• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Murder Case In Bhubaneswar
ପ୍ରେସ୍‌ଛକ ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍

ଭୁବନେଶ୍ୱର ପ୍ରେସ୍ ଛକରେ ଯୁବକଙ୍କୁ ହତ୍ୟା ମାମଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଜଣଙ୍କୁ ଅଟକ ରଖିଛି ସହିଦ ନଗର ପୋଲିସ । ଏହି ତିନି ଜଣ ହେଉଛନ୍ତି, ମିଲୁ, ସତ୍ୟ ଏବଂ ଜିତେନ୍ଦ୍ର । ଏମାନଙ୍କଠାରୁ ହତ୍ୟାରେ ବ୍ୟବହୃତ କରିଥିବା ଛୁରୀ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ପୋଲିସ୍ ।

Crime
ଭୁବନେଶ୍ୱର ପ୍ରେସ୍‌ଛକ ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତ ଗିରଫ, ଜାଣନ୍ତୁ ପୁରା ଘଟଣା

ଗତକାଲିର ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ । ଏମାନଙ୍କୁ ଖୋଜି ଧରିବା ପରେ ଏବେ ଖୋଳତାଡ଼ ଚାଲିଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ତଦନ୍ତ କରିଛି ।

Bank loot From Koraput SBI
ସାରାରାତି ବ୍ୟାଙ୍କରେ ଲୁଚିଲେ, ରାତିରେ ଗେମ୍‌ ଖେଳିଲେ ଓ ଆଉ ଲୁଟିଲେ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର SBIରୁ ସୁନା ଚୋରି ମାମଲା ପଛର କାହାଣୀ ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍‌ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ। ଚୋରି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ପୂର୍ବତନ ବ୍ୟାଙ୍କ କର୍ମଚାରୀ ଶେଖର କୁଲଦିପିଆ।

Bank Loot
ସାରାରାତି ବ୍ୟାଙ୍କରେ ଲୁଚିଲେ, ରାତିରେ ଗେମ୍‌ ଖେଳିଲେ; ଶେଷରେ...

ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍‌ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ।

Digital Kiosk
ଭୁବନେଶ୍ୱର ଡିଜିଟାଲ୍‌ କିଓସ୍କରେ ବ୍ଲୁ ଫିଲ୍ମ !

ଭୁବନେଶ୍ୱରର ବିଭିନ୍ନ ଛକରେ ଲାଗିଥିବା ଡିଜିଟାଲ୍‌ କିଓସ୍କରେ ଅଶ୍ଲୀଳ ଭିଡିଓ ଚାଲିଥିବା ଅଭିଯୋଗ ହୋଇଛି। ପାଖାପାଖି ୧୦ରୁ ୧୫ ମିନିଟ ଧରି ଅଶ୍ଲୀଳ ଭିଡିଓ ଚାଲିଥିବା ସୂଚନା ମିଳିଛି।

murder
ପୁଣି ରକ୍ତରଂଜିତ ରାଜଧାନୀ ! ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରି ମାରି ହତ୍ୟା

ଛୁରାମାଡ଼ରେ ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ନୟାପଲ୍ଲୀ ଅଞ୍ଚଳର ଦୁର୍ବୃତ୍ତ ମାନେ ଚିଣ୍ଟୁ ଏବଂ ଆଉ ଜଣଙ୍କୁ ଛୁରାମାଡ଼ କରିଥିଲେ । ଫଳରେ ଚିଣ୍ଟୁଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

  • Saturday, 15 January 2022
  • Crime
Money-Laundering case
ବିଜନେସ୍ ପାର୍ଟନର ଲୋଭ ଦେଖାଇ କୋଟି କୋଟି ଟଙ୍କା ଚଳୁ କରିଦେଲା ଠକ

ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି କିଛି ଠକ ।

COAL
କଳାହୀରା ଚୋରୀ ! ଅନ୍ଧାର ରାତିର ସୁଯୋଗ ନେଇ ମାଲେ ମାଲ

ଏମାନଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ: କଳାହୀରାକୁ ଏମିତି ଉପାୟରେ କରୁଛନ୍ତି ଚୋରୀ, ଅନ୍ଧାର ରାତିର ସୁଯୋଗ ନେଇ ମାଲେ ମାଲ ହେଉଛନ୍ତି ଚୋରା ବେପାରୀ ।

Police Dabangiri
ବ୍ଲକିଂ ଚେକିଂ ନାଁରେ ପୋଲିସର ଗୁଣ୍ଡାଗିରି ! ଡ୍ରାଇଭରକୁ ବହେ ଛେଚିଲେ ପୁଣି ଫାଇନ୍‌ ବି ଆଦାୟ କଲେ

ପୋଲିସ ଚେକିଂ ଆଳରେ ଗାଡ଼ି ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିଲା । ଏମିତିକି ପୋଲିସ ମାଡ଼ରେ ଡ୍ରାଇଭର ଜଣକ ଲହୁଲୁହାଣ ହୋଇପଡ଼ିଥିଲେ । ପୋଲିସର ନିସ୍ତୁକ ମାଡ଼ ପରେ ଡ୍ରାଇଭର ଜଣକ ଅତ୍ୟନ୍ତ ଅସହାୟ ଅନୁଭବ କରିବା ସହ ଭୋ ଭୋ ହୋଇ ସେଠାରେ କାନ୍ଦିଥିଲେ ।

  • Friday, 14 January 2022
VSSUT, Sambalpur
ବୁର୍ଲା ଭିସୁଟର ୬ ଛାତ୍ରଙ୍କ କଟିବ ଗ୍ରେଡ୍ ପଏଣ୍ଟ, ୧୫ ହଜାର ଲେଖାଏଁ ଦେବେ ଫାଇନ୍

ତଦନ୍ତ ପରେ ସତ ଜଣାପଡ଼ିଥିଲା। ବୁର୍ଲା ଭିସୁଟର ୬ ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Duplicate Sauce in Cuttack
ଟମାଟୋ ସସ୍‌ରେ ଟମାଟୋ ନାହିଁ, ଖାଲି ଅଛି ତ...

ବଜାରରେ ମିଳୁଥିବା ସସ୍‌କୁ ଆପଣ ବେଶ୍ ଉପଭୋଗ କରି ଖାଉଥିବେ । ଲାଲ ରଙ୍ଗର ସସ୍ ଦେଖିବାକୁ ଯେତେ ସୁନ୍ଦର ସ୍ୱାସ୍ଥ୍ୟ ପକ୍ଷେ ସେତେ ଖରାପ । ଏହା ଆମେ କହୁନୁ ବରଂ ଏଭଳି କିଛି ଦୃଶ୍ୟ କଟକର ମାଲଗୋଦାମରେ ଦେଖିବାକୁ ମିଳିଛି । ଏହାର ତିଆରି ପ୍ରଦ୍ଧତି ଓ କାରଖାନାକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ଜାଣି ହେବ ଯେ ଏହା ଦେହ ପ୍ରତି କେତେ ହାନିକାରକ ।

Surekha Palai Death Case
ବିବାହ କରିବାକୁ ଜିଦ୍‌ କଲା, ବିଫଳ ହେବାରୁ ଚରମ ନିଷ୍ପତ୍ତି...

ସୁରେଖାଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ବୋଲି ପୋଲିସ୍ ସ୍ପଷ୍ଟ କରିଛି। ଏହା ପଛରେ ରହିଛି ସୁରେଖାଙ୍କ ବୟଫ୍ରେଣ୍ଡଙ୍କ ସମ୍ପୃକ୍ତି।

Cyber Crime
ଲକି ଡ୍ର’ ନାରେ ଆକାଉଣ୍ଟରୁ ଲୁଟି ନେଲେ ଟଙ୍କା

ହ୍ୱାଟ୍ସଆପ୍‌ ନମ୍ବରରେ ମେସେଜ୍‌ ପଠାଇ କହୁଛନ୍ତି ଆପଣଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ପ୍ରାଇଜ୍‌ ଉଠିଛି। ହେଲେ ସେହି ମେସେଜ୍‌ ଅନୁସାରେ କାମ କଲେ ଆକାଉଣ୍ଟରୁ ଉଡ଼ିଯାଉଛି ଟଙ୍କା...ଜାଣନ୍ତୁ କେମିତି?

Inter-State Brown Sugar Syndicate Unearthed
ଉପରେ ଚାଲିଥିଲା ମାଛ ହୋଲ୍‌ସେଲିଂ, ଭିତରେ ହେଉଥିଲା ଧଳାଜହରର କଳା କାରବାର

ଉପରେ ମାଛ ହୋଲ୍‌ସେଲିଂ, ଭିତରେ ଧଳାଜହର(ବ୍ରାଉନସୁଗର) କଳା କାରବାର। ଆନ୍ତରାଜ୍ୟ ବ୍ରାଉନସୁଗର ବେପାରୀ ଲଲନ ଶାହା ଧରାପଡ଼ିବା ପରେ ଜଳେଶ୍ୱର ଧଳାଜହର କାରବାରର ଗୁମର ଖୋଲିଛି।

Surekha Palai death case
ହଟିଲା ସୁରେଖା ମୃତ୍ୟୁ ରହସ୍ୟ ଉପରୁ ପରଦା, ବନ୍ଧା ହେଲା ବୟଫ୍ରେଣ୍ଡ୍‌

ଭରତପୁରରେ ଯୁବତୀ ସୁରେଖା ପଲେଇ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସମେତ ୩ ଜଣଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଘଟଣା ପରେ ମାଡ଼ ଭୟରେ ବୟଫ୍ରେଣ୍ଡ୍‌ ଫେରାର ହୋଇଯାଇଥିଲା। 

Youth Injured In Murderous Attack Near Congress Bhawan In Bhubaneswar
କଂଗ୍ରେସ ଭବନ ଆଗରେ ମରଣାନ୍ତକ ଆକ୍ରମଣ

ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକ ଭୁବନେଶ୍ୱର କଂଗ୍ରେସ ଭବନ ସାମ୍ନାରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି.. ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାରତ.

Petrol Bomb
କଂଗ୍ରେସ ଭବନରେ ପେଟ୍ରୋଲ ବୋମା ମାଡ଼

ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପେଟ୍ରୋଲ ବୋମାମାଡ କରିଥିବା ଜଣାପଡ଼ିଛି । ଏଥିରେ କଂଗ୍ରେସ ଭବନରେ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ ।

deadbody-
ଦୁଷ୍କର୍ମ ନୁହେଁ ବରଂ କରେଣ୍ଟ ଯୋଗୁଁ ଯୁବତୀଙ୍କ ଗଲା ପ୍ରାଣ

ମିଛ ମୃତ୍ୟୁ ମାମଲା ରଚିଥିଲେ ପରିବାର ଲୋକେ, କିନ୍ତୁ ସତର ଖୁଲାସା କଲା ପୋଲିସ୍

Car Driver
ମାଲିକ ସହ ବେଇମାନି କରି ଗିରଫ ହେଲା ଡ୍ରାଇଭର

ବିଶ୍ୱାସରେ ବିଷ ଦେଲା ଡ୍ରାଇଭର, ମାଲିକଙ୍କ ଟଙ୍କା ହଡ଼ପ୍‌ କରିବାକୁ ଯାଇ ଧରାପଡ଼ିଲେ

Gold Loan Fraud
ସୁନା ବନ୍ଧକ ଋଣ ନାଁରେ ସାଧାରଣ ଲୋକଙ୍କ ତଣ୍ଟିଚିପି ଶୋଷଣ !

ସୁନା ବନ୍ଧକ ଋଣ ନାଁରେ ସାଧାରଣ ଲୋକଙ୍କ ତଣ୍ଟିଚିପି ଶୋଷଣ ! ଗରିବ ଓ ନିରକ୍ଷର ଲୋକଙ୍କୁ ଅଧିକ ଟଙ୍କାର ଲୋଭ ଦେଖାଇ ସେମାନଙ୍କ ସହ ଚଞ୍ଚକତା !

Cyber Police Station
ରାଜ୍ୟରେ ବଢୁଛି ସାଇବର ଅପରାଧ: କର୍ମଚାରୀ ଅଭାବରୁ ଖସିଯାଉଛନ୍ତି ବଡ଼ ଅପରାଧୀ

ରାଜ୍ୟରେ ବଢିବାରେ ଲାଗିଛି ସାଇବର ଅପରାଧ କିନ୍ତୁ ସାଇବର ଥାନାରେ କର୍ମଚାରୀ ଅଭାବ ହେତୁ ଖସିଯାଉଛନ୍ତି ବଡ଼ ଅପରାଧୀ

Viral Video
ମହଙ୍ଗା ପଡ଼ିଲା ଡନ୍ ଭିଡିଓ, ହିରୋରୁ ପାଲଟିଲେ ଜିରୋ, ଏବେ ଜେଲରେ

ହୁସିଆର୍ ! ହିରୋଗିରି ଦେଖେଇବାକୁ ଯଦି ଡନ୍ ପରି ଭିଡିଓ ସୁଟିଂ କରୁଛ, ତେବେ ଫସିବ। ଦେଖନ୍ତୁ ବାଇକ୍ ଉପରେ ଡନ୍ ପରି ବନ୍ଧୁକ ଧରି, ସିଗାରେଟ୍ ଟାଣି କେମିତି ଭିଡିଓ କରିଥିଲେ ଏ ଦୁଇ ଯୁବକ

Girl Students Allege Misbehaviour By Teachers
ସାର୍ କହୁଛନ୍ତି… ତୁ ଝଡ଼ି ଗଲୁଣି… ଅଣ୍ଡା କଦଳୀ ଖାଉନୁ

‘ସାର୍ ସେ ଝିଅର ଆଇଡେଣ୍ଟିଟି କାର୍ଡ ଧରିକି କହୁଛନ୍ତି… ତୁ ତ ଆଗରୁ କେତେ ସୁନ୍ଦର ଥିଲୁ… ଏବେ କେତେ ଝଡ଼ି ଗଲୁଣି… ଅଣ୍ଡା କଦଳୀ ଖାଉନୁ… ପ୍ରୋଟିନ୍ ପିଉନୁ…’ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ କଲେଜରେ ଶିକ୍ଷକଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଛାତ୍ରୀ।

Youths Brandishing Firearms
ମହଙ୍ଗା ପଡ଼ିଲା ଡନ୍ ଭିଡିଓ, ହିରୋରୁ ପାଲଟିଲେ ଜିରୋ, ଏବେ ଜେଲରେ

ହୁସିଆର୍ ! ହିରୋଗିରି ଦେଖେଇବାକୁ ଯଦି ଡନ୍ ପରି ଭିଡିଓ ସୁଟିଂ କରୁଛ, ତେବେ ଫସିବ। ଦେଖନ୍ତୁ ବାଇକ୍ ଉପରେ ଡନ୍ ପରି ବନ୍ଧୁକ ଧରି, ସିଗାରେଟ୍ ଟାଣି କେମିତି ଭିଡିଓ କରିଥିଲେ ଏ ଦୁଇ ଯୁବକ। ତେବେ ତା ପରେ କେମିତି ହେଲା ଅବସ୍ଥା ଦେଖନ୍ତୁ।

Corruption Worth Rs 24 Crore
ଟନ୍ ଟନ୍ ଧାନ ନେଇ ଗଲେ, ହେଲ ଚାଉଳର ହିସାବ ପାଉ ନାହାଁନ୍ତି

ଧାନ ନେଇଗଲେ କିନ୍ତୁ ଚାଉଳ ଦେଲାବେଳକୁ କୁନ୍ଥୁ କୁନ୍ଥୁ । ମିଲର୍ସ ଆଉ ଅଧିକାରୀଙ୍କ ମିଲି ଭଗତରେ ଚଳୁ ହୋଇଗଲା ପ୍ରାୟ ୨୪ କୋଟି ଟଙ୍କା । ଧାନ ବଦଳରେ ଚାଉଳ ଯୋଗାଣ ନାଁରେ ମିଲ୍ ମାଲିକଙ୍କ ସହ ମିଶି ହଡ଼ପ କୋଟି କୋଟି ଟଙ୍କା କରିଦେଇଛନ୍ତି ।