ହତ୍ୟା ନୁହେଁ ଏହା ଆତ୍ମହତ୍ୟା ବୋଲି ରିପୋର୍ଟରୁ ଅନୁମାନ କରାଯାଉଛି । ମୃତଦେହ ପ୍ରଥମେ ଝୁଲନ୍ତା ଅବସ୍ଥାରେ ଥିଲା । ଏହାକୁ କଢ଼ାଯାଇ ବେଡ୍ ଉପରେ ରଖାଯାଇଥିଲା ।