ବର୍ଷ ବର୍ଷ ଧରି କୁହୁଳୁଥିଲା ପାରିବାରିକ ବିବାଦର ନିଆଁ। ରାଜନୈତିକ ଶତ୍ରୁତାର ସୀମା ଟପିଗଲା ପରେ ରକ୍ତ ବୁହାଇଲେ ରକ୍ତ ସମ୍ପର୍କୀୟ। କିଏ କାହା ମୁଣ୍ଡ ଗଡ଼ାଇଦେଲା ତ ଆଉ କିଏ ଜାଳିଦେଲା ବାସଘର। ଏଭଳି ଭୟଙ୍କର ହିଂସା ପରେ କାନ୍ଦ ବୋବାଳିରେ ଫାଟିପଡୁଛି ଦାଣ୍ଡ ଦୁଆର
Published: Chandan Shishu
Last updated: 17 April 2022, 11:00 PM IST
ବନ୍ଧୁ ହିସାବରେ ଘରକୁ ଆସୁଥିଲା। ହଠାତ ବାହାଘର କଥା ଉଠାଇଲା। ମୁଁ ମନା କରିବାରୁ ମୋ ଝିଅକୁ ମାରିଦେଲା। ଏକ ତରଫା ପ୍ରେମ ନେଇଗଲା ଜୀବନ ।