ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଘର ଲୋକ ମନା କରିବାରୁ ୧୫ ବର୍ଷୀୟା ନାବାଳିକା ୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ଅନୀତାଙ୍କୁ ପ୍ରେମ ବିବାହ କଲେ ବୋଲି ପରେ ଝିଅ ଘର ପରିବାର ସମେତ ଗାଁର କିଛି ଲୋକ ତାଙ୍କୁ ବିରୋଧ କରିଥିଲେ । ବିରୋଧ ଭୟରେ ଦୁହେଁ ଗାଁ ଛାଡ଼ି ଅନ୍ୟ ଏକ ଗାଁରେ ରହିବା ପରେ ଉଭୟ ରେଜିଷ୍ଟ୍ରି ବିବାହ ବି କରିଥିଲେ । ଇତି ମଧ୍ୟରେ ଜର୍ଜଙ୍କ ୩ ଟି ସନ୍ତାନ ବି ହୋଇଛନ୍ତି । ବଡ ଝିଅ ଏବେ ମାଟ୍ରିକ ପାସ କରି ଏକ ତାଲିମ କେନ୍ଦ୍ରରେ ତାଲିମ ନେଉଥିବା ବେଳେ ମଝିଆ ଝିଅ ୫ ଓ ସାନ ପୁଅ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି ।
ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ଲୋକନାଥ ରାଉତଙ୍କୁ ଭୁଜାଲି ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ମର୍ଣ୍ଣିଂ ୱାକ୍ କରି ଫେରୁଥିବା ବେଳେ ୨ ଅଜଣା ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।
୯୫ ପ୍ରତିଶତରୁ ଅଧିକ ମାର୍କ ରଖି ବିଭିନ୍ନ ସ୍ଥାନରେ କିଏ ପୋଷ୍ଟମାଷ୍ଟର ତ କିଏ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବନିଛନ୍ତି।
ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଥିବା ସରକାରୀ କର୍ମଚାରୀଙ୍କ ଛାତି ଏବେ ଧଡ଼ଧଡ଼ । ଡାକ ବିଭାଗରୁ ଶିକ୍ଷା ବିଭାଗ ଯାଏଁ ଲମ୍ବିଥିବା ନକଲି ଭୂତକୁ ଛଡ଼ାଇବା ପାଇଁ ପଣ କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।
୨୦୧୮ରୁ ନିଯୁକ୍ତ ଡାକ କର୍ମଚାରୀଙ୍କ ହେବ ପ୍ରମାଣପତ୍ର ଯାଞ୍ଚ, ତେଣେ ବଲାଙ୍ଗିର । କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ସ୍କାନରରେ ଆଉ ୭ ଦଲାଲ ଓ ସରକାରୀ ଚାକିରିଆ ।
‘ମୋତେ ଓ ମୋ ପୁଅକୁ ଗୋଟିଏ କୋକେଇରେ ନେବ ଓ ଗୋଟିଏ ସ୍ଥାନରେ ପୋତିବ । ମୁଁ ମଲା ପରେ ତାର ଯତ୍ନ ନେବାକୁ କେହି ନାହାନ୍ତି ’। ସ୍ତ୍ରୀ ଛାଡ଼ି ଚାଲିଯିବା ପରେ ସେ ଗତ କିଛି ଦିନ ହେଲା ଚାପଗ୍ରସ୍ତ ଥିଲା...
ମଝି ଆକାଶରେ ଉଡ଼ୁଥିଲା ଏୟାର ଇଣ୍ଡିଆର ବିମାନ। ଯାତ୍ରୀମାନଙ୍କୁ ନେଇ ବିମାନଟି ଲଣ୍ଡନ ଯାଉଥିଲା। ହେଲେ ଜଣେ ଯାତ୍ରୀ ବିମାନ ଭିତରେ ଦୁଇ ଜଣ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିବାରୁ ସ୍ଥିତି ଭୟଙ୍କର ରୂପ ନେଇଥିଲା। ଏହି କାରଣରୁ ଲଣ୍ଡନ ଯିବା ବଦଳରେ ବିମାନଟି ପୁଣି ଦିଲ୍ଲୀ ଫେରି ଆସିଥିଲା।
ଅନୈତିକ ସମ୍ପର୍କ ପାଇଁ ବର୍ବର କାଣ୍ଡ । ସ୍ତ୍ରୀ ଓ ପୁଅକୁ ମାରି ପକାଇଲା ଅଭିଯୁକ୍ତ ।
ବୁରୋମାଲ ଅଞ୍ଚଳର ଜଣେ ନାବାଳକଙ୍କର ୭ ତାରିଖରୁ ପତ୍ତା ମିଳୁନି । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଅପହରଣ ମାମଲା ରୁଜୁ ହୋଇଛି।
କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ
କୁକୁରକୁ ନେଇ ଝଗଡ଼ା ପରେ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ମା’ଙ୍କୁ ଗୁଳି ମାରି ଦେଇଥିବା ଜଣାପଡ଼ିଛି। ଦିଲ୍ଲୀର ବନ୍ଧୁ ଗୁପ୍ତା ରୋଡ୍ରେ ଶନିବାର ଦିନ ଏହି ଘଟଣା ଘଟିଛି।
ପାରିବାରିକ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ପୋଲିସ୍କୁ ନିସ୍ତୁକ ମାଡ଼। ମୁଣ୍ଡ ଫାଟିଲା, ଚେତାଶୂନ୍ୟ ହେଲେ କନଷ୍ଟେବଲ।
ଜେଲ୍ ଭିତରେ ଥିବା ଶୌଚାଳୟରେ କଏଦୀ ଜଣକ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ଜଣେ ମାନସିକ ଚିକିତ୍ସିତ ରୋଗୀ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଯଦି କେହି ସିମ୍ ଅପବ୍ୟବହାର କରି ଧରାପଡ଼ନ୍ତି, ତାଙ୍କୁ ଜୋରିମାନା ସହ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିପାରେ।
ମହିଳା ଜଣକ ଲୋଭର ବଶବର୍ତ୍ତୀ ୧.୭୦ ଲକ୍ଷ ରବି ଶର୍ମାକୁ ଫୋନପେ ଓ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ।
ଶିକ୍ଷକ ନାଁରେ କଳଙ୍କ । ନବମ ଶ୍ରେଣୀ ଛାତ୍ରୀଙ୍କୁ ବହି କିଣିଦେବା କହି ବାଇକ୍ରେ ନେଲେ । ଜଙ୍ଗଲିଆ ରାସ୍ତାରେ ଅସଦାଚରଣ କରିବାକୁ ଉଦ୍ୟମ କଲେ । ଏବେ ଧରାପଡ଼ିବା ପରେ ମାମୁଁଘରେ ସାର୍
ଝାରସୁଗୁଡ଼ାର ବହୁ ଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ଓଟିଭି ହାତରେ ଲାଗିଛି ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ।
ସରକାରୀ ଚାକିରି କରିଥିଲେ, ପେନସନ୍ ପାଇବାକୁ ଆଶା ରଖିଥିଲେ । ଲଢେଇ କରି କରି ଆଖି ବୁଜିଲେ ସତ କିନ୍ତୁ ପେନସନ ପାଇଲେ ନାହିଁ । କୋର୍ଟ, କଚେରୀ , କଲେଜ ବୁଲିବୁଲି ହାଲିଆ ହେଲେ କିନ୍ତୁ କିଛି ମିଳିଲାନି
ରୋହିଣୀ ସେଣ୍ଟ୍ରାଲ୍ ଜେଲ୍ର ତିନି ଅଧିକାରୀଙ୍କୁ ଏବେ ଗିରଫ କରାଯାଇଛି । ସେମାନେ ମହାଠକ ସୁକେଶକୁ ସହଯୋଗ କରୁଥିଲେ । ଯାହାଫଳରେ ସେ ଜେଲ୍ ଭିତରେ ଥାଇ ମଧ୍ୟ ତାର ଠକେଇ ସାମ୍ରାଜ୍ୟକୁ ଚଳାଇ ପାରୁଥିଲା ।
ନା ଅଫିସ, ନା କାଗଜପତ୍ର.. । ସିଧା ଅନଲାଇନ୍ ଆପରେ ଦେଶର ୮୦ ହଜାର ଲୋକଙ୍କ କୋଟି କୋଟିର ଜମା ନେଇ ହାୱା ହେଇଗଲା ଆମେରିକାନ ଚିଟଫଣ୍ଡ କଂପାନି
କିଛି ଶହ ଟଙ୍କା ଇନଭେଷ୍ଟ କରି ଲକ୍ଷ ଲକ୍ଷରେ ଇନକମର ଲୋଭ। ଆମେରିକାରୁ ଭିଡିଓ ବାର୍ତ୍ତା ଦେଇ ଡଲାରରେ ଟଙ୍କା ରୋଜଗାରର ଲୋଭ ଦେଖାଇ ଲୋକଙ୍କ କୋଟି କୋଟି ନେଇ ହାୱା ହାୱାଇ ହୋଇଗଲା ଅନ ଲାଇନ ଚିଟଫଣ୍ଡ ସଂସ୍ଥା କ୍ଲାଉଡ୍ ଫଟ୍।
ମୁଁ ଉଠେଇଲେ ମାନେ ମୋ ନମ୍ବର । ସମସ୍ତେ ଯେଉଁଠୁ ପାଆନ୍ତି, ମୁଁ ବି ପାଇଲି । ଲେ...ଲେ...ଆକାଉଣ୍ଟ ହ୍ୟାକ୍ କରିଛି । କଣ କରିବ ମୋର?
ଡାକଘରେ ଜମା ନାଁରେ ଟଙ୍କା ହଡ଼ପ । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳରେ ଥିବା ଜଣେ ଏଜେଣ୍ଟଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ ।
ସାମାନ୍ୟ ଗୁପ୍ଚୁପ୍ ଖିଆକୁ ନେଇ ଜଣଙ୍କ ଜୀବନ ଚାଲିଗଲା । ପିଟି ପିଟି ବୃଦ୍ଧାଙ୍କୁ ହତ୍ୟା କଲେ ପଡ଼ୋଶୀ ।