ଗଳାକଟା ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ଅପରାହ୍ଣରେ କଟକରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।
ସାରୁଅ ଶିଳ୍ପାଞ୍ଚଳରେ ଥିବା ତରଙ୍ଗ ଷ୍ଟୁଡିଓର ମୁଖ୍ୟ ସିକ୍ୟୁରିଟି ଅଫିସର ହଲିମ୍ ଖାଁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ହଲିମ୍ଙ୍କ ହାତ ଓ ଗୋ଼ଡରେ ଆଘାତ ଲାଗିଛି।
ସହିଦନଗର ଥାନାରେ ଏତଲା ଦେଲେ ଜୀବନ ରାଉତ । ବିଜେପିର ବହୁ ନେତାଙ୍କ ସହ ଆସି ଦେଲେ ଏତଲା ।
ସ୍ୱାମୀ ପାଲଟିଲା ସଇତାନ୍ । ସ୍ତ୍ରୀର କଟାମୁଣ୍ଡ ଧରି ଚାଲିଲା୧୨ କିଲୋମିଟର...
ରେଜିଷ୍ଟ୍ରି କାର୍ଯ୍ୟାଳୟରେ ନକଲି କାଗଜପତ୍ର ଚିହ୍ନଟ କରିବାର ସବୁ ସୁବିଧା ଥିଲେ ବି, ନକଲି ଲୋକଙ୍କୁ ଅସଲି ସଜାଇ, ପ୍ରଥମେ ରେଜିଷ୍ଟ୍ରି କରାଇଥିଲେ ପଦ୍ମନାଭ ପୁରୋହିତ । ତାପରେ ପାଦଟିଏ ଆଗକୁ ଯାଇ ତହସିଲଦାର, ରେଜିଷ୍ଟ୍ରି ହୋଇଥିବା ଜମି ଠାରୁ ଅଧିକ ପରିମାଣର ଜମିର ପଟ୍ଟା କରିଦେଲେ ।
କଥାରେ ଅଛି ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ ? ବ୍ୟବସ୍ଥାର ଉଦାସୀନତା ପଛରେ ଏହାହିଁ ପ୍ରକୃତ କାରଣ କି ? ରାତିରେ ପଥର ଚୋରି ହେଉଥିବା ସମସ୍ତେ ଜାଣୁଥିଲେ ବି, ଏହାକୁ ରୋକିବାକୁ କାହିଁକି ସାହସ କରୁନି ପ୍ରଶାସନ ?
ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ନୂଆ ଅଡ଼ାପଢ଼ା ଗାଁରୁ ମିଳିଛି ଫେକ୍ ନୋଟ୍ । ଆଉ ଏହି କଳାଧନ୍ଧା ଚଳାଇଥିବା ୨ ଅଭିଯୁକ୍ତଙ୍କୁ ଧରିଛି ପୋଲିସ ।
ଗତ ୧୦ ବର୍ଷ ଭିତରେ ଓଡ଼ିଶା ପୋଲିସ ଧରିଲାଣି ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ । ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି । ୧୮୦ରୁ ଅଧିକ ମାମଲା ରୁଜୁ ହୋଇଛି ।
ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିବା ବେଳେ ରିନାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ।
୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ ଜବତ ହୋଇଛି।
ସୋନପୁର-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକ ନିକଟରେ ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ସାଇବର ବିଶେଷଜ୍ଞ, ଟେକନିକାଲ୍ ଏକ୍ସପର୍ଟ ଓ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଲା ପୋଲିସ । ତଥାପି ମିଳିଲାନି ପ୍ରମାଣ ।
ଦୁର୍ଘଟଣା ଘଟାଇ ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ ଇନ୍ସପେକ୍ଟର ।
ସିକ୍ୟୁରିଟି ଗାର୍ଡ଼ ଓ ୨ କର୍ମଚାରୀଙ୍କୁ ଛାଡ଼ି ଫେରାର ମାରିଥିଲା ଭ୍ୟାନ୍ ଡ୍ରାଇଭର । ପରେ ଭ୍ୟାନିଟି ପରିତ୍ୟକ୍ତ ଅବସ୍ଥାରେ ଭରୁଆକାନୀ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ।
ଏହିସବୁ ବେଆଇନ୍ ଲୋନ୍ ଆପ୍କୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରି ଠକେଇର ଶିକାର ହୋଇଛନ୍ତି ।
ମଞ୍ଚେଶ୍ୱର ଥାନା ଅଞ୍ଚଳର ସରକାରୀ ଜାଗାରେ ଘର ଥିଲା । ଆଜି ପୋଲିସ ପ୍ରଶାସନ ଆସି ବୁଲ୍ଡୋଜରରେ ଭାଙ୍ଗିଲା ଘର ।
କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି । କଲେଜରେ ରାଗିଂ ହେଉଥିବା ନେଇ କୌଣସି ପିଲା କହିନାହାନ୍ତି ।
ଏକତରଫା ଫ୍ରେମ ପାଇଁ ଆଶିଷ ଓଝାଙ୍କୁ କରାଯାଇଥିଲା ହତ୍ୟା
ଅଭିଯୁକ୍ତ ସର୍ବସାଧାରଣରେ ବୁଲିବା ଅର୍ଥ ତାଙ୍କ ସମର୍ଥକ ସାହସ ପାଇବେ। ଆଉ ସାକ୍ଷୀ ଦୁର୍ବଳ ହେବାର ଆଶଙ୍କା ରହିଛି।
ରାସ୍ତାରେ ଘୋଷାରି ଘୋଷାରି ଉଠାଇ ନେଲା ପୋଲିସ୍
ଟାର୍ଗେଟରେ ଥିଲା ଗାଁ ବାହାରେ ଥିବା ମନ୍ଦିର
ଥଳକୂଳ ନପାଇ ମନସ୍ତତ୍ୱବିତଙ୍କ ସହଯୋଗ ନେଲା ତଦନ୍ତକାରୀ ଟିମ୍
କଙ୍ଗାରୁ କୋର୍ଟରେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ
ସାତ ଜନମର ସାଥୀ ହେବା ପାଇଁ ଘରକୁ ଆଣିଥିଲେ। ହେଲେ ଏଇ ଜନମରେ ସାତ ଜନମର ସାଥୀକୁ ମାରିଦେଲା ସ୍ୱାମୀ।
ପତ୍ନୀ ମାଂସ ତରକାରୀ ରାନ୍ଧିଲା, କିନ୍ତୁ ସୁଆଦିଆ ଲାଗିଲାନି...ବାସ୍ ଏତିକିରେ ରାଗିଗଲା ସ୍ୱାମୀ। ଏକ ଲୁହା ପାଇପରେ ପତ୍ନୀକୁ ପିଟି ପିଟି ମାରିଦେଲା ସ୍ୱାମୀ ।