• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Youth Injured In Murderous Attack Near Congress Bhawan In Bhubaneswar
କଂଗ୍ରେସ ଭବନ ଆଗରେ ମରଣାନ୍ତକ ଆକ୍ରମଣ

ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକ ଭୁବନେଶ୍ୱର କଂଗ୍ରେସ ଭବନ ସାମ୍ନାରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି.. ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାରତ.

Petrol Bomb
କଂଗ୍ରେସ ଭବନରେ ପେଟ୍ରୋଲ ବୋମା ମାଡ଼

ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପେଟ୍ରୋଲ ବୋମାମାଡ କରିଥିବା ଜଣାପଡ଼ିଛି । ଏଥିରେ କଂଗ୍ରେସ ଭବନରେ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ ।

deadbody-
ଦୁଷ୍କର୍ମ ନୁହେଁ ବରଂ କରେଣ୍ଟ ଯୋଗୁଁ ଯୁବତୀଙ୍କ ଗଲା ପ୍ରାଣ

ମିଛ ମୃତ୍ୟୁ ମାମଲା ରଚିଥିଲେ ପରିବାର ଲୋକେ, କିନ୍ତୁ ସତର ଖୁଲାସା କଲା ପୋଲିସ୍

Car Driver
ମାଲିକ ସହ ବେଇମାନି କରି ଗିରଫ ହେଲା ଡ୍ରାଇଭର

ବିଶ୍ୱାସରେ ବିଷ ଦେଲା ଡ୍ରାଇଭର, ମାଲିକଙ୍କ ଟଙ୍କା ହଡ଼ପ୍‌ କରିବାକୁ ଯାଇ ଧରାପଡ଼ିଲେ

Gold Loan Fraud
ସୁନା ବନ୍ଧକ ଋଣ ନାଁରେ ସାଧାରଣ ଲୋକଙ୍କ ତଣ୍ଟିଚିପି ଶୋଷଣ !

ସୁନା ବନ୍ଧକ ଋଣ ନାଁରେ ସାଧାରଣ ଲୋକଙ୍କ ତଣ୍ଟିଚିପି ଶୋଷଣ ! ଗରିବ ଓ ନିରକ୍ଷର ଲୋକଙ୍କୁ ଅଧିକ ଟଙ୍କାର ଲୋଭ ଦେଖାଇ ସେମାନଙ୍କ ସହ ଚଞ୍ଚକତା !

Cyber Police Station
ରାଜ୍ୟରେ ବଢୁଛି ସାଇବର ଅପରାଧ: କର୍ମଚାରୀ ଅଭାବରୁ ଖସିଯାଉଛନ୍ତି ବଡ଼ ଅପରାଧୀ

ରାଜ୍ୟରେ ବଢିବାରେ ଲାଗିଛି ସାଇବର ଅପରାଧ କିନ୍ତୁ ସାଇବର ଥାନାରେ କର୍ମଚାରୀ ଅଭାବ ହେତୁ ଖସିଯାଉଛନ୍ତି ବଡ଼ ଅପରାଧୀ

Viral Video
ମହଙ୍ଗା ପଡ଼ିଲା ଡନ୍ ଭିଡିଓ, ହିରୋରୁ ପାଲଟିଲେ ଜିରୋ, ଏବେ ଜେଲରେ

ହୁସିଆର୍ ! ହିରୋଗିରି ଦେଖେଇବାକୁ ଯଦି ଡନ୍ ପରି ଭିଡିଓ ସୁଟିଂ କରୁଛ, ତେବେ ଫସିବ। ଦେଖନ୍ତୁ ବାଇକ୍ ଉପରେ ଡନ୍ ପରି ବନ୍ଧୁକ ଧରି, ସିଗାରେଟ୍ ଟାଣି କେମିତି ଭିଡିଓ କରିଥିଲେ ଏ ଦୁଇ ଯୁବକ

Girl Students Allege Misbehaviour By Teachers
ସାର୍ କହୁଛନ୍ତି… ତୁ ଝଡ଼ି ଗଲୁଣି… ଅଣ୍ଡା କଦଳୀ ଖାଉନୁ

‘ସାର୍ ସେ ଝିଅର ଆଇଡେଣ୍ଟିଟି କାର୍ଡ ଧରିକି କହୁଛନ୍ତି… ତୁ ତ ଆଗରୁ କେତେ ସୁନ୍ଦର ଥିଲୁ… ଏବେ କେତେ ଝଡ଼ି ଗଲୁଣି… ଅଣ୍ଡା କଦଳୀ ଖାଉନୁ… ପ୍ରୋଟିନ୍ ପିଉନୁ…’ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ କଲେଜରେ ଶିକ୍ଷକଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଛାତ୍ରୀ।

Youths Brandishing Firearms
ମହଙ୍ଗା ପଡ଼ିଲା ଡନ୍ ଭିଡିଓ, ହିରୋରୁ ପାଲଟିଲେ ଜିରୋ, ଏବେ ଜେଲରେ

ହୁସିଆର୍ ! ହିରୋଗିରି ଦେଖେଇବାକୁ ଯଦି ଡନ୍ ପରି ଭିଡିଓ ସୁଟିଂ କରୁଛ, ତେବେ ଫସିବ। ଦେଖନ୍ତୁ ବାଇକ୍ ଉପରେ ଡନ୍ ପରି ବନ୍ଧୁକ ଧରି, ସିଗାରେଟ୍ ଟାଣି କେମିତି ଭିଡିଓ କରିଥିଲେ ଏ ଦୁଇ ଯୁବକ। ତେବେ ତା ପରେ କେମିତି ହେଲା ଅବସ୍ଥା ଦେଖନ୍ତୁ।

Corruption Worth Rs 24 Crore
ଟନ୍ ଟନ୍ ଧାନ ନେଇ ଗଲେ, ହେଲ ଚାଉଳର ହିସାବ ପାଉ ନାହାଁନ୍ତି

ଧାନ ନେଇଗଲେ କିନ୍ତୁ ଚାଉଳ ଦେଲାବେଳକୁ କୁନ୍ଥୁ କୁନ୍ଥୁ । ମିଲର୍ସ ଆଉ ଅଧିକାରୀଙ୍କ ମିଲି ଭଗତରେ ଚଳୁ ହୋଇଗଲା ପ୍ରାୟ ୨୪ କୋଟି ଟଙ୍କା । ଧାନ ବଦଳରେ ଚାଉଳ ଯୋଗାଣ ନାଁରେ ମିଲ୍ ମାଲିକଙ୍କ ସହ ମିଶି ହଡ଼ପ କୋଟି କୋଟି ଟଙ୍କା କରିଦେଇଛନ୍ତି ।

Illegal Stone Mining
ଶେଷରେ ଜଗନ୍ନାଥଙ୍କୁବି ଲୁଟିଲେ

ଖୋର୍ଦ୍ଧାର ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅଞ୍ଚଳର ପଞ୍ଚାୟତର ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ଗାଁରେ ଥିବା ଶହ ଶହ ଏକର ଜଗନ୍ନାଥ ଜମିରେ ଚାଲିଛି ଲୁଟ୍ । ଦିନରେ ଖୋଳୁଛନ୍ତି ଆଉ ରାତି ହେଲେ ଚାଲାଣ ହେଉଛି । ସରକାରୀ ବାବୁମାନେ ଏକଥା ଯେ ଜାଣି ନାହାନ୍ତି, ତା ନୁହେଁ ଗ୍ରୀନ୍ ଟ୍ରିବୁନାଲରେ ସତ୍ୟପାଠ କରି ଖୋଦ୍ ଖୋର୍ଦ୍ଧା ଜିଲ୍ଲାପାଳ ବି ମାନିଛନ୍ତି

Fake Cement
ଆପଣଙ୍କ ଘର ନକଲି ସିମେଣ୍ଟରେ ତିଆରି ହୋଇନି ତ

ନକଲି ସହର ପାଲଟିଗଲାଣି କଟକ ! ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ରାକେଟର ପର୍ଦ୍ଦାଫାସ ହେଉଛି । ଏବେ ତ ସିମେଣ୍ଟ ବି ନକଲି ବାହାରିଲା । କଟକ ଜଗତପୁର ପୀରବଜାର ସ୍ଥିତ ନକଲି ସିମେଣ୍ଟ କାରଖାନା ସିଲ୍ କରିଛି ପୋଲିସ ।

Corruption
ଚାଉଳ ଦେବା ନାଁରେ ୫ ଜିଲ୍ଲାରେ ପ୍ରାୟ ୨୪ କୋଟି ଚଳୁ

ଧାନ ନେଇଗଲେ କିନ୍ତୁ ଚାଉଳ ଦେଲାବେଳକୁ କୁନ୍ଥୁ କୁନ୍ଥୁ । ମିଲର୍ସ ଆଉ ଅଧିକାରୀଙ୍କ ମିଲି ଭଗତରେ ଚଳୁ ହୋଇଗଲା ପ୍ରାୟ ୨୪ କୋଟି ଟଙ୍କା । ଧାନ ବଦଳରେ ଚାଉଳ ଯୋଗାଣ ନାଁରେ ମିଲ୍ ମାଲିକଙ୍କ ସହ ମିଶି ହଡ଼ପ କୋଟି କୋଟି ଟଙ୍କା କରିଦେଇଛନ୍ତି ।

Mother
ମାଆ ନା ପିଶାଚ? ନିଜ ଛୁଆର ତଣ୍ଟି ଚିପି କଲା ହତ୍ୟା

କେନ୍ଦ୍ରାପଡା ମାର୍ଶାଘାଇରେ ଅଭାବନୀୟ ଘଟଣା। ଦୁଇ ମାସର ପୁଅକୁ ତଣ୍ଟି ଚିପି ହତ୍ୟା କଲା ପରେ ଅଖାରେ ବାନ୍ଧି କୂଅରେ ପକାଇଦେଲା ମାଆ। ପୋଲିସ ଆଗରେ ମାନିଲା ସତ... ସେପଟେ କଳାହାଣ୍ଡି କୋକସରାରେ କୂଅରୁ ନବଜାତ ଉଦ୍ଧାର

Mother \'Kills\' 2 Month Old Boy, Husband Says She Is Mentally Unstable
୨ ମାସର ପୁଅକୁ ମାରି କୂଅକୁ ଫିଙ୍ଗି ଦେଲା ମା’ !

ପୁଅକୁ ମାରି କୂଅକୁ ଫିଙ୍ଗି ଦେଲା ମା’। ୨ ମାସର ପୁଅକୁ ମା’ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଘରୋଇ କଳିରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

2-month-old boy killed allegedly by his mother
ମା’ ସାଜିଲା ଯମ, ୨ ମାସର ପୁଅକୁ ମାରି କୂଅକୁ ଫିଙ୍ଗି ଦେଲା !

ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ମହିଳା ଜଣକ ନିଜ ୨ ମାସର ଶିଶୁକୁ ହତ୍ୟା କରି କୂଅକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

  • Monday, 03 January 2022
  • Murder
9 Year Old Boy Kidnapped In Bargarh For Ransom Rescued
‘୧୦ ଲକ୍ଷ ଟଙ୍କା ଦିଅ, ପୁଅକୁ ନିଅ’

ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍‌ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏହାପରେ ଶିଶୁପୁତ୍ରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା।

9 Year Old Rescued
ବାଇକ୍‌ରେ ଆସି କିଡ୍‌ନାପ୍‌ କରି ନେଇଗଲେ, ଧମକ ଦେଲେ- ‘୧୦ ଲକ୍ଷ ଟଙ୍କା ଦିଅ, ପୁଅକୁ ନିଅ’

ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍‌ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା। 

No OTP, No Message, But Man Loses Rs 1.48 Lakh To Online Fraud
ଅନଲାଇନ୍ କିଣୁଥିଲେ, କଟିଗଲା ଲକ୍ଷେ ୪୮ ହଜାର !

ଇ କମର୍ସ ପ୍ଲାଟଫର୍ମରେ ଜିନିଷ କିଣି ଠକେଇର ଶିକାର ହୋଇଛନ୍ତି ବ୍ରହ୍ମପୁରର ଜଣେ ଶିକ୍ଷକ ବିପିନ ବିହାରୀ ମହାପାତ୍ର। କେମିତି ତାଙ୍କ ଖାତାରୁ କଟିଲା ଲକ୍ଷେ ୪୮ ହଜାର ଟଙ୍କା ଦେଖନ୍ତୁ

Two youth body found from pond
ନୂଆବର୍ଷରେ ପିକ୍‌ନିକ୍‌ ପାଇଁ ଯାଇଥିଲେ, ପାଣି ଭିତରୁ ମିଳିଲା ମୃତଦେହ

ଗଡ଼ିଆ ଭିତରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ କାଲି ପିକ୍‌ନିକ୍‌ ପାଇଁ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।

cyber fraud
ବିନା OTP, ବିନା ମେସେଜ୍‌ରେ ଆକାଉଣ୍ଟରୁ ୧ ଲକ୍ଷ ୪୮ ହଜାର ଟଙ୍କା ଗାଏବ

ଯଦି ଅନ୍‌ଲାଇନ୍‌ରୁ ଜିନିଷ କିଣୁଛନ୍ତି, ତା’ହେଲେ ଅନ୍‌ଲାଇନ୍‌ ପେମେଣ୍ଟ୍‌ ବେଳେ ସାବଧାନ ରୁହନ୍ତୁ। ନଚେତ୍‌ ଟିକିଏ ଅସାବଧାନତା ଯୋଗୁ ଆପଣ ଠକାମିର ଶିକାର ହୋଇପାରନ୍ତି।

elderly woman and her son allegedly made house arrest since last 7 days
ପୁଅ କାନ୍ଦୁଛି ଭୋ ଭୋ ମାଆକୁ କିଏ କରିଛି ବନ୍ଦୀ?

ମାଉସୀ ଜଣକ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ଚାକିରି କାଳରେ ବହୁ ପିଲାଙ୍କୁ ମଣିଷ କରିଛନ୍ତି। ସ୍ୱାମୀ କେବେଠାରୁ ଆରପାରିକୁ ଚାଲିଗଲେଣି। ଆଉ ଏବେ ପରିଣତ ବୟସରେ ତାଙ୍କ ନିଜ ଘରେ ତାଙ୍କୁ ବନ୍ଦି କରି ରଖା ଯାଇଛିଯ। ନୂଆ ବର୍ଷରେ ସମସ୍ତେ ମଉଜ କରୁଥିବା ବେଳେ ୬ଦିନ ହେଲାଣି ତାଙ୍କୁ କେହି ଆସି ବନ୍ଦି କରି ଦେଇ ଯାଇଛି। ବାହାରେ ପୁଅ ଭୋ ଭୋ କାନ୍ଦୁଛନ୍ତି...

ମାଆ ପୁଅ ଗୃହବନ୍ଦୀ
ରାଜଧାନୀରେ ମାଆ-ପୁଅ ଗୃହବନ୍ଦୀ, ଶୁଣୁନି ପୋଲିସ୍ !

ଏହା ଆମର ନିଜ ଘର। ନିଜ ଘରେ ଆମେ ନିଜେ ବନ୍ଦୀ ହୋଇଛୁ। ନୂଆବର୍ଷରେ ଆମେ ବନ୍ଦୀର ଜୀବନ ବିତାଉଛୁ। ୫ ଦିନ ହେଲାଣି ଆମେ ବନ୍ଦୀ ହୋଇ ରହିଛୁ।

Hang Till death
ଘରୋଇ କଲେଜ ହଷ୍ଟେଲରୁ MBA ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଇନ୍ଫୋସିଟି ଥାନା ଅଞ୍ଚଳର ଥିବା ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଘରୋଇ କଲେଜରେ ଏମବିଏ ଦ୍ୱିତୀୟ ବର୍ଷରେ ପାଠପଢ଼ୁଥିଲେ ।

  • Saturday, 01 January 2022
Jojona Ra Na Hariloot- Massive Fund Embezzlement Reported In Pond Resurrection Projects In Odisha
ପଙ୍କ ଉଦ୍ଧାର କଲେନି, କିଛି ମାଟି ପକାଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିନେଲେ....

ଏମାନଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ପୋଖରୀରେ ପଙ୍କ ଉଦ୍ଧାର ହେବ କହିଲେ....ଆଉ ବିଲ୍‌ ବି କଲେ। କିନ୍ତୁ ପଙ୍କ ଉଦ୍ଧାର ତ କଲେନି ବରଂ କିଛି ମାଟି ପକାଇ ଖାଇଗଲେ ୧୩ ଲକ୍ଷ ଟଙ୍କା, ଦେଖନ୍ତୁ ଏହି ଭିଡ଼ିଓ