7 armed robbers’ loot jewellery showroom
ଯାଜପୁର ବ୍ୟାସନଗରରେ ଥିବା ଏକ ଗହଣା ସୋ’ରୁମ୍ରେ ଦିନ ଦ୍ୱିପହରରେ ଡକାୟତି । କର୍ମଚାରୀଙ୍କୁ ମାଡ଼ ମାରି ବିପୁଳ ପରିମାଣର ଗହଣା ଲୁଟ୍ ହୋଇଥିବା ସୂଚନା ମିଳିଛି । ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)