ଛାତ୍ର ଜଣକ ପରୀକ୍ଷା ଦେଇ ଘରକୁ ଫେରିଥିଲେ। ଏହାପରେ ତାଙ୍କ ମୃତଦେହ ଛାତ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ମୋକିମ୍ଙ୍କ ସହ ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜଲାନ୍ସ କୋର୍ଟ ।
ନିମାପଡା ଓ ପିପିଲିରେ ବିଜେପିର ଜୋରଦାର ପ୍ରତିବାଦ,ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ
ଗତକାଲି SCBର ହାଇସିକ୍ୟୁରିଟି SNCU ଭିତରୁ ଏକ ନଜଜାତ ଶିଶୁକନ୍ୟା ଗାଏବ ପରେ ସାମ୍ନାକୁ ଆସିଛି ପିଲା ଚୋରି ଘଟଣା ପଛର କଳା କାହାଣୀ ।
କେମିତି ହାତେଇଲା ଜାଲ ପ୍ରସୂତି ଡିସଚାର୍ଜ ସାର୍ଟିଫିକେଟ୍ ? କଟକ ବଡ଼ ମେଡିକାଲ ସୁରକ୍ଷା ଉପରେ ପ୍ରଶ୍ନ ।
ଧମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ । ଆଉ ଏହି ଅଡିଓ ସଂପର୍କରେ ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ପ୍ରଭାତି ।
ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୁରୁତର ଛାତ୍ରୀ କଟକ ଏସ୍ସିବିରେ ଭର୍ତ୍ତି
ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଅଫିସ ଭିତରେ ମଦ ପିଇବାର ଫଟୋ ଏବେ ଭାଇରାଲ୍ ପରେ ସେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ରାଣ ଖାଇଛନ୍ତି ।
ମୋହନା ଥାନା ଲବାରସିଂ ଗାଁରେ ଦେଖିବାକୁ ମିଳିଛି ଏ ଦୃଶ୍ୟ
ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରର ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । କିଛି ରୋଗରେ ସେ ପୀଡ଼ିତ ହୋଇ ଅସୁସ୍ଥ ହେଲେ ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ ।
କ୍ୟାପିଟାଲ୍ ହସ୍ପିଟାଲ୍ରେ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ କରିଛି ଧର୍ମେନ୍ଦ୍ର କରିଛନ୍ତି ସୁଇସାଇଡ୍ । କୁହାଯାଇଛି, ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ।
ଦୁଇ ମୋବାଇଲରେ ଲୁଚି ରହିଛି କି ସବୁ ଗୁମର ? ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସମୀର ଦାସଙ୍କୁ ବିରୋଧୀଙ୍କ ଟାର୍ଗେଟ ।
ଚୋରି ଯାଇଥିବା ନବଜାତର ମା ଯାଁଳା କନ୍ୟା ପ୍ରସବ କରିଥିଲେ । ଗୋଟିଏ ଝିଅକୁ ଧରି ମା ପ୍ରସୂତି ବିଭାଗ ୱାର୍ଡରେ ଅଛନ୍ତି ।
ଶିକ୍ଷକ ତାଙ୍କୁ ପିଟି ପିଟି ଗୁରୁତର କରିଥିଲେ, ଆଉ ତାପରେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଲା । ଛାତ୍ରଙ୍କ ନାଁ ନିଖିଲ ଧୋରେ ।
ଜବତ ସିସିଟିଭି ଫୁଟେଜ ସହ ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲକୁ ଯାଞ୍ଚ୍ ପାଇଁ ଫୋରେନ୍ସିକ୍ ଲାବକୁ ପଠାଇଛି ପୋଲିସ ।
ଜାକଲିନଙ୍କ ଓକିଲ ଆବେଦନ କରିଥିବା ବେଲର ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।
ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।
ସେହି ଭିଡିଓଟି ଲୋକଲୋଚନକୁ ଆସିବା ଆଗରୁ ଝୁଲନ୍ତା ଅବସ୍ଥାରେ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଗଲା ।
ପୋଲିସ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ମହିଳାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ତାଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖି ପଚରାଉଚରା କରାଯାଛି ।
ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନି।
ଧର୍ମେନ୍ଦ୍ର ଯେଉଁ ରାଜନୈତିକ କାରଣରୁ ପରିବାରରେ ବିବାଦ କଥା କହିଛନ୍ତି, ତାପଛର ସତ୍ୟତା କଣ? ରାଜନୈତିକ ପ୍ରସଙ୍ଗରେ କିଏ ଓ କାହିଁକି ତାଙ୍କ ପରିବାରକୁ ଡିଷ୍ଟର୍ବ କରୁଥିଲେ? ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ରହସ୍ୟ ବଢ଼ାଉଛି ଧର୍ମେନ୍ଦ୍ରଙ୍କ ପଡ଼ୋଶୀଙ୍କ ଘରେ ଲାଗିଥିବା ସିସିଟିଭିର ଫୁଟେଜ୍।
ଅଢେଇ ବର୍ଷ ଛୁଆ ମୁହଁରେ ମାଆ ହତ୍ୟାର ଟିକିନିଖି କାହାଣୀ। ତାରି ଆଖି ସାମ୍ନାରେ କିଏ, କେଉଁଠି ଏବଂ କେମିତି ମାରିଲା ସବୁ କିଛି ବଖାଣୁଛି ତାର ଏଇ କୁନି ମୁହଁ। ଜୀବନ କଣ, ମୃତ୍ୟୁ କଣ କିଛି ଜାଣି ନଥିଲେ ବି, ଥାନା ଭିତରେ ସମ୍ପର୍କୀୟ ପଚାରୁଥିବା ସବୁ ପ୍ରଶ୍ନର ଉତ୍ତର ଦେଉଛି କୁନି ଝିଅ।
ଯେଉଁ ମୋବାଇଲ୍ରେ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ, ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ।
ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ସେ ତାର ଅପରାଧ ସ୍ବୀକାର କରିଛି।
ଫୋନ୍ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।