ଶୁଭଶ୍ରୀ ମୃତ୍ୟୁ ମାମଲାରୁ ହଟିଲା ପରଦା। ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ। ଆଉ ଶୁଭଶ୍ରୀଙ୍କ ଜୀବନ ହାରିବା ପଛରେ ରହିଛି ତାଙ୍କ ବୟଫ୍ରେଣ୍ଡ ଚିତ୍ତରଂଜନ ଜେନାଙ୍କ ଭୂମିକା। ବୟଫ୍ରେଣ୍ଡଙ୍କ ପାଇଁ ଶୁଭଶ୍ରୀ ବାଧ୍ୟ ହେଲେ ଆତ୍ମହତ୍ୟା କରିବାକୁ।
ଶୁଭଶ୍ରୀ ଓ ଚିତ୍ତରଂଜନ ସ୍କୁଲ ବେଳର ସାଙ୍ଗ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ସମ୍ପର୍କ ଥିଲା।