ରାତି ପାହିଥିଲେ ହୁଏତ ପ୍ରଥମ ସାବିତ୍ରୀ ପାଳିଥାନ୍ତେ ନବବିବାହିତ ଦଂପତ୍ତି । ସ୍ୱାମୀକୁ ସତ୍ୟବାନ ଭାବି ନିର୍ଜଳା ଉପବାସ ସହ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଥାନ୍ତେ ପତ୍ନୀ । ହେଲେ ସେହି ରାତି ପାହିବା ଆଗରୁ ଅକାଳରେ ପତ୍ନୀ ଚାଲିଗଲେ ଆରପାରିକୁ ।
Published: Otv Khabar Bureau
Last updated: 31 May 2022, 11:13 PM IST
ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପୁଣି ଓଡିଆ ପିଲାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ । କେବଳ ଏଥର ନୁହେଁ, କ୍ରମାଗତ ଭାବେ ସଫଳତା ତାଲିକାରେ ଓଡିଆଙ୍କ ସଂଖ୍ୟା କମିବାରେ ଲାଗିଛି ।