• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

ଗୋଚାଲାଣ ମାମଲା
ଗୋଚାଲାଣକୁ ରୋକି ହରଡ଼ଘଣାରେ ଗୋ ସେବକ

ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ୍।

Kantabanji SDPO Controversy
ଇଟା ଭାଟି ମାଲିକଙ୍କୁ ଜୁଆଡ଼ି କହୁଛି ପୋଲିସ ! ଜବତ କରିଛି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା କିନ୍ତୁ କହୁଛି ଅଳ୍ପ

ତେବେ କାହିଁକି ଏଭଳି ଜାଲିଆତି ? ନାନା ପ୍ରଶ୍ନ ଭିତରେ ବଲାଙ୍ଗିର ଏସ୍‌ପିଙ୍କ ସ୍କାନର୍‌ରେ କଣ୍ଟାବାଞ୍ଜି ଏସ୍ଡ଼ିପିଓ ।

Crime Against Women
ଯୌନ ନିର୍ଯାତନା ମାମଲାର ଫୈସଲା ଚିନ୍ତା ! ରାଜ୍ୟରେ ୧୯ ହଜାରରୁ ଅଧିକ ମାମଲା ପେଣ୍ଡିଂ

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ବସେଇବାକୁ ଉଲ୍ଲେଖ ।

Farmer Problem
ସଙ୍ଗୀନ୍‌ ଅଭିଯୋଗ ! ଚାଷୀ ଜାଣିନାହାନ୍ତି, ହେଲେ ତାଙ୍କ ନାଁରେ ମେସିନ୍‌ କିଣି ଲୁଟ୍ ହୋଇଛି ଲକ୍ଷାଧିକ ଟଙ୍କା..

ଏକଥା ଆମେ ନୁହେଁ କି ସାର୍ଥକ ବି ନିଜେ କହୁ ନାହାନ୍ତି । ହେଲେ କାଗଜପତ୍ର କହୁଛି ତାଙ୍କ ନାଁରେ କିଣାଯାଇଛି ମେସିନ୍‌ ।

Duplicate Medicine
ଆସିଲା ଲାବୋରେଟୋରି ରିପୋର୍ଟ; ଖୋଲିଲା ନକଲି ମେଡିସିନ୍‌ର ଗୁମର

କଟକରୁ ଜବତ ମେଡିସିନ୍ ନକଲି ବୋଲି ସ୍ପଷ୍ଟ ହୋଇଛି ।

crime
ନିଶାଗ୍ରସ୍ତ ହୋଇ ବନ୍ଧୁର ଜୀବନ ନେଇଗଲା ବନ୍ଧୁ

ନିଶାରେ ବନ୍ଧୁକୁ ମାରିଦେଲା ବନ୍ଧୁ ।

  • Saturday, 17 September 2022
  • Murder
Serial killer siba Prasad dhrube
ଜେଲ୍‌ର ଚାରିକାନ୍ଥ ଭିତରେ ସାଇକୋ କିଲର୍‌; ଡନ୍ ହେବାକୁ ମାରୁଥିଲା ମଣିଷ

ଗ୍ୟାଙ୍ଗଷ୍ଟର୍‌ ହେବାକୁ ସ୍ୱପ୍ନ ଦେଖୁଥିଲା ସିରିଏଲ କିଲର। ଅଭିଯୁକ୍ତକୁ ଅଧିକ ପ୍ରଭାବିତ କରିଥିଲା KGF 2 ଫିଲ୍ମ। ରକି ଭାଇ ଷ୍ଟାଇଲ୍‌ରେ ଅନୁପ୍ରାଣିତ ହୋଇଥିଲା ଅଭିଯୁକ୍ତ। ଗୋଟିଏ ମାସରେ ୪ ସିକ୍ୟୁରିଟି ଗାର୍ଡକୁ କରିଥିଲା ହତ୍ୟା।

Cyber fraudster dupes woman
ଇମୋସନାଲ ବ୍ଲାକମେଲିଂ: ଶିକାର ବନିଗଲେ ଉଚ୍ଚଶିକ୍ଷିତ ଯୁବତୀ

ସ୍ମାର୍ଟ ସିଟି ଭୁବନେଶ୍ୱରରେ ବି ଭିନ୍ନ ଭିନ୍ନ ତରିକାରେ ଦୁଇ ଜଣଙ୍କୁ ଫସାଇବାରେ ସଫଳ ହୋଇଛନ୍ତି ସାଇବର ଲୁଟେରା।

Share Market
କାଳ ହେଲା ସେୟାର ମାର୍କେଟରେ ଟଙ୍କା ଦୁଇଗୁଣାର ମୋହ

କାଳ ହେଲା ସେୟାର ମାର୍କେଟରେ ଟଙ୍କା ଦୁଇଗୁଣାର ମୋହ। ୨୦ ଲକ୍ଷ ହରାଇ ଜୀବନ ହାରିଲେ ବଲାଙ୍ଗିରର ବିନୋଦ ଯାଦବ। ମୋବାଇଲ ଟାଓ୍ୱାର ନାଁରେ ବି ଚାଲିଛି ମାଳ ମାଳ ଠକେଇ। ଅଜଣା ଲିଙ୍କରେ ହାତ ନମାରିବାକୁ ସତର୍କ କଲେ ଏକ୍ସପର୍ଟ..

Crime
ଦାଦାବଟି ପାଇଁ ଗଡ଼ିଲା ମୁଣ୍ଡ

ଦାଦାବଟି ପାଇଁ ଗଡ଼ିଲା ମୁଣ୍ଡ। ସ୍ୱାମୀ ଜୀବନ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଗୁଳି ଖାଇଲେ ପତ୍ନୀ। ପୂଜାରେ ଅପରାଧ ରୋକିବାକୁ ପୋଲିସର ସ୍ପେଶାଲ ଡ୍ରାଇଭ୍। ପେଷାଦାର ଅପରାଧୀଙ୍କ ଉପରେ ପୋଲିସର ତୀକ୍ଷ୍ନ ନଜର

Crime
ସ୍ୱାମୀ ଜୀବନ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଗୁଳି ଖାଇଲେ ପତ୍ନୀ

କଥା କଥାରେ ଗୁଳି ଫୁଟୁଥିବା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବଢିଲାଣି ଦାଦାବଟି ଆଦାୟ ଦୌରାତ୍ମ୍ୟ ।

Share Market
ଲୋଭ ହେଲା କାଳ ! ସେୟାର ମାର୍କେଟ୍‌ରେ ଟଙ୍କା ଲଗାଇ ଡବଲ ପାଇବାର ମୋହ କରିଦେଲା କାଙ୍ଗାଳ

କାଳ ହେଲା ସେୟାର ମାର୍କେଟ୍‌ରେ ଟଙ୍କା ଦୁଇଗୁଣାର ମୋହ । ୨୦ ଲକ୍ଷ ହରାଇ ଜୀବନ ହାରିଲେ ବଲାଙ୍ଗିରର ବିନୋଦ ଯାଦବ ।

Special story
ଦୁଷ୍କର୍ମ, ହତ୍ୟା, ଏନକାଉଣ୍ଟର୍‌ : ଲଖିମପୁର ହତ୍ୟାକାଣ୍ଡର ପୋଲିସ୍‌ ଥିଓରି

ପୋଲିସ୍‌ର ଦାବି ଅନୁସାରେ, ପୂର୍ବରୁ ଅଭିଯୁକ୍ତଙ୍କୁ ଜାଣିଥିଲେ ମୃତ ଦୁଇ ଭଉଣୀ ।

death
ସପ୍ଟୱେର ଇଞ୍ଜିନିଅର ଶ୍ୱେତା ମୃତ୍ୟୁ ମାମଲା : ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ପୋଲିସର ପଚରାଉଚରା

ଚନ୍ଦ୍ରଶେଖରପୁର ପୋଲିସ ସୌମ୍ୟଜିତଙ୍କୁ ପଚରାଉଚରା କରୁଛି ।

Woman Dies In A Bid To Save Husband In Nuapada
ଟାର୍ଗେଟ୍‌ରେ ଥିଲା ସ୍ୱାମୀ, ହେଲେ ଚାଲିଗଲା ସ୍ତ୍ରୀର ଜୀବନ

ସ୍ୱାମୀଙ୍କ ଉପରେ ଗୁଳି ଚାଳନା ଦେଖି ସାମ୍ନାକୁ ଆସି ଯାଇଥିଲେ ସ୍ତ୍ରୀ। ଫଳରେ ଗୁଳିମାଡ଼ ଖାଇ ତାଙ୍କର ଜୀବନ ଚାଲି ଯାଇଛି।

tragic story
ମା’ ଆଖି ସାମ୍ନାରେ ଦୁଇ ଝିଅଙ୍କୁ ଘରୁ ଘୋଷାଡ଼ି ନେଲେ, ତା’ପରେ ମାରି ଝୁଲାଇଦେଲେ

ଦୁଇ ଝିଅଙ୍କୁ ଅପହରଣ କରି ମାରି ଟାଙ୍ଗି ଦିଆଯାଇଥିବା କହିଲେ ମା

  • Thursday, 15 September 2022
  • Murder
Fraud, Priest loot 30 lakhs
ପେଶାରେ ପୂଜକ, ନିଶା ଠକେଇ

ମାରିଛନ୍ତି ଚିତା ଚୈତନ୍ୟ। ବେଶଭୁଷା ଦେଖିଲେ ଲାଗୁଛନ୍ତି ଖାଣ୍ଟି ପୂଜକ କିମ୍ବା ପୁରୋହିତ। ହେଲେ ବଡ ବଡିଆଙ୍କ ସହ ସଂପର୍କ ଥିବା କହି ଲୋକଙ୍କୁ ଚୂନ ଲଗାଇବା ଅଭିଯୋଗ ଆସିଛି ବାବୁଙ୍କ ବିରୋଧରେ। ଯାହାଙ୍କ ନାଁ ବାସୁଦେବ ପଣ୍ଡା। ଘର କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଢ଼ୋଲ ଗାଁରେ। 

SIM Box Racket
ଅଦୃଶ୍ୟ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍

ମୋବାଇଲ୍ ଉପଭୋକ୍ତାଙ୍କ ପାଖକୁ ଆସୁଛି ଅସଂଖ୍ୟ ଫେକ୍ ଫୋନ କଲ୍ । କାହାକୁ କେୱାଇସି ଅପଡେଟ୍ ନାଁରେ କଲ୍ ଆସୁଛି ତ ଆଉ କାହା ପାଖକୁ କଲ୍ ଆସୁଛି ଋଣର ପ୍ରଲୋଭନ ଦେଖାଇ । ଏହି ଲୋଭନୀୟ ଅଫର୍ ମୋହରେ ପଡ଼ି ବହୁ ଲୋକ ହରାଇ ସାରିଛନ୍ତି ନିଜର କଷ୍ଟ ଉପାର୍ଜିତ ଟଙ୍କା ।

SIM Box Racket
ସିମବକ୍ସ ରାକେଟ୍‌ର ପୁଣି ପର୍ଦ୍ଦାଫାସ୍; KYC ନାଁରେ ଫେକ୍ ମେସେଜ ପଠାଇ କରୁଥିଲେ ଚିଟିଂ

ଅଦୃଶ୍ୟ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍ । ଫେକ୍ ଫୋନ୍ କଲ୍ ଆଉ ମେସେଜ୍ ଜରିଆରେ ନୀରିହଙ୍କୁ ଚୁନା ଲଗାଉଥିବା ଦୁର୍ବୃତ୍ତଙ୍କ ମୁଖା ଖୋଲିଲା କ୍ରାଇମବ୍ରାଞ୍ଚ । ଯେଉଁମାନେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବୁଲାଉଥିଲେ କଳାକନା ।

Fraud, Priest loot 30 lakhs
ଚିତା ଚୈତନ୍ୟ କାଟି ଲୁଟୁଥିଲେ, ନାମ ନେଲେ

ଅସଲି ପୂଜକଙ୍କ ନକଲି କାଣ୍ଡ। ଲୋକଙ୍କୁ ଚାକିରି ଦେବା, ବଡ ହସ୍‌ପିଟାଲରେ ଚିକିତ୍ସା କରିବା କହି ଲୁଟୁଥିଲେ। ଧରା ପଡିଗଲା ଏବେ ସବୁ କିଛି। ପୂଜକ ଭାବି ଲୋକେ କରିଥିଲେ ବିଶ୍ୱାସ, ହେଲେ ମିଳିଲା ବିଷ।

loot in kendrapara
ପ୍ରଧାନମନ୍ତ୍ରୀ ଓ ବଡ଼ ଅଫିସରଙ୍କ ଫଟୋ ସହ ନିଜ ଫଟୋ ଯୋଡ଼ି ଟଙ୍କା ଲୁଟିନେଲେ ନନା

ସାମ୍ନାକୁ ଆସିଲା ଭଦ୍ର ଚୋରଙ୍କ ଅସଲ ଚେହରା । ଚିତା ଚୈତନ ମାରି, ଭଦ୍ର ଲୋକର ମୁଖା ପିନ୍ଧି, ସହାନୁଭୂତି ଦେଖାଇ, ପିଠି ଆଉଁଶି ଗରିବଙ୍କୁ ଲୁଟୁଥିଲେ। ଲକ୍ଷେ କି ୨ ଲକ୍ଷ ନୁହେଁ, ପୁରା ଲୁଟି ନେଇଛନ୍ତି ୩୦ ଲକ୍ଷ। କିଏ ରୋଗର ଚିକିତ୍ସା କରିବା ପାଇଁ ତ କିଏ ଚାକିରି ପାଇବା ଆଶାରେ ଜମି ବାଡି ବିକି ଏଇ ଭଦ୍ର ଚୋରଙ୍କୁ ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ ଟଙ୍କା ଦେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।

Drug Mafia Ranju Nayak
ଚନ୍ଦୁ ମର୍ଡର କେସ୍‌ର ପର୍ଦ୍ଦାଫାସ; ଦାଦା ବଟି ପାଇଁ ମୁଣ୍ତ ଗଡ଼ାଇଥିଲା ଲେଡି ନିଶା ମାଫିଆ

ନିଶା କାରବାରକୁ ବିରୋଧ କରିବାକୁ ନେଇ ଗତ ଶୁକ୍ରବାର ରାତିରେ ରାଜଧାନୀର ୟୁନିଟ୍-୮ ନାରାୟଣୀ ବସ୍ତି ଅଞ୍ଚଳରେ ଚନ୍ଦୁ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୨ ମୁଖ୍ୟ ଅଭିଯୁକ୍ତ ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁ ନାୟକ ଓ ତାଙ୍କ ସହଯୋଗୀ କାହ୍ନା ଫେରାର ଥିବା ବେଳେ ଆଜି ଉଭୟଙ୍କୁ ଗିରଫ କରିଛି ପୋଲିସ୍‌।

tragic story
ବୁଡ଼ିଗଲା ଟଙ୍କା, ଜୀବନ ହାରିଦେଲେ ଯୁବକ

୧୦ଲକ୍ଷ ନିଜ ଟଙ୍କା ଓ ଆଉ ୧୦ ଲକ୍ଷ ଧାର କରିଥିଲେ ବିନୋଦ

death threat
‘ମୋର କେହି ଶତ୍ରୁ ନାହାନ୍ତି, ମୋତେ ହତ୍ୟା ଧମକ କାହିଁକି ?’

ବିଧାୟକଙ୍କୁ କିଏ ଓ କାହିଁକି ହତ୍ୟା ଧମକ ଦେଉଛି ?