ରାର୍ଥୀମାନେ ଶେଷ ଦିନକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ । ଏହାର ବିଭିନ୍ନ ଷ୍ଟେସନ ଏବଂ ପ୍ରୋଜେକ୍ଟ ପାଇଁ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ସ (ଇଓ ଗ୍ରେଡ୍) ଏବଂ ଆସିଷ୍ଟାଣ୍ଟ କେମିଷ୍ଟ (ଇଓ ଗ୍ରେଡ୍) ପଦବୀ ପାଇଁ NTPC ଆବେଦନପତ୍ର ଆମନ୍ତ୍ରଣ କରିଛି। ଆବେଦନ ପାଇଁ ଶେଷ ତାରିଖ […]

  • Tuesday, 13 July 2021
opsc, File Pic for Representational Purpose
OPSC Recruitment 2021: ଖାଲି ପଡ଼ିଥିବା ଗ୍ରୁପ୍‌-ବି ପଦବୀ ପାଇଁ ଆବେଦନ କରନ୍ତୁ

ଭୁବନେଶ୍ୱର:  ଗୃହ ବିଭାଗ ଅଧୀନ ରାଜ୍ୟ ଫୋରେନସିକ୍ ସାଇନ୍ସ ସେବା ସଂଗଠନରେ ଖାଲିଥିବା Scientific Officer ଗ୍ରୁପ୍ ବି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛକ ପ୍ରାର୍ଥୀ ତୁରନ୍ତ ଆବେଦନ କରିବା ପାଇଁ ଓଡିଶା ଜନସେବା ଆୟୋଗ (OPSC) ପକ୍ଷରୁ କୁହାଯାଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୪ ତାରିଖ ୨୦୨୧ ରୁ  ଏପ୍ରିଲ ୫ ତାରଖ ୨୦୨୧ଭିତରେ ଆବେଦନ କରିପାରିବେ।   OPSC- opsc.gov.in ର ଅଫିସିଆଲ୍ ୱେବସାଇଟ୍ ରେ ଅନଲାଇନ୍ ମୋଡରେ  […]

  • Tuesday, 13 July 2021
high court
ଓଡ଼ିଶା ହାଇକୋର୍ଟରେ ପୂରଣ ହେବ ୨୦୨ ASO ପଦବୀ, ତୁରନ୍ତ ଆବେଦନ କରନ୍ତୁ

ପଦବୀର ନାଁ- ଗ୍ରୁପ୍‌-ବି କ୍ୟାଟେଗୋରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ସଂଖ୍ୟା-୨୦୨ ଆବେଦନ ତାରିଖ-୨୦୨୧, ଫେବ୍ରୁଆରୀ ୧୮ ତାରିଖ ଆବେଦନର ଶେଷ ତାରିଖ-୨୦୨୧, ମାର୍ଚ୍ଚ ୨୦ ତାରିଖ କଟକ: ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ଗ୍ରୁପ୍‌-ବି କ୍ୟାଟେଗୋରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅନ୍ ଲାଇନ୍‌ରେ ଆବେଦନ କରିପାରିବେ ବୋଲି ଫେବ୍ରୁଆରୀ ୧୭ ତାରିଖ ଜାରି ଏକ ନୋଟସ୍‌ରେ ସୂଚନା ଦିଆଯାଇଛି। ନୋଟିସ୍‌ରେ ଦିଆଯାଇଥିବା ତଥ୍ୟ […]

  • Tuesday, 13 July 2021
bput exam
ଘରେ ରହି ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ରାଉରକେଲା: କରୋନା ପାଇଁ ଅନ୍‌ଲାଇନ୍‌ରେ ହେବ ବିପିୟୁଟି ଫାଇନାଲ୍ ସେମିଷ୍ଟର ପରୀକ୍ଷା। ଏ ନେଇ ରାଉରକେଲା ସ୍ଥିତ ବିପିୟୁଟି ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି। ବିପିୟୁଟିର ସବୁ ଫାଇନାଲ୍ ସେମିଷ୍ଟର ପରୀକ୍ଷା ହୋମ୍ ବେସ୍‌ଡ୍‌ ହେବ। ସମସ୍ତ ଛାତ୍ରଛାତ୍ରୀମାନେ ଘରେ ରହି ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେବେ। ଏ ନେଇ ବିପିୟୁଟି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଛାତ୍ରଛାତ୍ରୀମାନେ ଉପକୃତ ହେବେ। ଜୁଲାଇ ୯ରୁ ପରୀକ୍ଷା […]

  • Tuesday, 13 July 2021
students
ପିଜି ଓ ୟୁଜି ସିଲାବସ୍‌ରେ ରହିବ ‘ସେଲ୍ଫ ଷ୍ଟଡି’ କୋର୍ସ

ଭୁବନେଶ୍ୱର: ପିଜି ଓ ୟୁଜି ସିଲାବସ୍‌ରେ ୨୫ ପ୍ରତିଶତ ‘ସେଲ୍ଫ ଷ୍ଟଡି’ କୋର୍ସ ରହିବ। ଆସନ୍ତା ଶିକ୍ଷାବର୍ଷରୁ ପୋଷ୍ଟ୍‌ ଗ୍ରାଜୁଏଟ ଏବଂ ଅଣ୍ଡର୍‌ ଗ୍ରାଜୁଏଟରେ ସେଲ୍ଫ ଷ୍ଟଡି କୋର୍ସ ଲାଗୁ ହେବ। ଫଳରେ ଘରେ ରହି ଅନ୍‌ଲାଇନ୍‌ରେ ପଢ଼ିପାରିବେ ଛାତ୍ରଛାତ୍ରୀ। ଏ ନେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଆବଶ୍ୟକ ସହଯୋଗ କରିବେ। ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟେଷ୍ଟ ବୁକ୍ ଯୋଗାଇ ଦେବେ। ଏପରିକି ଯେଉଁ ପିଲାମାନଙ୍କର ପାଠ୍ୟପୁସ୍ତକ ଅଧ୍ୟୟନ ବେଳେ କିଛି ଅସୁବିଧା […]

  • Tuesday, 13 July 2021
exam
ଯୁକ୍ତ ୨ ପରୀକ୍ଷା: ଶ୍ରେଣୀଗୃହ ବ୍ୟତୀତ ରିଡିଂରୁମ, କମନ୍‌ ରୁମ୍‌ରେ ହୋଇପାରିବ ପରୀକ୍ଷା

ଭୁବନେଶ୍ୱର: ବାକିଥିବା ଯୁକ୍ତ ୨ ପରୀକ୍ଷାକୁ ନେଇ ଏବେ ଚିନ୍ତା ଦେଖାଦେଇଛି। ବାକି ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ CHSE ପକ୍ଷରୁ ଡାଟା ମଗାଯାଇଛି। ପ୍ରତି ପରୀକ୍ଷା କେନ୍ଦ୍ରରେ ଏକାଥରକେ କେତେ ସଂଖ୍ୟକ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେଇ ପାରିବେ, ଏହାର ଡାଟା ପ୍ରସ୍ତୁତ କରି ଆସନ୍ତା ୧୮ ତାରିଖ ସୁଦ୍ଧା ଦେବାକୁ କୁହାଯାଇଛି। ଏଥିରେ ଶ୍ରେଣୀଗୃହ ବ୍ୟତୀତ ରିଡିଂରୁମ, କମନ୍‌ ରୁମ୍‌କୁ ମଧ୍ୟ ପରୀକ୍ଷା ହଲ୍‌ ଭାବେ ଗଣା ଯାଇପାରିବ ବୋଲି କୁହାଯାଇଛି। ଯଦି […]

  • Tuesday, 13 July 2021
exam
ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର: ବାତିଲ୍ ହେବନି ବିପିୟୁଟି ଅଷ୍ଟମ ସେମିଷ୍ଟର ପରୀକ୍ଷା। ଜୁଲାଇ ପ୍ରଥମରୁ ଦ୍ଵିତୀୟ ସପ୍ତାହ ମଧ୍ୟରେ ଅନ୍‌ଲାଇନ୍‌ରେ BPUT ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ ନଚେତ୍‌ କଲେଜ ଖୋଲିଲେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ଅନ୍‌ଲାଇନ୍‌ ପରୀକ୍ଷା ପାଇଁ ଜିଲ୍ଲା ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ। ତେବେ ଛାତ୍ରଛାତ୍ରୀମାନେ କେଉଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସେ ନେଇ ଅପ୍‌ସନ୍‌ ମଧ୍ୟ ବାଛି ପାରିବେ। ଏ ନେଇ […]

  • Tuesday, 13 July 2021
exam
ଘରେ ରହି ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ଘଣ୍ଟାକ ପୂର୍ବରୁ ପ୍ରଶ୍ନପତ୍ର ପଠାଯିବ

କୋରାପୁଟ: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶେଷ ସେମିଷ୍ଟର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୬ରୁ ଜୁଲାଇ ୨୭ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ପରୀକ୍ଷା ହେବ ଏବଂ ଛାତ୍ରଛାତ୍ରୀମାନେ ଘରେ ରହି ଏହି ପରୀକ୍ଷା ଦେବେ। ପରୀକ୍ଷା ଆରମ୍ଭ ହେବାର ୧ ଘଣ୍ଟା ପୂର୍ବରୁ ଗୁଗୁଲ୍‌ ଫର୍ମସ, ହ୍ୱାଟ୍ସଆପ୍‌, ଇ-ମେଲ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ନିକଟକୁ ପ୍ରଶ୍ନପତ୍ର ପଠାଯିବ। ଯଦି ଆବଶ୍ୟକ ହୁଏ, ତେବେ ଛାତ୍ରଛାତ୍ରୀମାନଙ୍କୁ ଫୋନ୍‌ରେ ପ୍ରଶ୍ନ ଡକାଯିବ। ପରୀକ୍ଷାର ଅବଧି ତିନି […]

  • Tuesday, 13 July 2021
students
ବନ୍ଦ ହେବ ରାଜ୍ୟର ୩ ଡିଗ୍ରୀ କଲେଜ

ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟର ୩ଟି ଡିଗ୍ରୀ କଲେଜ‌। ସେହିପରି ୧୦ଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଜୋନ୍‌ର ଏହି ୧୩ଟି ଡିଗ୍ରୀ କଲେଜରେ ଲଗାତର ୩ ବର୍ଷ ଧରି ୨୫ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ଆଡମିଶନ ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ […]

  • Tuesday, 13 July 2021
matric exam
ଘୁଞ୍ଚିଲା ମାଟ୍ରିକ୍‌ ଖାତାଦେଖା

ଭୁବନେଶ୍ୱର: ଘୁଞ୍ଚିଲା ମାଟ୍ରିକ୍‌ ଖାତାଦେଖା। ମହାବାତ୍ୟା ‘ଅମ୍ପନ୍‌’ ଯୋଗୁ ମାଟ୍ରିକ୍ ଖାତାଦେଖାକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୨୦ ତାରିଖରେ ମାଟ୍ରିକ୍‌ ଖାତାଦେଖା ଆରମ୍ଭ ହୋଇଥାନ୍ତେ। ହେଲେ ଏହା ପରିବର୍ତ୍ତେ ମେ’ ୨୧ରୁ ମାଟ୍ରିିକ୍ ଖାତାଦେଖା ହେବ। ଘରଠୁ ୧୦ କିଲୋମିଟର ଭିତରେ ମାଟ୍ରିକ୍ ଖାତା ଦେଖିବେ ଶିକ୍ଷକ। ୬୦ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର‌ ମୂଲ୍ୟାୟନ ହେବ। ସେହିପରି +୨ ବାକିଥିବା ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ସରିବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର […]

  • Tuesday, 13 July 2021
exam
ସେପ୍ଟେମ୍ବର ୧୨ ତାରିଖରେ NEET (UG)- ୨୦୨୧

ସେପ୍ଟେମ୍ବର ୧୨ ତାରିଖରେ NEET (UG)- ୨୦୨୧ । କୋଭିଡ୍ କଟକଣା ଭିତରେ ସାରା ଦେଶରେ ହେବ ପରୀକ୍ଷା । କାଲି ଅପରାହ୍ନ ୫ଟାରୁ ଅନଲାଇନ୍‌ରେ ଆବେଦନ ।